Gênesis 5
Oriya Bible (GL_ORIYA) vs NTLH
1 ଏହା ହେଉଛି ଆଦମଙ୍କର ବଂଶାବଳୀର ଇତିହାସ। ପରମେଶ୍ବର ତାଙ୍କ ସାଦୃଶ୍ଯ ରେ ମନୁଷ୍ଯକୁ ସୃଷ୍ଟି କଲେ।
1 Esta é a lista dos descendentes de Adão. Quando criou os seres humanos, Deus os fez parecidos com ele.
2 ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସହେିଦିନ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ ଦେଲେ ଏବଂ ସମାନଙ୍କେର ନାମ ମନୁଷ୍ଯ ଦେଲେ।
2 Deus os criou homem e mulher, e os abençoou, e lhes deu o nome de “humanidade” .
3 ଆଦମକୁ 130 ବର୍ଷ ପହଞ୍ଚିବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ସେ ଠିକ୍ ଆଦମଙ୍କର ପରି ଦେଖିବାକୁ ଥିଲା। ଆଦମ ତାଙ୍କର ନାମ ଦଇେଥିଲେ ଶେଥ।
3 Com a idade de cento e trinta anos, Adão foi pai de um filho que era parecido com ele; e pôs nele o nome de Sete.
4 ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲେ। ସହେି ସମୟରେ ଆଉ ପୁତ୍ର କନ୍ଯାମାନଙ୍କୁ ଜନ୍ମ କଲେ।
4 Depois disso Adão viveu mais oitocentos anos. Ele foi pai de outros filhos e filhas
5 ଏହିପରି ଆଦମ ମାଟେ 930 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
5 e morreu com novecentos e trinta anos de idade.
6 ଶେଥ 105 ବର୍ଷ ସମୟରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ।
6 Quando Sete completou cento e cinco anos, nasceu o seu filho Enos.
7 ଈନୋଶର ଜନ୍ମ ପରେ ଶେଥ 807 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ଶେଥଙ୍କର ଅନ୍ୟପୁତ୍ର ଓ କନ୍ଯାମାନେ ଜନ୍ମ ହେଲ।
7 Depois disso Sete viveu mais oitocentos e sete anos. Ele foi pai de outros filhos e filhas
8 ଏହାପରେ ଶେଥ ମାଟେ ରେ 912 ବର୍ଷ ବଞ୍ଚିବା ପରେ ମୃତ୍ଯୁବରଣ କଲେ।
8 e morreu com novecentos e doze anos de idade.
9 ଈନୋଶକୁ ନବେ ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମି୍ମଥିଲା। ତାଙ୍କର ନାମ ଥିଲା କଯିନାନ୍।
9 Quando Enos tinha noventa anos, nasceu o seu filho Cainã.
10 କଯିନାନ୍ର ଜନ୍ମପରେ ଈନୋଶ 815 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ପୁତ୍ରକନ୍ଯାମାନ ଜନ୍ମ ହେଲ।
10 Depois disso Enos viveu mais oitocentos e quinze anos. Ele foi pai de outros filhos e filhas
11 ଏହିପରି ଈନୋଶ ମାଟେ 905 ବର୍ଷ ବଞ୍ଚିଲାପରେ ମୃତ୍ଯୁବରଣ କଲେ।
11 e morreu com novecentos e cinco anos de idade.
12 କଯିନାନ ସତୁରି ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ତାହାର ନାମ ମହଲଲଲେ।
12 Quando Cainã tinha setenta anos, o seu filho Maalalel nasceu.
13 ମହଲଲଲେ ଜନ୍ମ ନବୋପରେ କଯିନାନ 840 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ କଯିନାନଙ୍କର ଅନ୍ୟ ପୁତ୍ର ଓ କନ୍ଯାଗଣ ଜନ୍ମ ହେଲ।
13 Depois disso Cainã viveu mais oitocentos e quarenta anos. Ele foi pai de outros filhos e filhas
14 ଏହିପରି ଭାବରେ କଯିନାନ୍ 910 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
14 e morreu com novecentos e dez anos de idade.
15 ମହଲଲଲେ ପଞ୍ଚଷଠି ବର୍ଷ ବଯସ ରେ ଯରଦେ ନାମକ ଏକ ପୁତ୍ର ସନ୍ତାନ ଜନ୍ମ କଲେ।
15 Quando Maalalel tinha sessenta e cinco anos, nasceu o seu filho Jarede.
16 ଯରଦେ ଜନ୍ମ ହେଲାପରେ ମହଲଲଲେ 830 ବର୍ଷ ବଞ୍ଚିଲେ ଏବଂ ସହେି ସମୟରେ ସେ ଅନ୍ୟ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କଲେ।
16 Depois disso Maalalel viveu mais oitocentos e trinta anos. Ele foi pai de outros filhos e filhas
17 ଏହିପରି ଭାବରେ ମହଲଲଲେ 895 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
17 e morreu com oitocentos e noventa e cinco anos de idade.
18 ଯରଦେକୁ ଯେତବେେଳେ 162 ବର୍ଷ ବଯସ ହାଇେଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲ, ତାହାର ନାମ ହନୋକ।
18 Jarede tinha cento e sessenta e dois anos quando o seu filho Enoque nasceu.
19 ହନୋକ ଜନ୍ମ ହେଲା ପରେ, ଯରଦେ ଯରହେ 800 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ସେ ଅନ୍ୟ ପୁତ୍ର ଏବଂ କନ୍ଯାମାନଙ୍କୁ ଜନ୍ମ କଲେ।
19 Depois disso Jarede viveu mais oitocentos anos. Ele foi pai de outros filhos e filhas
20 ଏହିପରି ଭାବରେ ଯରଦେ 962 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
20 e morreu com novecentos e sessenta e dois anos de idade.
21 ହନୋକ 65 ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ମଥୂଶଲହେ।
21 Quando Enoque tinha sessenta e cinco anos, o seu filho Matusalém nasceu.
22 ମଥୂଶଲହେ ଜନ୍ମ ନବୋ ପରେ ହନୋକ 300 ବର୍ଷ ପର୍ୟ୍ଯନ୍ତ ପରମେଶ୍ବରଙ୍କୁ ଅନୁସରଣ କଲେ। ଆହୁରି ମଧ୍ଯ ଅନ୍ୟ ପୁତ୍ର ଏବଂ କନ୍ଯାଗଣ ତାଙ୍କଠାରୁ ଜନ୍ମ ନେଲେ।
22 Depois disso Enoque viveu em comunhão com Deus durante trezentos anos e foi pai de outros filhos e filhas.
23 ଏହିପରି ଭାବରେ ହନୋକ 365 ବର୍ଷ ବଞ୍ଚିଲେ।
23 Enoque viveu trezentos e sessenta e cinco anos.
24 ଦିନେ, ଯେ ତବେଳେ ହନୋକ ପରମେଶ୍ବରଙ୍କୁ ଅନୁସରଣ କରିଥିଲେ, ସେ ଅନ୍ତର୍ଧ୍ଯାନ ହେଲ, ଯେ ହତେୁ ତାଙ୍କୁ ପରମେଶ୍ବର ନଇଗେଲେ।
24 Ele viveu sempre em comunhão com Deus e um dia desapareceu, pois Deus o levou.
25 ମଥୁଶଲହେ 187 ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ। ତାହାର ନାମ ଲମେକ।
25 Quando Matusalém tinha cento e oitenta e sete anos, o seu filho Lameque nasceu.
26 ଲମେକର ଜନ୍ମ ପରେ ମଥୂଶଲହେ 782 ବର୍ଷ ବଞ୍ଚିଲେ ଏବଂ ସେ ଆହୁରି ଅନକେ ପୁତ୍ର କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ।
26 Depois disso Matusalém viveu mais setecentos e oitenta e dois anos. Ele foi pai de outros filhos e filhas
27 ମଥୁଶଲହେ ମାଟେ 969 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
27 e morreu com novecentos e sessenta e nove anos de idade.
28 ଯେତବେେଳେ ଲମେକକୁ 182 ବର୍ଷ ବଯସ ହାଇେଥିଲା, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା।
28 Quando Lameque tinha cento e oitenta e dois anos, foi pai de um filho
29 ଲମେକ ତା'ର ନାମ ରଖିଲେ ନୋହ। ସେ କହିଲେ, ପରମେଶ୍ବରଙ୍କ ଦ୍ବାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ବନା ଦବେ।
29 e disse: — O E Lameque pôs no filho o nome de Noé .
30 ନୋହ ଜନ୍ମ ହବୋପରେ ଲମେକ 595 ବର୍ଷ ବଞ୍ଚିଲେ ଏବଂ ଅନ୍ୟ ପୁତ୍ର ଏବଂ କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ।
30 Depois disso Lameque viveu mais quinhentos e noventa e cinco anos. Ele foi pai de outros filhos e filhas
31 ସେ ମାଟେ 777 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
31 e morreu com setecentos e setenta e sete anos de idade.
32 ଏହାପରେ ନୋହଙ୍କୁ ଯେତବେେଳେ 500 ବର୍ଷ ବଯସ ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେଲେ। ତାଙ୍କର ନାମ ଥିଲା ଶମେ, ହାମ ଓ ଯଫେତ୍।
32 Depois que completou quinhentos anos de idade, Noé foi pai de três filhos: Sem, Cam e Jafé.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 5, comparar traduções ou montar um estudo — tudo direto pelo WhatsApp.