Gênesis 49

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଏହାପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡ଼କାଇଲେ। ସେ କହିଲେ, ହେ ମାରେ ପୁତ୍ରଗଣ, ମାେ ନିକଟକୁ ଆସ। ଭବିଷ୍ଯତ କଥା ମୁଁ ତୁମ୍ଭକୁ କହିବି।
1 Depois, chamou Jacó a seus filhos e disse: Ajuntai-vos, e eu vos farei saber o que vos há de acontecer nos dias vindouros:
2 ହେ ଯାକୁବର ପୁତ୍ରଗଣ ଏକତ୍ର ହାଇେ ମାେ କଥା ଶୁଣ। ତୁମ୍ଭେ ତୁମ୍ଭର ପିତା, ଇଶ୍ରାୟେଲଙ୍କ କଥା ଶୁଣ।
2 Ajuntai-vos e ouvi, filhos de Jacó; ouvi a Israel, vosso pai.
3 ହେ ମାରେ ପ୍ରଥମ ପୁତ୍ର ରୁବନ୍େ, ତୁମ୍ଭେ ମାରେ ପ୍ରଥମଜାତ ପୁତ୍ର। ତୁମ୍ଭେ ମାରେ ବଳ ଓ ଶକ୍ତିର ପ୍ରଥମ ଫଳ ଏବଂ ପୁଣି ମାରେ ପୁତ୍ରମାନଙ୍କ ମଧିଅରେ ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳି ଥିଲ।
3 Rúben, tu és meu primogênito, minha força e as primícias do meu vigor, o mais excelente em altivez e o mais excelente em poder.
4 କିନ୍ତୁ ତୁମ୍ଭର ଆବଗେ ବନ୍ଯା ତୁଲ୍ଯ ଥିଲା, ତୁମ୍ଭେ ନିଯନ୍ତ୍ରଣ କରିପାରିଲ ନାହିଁ। ତୁମ୍ଭର ପ୍ରଧାନତା ରହିବ ନାହିଁ। କାରଣ ତୁମ୍ଭେ ଆପଣା ପିତୃଶୟ୍ଯାକୁ ଗମନ କଲ। ତବେେ ତାହା ଅଶୁଚି କଲ।
4 Impetuoso como a água, não serás o mais excelente, porque subiste ao leito de teu pai e o profanaste; subiste à minha cama.
5 ଶିମିୟୋନ ଓ ଲବେୀ ଦୁଇ ସହୋଦର, ସମାନଙ୍କେର ଖଡ୍ଗ ଦୌରାତ୍ମ୍ଯର ଅସ୍ତ୍ର।
5 Simeão e Levi são irmãos; as suas espadas são instrumentos de violência.
6 ସମାନେେ ଗୁପ୍ତ ରେ ମନ୍ଦ ଯୋଜନା କରନ୍ତି। ହେ ମାରେ ପ୍ରାଣ ସମାନଙ୍କେର ଗୁପ୍ତମନ୍ତ୍ରଣା ରେ ପ୍ରବେଶ କର ନାହିଁ। ସମାନଙ୍କେ ସଭା ରେ ମିଳିତ ହୁଅ ନାହିଁ, କାରଣ ସମାନେେ କୋର୍ଧିତ ଥିଲା ବେଳେ ମନୁଷ୍ଯମାନଙ୍କୁ ହତ୍ଯା ଏବଂ ସମାନଙ୍କେ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ଯା କଲେ।
6 No seu conselho, não entre minha alma; com o seu agrupamento, minha glória não se ajunte; porque no seu furor mataram homens, e na sua vontade perversa jarretaram touros.
7 ସମାନଙ୍କେ କୋରଧ ଅଭିଶପ୍ତ ହେଉ। କାରଣ ତାହା ପ୍ରଚଣ୍ଡ ଥିଲା। ସମାନଙ୍କେ କୋପ ଅଭିଶପ୍ତ ହେଉ କାରଣ ତାହା ନିଷ୍ଠୁର ଥିଲା। ମୁଁ ଯାକୁବ ମଧିଅରେ ସମାନଙ୍କେୁ ବିଭାଗ କରିବି। ଏବଂ ଇଶ୍ରାୟେଲ ମଧିଅରେ ଛିନ୍ନ ଭିନ୍ନ କରିବି।
7 Maldito seja o seu furor, pois era forte, e a sua ira, pois era dura; dividi-los-ei em Jacó e os espalharei em Israel.
8 ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।
8 Judá, teus irmãos te louvarão; a tua mão estará sobre a cerviz de teus inimigos; os filhos de teu pai se inclinarão a ti.
9 ଯିହୁଦା ଏକ ସିଂହ ପରି ଅଟେ। ହେ ମାହେର ପୁତ୍ର, ତୁମ୍ଭେ ତୁମ୍ଭର ଶିକାରକୁ ବଧ କରିଛ। ସେ ବିଶ୍ରାମ ନବୋ ପାଇଁ ଗଡ଼ିପଡେ। ସେ ସିଂହ ଓ ସିଂହୀର ନ୍ଯାଯ ଶଯନ କଲା। କହେି ତାହାକୁ ଉଠାଇ ପାରବ ନାହିଁ।
9 Judá é leãozinho; da presa subiste, filho meu. Encurva-se e deita-se como leão e como leoa; quem o despertará?
10 ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।
10 O cetro não se arredará de Judá, nem o bastão de entre seus pés, até que venha Siló; e a ele obedecerão os povos.
11 ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ। ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବେ। ସେ ଦ୍ରାକ୍ଷାରସ ରେ ଆପଣା ଉତ୍ତରୀଯ ବସ୍ତ୍ର ଓ ଆପଣା ପରଧଯେ ବସ୍ତ୍ର ଧୋଇବେ।
11 Ele amarrará o seu jumentinho à vide e o filho da sua jumenta, à videira mais excelente; lavará as suas vestes no vinho e a sua capa, em sangue de uvas.
12 ତା'ର ଚକ୍ଷୁ ଅଙ୍ଗୁର ରସଠାରୁ ଅଧିକ ଲାଲ ଏବଂ ତା'ର ଦାନ୍ତ ଦୁଧଠାରୁ ଅଧିକ ଧବଳ ହବେ।
12 Os seus olhos serão cintilantes de vinho, e os dentes, brancos de leite.
13 ସବୂଲୂନ୍ ସମୁଦ୍ର କୂଳ ରେ ବାସ କରିବ। ସେ ଜାହାଜର ଆଶ୍ରିତ ହବେ। ପୁଣି ସୀଦୋନ ପର୍ୟ୍ଯନ୍ତ ତାହାର ଅଧିକାର ସୀମା ହବେ।
13 Zebulom habitará na praia dos mares e servirá de porto de navios, e o seu limite se estenderá até Sidom.
14 ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ। ଭାରି ବୋଝ ବହିଲା ପରେ ସେ ଶୁଏ।
14 Issacar é jumento de fortes ossos, de repouso entre os rebanhos de ovelhas.
15 ସେ ବିଶ୍ରାମ ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ଯ ଦେଖିବ। ଏହାପରେ ସେ ଭାରି ଭାର ବୋହିବା ପାଇଁ ରାଜି ହବେ। ସେ ବେଠିକାମ କରିବାକୁ ରାଜି ହବେ।
15 Viu que o repouso era bom e que a terra era deliciosa; baixou os ombros à carga e sujeitou-se ao trabalho servil.
16 ଦାନ, ଇଶ୍ରାୟେଲର ଅନ୍ଯାନ୍ଯ ବଂଶ ତୁଲ୍ଯ ହାଇେ ଆପଣା ଆପଣା ଲୋକମାନଙ୍କର ବିଚାର କରିବ।
16 Dã julgará o seu povo, como uma das tribos de Israel.
17 ଦାନ ପଥସ୍ଥିତ ସର୍ପତୁଲ୍ଯ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ଯ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଯେଉଁଥି ରେ ଆଶ୍ବା ରୋହୀମାନେ ଭୂମିରେ ଲୋଟନ୍ତି।
17 Dã será serpente junto ao caminho, uma víbora junto à vereda, que morde os talões do cavalo e faz cair o seu cavaleiro por detrás.
18 ହେ ସଦାପ୍ରଭୁ, ମୁଁ ତୁମ୍ଭଦ୍ବାରା ପରିତ୍ରାଣର ଅପେକ୍ଷା ରେ ଅଛି।
18 A tua salvação espero, ó Senhor !
19 ସୈନ୍ଯଦଳ ଗାଦକୁ ଆକ୍ରମଣ କରିବେ। କିନ୍ତୁ ଗାଦ ସମାନଙ୍କେୁ ପଛରୁ ଆକ୍ରମଣ କରିବ।
19 Gade, uma guerrilha o acometerá; mas ele a acometerá por sua retaguarda.
20 ଆଶରେ ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ। ସେ ରାଜାଙ୍କୁ ରାଜକୀଯଭକ୍ଷ ଯୋଗଇବ।
20 Aser, o seu pão será abundante e ele motivará delícias reais.
21 ନପ୍ତାଲି ମନୋହର ଏକ ହରିଣୀ ସ୍ବରୂପ, ସେ ଆନନ୍ଦଦାୟକ ବାକ୍ଯ କହିବ।
21 Naftali é uma gazela solta; ele profere palavras formosas.
22 ଯୋଷଫେ ଫଳଦାଯୀ ବୃକ୍ଷର ପଲ୍ଲବ। ସେ ନିର୍ଝର ଫଳଦାଯୀ ବୃକ୍ଷର ପଲ୍ଲବ ସ୍ବରୂପ। ତା'ର ଶାଖା ସକଳ ପ୍ରାଚୀର ଉପରେ ଚଢ଼ିବ।
22 José é um ramo frutífero, ramo frutífero junto à fonte; seus galhos se estendem sobre o muro.
23 ଧନୁର୍ଦ୍ଧରମାନେ ତାଙ୍କୁ ଅତିଶଯ କ୍ଲେଶ ଦଇେଛନ୍ତି। ପୁଣି ତାକୁ ବାଣ ବିନ୍ଧି ତାକୁ ତାଡ଼ନା କରିଛନ୍ତି।
23 Os flecheiros lhe dão amargura, atiram contra ele e o aborrecem.
24 କିନ୍ତୁ ତାହାର ଧନୁ ଦୃଢ଼ ଥିଲା ଏବଂ ତାହାର ବାହୁ ଯାକୁବର ଶକ୍ତିଶାଳି ପରମେଶ୍ବର ଇଶ୍ରାୟେଲର ମଷେପାଳକଠାରୁ କୌଶଳ ପ୍ରାପ୍ତ ହାଇେଥିଲା।
24 O seu arco, porém, permanece firme, e os seus braços são feitos ativos pelas mãos do Poderoso de Jacó, sim, pelo Pastor e pela Pedra de Israel,
25 ପୈତୃକ ପରମେଶ୍ବର, ସାହାୟ୍ଯ କରିବେ ଏବଂ ସର୍ବଶକ୍ତିମାନ ପରମେଶ୍ବର ସ୍ବର୍ଗରୁ ତୁମ୍ଭଙ୍କୁ ଆଶୀର୍ବାଦ ଦବେେ। ଆକାଶରୁ ମଙ୍ଗଳ ଓ ଗଭୀର ସାଗର ଗର୍ଭାଶଯ ବାରିଧିରୁ ମଙ୍ଗଳ ତୁମ୍ଭକୁ ଆଶୀର୍ବାଦ କରିବେ।
25 pelo Deus de teu pai, o qual te ajudará, e pelo Todo-Poderoso, o qual te abençoará com bênçãos dos altos céus, com bênçãos das profundezas, com bênçãos dos seios e da madre.
26 ତୁମ୍ଭର ପିତାଙ୍କ ଆଶିର୍ବାଦ ଅଧିକ ପ୍ରାଚୀନ ପର୍ବତଠାରୁ ଏବଂ ଭଲ ବିଷଯ ଚିରସ୍ଥାଯୀ ପର୍ବତର ସୀମା ପର୍ୟ୍ଯନ୍ତ ହବେ। ଯୋଷଫେ ୟିଏକି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସହେି ଆଶୀର୍ବାଦ ସମସ୍ତ ଭୋଗକରୁ।
26 As bênçãos de teu pai excederão as bênçãos de meus pais até ao cimo dos montes eternos; estejam elas sobre a cabeça de José e sobre o alto da cabeça do que foi distinguido entre seus irmãos.
27 ବିନ୍ଯାମୀନ ଏକ ଭୋକିଲା ଗଧିଆ ତୁଲ୍ଯ। ପ୍ରଭାତ ରେ ସେ ଶୀକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ଯା ରେ ସେ ଦୁ ହେଁ ଭାଗ କରନ୍ତି।
27 Benjamim é lobo que despedaça; pela manhã devora a presa e à tarde reparte o despojo.
28 ଏମାନେ ଇଶ୍ରାୟେଲର ଦ୍ବାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହିକଥା କହି, ଏମାନଙ୍କର ପ୍ରତି ଜଣକୁ ବିଶଷେ ଆଶୀର୍ବାଦ କଲେ।
28 São estas as doze tribos de Israel; e isto é o que lhes falou seu pai quando os abençoou; a cada um deles abençoou segundo a bênção que lhe cabia.
29 ଏହାପରେ ଇଶ୍ରାୟେଲ ତାଙ୍କୁ ନିର୍ଦ୍ଦେଶ ଦଇେ କହିଲେ, ମୁଁ ଯେତବେେଳେ ମରିବି, ମାରେପୂର୍ବପୁରୁଷମାନଙ୍କ ସହିତ ମାେତେ ଇଫ୍ରୋଣର ହତେୀଯ କ୍ଷତେ ରେ କବର ଦିଅ।
29 Depois, lhes ordenou, dizendo: Eu me reúno ao meu povo; sepultai-me, com meus pais, na caverna que está no campo de Efrom, o heteu,
30 ଏଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶ ରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପଲୋର କ୍ଷେ ତ୍ର ହତେୀଯ ଇଫ୍ରୋଣଠାରୁ କିଣିଥିଲେ। ସହେି ହତେୀଯ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହା ରେ ମାରେ ପୂର୍ବପୁରୁଷମାନଙ୍କ ନିକଟରେ ମାେତେ କବର ଦବେ।
30 na caverna que está no campo de Macpela, fronteiro a Manre, na terra de Canaã, a qual Abraão comprou de Efrom com aquele campo, em posse de sepultura.
31 ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା ସେଠେ ରେ କବର ପ୍ରାପ୍ତ ହାଇେଛନ୍ତି। ଇସ୍ହାକ୍ ଓ ତା'ର ସ୍ତ୍ରୀ ରିବିକା ସହେିଠା ରେ କବର ନଇେଛନ୍ତି। ମୁଁ ସହେି ସ୍ଥାନ ରେ ଲୟୋକୁ କବର ଦଇେଛି।
31 Ali sepultaram Abraão e Sara, sua mulher; ali sepultaram Isaque e Rebeca, sua mulher; e ali sepultei Lia;
32 ସହେି କ୍ଷେତ୍ର ଓ ଦନ୍ମଧ୍ଯସ୍ଥ ଗୁହା ହତେୀଯ ସନ୍ତାନମାନଙ୍କଠାରୁ କିଣା ହାଇେଅଛି।
32 o campo e a caverna que nele está, comprados aos filhos de Hete.
33 ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲାପରେ ସେ ଶୟ୍ଯା ରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ଯାଗ କଲେ।
33 Tendo Jacó acabado de dar determinações a seus filhos, recolheu os pés na cama, e expirou, e foi reunido ao seu povo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 49, comparar traduções ou montar um estudo — tudo direto pelo WhatsApp.