Gênesis 9

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ପରମେଶ୍ବର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ବର ସମାନଙ୍କେୁ କହିଲେ, ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ବାରା ପୃଥିବୀକୁ ପୂର୍ଣ୍ଣ କର।
1 Abençoou Deus a Noé e a seus filhos e lhes disse: Sede fecundos, multiplicai-vos e enchei a terra.
2 ପୃଥିବୀ ରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚ଼ର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧିଅରେ ଥିବା ସମସ୍ତ ମତ୍ସ୍ଯ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିଯନ୍ତ୍ରଣ ରେ ରହିବେ।
2 Pavor e medo de vós virão sobre todos os animais da terra e sobre todas as aves dos céus; tudo o que se move sobre a terra e todos os peixes do mar nas vossas mãos serão entregues.
3 ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦଇେଥିଲି। ବର୍ତ୍ତମାନ ପ୍ରେତ୍ୟକକ ପଶୁ ତୁମ୍ଭର ଖାଦ୍ୟ ହବେ। ମୁଁ ଯାହାସବୁ ପୃଥିବୀ ରେ ଦଇେଛି ତାହାସବୁ ତୁମ୍ଭର।
3 Tudo o que se move e vive ser-vos-á para alimento; como vos dei a erva verde, tudo vos dou agora.
4 କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦବେି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତ ରେ ଜୀବନ ଅଛି।
4 Carne, porém, com sua vida, isto é, com seu sangue, não comereis.
5 ମୁଁ ରକ୍ତ ପାତ, ଦ୍ବାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ବାରା ହେଉ ବା ଲୋକମାନଙ୍କ ଦ୍ବାରା। ଯଦି ଲୋକମାନେ ପରସ୍ପରକୁ ହତ୍ଯା କରନ୍ତି, ମୁଁ ରକ୍ତପାତ ଦ୍ବାରା ଦଣ୍ଡିତ କରିବି।
5 Certamente, requererei o vosso sangue, o sangue da vossa vida; de todo animal o requererei, como também da mão do homem, sim, da mão do próximo de cada um requererei a vida do homem.
6 ପରମେଶ୍ବର ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ତିଆରି କରିଛନ୍ତି। ତେଣୁ ଯେ କହେି ମନୁଷ୍ଯକୁ ହତ୍ଯା କରିବ ସେ ନିଶ୍ଚିତ ଅନ୍ୟ ମନୁଷ୍ଯ ଦ୍ବାରା ମରାୟିବ।
6 Se alguém derramar o sangue do homem, pelo homem se derramará o seu; porque Deus fez o homem segundo a sua imagem.
7 ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚଯ ବହୁତ ପିଲାପିଲି ହବେ। ତୁମ୍ଭମାନେେ ପୃଥିବୀକୁ ମନୁଷ୍ଯ ରେ ପରିପୂର୍ଣ୍ଣ କରିବ।
7 Mas sede fecundos e multiplicai-vos; povoai a terra e multiplicai-vos nela.
8 ଏହାପରେ ପରମେଶ୍ବର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ କହିଲେ,
8 Disse também Deus a Noé e a seus filhos:
9 ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି।
9 Eis que estabeleço a minha aliança convosco, e com a vossa descendência,
10 ଆମ୍ଭେ ଆମ୍ଭର ପ୍ରତିଜ୍ଞା କରିବା ସମସ୍ତ ପକ୍ଷୀ, ସମଗ୍ର ଗୃହପାଳିତ ପଶୁ, ଏବଂ ସମସ୍ତ ପଶୁମାନେ ଯେଉଁ ସବୁ ତୁମ୍ଭ ସହିତ ଜାହାଜରୁ ବାହାରି ଥିଲେ। ଆମ୍ଭେ ଆମ୍ଭର ପ୍ରତିଜ୍ଞା ସମସ୍ତ ପୃଥିବୀସ୍ଥ ଜୀବନ୍ତ ପ୍ରାଣୀଙ୍କ ପାଇଁ କରିବା।
10 e com todos os seres viventes que estão convosco: tanto as aves, os animais domésticos e os animais selváticos que saíram da arca como todos os animais da terra.
11 ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।
11 Estabeleço a minha aliança convosco: não será mais destruída toda carne por águas de dilúvio, nem mais haverá dilúvio para destruir a terra.
12 ଏବଂ ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦବେି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚ଼ିହ୍ନ ତୁମ୍ଭକୁ ଦଖାଇବେ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରେତ୍ୟକକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିଯମ କରିଅଛି। ଏହି ନିଯମ ସବଦିନ ପାଇଁ ସ୍ଥାଯୀ ହବେ। ଏହାହିଁ ତାରଣେ ପ୍ରମାଣ।
12 Disse Deus: Este é o sinal da minha aliança que faço entre mim e vós e entre todos os seres viventes que estão convosco, para perpétuas gerações:
13 ମୁଁ ମାହେର ଇନ୍ଦ୍ରଧନୁ ମେଘ ରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମାରେ ଚୁକ୍ତି ରେ ଚିହ୍ନ ହବେ।
13 porei nas nuvens o meu arco; será por sinal da aliança entre mim e a terra.
14 ଯେତବେେଳେ ମୁଁ ପୃଥିବୀ ଉପରେ ମେଘ ସଂଚ଼ାର କରିବି, ସେତବେେଳେ ସହେି ଇନ୍ଦ୍ରଧନୁ ମେଘ ରେ ଦଖାୟିବେ।
14 Sucederá que, quando eu trouxer nuvens sobre a terra, e nelas aparecer o arco,
15 ମୁଁ ଯେ ତବେଳେ ଇନ୍ଦ୍ରଧନୁକୁ ଦେଖେ ସେତବେେଳେ ମୁଁ ତୁମ୍ଭ ସହିତ ଓ ଅନ୍ଯାନ୍ଯ ସଜୀବ ପ୍ରାଣୀମାନଙ୍କ ସହିତ ହାଇେଥିବା ଚୁକ୍ତିକୁ ମନେ ପକାଇବି। ସହେି ଚ଼କ୍ତି କ ହେ ଯେ, ଭବିଷ୍ଯତ ରେ ଏପରି ବନ୍ଯା ରେ ସମସ୍ତେ ବିନାଶ ହବେେ ନାହିଁ।
15 então, me lembrarei da minha aliança, firmada entre mim e vós e todos os seres viventes de toda carne; e as águas não mais se tornarão em dilúvio para destruir toda carne.
16 ପୁଣି ଇନ୍ଦ୍ରଧନୁ ହେଲ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ବରଙ୍କର ଯେଉଁ ଅନନ୍ତକାଳସ୍ଥାଯୀ ନିଯମ ଅଛି, ତାହା ମୁଁ ସ୍ମରଣ କରିବି।
16 O arco estará nas nuvens; vê-lo-ei e me lembrarei da aliança eterna entre Deus e todos os seres viventes de toda carne que há sobre a terra.
17 ତେଣୁ ସଦାପ୍ରଭୁ ନୋହକୁ କହିଲେ, ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ଇନ୍ଦ୍ରଧନୁ ଏହି ଚ଼ିହ୍ନ ହବେ।
17 Disse Deus a Noé: Este é o sinal da aliança estabelecida entre mim e toda carne sobre a terra.
18 ନୋହର ପୁତ୍ରମାନେ ତାଙ୍କୁ ଧରି ଜାହାଜରୁ ବାହାରିଲେ। ସମାନଙ୍କେର ନାମ, ଶମେ, ହାମ ଓ ଯଫେତ୍ (ହାମ ଥିଲେ କିଣାନର ପିତା)
18 Os filhos de Noé, que saíram da arca, foram Sem, Cam e Jafé; Cam é o pai de Canaã.
19 ସହେି ତିନିଜଣ ୟାକ ନୋହର ପୁତ୍ର ଥିଲେ। ଏବଂ ପୃଥିବୀର ସମସ୍ତ ଲୋକ ଏହି ତିନିଜଣଙ୍କଠାରୁ ଜନ୍ମ ନେଲେ।
19 São eles os três filhos de Noé; e deles se povoou toda a terra.
20 ନୋହ କୃଷକ ହେଲ। ସେ କ୍ଷେତ୍ର ରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ।
20 Sendo Noé lavrador, passou a plantar uma vinha.
21 ନୋହ ତହିଁରୁ ଦ୍ରାକ୍ଷାରସ ପ୍ରସ୍ତୁତି କରି ପାନ କଲେ। ସେ ଦ୍ରାକ୍ଷାରସ ପାନ କରି ମତ୍ତ ହାଇେ ତାଙ୍କର ଲୁଗାପଟା ଖାଲିଦେଇେ ତାଙ୍କର ତମ୍ବୁ ରେ ପଡ଼ି ରହିଲେ। ସେ କୌଣସି ବସ୍ତ୍ର ପରିଧାନ କରି ନଥିଲେ।
21 Bebendo do vinho, embriagou-se e se pôs nu dentro de sua tenda.
22 କିଣାନର ପିତା ହାମ ଆପଣା ପିତାଙ୍କର ଉଲଗ୍ନତା ଦେଖି ବାହା ରେ ଆପଣା ଦୁଇଭାଇଙ୍କୁ ସମାଚ଼ାର ଦେଲେ।
22 Cam, pai de Canaã, vendo a nudez do pai, fê-lo saber, fora, a seus dois irmãos.
23 ସେତବେେଳେ ଶମେ ଓ ଯଫେତ୍ କାନ୍ଧ ରେ ବସ୍ତ୍ର ଘନେି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉତଗ୍ନତା ଆଚ୍ଛାଦନ କଲେ। ସମାନେେ ପଛ କରି ୟାଇଥିବାରୁ ପିତାଙ୍କର ଉତଗ୍ନତା ଦିଖି ପାରିଲେ ନାହିଁ।
23 Então, Sem e Jafé tomaram uma capa, puseram-na sobre os próprios ombros de ambos e, andando de costas, rostos desviados, cobriram a nudez do pai, sem que a vissem.
24 ଏହାପରେ ନୋହ ଉଠିଲା ( ସେ ମଦ୍ଯ ପାନକରି ଶାଇେଥିଲା)। ସେ ଜାଣିଲେ ଯେ ତାଙ୍କର ସାନପୁଅ ତାଙ୍କ ପାଇଁ କ'ଣ କରିଛନ୍ତି।
24 Despertando Noé do seu vinho, soube o que lhe fizera o filho mais moço
25 ତେଣୁ ନୋହ କହିଲେ, କିଣାନ ଶାପଗ୍ରସ୍ଥ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହବେ।
25 e disse: Maldito seja Canaã; seja servo dos servos a seus irmãos.
26 ନୋବ ମଧ୍ଯ ଏପରି କହିଲେ, ଶମେ ଆଶୀର୍ବାଦ ପ୍ରାପ୍ତ ସଦାପ୍ରଭୁ ପରମେଶ୍ବରଙ୍କ ଦ୍ବାରା କିଣାନ ଶମରେ ଦାସ ହେଉ।
26 E ajuntou: Bendito seja o e Canaã lhe seja servo.
27 ପରମେଶ୍ବର ଯଫେତ୍କୁ ବହୁତ ଜମି ଦିଅନ୍ତୁ। ସେ ଶମରେ ତମ୍ବୁ ରେ ବାସ କରୁ। କିଣାନ ତାହାର ଦାସ ହେଉ।
27 Engrandeça Deus a Jafé, e habite ele nas tendas de Sem; e Canaã lhe seja servo.
28 ବନ୍ଯାପରେ ନୋହ ତିନିଶହ ପଚ଼ାଶ ବର୍ଷ ବଞ୍ଚିଲେ।
28 Noé, passado o dilúvio, viveu ainda trezentos e cinquenta anos.
29 ଏହି ପରି ନୋହ ମାଟେ ରେ 950 ବର୍ଷ ବଞ୍ଚିଲେ। ଏହାପରେ ମୃତ୍ଯୁବରଣ କଲେ।
29 Todos os dias de Noé foram novecentos e cinquenta anos; e morreu.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 9, comparar traduções ou montar um estudo — tudo direto pelo WhatsApp.