Hebreus 12

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ ଲୋକ ରହିଛନ୍ତି। ବିଶ୍ବାସ ବିଷୟ ରେ ସମାନଙ୍କେ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସମାନଙ୍କେ ଭଳି ହବୋ ଉଚିତ। ଆମ୍ଭେ ଜୀବନ ରେ ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, ସଗେୁଡ଼ିକୁ ଆମ୍ଭେ ଆଡ଼ଇେ ଦବୋ ଉଚିତ ଓ ଆମ୍ଭ ସମ୍ମୁଖ ରେ ଥିବା ଦୌଡ଼ ରେ ଦୌଡ଼ିବା ଉଚିତ। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜ ରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ଯାଗ କରିବା ଉଚିତ।
1 Desse modo, cercados como estamos de uma tal nuvem de testemunhas, desvencilhemo-nos das cadeias do pecado. Corramos com perseverança ao combate proposto, com o olhar fixo no autor e consumador de nossa fé, Jesus.
2 ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।
2 Em vez de gozo que se lhe oferecera, ele suportou a cruz e está sentado à direita do trono de Deus.
3 ଯୀଶୁଙ୍କ ବିଷୟ ରେ ଭାବି ଦେଖ। ଯେତବେେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧ ରେ କିଛି କରୁଥିଲେ, ସେ ଅତି ର୍ଧୈୟ୍ଯର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭମାନେେ ମଧ୍ଯ ସହେି ଭଳି ର୍ଧୈୟ୍ଯବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।
3 Considerai, pois, atentamente aquele que sofreu tantas contrariedades dos pecadores, e não vos deixeis abater pelo desânimo.
4 ତୁମ୍ଭମାନେେ ପାପ ବିରୁଦ୍ଧ ରେ ସଂଗ୍ରାମ କରୁଛ, କିନ୍ତୁ ସହେି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ଯୁର କାରଣ ହାଇପୋରି ନାହିଁ।
4 Ainda não tendes resistido até o sangue, na luta contra o pecado.
5 ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଗଣ ହାଇେଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ବନାର ବାକ୍ଯ କୁହନ୍ତି। ତୁମ୍ଭମାନେେ ସହେି ବାକ୍ଯଗୁଡ଼ିକୁ ଭୁଲି ଯାଇଛ :
5 Estais esquecidos da palavra de animação que vos é dirigida como a filhos: Filho meu, não desprezes a correção do Senhor. Não desanimes, quando repreendido por ele;
6 ପ୍ରଭୁ ଭଲ ପାଉଥିବା ପ୍ରେତ୍ୟକକ ଲୋକକୁ ଦଣ୍ଡ ଦିଅନ୍ତି, ଓ ପୁତ୍ର ଭାବରେ ମାନିଥିବା ପ୍ରେତ୍ୟକକ ଲୋକକୁ ସେ ଶାସ୍ତି ଦିଅନ୍ତି। ହିତାପଦେେଶ 3:11-12
6 pois o Senhor corrige a quem ama e castiga todo aquele que reconhece por seu filho {Pr 3,11s}.
7 ଅତଏବ ପ୍ରେତ୍ୟକକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତାର ପୁତ୍ର ପ୍ରତି ଯଭେଳି ବ୍ଯବହାର କରେ, ପରମେଶ୍ବର ତୁମ୍ଭମାନଙ୍କ ପ୍ରତି ସପରେି ବ୍ଯବହାର କରନ୍ତି।
7 Estais sendo provados para a vossa correção: é Deus que vos trata como filhos. Ora, qual é o filho a quem seu pai não corrige?
8 ପ୍ରେତ୍ୟକକ ପୁତ୍ର ପିତା ଦ୍ବାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭମାନେେ କବେେ ଦଣ୍ଡ ପାଇ ନାହଁ ପ୍ରେତ୍ୟକକ ପୁତ୍ର ଦଣ୍ଡ ପାଇବା ଉଚିତ, ତାହାହେଲେ ତୁମ୍ଭମାନେେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ।
8 Mas se permanecêsseis sem a correção que é comum a todos, seríeis bastardos e não filhos legítimos.
9 ଏହି ପୃଥିବୀ ରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସମାନେେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦଖାଇେଲୁ। ଅତଏବ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା।
9 Aliás, temos na terra nossos pais que nos corrigem e, no entanto, os olhamos com respeito. Com quanto mais razão nos havemos de submeter ao Pai de nossas almas, o qual nos dará a vida?
10 ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସମାନେେ ଯେପରି ଭଲ ଭାବିଲେ, ସହେିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ବର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହବୋପାଇଁ ସାହାୟ୍ଯ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି।
10 Os primeiros nos educaram para pouco tempo, segundo a sua própria conveniência, ao passo que este o faz para nosso bem, para nos comunicar sua santidade.
11 ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳ ରେ, ଦଣ୍ଡ ପାଇବା ଦ୍ବାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।
11 E verdade que toda correção parece, de momento, antes motivo de pesar que de alegria. Mais tarde, porém, granjeia aos que por ela se exercitaram o melhor fruto de justiça e de paz.
12 ତୁମ୍ଭମାନେେ ଦୁର୍ବଳ ହାଇଯୋଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର।
12 Levantai, pois, vossas mãos fatigadas e vossos joelhos trêmulos {Is 35,3}.
13 ଧାର୍ମିକ ହାଇେ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହବୋର କାରଣ ହବେ ନାହିଁ, ଓ ତୁମ୍ଭମାନେେ ରକ୍ଷା ପାଇପାରିବ।
13 Dirigi os vossos passos pelo caminho certo. Os que claudicam tornem ao bom caminho e não se desviem.
14 ସମସ୍ତଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣଙ୍କର ଜୀବନ ପବିତ୍ର ନୁହେଁ, ତା' ହେଲେ ସେ ପ୍ରଭୁଙ୍କୁ କବେେ ହେଲେ ଦେଖି ପାରିବ ନାହିଁ।
14 Procurai a paz com todos e ao mesmo tempo a santidade, sem a qual ninguém pode ver o Senhor.
15 ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।
15 Estai alerta para que ninguém deixe passar a graça de Deus, e para que não desponte nenhuma planta amarga, capaz de estragar e contaminar a massa inteira.
16 ସାବଧାନ ରୁହ ଯେପରି କହେି ହେଲେ ୟୌନ ବ୍ଯଭିଚାର ନ କରେ। ସାବଧାନ ରୁହ ଯେପରି କହେି ଏସେ ୗ ଭଳି ନ ହେଉ। ସେ ପରମେଶ୍ବରଙ୍କ ବିଷୟ ରେ ଚିନ୍ତା କରେ ନାହିଁ। ଏସେ ୗ ଜେଷ୍ଠପୁତ୍ର ଥିଲା, ଓ ସେ ତା' ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥାନ୍ତା। କିନ୍ତୁ ଥରକର ଭୋଜନ ବଦଳ ରେ ସେ ସବୁକିଛି ବିକ୍ରି କରି ଦଲୋ।
16 Que não haja entre vós ninguém sensual nem profanador como Esaú, que, por um prato de comida, vendeu o seu direito de primogenitura.
17 ତୁମ୍ଭମାନେେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏସେ ୗ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଚାହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ଯାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା'ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।
17 E sabeis que, desejando ele em seguida receber a bênção do herdeiro, lhe foi recusada. E não bastaram todas as súplicas e lágrimas para que seu pai mudasse de sentimento...
18 ତୁମ୍ଭମାନେେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇଶ୍ରାୟେଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭମାନେେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁ ରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭମାନେେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ।
18 Em verdade, não vos aproximastes de uma montanha palpável, invadida por fogo violento, nuvem, trevas, tempestade,
19 ସଠାେରେ ତୂରୀର ଧ୍ବନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ବନି ନାହିଁ। ଯେତବେେଳେ ଲୋକେ ସେ ଧ୍ବନି ଶୁଣିଲେ, ସମାନେେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି।
19 som da trombeta e aquela voz tão terrível que os que a ouviram suplicaram que ela não lhes falasse mais.
20 ସମାନେେ ଆଦେଶକୁ ସହି ପାରିଲେ ନାହିଁ : ଯଦି କିଏ, କୌଣସି ପଶୁ ମଧ୍ଯ ପର୍ବତକୁ ଛୁଏଁ ତା' ହେଲେ ତାହାକୁ ପଥର ଆଘାତ ଦ୍ବାରା ମାରି ଦବୋକୁ ହବେ।322
20 Estavam verdadeiramente aterrados por esta ordem: Todo aquele que tocar a montanha, mesmo que seja um animal, será apedrejado {Ex 19,12}.
21 ସହେି ଲୋକମାନେ ଯାହା ଦେଖିଲେ, ସଗେୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମାଶାେ କହିଥିଲେ : ମୁଁ ଭୟ ରେ ଥରୁଛି।323
21 E tão terrível era o espetáculo, que Moisés exclamou: Eu tremo de pavor {Dt 9,19}.
22 କିନ୍ତୁ ତୁମ୍ଭମାନେେ ସପରେି ଜାଗାକୁ ଆସିନାହଁ। ତୁମ୍ଭମାନେେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସୀଯୋନ ପର୍ବତ।324 ତୁମ୍ଭମାନେେ ଜୀବନ୍ତ ପରମେଶ୍ବରଙ୍କ ନଗରୀକୁ ଆସିଛ, ସ୍ବର୍ଗୀୟ ୟିରୁଶାଲମକୁ ଆସିଛ। ତୁମ୍ଭମାନେେ ଏକତ୍ରିତ ହାଇେଥିବା ଓ ଆନନ୍ଦ ରେ ପରିପୂର୍ଣ୍ଣ ହଜାର ହଜାର ସ୍ବର୍ଗଦୂତଙ୍କ ପାଖ ରେ ଆସି ପହଁଞ୍ଚିଛ।
22 Vós, ao contrário, vos aproximastes da montanha de Sião, da cidade do Deus vivo, da Jerusalém celestial, das miríades de anjos,
23 ତୁମ୍ଭମାନେେ ପରମେଶ୍ବରଙ୍କ ପ୍ରଥମଜାତ325 ସନ୍ତାନମାନଙ୍କ ମିଳନ ସ୍ଥଳ ରେ ଆସି ପହଞ୍ଚିଛି। ସମାନଙ୍କେ ନାମ ସ୍ବର୍ଗ ରେ ଲଖାେ ରହିଛି। ସବୁଲୋକଙ୍କର ବିଚାରପତି ପରମେଶ୍ବରଙ୍କ ନିକଟକୁ ତୁମ୍ଭମାନେେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହାଇେ ସାରିଛନ୍ତି, ସହେିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭମାନେେ ଆସିଛ।
23 da assembléia festiva dos primeiros inscritos no livro dos céus, e de Deus, juiz universal, e das almas dos justos que chegaram à perfeição,
24 ତୁମ୍ଭମାନେେ, ପରମେଶ୍ବରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭମାନେେ ହବେଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ଯ କହି ପାରୁଥିବା ରକ୍ତ ସଚେନ326 ନିକଟକୁ ଆସିଛ।
24 enfim, de Jesus, o mediador da Nova Aliança, e do sangue da aspersão, que fala com mais eloqüência que o sangue de Abel.
25 ସାବଧାନ ରୁହ, ଓ ପରମେଶ୍ବର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତବେେଳେ ସେ ପୃଥିବୀର ସହେି ଲୋକମାନଙ୍କୁ ସତର୍କ କଲେ, ସେତବେେଳେ ସମାନେେ ତାହାଙ୍କ କଥା ଅଗ୍ରାହ୍ଯ କଲେ। କିନ୍ତୁ ସମାନେେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସମାନଙ୍କେ ଲାଗି ଅତି ଖରାପ ହବେ।
25 Guardai-vos, pois, de recusar ouvir aquele que fala. Porque, se não escaparam do castigo aqueles que dele se desviaram, quando lhes falava na terra, muito menos escaparemos nós, se o repelirmos, quando nos fala desde o céu.
26 ଆଗରୁ ଯେତବେେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, ଆଉ ଥରେ ମୁଁ କମ୍ପାଇବି କବଳେ ପୃଥିବୀକୁ ନୁହେଁ ବରଂ ମୁଁ ସ୍ବର୍ଗକୁ ମଧ୍ଯ କମ୍ପାଇବି।327
26 Depois de ter outrora abalado a terra pela sua voz, ele hoje nos faz esta solene declaração: Ainda uma vez por todas moverei, não só a terra, mas também o céu {Ag 2,6}.
27 ଆଉ ଥରେ କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହାଇେଥିଲା, ସେ ସବୁ ନଷ୍ଟ ହାଇେ ୟିବ। ସହେିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସଗେୁଡ଼ିକ ରହିବେ।
27 As palavras ainda uma vez indicam o desaparecimento do que é caduco, do que foi criado, para que só subsista o que é imutável.
28 ଅତଏବ, ଆମ୍ଭେ ଧନ୍ଯବାଦ ଦବୋ କଥା ଯେ, ଯେଉଁ ସାମ୍ରାଜ୍ଯ ଆମ୍ଭକୁ ଦିଆ ଯାଇଛି, ତାହା ଟଳମଳ ହାଇେ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ଯବାଦ ଅର୍ପଣ କରିବା ଉଚିତ, ଓ ଏପରି ପଦ୍ଧତି ରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ବରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା।
28 sim, possuindo nós um reino inabalável, dediquemos a Deus um reconhecimento que lhe torne agradável o nosso culto com temor e respeito.
29 କାରଣ ଆମ୍ଭ ପରମେଶ୍ବର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।
29 Porque nosso Deus é um fogo devorador {Dt 4,24}.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Hebreus 12, comparar traduções ou montar um estudo — tudo direto pelo WhatsApp.