Gênesis 50

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ଇଶ୍ରାୟେଲ ମରିୟିବା ପରେ, ଯୋଷଫେ ବହୁତ ଦଃୁଖ କଲେ ଏବଂ ସେ ରୋଦନ କଲେ ଓ ପିତାଙ୍କୁ ଚୁମ୍ବନ କଲେ।
1 Então José se lançou sobre o rosto de seu pai e chorou sobre ele, e o beijou.
2 ଯୋଷଫେ ତାଙ୍କର ବୈଦ୍ଯମାନଙ୍କୁ ତାଙ୍କ ପିତାଙ୍କର ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ। ସମାନେେ ଶରୀରକୁ ମିଶରୀଯ ପଦ୍ଧତି ରେ ପ୍ରସ୍ତୁତ କଲେ।
2 E José ordenou aos seus servos, os médicos, que embalsamassem a seu pai; e os médicos embalsamaram a Israel.
3 ମିଶରୀଯ ଲୋକମାନେ ତାଙ୍କ ପାଇଁ ସତୁରି ଦିନୟାଏ ଶାେକ କଲେ। ଶରୀର ସଂସ୍କାର ନିମନ୍ତେ ପ୍ରସ୍ତୁତ ଚାଳିଶ ଦିନ ରେ ଶଷେ ହେଲା। ସଂପୂର୍ଣ୍ଣ ଶୋକପରେ ଯୋଷଫେ ଫାରୋଙ୍କ ନିକଟକୁ ଗଲେ।
3 E cumpriram-se-lhe quarenta dias; porque assim se cumprem os dias daqueles que se embalsamam; e os egípcios o choraram setenta dias.
4 ଏହି ସତୁରି ଦିନପରେ ଶୋକ ଦିନ ଶଷେ ହେଲା। ତେଣୁ ଯୋଷଫେ ଫାରୋଙ୍କର ପରିଜନଙ୍କୁ କହିଲେ, ତୁମ୍ଭେ ଯଦି ମାରେ ମଙ୍ଗଳ ଭାବୁଛ, ଦୟାକରି ଫାରୋଙ୍କୁ କୁହ।
4 Passados, pois, os dias de seu choro, falou José à casa de Faraó, dizendo: Se agora tenho achado graça aos vossos olhos, rogo-vos que faleis aos ouvidos de Faraó, dizendo:
5 ' ମାରେ ପିତାଙ୍କ ମୃତ୍ଯୁ ପୂର୍ବରୁ ମୁଁ ତାଙ୍କଠା ରେ ଶପଥ କରିଥିଲି ଯେ ତାଙ୍କର ମୃତ୍ଯୁପରେ କିଣାନ ଦେଶ ରେ ସେ ଆପଣା ନିମନ୍ତେ ଯେଉଁ କବର ଖନନ କରିଥିଲେ ତହିଁରେ ତାହାଙ୍କୁ କବର ଦବେି। ତେଣୁ ଏବେ ମାେତେ ୟିବାକୁ ଦିଅନ୍ତୁ। ମୁଁ ପିତାଙ୍କୁ କବର ଦଇେ ପୁନର୍ବାର ଆସିବି।'
5 Meu pai me fez jurar, dizendo: Eis que eu morro; em meu sepulcro, que cavei para mim na terra de Canaã, ali me sepultarás. Agora, pois, te peço, que eu suba, para que sepulte a meu pai; então voltarei.
6 ଫାରୋ କହିଲେ, ତୁମ୍ଭର ପ୍ରତିଜ୍ଞା ରକ୍ଷା କରିୟାଅ। ୟାଅ ପିତାଙ୍କୁ କବର ଦିଅ।
6 E Faraó disse: Sobe, e sepulta a teu pai como ele te fez jurar.
7 ତେଣୁ ଯୋଷଫେ ତାଙ୍କର ପିତାଙ୍କୁ କବର ଦବୋକୁ ଗଲେ। ଫାରୋଙ୍କର ସମସ୍ତ ପ୍ରାଚୀନଗଣ ତାଙ୍କ ଗୃହର ପ୍ରଧାନ ଲୋକ ଏବଂ ମିଶର ଦେଶର ପ୍ରଧାନ ଲୋକମାନେ ଯୋଷଫଙ୍କେ ସହିତ ଗଲେ।
7 E José subiu para sepultar a seu pai; e subiram com ele todos os servos de Faraó, os anciãos da sua casa, e todos os anciãos da terra do Egito.
8 ଯୋଷଫଙ୍କେ ପରିବାର ସମସ୍ତ ଲୋକ, ତାଙ୍କର ଭାଇମାନେ ଏବଂ ତାଙ୍କ ପିତାଙ୍କର ସମସ୍ତ ବଂଶ ତାଙ୍କ ସହିତ ଗଲେ। ଗୋଶନ ରେ କବଳେ ପଶୁ ଓ ପିଲାମାନେ ରହିଲେ।
8 Como também toda a casa de José, e seus irmãos, e a casa de seu pai; somente deixaram na terra de Gósen os seus meninos, e as suas ovelhas e as suas vacas.
9 ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ବାରୋହି ସୈନ୍ଯ ଓ ରଥାରୋହି ସୈନ୍ଯମାନେ ମଧ୍ଯ ଗଲେ।
9 E subiram também com ele, tanto carros como gente a cavalo; e o cortejo foi grandíssimo.
10 ଏହାପରେ ସମାନେେ ୟର୍ଦ୍ଦନପାରସ୍ଥ ଆଟଦର ଖଳା ରେ ଉପସ୍ଥିତ ହୁଅନ୍ତେ ସଠାେରେ ମହାବିଳାପ କରି ରୋଦନ କଲେ। ସମାନେେ ସଠାେରେ ଯୋଷଫଙ୍କେ ପିତାଙ୍କ ପାଇଁ ସାତଦିନ ଶାେକ କଲେ।
10 Chegando eles, pois, à eira de Atade, que está além do Jordão, fizeram um grande e dolorido pranto; e fez a seu pai uma grande lamentação por sete dias.
11 ସହେି ଦେଶ ନିବାସୀ କିଣାନୀଯ ଲୋକମାନେ ଆଟଦର ଖଳା ରେ ସମାନଙ୍କେର ଏରୂପ ଶାେକ ଦେଖି କହିଲେ, ମିଶ୍ରୀଯମାନଙ୍କ ପ୍ରତି ଏହା ଦାରୁଣ ଦୁଃଖ। ସହେିସ୍ଥାନ ଆବଲେ-ମିଶର ନାମ ରେ ବିଖ୍ଯାତ ହେଲା। ଏହା ୟର୍ଦ୍ଦନ ପାରସ୍ଥ ରେ।
11 E vendo os moradores da terra, os cananeus, o luto na eira de Atade, disseram: É este o pranto grande dos egípcios. Por isso chamou-se-lhe Abel-Mizraim, que está além do Jordão.
12 ତା'ପରେ ଯାକୁବଙ୍କ ପୁତ୍ରମାନେ ଯାକୁବଙ୍କୁ ଯେପରି ଆଜ୍ଞା ଦଇେଥିଲେ ସମାନେେ ତଦନୁସା ରେ ସହେିପରି କଲେ।
12 E fizeram-lhe os seus filhos assim como ele lhes ordenara.
13 ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନଇେ ମକ୍ପଲୋ କ୍ଷେତ୍ରର ଗୁହା ରେ କବର ଦେଲେ। ମମ୍ରି ନିକଟସ୍ଥ ସହେି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହତେୀଯଠାରୁ ଅବ୍ରହାମଙ୍କ ଦ୍ବାରା କିଣା ୟାଇଥିଲା।
13 Pois os seus filhos o levaram à terra de Canaã, e o sepultaram na cova do campo de Macpela, que Abraão tinha comprado com o campo, por herança de sepultura de Efrom, o heteu, em frente de Manre.
14 ଯୋଷଫେ ଆପଣା ପିତାଙ୍କୁ କବର ଦଇେସାରିବା ପରେ ସେ, ତାଙ୍କ ଭାଇମାନେ ଏବଂ ତାଙ୍କ ସହିତ ୟାଇଥିବା ସମସ୍ତ ଲୋକ ମିଶରକୁ ଫରେିଗଲେ।
14 Depois de haver sepultado seu pai, voltou José para o Egito, ele e seus irmãos, e todos os que com ele subiram a sepultar seu pai.
15 ଯାକୁବଙ୍କର ମୃତ୍ଯୁପରେ, ଯୋଷଫେର ଭାଇମାନେ ବ୍ଯସ୍ତ ହାଇେ ପଡ଼ିଲେ। ସମାନେେ ଭୟ କଲେ ଯେ ପୂର୍ବରୁ ଆମ୍ଭେ ଯୋଷଫଙ୍କେୁ ଯେପରି କରିଥିଲୁ। ସମାନେେ କହିଲେ, ଯୋଷଫେ ଆମ୍ଭକୁ ଘୃଣା କରିବ ଓ ତା'ର ପ୍ରତିଫଳ ଆମ୍ଭକୁ ଦବେ।
15 Vendo então os irmãos de José que seu pai já estava morto, disseram: Porventura nos odiará José e certamente nos retribuirá todo o mal que lhe fizemos.
16 ତେଣୁ ତା'ର ଭାଇମାନେ ଯୋଷଫଙ୍କେ ନିକଟକୁ ବାର୍ତ୍ତା ପଠାଇଲେ:
16 Portanto mandaram dizer a José: Teu pai ordenou, antes da sua morte, dizendo:
17 ଯୋଷଫଙ୍କେୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରି ଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସମାନଙ୍କେର ସହେି ଅଧର୍ମ ଓ ପାପ ମାର୍ଜନା କରିବ।' ଏଣୁକରି ଆମ୍ଭମାନେେ ବିନଯ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ବରଙ୍କ ଦାସଗଣର ଅଧର୍ମ ମାର୍ଜନା କର।
17 Assim direis a José: Perdoa, rogo-te, a transgressão de teus irmãos, e o seu pecado, porque te fizeram mal; agora, pois, rogamos-te que perdoes a transgressão dos servos do Deus de teu pai. E José chorou quando eles lhe falavam.
18 ତା'ର ଭାଇମାନେ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ କଲେ। ସମାନେେ ତାଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭର ଦାସ ହବେୁ।
18 Depois vieram também seus irmãos, e prostraram-se diante dele, e disseram: Eis-nos aqui por teus servos.
19 ଏହାପରେ ଯୋଷଫେ ସମାନଙ୍କେୁ କହିଲେ, ଭୟ କର ନାହିଁ। ମୁଁ ପରମେଶ୍ବର ନୁହେଁ। ମାରେ ଦଣ୍ଡ ଦବୋର ଅଧିକାର ନାହିଁ।
19 E José lhes disse: Não temais; porventura estou eu em lugar de Deus?
20 ଏହା ସତ୍ଯ ଯେ ତୁମ୍ଭମାନେେ ମାେ ବିରୁଦ୍ଧ ରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବ ରେ ପରମେଶ୍ବରଙ୍କର ଯୋଜନା ଥିଲାଉତ୍ତମ। ପରମେଶ୍ବରଙ୍କର ଯୋଜନା ଥିଲା ଯେ, ସେ ମାେ ଦ୍ବାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥି ପାଇଁ ଏସବୁ ହେଲା।
20 Vós bem intentastes mal contra mim; porém Deus o intentou para bem, para fazer como se vê neste dia, para conservar muita gente com vida.
21 ତେଣୁ ଭୟକର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନବେି। ଏହି ପ୍ରକାର ରେ ଯୋଷଫେ ତାଙ୍କର ଭାଇମାନଙ୍କୁ ମଧୁର ବଚନ ରେ ତୋଷିଲେ। ଏହିପରି କଥା ରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ବନା ଦେଲେ।
21 Agora, pois, não temais; eu vos sustentarei a vós e a vossos filhos. Assim os consolou, e falou segundo o coração deles.
22 ଯୋଷଫେ ତାଙ୍କର ପିତାଙ୍କ ପରିବାର ସହିତ ମିଶର ରେ ରହିଲେ। ଯୋଷଫଙ୍କେୁ ଯେତବେେଳେ 110 ବର୍ଷ ହେଲା, ସେ ସୃତ୍ଯୁ ବରଣ କଲେ।
22 José, pois, habitou no Egito, ele e a casa de seu pai; e viveu José cento e dez anos.
23 ଯୋଷଫେ ଇଫ୍ରାଯିର ତୃତୀୟ ପୁରୁଷ ପର୍ୟ୍ଯନ୍ତ ସନ୍ତାନ ସନ୍ତତି ଦେଖିଲେ। ଯୋଷଫେ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।
23 E viu José os filhos de Efraim, da terceira geração; também os filhos de Maquir, filho de Manassés, nasceram sobre os joelhos de José.
24 ଏହାପରେ ଯୋଷଫେ ତାଙ୍କର ସମ୍ପର୍କୀଯମାନଙ୍କୁ କହିଲେ, ମୁଁ ମରୁଅଛି ମାତ୍ର ପରମେଶ୍ବର ଅବଶ୍ଯ ତୁମ୍ଭମାନଙ୍କର ଯତ୍ନ ନବେେ। ତା'ପରେ ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ନବେେ ଏବଂ ଯେଉଁ ଦେଶ ଦବୋ ପାଇଁ ସେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରି ଅଛନ୍ତି, ସଠାେକୁ ତୁମ୍ଭମାନଙ୍କୁ ଆଗଇେ ନବେେ।
24 E disse José a seus irmãos: Eu morro; mas Deus certamente vos visitará, e vos fará subir desta terra à terra que jurou a Abraão, a Isaque e a Jacó.
25 ଆଉ ଯୋଷଫେ ଇଶ୍ରାୟେଲଙ୍କର ବଂଶଧରମାନଙ୍କୁ ତାଙ୍କଠା ରେ ପ୍ରତିଜ୍ଞା କରାଇଲେ। ସେ କହିଲେ, ପରମେଶ୍ବର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନବେେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗଇେ ନବେେ। ସହେି ସମୟରେ ମାରେ ଅସ୍ଥି ତୁମ୍ଭମାନେେ ନଇୟିବେ।
25 E José fez jurar os filhos de Israel, dizendo: Certamente vos visitará Deus, e fareis transportar os meus ossos daqui.
26 ଏହି ପ୍ରକାର ରେ ଯୋଷଫେ 110 ବଯସ ରେ ମଲେ। ସମାନେେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶର ରେ ଏକ ସିନ୍ଦୁକ ମଧିଅରେ ରଖିଲେ।
26 E morreu José da idade de cento e dez anos, e o embalsamaram e o puseram num caixão no Egito.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 50, comparar traduções ou montar um estudo — tudo direto pelo WhatsApp.