Gênesis 7
Oriya Bible (GL_ORIYA) vs NVI
1 ଏହାପରେ ସଦାପ୍ରଭୁ ନୋହଙ୍କୁ କହିଲେ, ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧିଅରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହାଇେ ଜାହା ରେ ପ୍ରବେଶ କଲ।
1 Então o Senhor disse a Noé: "Entre na arca, você e toda a sua família, porque você é o único justo que encontrei nesta geração.
2 ତୁମ୍ଭେ ତୁମ୍ଭ ସହିତ ସାତ ୟୋଡ଼ ଶୁଚ଼ି ପଶୁ ଓ ଏକ ୟୋଡ଼ି ଅଶୁଚ଼ି ପଶୁ ନଇେ ଆସିବ। ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚଯ ରହିବ।
2 Leve com você sete casais de cada espécie de animal puro, macho e fêmea, e um casal de cada espécie de animal impuro, macho e fêmea,
3 ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ ସାତ ସାତ ୟୋଡ଼ି ସଂଗ ରେ ନିଅ, ବଂଶ ରକ୍ଷା କରିବା ପାଇଁ।
3 e leve também sete casais de aves de cada espécie, macho e fêmea, a fim de preservá-las em toda a terra.
4 ସାତଦିନ ପରେ ମୁଁ ଚ଼ାଳିଶ ଦିବାରାତ୍ର ପୃଥୀବୀ ରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସଠାେକାର ସମସ୍ତ ଜିନିଷ ଧ୍ବଂସ କରି ଦବେି, ଯାହା ମୁଁ ସୃଷ୍ଟି କରିଥିଲି।
4 Daqui a sete dias farei chover sobre a terra quarenta dias e quarenta noites, e farei desaparecer da face da terra todos os seres vivos que fiz".
5 ନୋହ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ସମସ୍ତ କାର୍ୟ୍ଯ କଲେ।
5 E Noé fez tudo como o Senhor lhe tinha ordenado.
6 ବନ୍ଯା ଆସିବା ସମୟରେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା।
6 Noé tinha seiscentos anos de idade quando as águas do Dilúvio vieram sobre a terra.
7 ନୋହ ଏବଂ ତା'ର ପରିବାର ବନ୍ଯାରୁ ରକ୍ଷାପାଇବା ନିମିତ୍ତ ଜାହାଜ ମଧ୍ଯକୁ ଗଲେ। ଜାହାଜ ରେ ନୋହ, ତା'ର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂମାନେ ଥିଲେ।
7 Noé, seus filhos, sua mulher e as mulheres de seus filhos entraram na arca, por causa das águas do Dilúvio.
8 ସମସ୍ତ ପଶୁଗୁଡ଼ିକ ଶୁଚ଼ି ଓ ଅଶୁଚ଼ି ଓ ପଶୁପକ୍ଷୀ ବର୍ଗ ଓ ଭୂଚ଼ର ଉ ରୋଗାମୀ ଜନ୍ତୁବର୍ଗ ନୋହଙ୍କ ନିକଟକୁ ୟାଇ ଭିତରକୁ ଗଲେ।
8 Casais de animais grandes, puros e impuros, de aves e de todos os animais pequenos que se movem rente ao chão
9 ସମାନେେ ଯୋଡ଼ି ୟୋଡ଼ି କରି ପୁରୁଷ ଓ ସ୍ତ୍ରୀ ଠିକ୍ ପରମେଶ୍ବରଙ୍କ ଆଜ୍ଞାନୁସା ରେ ନୋହଙ୍କ ନିକଟକୁ ୟାଇ ଜାହାଜ ରେ ପ୍ରବେଶ କଲେ।
9 vieram a Noé e entraram na arca, como Deus tinha ordenado a Noé.
10 ସାତଦିନ ପରେ ବନ୍ଯାର ପାଣି ପୃଥିବୀ ଉପର ରେ ଆରମ୍ଭ ହେଲା।
10 E depois dos sete dias, as águas do Dilúvio vieram sobre a terra.
11 ଦ୍ବିତୀୟ ମାସର ସତର ଦିବସ ଯେ ତବେଳେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା। ମହା ସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା।
11 No dia em que Noé completou seiscentos anos, um mês e dezessete dias, nesse mesmo dia todas as fontes das grandes profundezas jorraram, e as comportas do céu se abriram.
12 ପୁଣି ଆକାଶସ୍ଥ ଦ୍ବାର ସବୁ ମୁକ୍ତ ହେଲା। ତହିଁରେ ଚ଼ାଳିଷ ଦିବାରାତ୍ର ବୃଷ୍ଟି ହେଲା। ସହେି ଦିନ ରେ ନୋହ, ଶମେ,
12 E a chuva caiu sobre a terra quarenta dias e quarenta noites.
13 ହାମ ଓ ଯଫେତ୍ ନୋହଙ୍କର ପୁତ୍ରମାନେ ଆଉ ସମାନଙ୍କେର ସ୍ତ୍ରୀ ଓ ନୋହର ସ୍ତ୍ରୀ ଜାହାଜ ରେ ପ୍ରବେଶ କଲେ।
13 Naquele mesmo dia, Noé e seus filhos, Sem, Cam e Jafé, com sua mulher e com as mulheres de seus três filhos, entraram na arca.
14 ସହେି ଲୋକମାନେ ଏବଂ ପ୍ରେତ୍ୟକକ ପ୍ରକାରର ପଶୁ, ସହେିଜାହଜକୁ ପ୍ରବେଶ କଲେ। ସବୁପ୍ରକାରର ଗ୍ରୁହପାଳିତ ପଶୁ, ସବୁପ୍ରକାର ଉ ରୋଗମୀ ସବୁଜାତିଯ ଭୂଚ଼ର ଓ ଖେଚ଼ର ପକ୍ଷୀ ସମସ୍ତ ଜାହାଜ ମଧ୍ଯକୁ ପ୍ରବେଶ କଲେ।
14 Com eles entraram todos os animais de acordo com as suas espécies: todos os animais selvagens, todos os rebanhos domésticos, todos os demais seres vivos que se movem rente ao chão e todas as criaturas que têm asas: todas as aves e todos os outros animais que voam.
15 ନୋହଙ୍କ ସହିତ ଏହି ସମସ୍ତେ ଜୀବ ଜାହାଜ ମଧିଅରେ ରହିଲେ। ସମସ୍ତ ଜୀବିତ ପ୍ରାଣୀ ୟୋଡ଼ା ୟୋଡ଼ା ହାଇେ ଆସିଲେ।
15 Casais de todas as criaturas que tinham fôlego de vida vieram a Noé e entraram na arca.
16 ପରମେଶ୍ବରଙ୍କର ଆଜ୍ଞାନୁସା ରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରେତ୍ୟକକ ପ୍ରକାରର ଜାହାଜ ମଧ୍ଯକୁ ପ୍ରବେଶ କଲେ, ଏହାପରେ ସଦାପ୍ରଭୁ ଜାହାଜର ଦ୍ବାରା ବନ୍ଦ କରି ଦେଲେ।
16 Os animais que entraram foram um macho e uma fêmea de cada ser vivo, conforme Deus ordenara a Noé. Então o Senhor fechou a porta.
17 ଚ଼ାଳିଶ ଦିନ ପୃଥିବୀ ରେ ଜଳପ୍ଲାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା।
17 Quarenta dias durou o Dilúvio sobre a terra, e as águas aumentaram e elevaram a arca acima da terra.
18 ପୃଥିବୀ ରେ କ୍ରମାନ୍ବଯ ରେ ଜଳରାଶି ବଢ଼ିବାକୁ ଲାଗିଲା ଓ ସେଥି ରେ ଜାହାଜ ଭାସିବାକୁ ଆରମ୍ଭ କଲା।
18 As águas prevaleceram, aumentando muito sobre a terra, e a arca flutuava na superfície das águas.
19 ପୃଥିବୀ ଉପରେ ଜଳ ଅତିଶଯ ବଢ଼ି ଆକାଶ ତଳସ୍ଥ ସମସ୍ତ ଉଚ୍ଚ ପର୍ବତ ମଗ୍ନ କଲା।
19 As águas dominavam cada vez mais a terra, e foram cobertas todas as altas montanhas debaixo do céu.
20 ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚ଼ଢ଼ି ରହିଲା।
20 As águas subiram até quase sete metros acima das montanhas.
21 ପୃଥିବୀପୃଷ୍ଠରୁ ପ୍ରେତ୍ୟକକ ସଜୀବ ପ୍ରାଣୀ ମୃତ୍ଯୁବରଣ କଲେ। ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ,
21 Todos os seres vivos que se movem sobre a terra pereceram: aves, rebanhos domésticos, animais selvagens, todas as pequenas criaturas que povoam a terra e toda a humanidade.
22 ପ୍ରେତ୍ୟକକ ପ୍ରକାର ପକ୍ଷୀ ଓ ପଶୁ ପୃଥିବୀପୃଷ୍ଠରୁ ମଲେ। ସମସ୍ତ ଭୂଚ଼ର ଓ ସମସ୍ତ ଉ ରୋଗାମୀ ଜୀବ ପୃଥିବୀପୃଷ୍ଠରୁ ଲୋପ ପାଇଗଲେ।
22 Tudo o que havia em terra seca e tinha nas narinas o fôlego de vida morreu.
23 ଏହି ପ୍ରକା ରେ ପରମେଶ୍ବର ପୃଥିବୀ ରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀଙ୍କୁ ନିଶ୍ଚିନ୍ନ କଲେ। ସମସ୍ତ ସନୁଷ୍ଯ, ପଶୁ, ସରୀସୃପ ପ୍ରାଣୀ, ଖେଚ଼ର ପକ୍ଷୀ, ପୃଥିବୀ ରେ ମୃତ୍ଯୁବରଣ କଲେ। କବଳେ ନୋହ ଓ ଜାହାଜ ରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇ ଗଲେ।
23 Todos os seres vivos foram exterminados da face da terra; tanto os homens, como os animais grandes, os animais pequenos que se movem rente ao chão e as aves do céu foram exterminados da terra. Só restaram Noé e aqueles que com ele estavam na arca.
24 ଏହିପରି ଭାବରେ ପୃଥିବୀ 150 ଦିନ ଜଳ ମଗ୍ନ ହାଇେ ରହିଲା।
24 E as águas prevaleceram sobre a terra cento e cinqüenta dias.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 7, comparar traduções ou montar um estudo — tudo direto pelo WhatsApp.