Hebreus 3

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଅତଏବ ତୁମ୍ଭମାନେେ ସମସ୍ତେ ଯୀଶୁଙ୍କଠା ରେ ମନ ଦିଅ। ପରମେଶ୍ବର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ବାସର ମହାୟାଜକ। ମାେ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏକଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।
1 Portanto, irmãos santos que participam do chamado celestial, considerem atentamente a Jesus, que declaramos ser Apóstolo e Sumo Sacerdote.
2 ପରମେଶ୍ବର ଯୀଶୁଙ୍କୁ ମହାୟାଜକ ସ୍ବରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମାଶାଙ୍କେ ପରି ଯୀଶୁ ମଧ୍ଯ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ। ଈଶ୍ବରଙ୍କ ଗୃହ ରେ ଈଶ୍ବର ଇଚ୍ଛା କରୁଥିବା ସମସ୍ତ କାର୍ୟ୍ଯ ସେ କଲେ।
2 Pois ele foi fiel àquele que o designou, assim como Moisés serviu fielmente quando lhe foi confiada toda a casa de Deus.
3 ଯେତବେେଳେ ଜଣେ ଲୋକ ଘରଟିଏ ତିଆରି କଲେ, ଲୋକେ ଘର ତୁଳନା ରେ ସହେି ଲୋକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ଯ ଏହା ପ୍ରୟୁଜ୍ଯ। ମାଶାଙ୍କେ ତୁଳନା ରେ ଯୀଶୁ ଅଧିକ ସମ୍ମାନର ଯୋଗ୍ଯ।
3 Jesus, no entanto, é digno de muito mais honra que Moisés, assim como a pessoa que constrói uma casa merece mais elogios que a casa em si.
4 ପ୍ରେତ୍ୟକକ ଘର କୌଣସି ଲୋକ ଦ୍ବାରା ନିର୍ମିତ।
4 Pois toda casa tem um construtor, mas Deus é o construtor de todas as coisas.
5 କିନ୍ତୁ ପରମେଶ୍ବର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ବରଙ୍କ ଗୃହ ରେ ମାଶାେ ଜଣେ ସବେକ ରୂପେ ବିଶ୍ବସ୍ତ ଥିଲେ। ପରମେଶ୍ବର ଭବିଷ୍ଯତ ରେ ଯାହା କିଛି କହିବେ, ସେ ଲୋକମାନଙ୍କୁ ସହେି କଥା କହିଥିଲେ।
5 Por certo, Moisés foi fiel como servo na casa de Deus, e seu trabalho ilustrou verdades que seriam mais tarde reveladas.
6 କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ବରଙ୍କ ଗୃହର ତତ୍ତ୍ବାବଧାନ ରେ ବିଶ୍ବସ୍ତ ଥିଲେ। ଆମ୍ଭେ ବିଶ୍ବାସୀଗଣ ପରମେଶ୍ବରଙ୍କ ଗୃହ ପରିବାର ସ୍ବରୂପ ଅଟୁ। ଯଦି ଆମ୍ଭେ ସହେି ମହତ୍ ଆଶାର ଅପେକ୍ଷା ରେ ଦୃଢ଼ ଓ ଅଟଳ ରହିବା, ତା' ହେଲେ ଆମ୍ଭ ଅନ୍ତର ରେ ପରମେଶ୍ବର ବାସ କରିବେ।
6 Mas Cristo, como Filho, é responsável por toda a casa de Deus; e nós somos a casa de Deus, se nos mantivermos corajosos e firmes em nossa esperança gloriosa.
7 ଅତଏବ ପବିତ୍ର ଆତ୍ମା କୁହନ୍ତି :
7 Por isso o Espírito Santo diz: “Hoje, se ouvirem sua voz,
8 ତବେେ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ବରଙ୍କ ବିରୁଦ୍ଧ ରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।
8 não endureçam o coração como eles fizeram na rebelião, quando me puseram à prova no deserto.
9 ଗ୍ଭଳିଷ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମାରେ କାର୍ୟ୍ଯ ଗୁଡ଼ିକ ଦେଖିଲେ। ତଥାପି ସମାନେେ ମାେ ର୍ଧୈୟ୍ଯର ପରୀକ୍ଷା ନେଲେ।
9 Ali seus antepassados me tentaram e me puseram à prova, apesar de terem visto meus feitos durante quarenta anos.
10 ସେଥିପାଇଁ ମୁଁ ସହେି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି। ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ ଅଟେ। ସମାନେେ ମାରେ ମାର୍ଗ ବୁଝନ୍ତି ନାହିଁ।
10 Por isso fiquei irado com aquela geração e disse: ‘Seu coração sempre se desvia de mim; vocês se recusam a andar em meus caminhos’.
11 ଅତଏବ ମୁଁ କୋର୍ଧ ରେ ପ୍ରତିଜ୍ଞା କରି କହିଥିଲି - ସେ ଲୋକମାନେ କବେେ ହେଲେ ମାରେ ବିଶ୍ରାମସ୍ଥଳ ରେ303 ପ୍ରବେଶ କରିବେ ନାହିଁ।' ଗୀତସଂହିତା 95:7-11
11 Assim, jurei em minha ira: ‘Jamais entrarão em meu descanso’”.
12 ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧିଅରେ କହେି ପାପ ନ କର, ଅବିଶ୍ବାସୀ ନ ହୁଅ, ଓ ଜୀବିତ ପରମେଶ୍ବରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ।
12 Portanto, irmãos, cuidem para que nenhum de vocês tenha coração perverso e incrédulo que os desvie do Deus vivo.
13 କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। ଆଜିଦିନ' ରେ ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନ ରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାୟ୍ଯ କର।
13 Advirtam uns aos outros todos os dias, enquanto ainda é “hoje”, para que nenhum de vocês seja enganado pelo pecado e fique endurecido.
14 କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ବାସ ଥିଲା, ତାହା ଯଦି ଶଷେ ପର୍ୟ୍ଯନ୍ତ ବଜାୟ ରଖିବ, ତାହାହେଲେ ଯୀଶୁଖ୍ରୀଷ୍ଟଙ୍କ ସମସ୍ତ ଅଧିକାର ରେ ସହଭାଗୀ ହବେ।
14 Porque nos tornaremos participantes de Cristo, se de fato mantivermos firme até o fim a confiança que nele depositamos no início.
15 ତାହାହିଁ ଶାସ୍ତ୍ର ମଧ୍ଯ କୁ ହେ :
15 Lembrem-se do que foi dito: “Hoje, se ouvirem sua voz, não endureçam o coração como eles fizeram na rebelião”.
16 ପରମେଶ୍ବରଙ୍କ ବାକ୍ଯ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ ? ଯେଉଁମାନେ ମାଶାଙ୍କେ ଦ୍ବାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସହେି ଲୋକ ଅଟନ୍ତି।
16 E quem foram os que se rebelaram mesmo depois de terem ouvido? Não foram aqueles que saíram do Egito conduzidos por Moisés?
17 ପରମେଶ୍ବର ଚାଳିଶ ବର୍ଷ ଧରି ତାହା ପ୍ରତି କୋରଧ କରିଥିଲେ ? ଯେଉଁମାନେ ପାପ କରିଥିଲେ ସମାନଙ୍କେ ପ୍ରତି ପରମେଶ୍ବର କୋରଧ କରିଥିଲେ। ସମାନେେ ମରୁଭୂମିରେ ମଲେ।
17 E quem deixou Deus irado durante quarenta anos? Não foi o povo que pecou e cujos corpos ficaram no deserto?
18 ପରମେଶ୍ବରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳ ରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ? ପରମେଶ୍ବରଙ୍କ ଆଜ୍ଞାର ଅବାଧ୍ଯ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ।
18 E a quem Deus se dirigiu quando jurou que jamais entrariam em seu descanso? Não foi ao povo que lhe desobedeceu?
19 ଅତଏବ ଆମ୍ଭେ ଦେଖୁଛୁ ଯେ, ସମାନେେ ନିଜ ଅବିଶ୍ବାସ ହତେୁ ସଠାେରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ।
19 Vemos, portanto, que não puderam entrar no descanso por causa de sua incredulidade.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Hebreus 3, comparar traduções ou montar um estudo — tudo direto pelo WhatsApp.