Gênesis 48
Oriya Bible (GL_ORIYA) vs ARC
1 ପରେ, ଯୋଷଫେ ଜାଣିବାକୁ ପାଇଲେ ଯେ ତାଙ୍କର ପିତା ବହୁତ ଅସୁସ୍ଥ ହାଇେ ପଡ଼ିଛନ୍ତି। ତେଣୁ ଯୋଷଫେ ତାଙ୍କର ଦୁଇ ପୁତ୍ର ମନଃଶ ଓ ଅଫ୍ରାଯିମଙ୍କୁ ନଇେ ତାଙ୍କର ପିତାଙ୍କ ନିକଟକୁ ଗଲେ।
1 E aconteceu, depois destas coisas, que disseram a José: Eis que teu pai está enfermo. Então, tomou consigo os seus dois filhos, Manassés e Efraim.
2 ଯେତବେେଳେ ଯୋଷଫେ ସଠାେରେ ପହନ୍ଚିଲେ ସେତବେେଳେ କହେିଁ ଜଣେ ୟାକବକୁ କହିଲେ, ତୁମ୍ଭର ପୁତ୍ର ଯୋଷଫେ ତୁମ୍ଭକୁ ଦେଖିବାକୁ ଆସିଛନ୍ତି। ଇଶ୍ରାୟେଲ ବହୁତ ଦୁର୍ବଳ ହାଇେ ପଡ଼ିଥିଲେ। କିନ୍ତୁ ସେ ବହୁତ ଚେଷ୍ଟା କଲେ ଏବଂ ବିଛଣା ରେ ବସିଲେ।
2 E um deu parte a Jacó e disse: Eis que José, teu filho, vem a ti. E esforçou-se Israel e assentou-se sobre a cama.
3 ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, ସର୍ବଶକ୍ତିମାନ ପରମେଶ୍ବର କିଣାନ ଦେଶର ଲୃସ୍ ନାମକ ସ୍ଥାନ ରେ ମାେତେ ଦର୍ଶନ ଦେଲେ, ପରମେଶ୍ବର ସଠାେରେ ମାେତେ ଆଶୀର୍ବାଦ କଲେ।
3 E Jacó disse a José: O Deus Todo-Poderoso me apareceu em Luz, na terra de Canaã, e me abençoou,
4 ପରମେଶ୍ବର ମାେତେ କହିଲେ, ' ଦେଖ ମୁଁ ତୁମ୍ଭର ପରିବାରକୁ ବୃଦ୍ଧି କରିବି ଓ ତୁମ୍ଭଠାରୁ ନାନା ଜନସମାଜ ସୃଷ୍ଟି କରିବି। ତୁମ୍ଭର ବଂଶଧରକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦବେି।
4 e me disse: Eis que te farei frutificar e multiplicar, e te porei por multidão de povos, e darei esta terra à tua semente depois de ti, em possessão perpétua.
5 ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶର ରେ ମାରେ ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରଯିମ ଓ ମନଃଶି ମାେ ନିଜର ପୁତ୍ର ପରି। ସମାନେେ ରୂବନେ ଓ ସିମିଯୋନଙ୍କ ପରି ମାେ ପାଇଁ ଅଟନ୍ତି।
5 Agora, pois, os teus dois filhos, que te nasceram na terra do Egito, antes que eu viesse a ti no Egito, são meus; Efraim e Manassés serão meus, como Rúben e Simeão.
6 ଏମାନଙ୍କ ପରେ ତୁମ୍ଭର ଯେଉଁ ସନ୍ତାନ ଜନ୍ମ ନବେେ। ସମାନେେ ତୁମ୍ଭର ହବେେଏବଂ ତାଙ୍କର ଭାଇମାନଙ୍କ ସହିତ ସମାନେେ ସମ୍ପତ୍ତି ପାଇବେ।
6 Mas a tua geração, que gerarás depois deles, será tua; segundo o nome de seus irmãos serão chamados na sua herança.
7 ପଦ୍ଦନ ଅରାମଠାରୁ କିଣାନ ଦେଶକୁ ମାରେଆଗମନ କାଳ ରେ ରାହେଲ, ଇଫ୍ରାତାର ରାସ୍ତା ରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥା ରେ (ବୈଥିଲହମେ ରେ) କବର ଦଲେି।
7 Vindo, pois, eu de Padã, me morreu Raquel na terra de Canaã, no caminho, quando ainda ficava um pequeno espaço de terra para vir a Efrata; e eu a sepultei ali, no caminho de Efrata, que é Belém.
8 ଏହାପରେ ଇଶ୍ରାୟେଲ ଯୋଷଫଙ୍କେର ପୁତ୍ରମାନଙ୍କୁ ଦେଖି ପଚାରିଲେ, ଏମାନେ କିଏ?
8 E Israel viu os filhos de José e disse: Quem são estes?
9 ଯୋଷଫେ ଆପଣା ପିତାଙ୍କୁ କହିଲେ, ଏମାନେ ମାହେର ପୁତ୍ର, ପରମେଶ୍ବର ଏମାନଙ୍କୁ ଏହି ଦେଶ ରେ ମାେତେ ଦଇେଅଛନ୍ତି।
9 E José disse a seu pai: Eles são meus filhos, que Deus me tem dado aqui. E ele disse: Peço-te, traze-mos aqui, para que os abençoe.
10 ଇଶ୍ରାୟେଲ ବହୁତ ବୃଦ୍ଧ ହାଇେଥିବାରୁ ତାଙ୍କୁ ଭଲ ଦଖାେ ଯାଉ ନଥିଲା। ତେଣୁ ଯୋଷଫେ ତାଙ୍କର ପୁତ୍ରମାନଙ୍କୁ ଇଶ୍ରାୟେଲଙ୍କ ନିକଟକୁ ନେଲେ। ଇଶ୍ରାୟେଲ ସମାନଙ୍କେୁ ଚୁମ୍ବନ ଦେଲେ ଓ କୋଳାଇ ନେଲେ।
10 Os olhos, porém, de Israel eram carregados de velhice, já não podia ver bem; e fê-los chegar a ele, e beijou-os e abraçou-os.
11 ଏହାପରେ ଇଶ୍ରାୟେଲ, ଯୋଷଫଙ୍କେୁ କହିଲା, ମୁଁ କବେେ ବି ଭାବି ନଥିଲି ମୁଁ ତୁମ୍ଭକୁ ଆଉ ଦେଖିପାରିବି। କିନ୍ତୁ ଦେଖ! ପରମେଶ୍ବର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦଖାଇେଲେ।
11 E Israel disse a José: Eu não cuidara ver o teu rosto; e eis que Deus me fez ver a tua semente também.
12 ଏହାପରେ ଯୋଷଫେ ପିତାଙ୍କର କୋଳରୁ ସମାନଙ୍କେୁ ନଇେ ଆପେ ଭୂମିଷ୍ଠ ପ୍ରମାଣ କଲେ।
12 Então, José os tirou de seus joelhos e inclinou-se à terra diante da sua face.
13 ଯୋଷଫେ ସେ ଦୁହିଁଙ୍କୁ ନଇେ ଆପଣା ଦକ୍ଷିଣ ହସ୍ତ ରେ ଇଫ୍ରଯିମକୁ ଧରି ଇଶ୍ରାୟେଲଙ୍କ ବାମ ଭାଗ ରେ ଓ ବାମ ହସ୍ତ ରେ ମନଃଶିକୁ ଧରି ଇଶ୍ରାୟେଲଙ୍କ ଦକ୍ଷିଣ ଭାଗ ରେ ଉପସ୍ଥିତ କରାଇଲେ।
13 E tomou José a ambos, a Efraim na sua mão direita, à esquerda de Israel, e a Manassés na sua mão esquerda, à direita de Israel, e fê-los chegar a ele.
14 ଇଶ୍ରାୟେଲ ନିଜର ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରଯିମର ମୁଣ୍ଡ ରେ ତାଙ୍କର ବାମ ହସ୍ତ ରଖିଲେ। ଏହାପରେ ଇଶ୍ରାୟେଲ ତାଙ୍କର ବାମହସ୍ତ ମନଃଶିର ମସ୍ତ ଉପରେ ରଖିଲେ ୟିଏକି ପ୍ରଥମେ ଜନ୍ମ ହାଇେଥିଲା।
14 Mas Israel estendeu a sua mão direita e a pôs sobre a cabeça de Efraim, ainda que era o menor, e a sua esquerda sobre a cabeça de Manassés, dirigindo as suas mãos avisadamente, ainda que Manassés era o primogênito.
15 ଅନନ୍ତର ଇଶ୍ରାୟେଲ ଯୋଷଫଙ୍କେୁ ଆଶୀର୍ବାଦ କରି କହିଲେ,
15 E abençoou a José e disse: O Deus, em cuja presença andaram os meus pais Abraão e Isaque, o Deus que me sustentou, desde que eu nasci até este dia,
16 ସେ ଦୂତ ଥିଲେ ୟିଏ ମାେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସମାନେେ ମାେ ନାମ ରେ ମାରେ ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସମାନେେ ବୃଦ୍ଧି ପାଇବେ ଏବଂ ଦେଶ ସମାନଙ୍କେର ପରିବାର ଦ୍ବାରା ଜନପୂର୍ଣ୍ଣ ହାଇଯେିବ।
16 o Anjo que me livrou de todo o mal, abençoe estes rapazes; e seja chamado neles o meu nome e o nome de meus pais Abraão e Isaque; e multipliquem-se, como peixes em multidão, no meio da terra.
17 ଯୋଷଫେ ଦେଖିଲେ, ତାଙ୍କର ପିତା ତାଙ୍କର ପୁତ୍ର ଇଫ୍ରଯିମଙ୍କ ମୁଣ୍ଡ ରେ ଦକ୍ଷିଣ ହସ୍ତ ରଖିଥିଲେ। ଏହା ଯୋଷଫଙ୍କେୁ ଖୁସି କରି ନଥିଲା। ଯୋଷଫେ ତାଙ୍କର ହସ୍ତକୁ ଧରି ଇଫ୍ରଯିମଙ୍କ ମୁଣ୍ଡରୁ ତାଙ୍କର ହାତ କାଢିଲେ ଏବଂ ସହେି ହସ୍ତକୁ ମନଃଶିର ମୁଣ୍ଡ ରେ ଥୋଇଲେ।
17 Vendo, pois, José que seu pai punha a sua mão direita sobre a cabeça de Efraim, foi mau aos seus olhos; e tomou a mão de seu pai, para a transpor de sobre a cabeça de Efraim à cabeça de Manassés.
18 ଯୋଷଫେ ତାଙ୍କର ପିତାଙ୍କୁ କହିଲେ, ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ଭୁଲ ରେ ରଖି ଅଛନ୍ତି। ମନଃଶି ପ୍ରଥମଜାତ ସନ୍ତାନ। ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ମନଃଶିର ମସ୍ତକରେ ରଖନ୍ତୁ।
18 E José disse a seu pai: Não assim, meu pai, porque este é o primogênito; põe a tua mão direita sobre a sua cabeça.
19 କିନ୍ତୁ ତାଙ୍କର ପିତା ଅସମ୍ମତ ହାଇେ କହିଲେ, ହେ ପୁତ୍ର, ମୁଁ ତାହା ଜାଣେ। ମୁଁ ମଧ୍ଯ ଜାଣେ ସେ ମଧ୍ଯ ଏକ ଗୋଷ୍ଠୀ ହବେ ଓ ସେ ମହାନ ହବେ। ମାତ୍ର ତୁମ୍ଭର କନିଷ୍ଠ ପୁତ୍ର ତା'ଠାରୁ ଅଧିକ ମହାନ ହବେ ଓ ତାହାର ବଂଶ ବହୁ ଗୋଷ୍ଠୀକ ହବେ।
19 Mas seu pai o recusou e disse: Eu o sei, filho meu, eu o sei; também ele será um povo e também ele será grande; contudo, o seu irmão menor será maior que ele, e a sua semente será uma multidão de nações.
20 ତେଣୁ ଇଶ୍ରାୟେଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ, ଯେତବେେଳେ ଇଶ୍ରାୟେଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ ସମାନେେ ତୁମ୍ଭର ନାମ ନବେେ। ସମାନେେ କହିବେ, ଇଫ୍ରଯିମ ଓ ମନଃଶି ପରି ପରମେଶ୍ବର ତୁମ୍ଭଙ୍କୁ କରନ୍ତୁ।
20 Assim, os abençoou naquele dia, dizendo: Em ti Israel abençoará, dizendo: Deus te ponha como a Efraim e como a Manassés. E pôs a Efraim diante de Manassés.
21 ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, ମାରେ ମୃତ୍ଯୁ ସମୟ ପ୍ରାଯ ସନ୍ନିକଟ। ପରମେଶ୍ବର ତୁମ୍ଭକୁ ସଦଯ ହୁଅନ୍ତୁ। ସେ ତୁମ୍ଭକୁ ପୁନ୍ନର୍ବାର ତୁମ୍ଭର ପୂର୍ବପୁରୁଷଙ୍କ ଦେଶକୁ ନଇେ ଯିବେ।
21 Depois, disse Israel a José: Eis que eu morro, mas Deus será convosco e vos fará tornar à terra de vossos pais.
22 ମୁଁ ତୁମ୍ଭକୁ କିଛି ଦଲେି ଯାହା ତୁମ୍ଭ ଭାଇମାନଙ୍କୁ ଦଇନେଥିଲି, ମୁଁ ଆପଣା ଖଡ୍ଗ ଓ ଧନୁଦ୍ବାରା ଇମାରେୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସହେି ଅଧିକ ଅଂଶ ତୁମ୍ଭକୁ ଦଲେି।
22 E eu te tenho dado a ti um pedaço de terra mais que a teus irmãos, o qual tomei com a minha espada e com o meu arco da mão dos amorreus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 48, comparar traduções ou montar um estudo — tudo direto pelo WhatsApp.