Gênesis 47
Oriya Bible (GL_ORIYA) vs VC
1 ଯୋଷଫେ ଫାରୋଙ୍କ ନିକଟକୁ ୟାଇ କହିଲେ, ମାରେ ପିତା, ଭାଇମାନେ ଓ ସମାନଙ୍କେର ସମସ୍ତ ପରିବାର ଏବେ ସମାନେେ କିଣାନ ଦେଶରୁ ଆସିଛନ୍ତି। ସମାନଙ୍କେର ସର୍ବସ୍ବ ଓ ପଶୁପଲ ସହ ସମାନେେ ଏହିଠା ରେ ଅଛନ୍ତି। ସମାନେେ ବର୍ତ୍ତମାନ ଗୋଶନ ପ୍ରଦେଶ ରେ ଅଛନ୍ତି।
1 José foi, pois, informar o faraó: "Meu pai, disse ele, e meus irmãos chegaram da terra de Canaã com suas ovelhas, seus bois e tudo o que lhes pertence. Eles estão na terra de Gessém."
2 ଯୋଷଫେ ତାଙ୍କର ଭାଇମାନଙ୍କ ମଧ୍ଯରୁ ପାଞ୍ଚ ଜଣଙ୍କୁ ନଇେ ଫାରୋଙ୍କ ସହିତ ସାକ୍ଷାତ କରାଇଲେ।
2 José levara consigo cinco de seus irmãos, que apresentou ao faraó.
3 ଫାରୋ ତାଙ୍କର ଭାଇମାନଙ୍କୁ ପଚାରିଲେ, ତୁମ୍ଭେ କି କାର୍ୟ୍ଯ କରୁଅଛ?
3 Este disse-lhes: "Qual é vossa profissão?" Responderam: "Teus servos são pastores, como sempre o foram nossos pais.
4 ସମାନେେ ଫାରୋଙ୍କୁ କହିଲେ, କିଣାନର ଦୁର୍ଭିକ୍ଷ ବହୁତ ଖରାପ ଅଛି। ଆମ୍ଭମାନଙ୍କର ପଶୁମାନଙ୍କ ପାଇଁ ସଠାେରେ କୌଣସି ଭୂମିରେ ଘାସ କଅଁଳୁ ନାହିଁ। ତେଣୁ ଆମ୍ଭମାନେେ ଏହିଠାକୁ ବାସ କରିବାକୁ ଆସିଅଛୁ। ଆମ୍ଭେ ଦୟାକରି ଗୋନ ଦେଶ ରେ ରହି ପାରିବୁ କି?
4 Viemos, ajuntaram eles, para morar no país porque não há mais pastagem para os rebanhos de teus servos, sendo muito grande a fome na terra de Canaã. Permite, pois, aos teus servos habitarem na terra de Gessém."
5 ଏହାପରେ ଫାରୋ ଯୋଷଫଙ୍କେୁ କହିଲେ, ତୁମ୍ଭର ପିତା ଓ ତୁମ୍ଭର ଭାଇମାନେ ତୁମ୍ଭ ନିକଟକୁ ଆସି ଅଛନ୍ତି।
5 O faraó disse a José: "Teu pai e teus irmãos vieram para junto de ti; a terra do Egito está à tua disposição: instala-os na melhor parte do país.
6 ତୁମ୍ଭେ ସମାନଙ୍କେୁ ମିଶର ରେ ଯେ କୌଣସି ସ୍ଥାନ ରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦଇପୋର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସମାନେେ ଗୋନ ଦେଶ ରେ ରୁହନ୍ତୁ। ରହିବା ପାଇଁ ସମାନଙ୍କେୁ ଗୋଶନ ପ୍ରଦେଶ ଦିଅ। ଏବଂ ସମାନେେ ଯଦି ପାରଙ୍ଗମ ତବେେ ସମାନଙ୍କେୁ ମାରେ ପଶୁପଲଗୁଡ଼ିର ଅଧକ୍ଷ ଭାବରେ ନିୟୁକ୍ତି କର।
6 Que eles habitem na terra de Gessém; e, se conheces entre eles alguns que sejam capazes, pô-los-ás à frente dos rebanhos que me pertencem."
7 ଏହାପରେ ଯୋଷଫେ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।
7 José fez então vir Jacó, seu pai, e o apresentou ao faraó.
8 ଏବଂ ଫାରୋ ତାଙ୍କୁ ପଚାରିଲେ, ତୁମ୍ଭର ବଯସ କେତେ?
8 Jacó abençoou o faraó. Este disse-lhe: "Que idade tens?"
9 ଯାକୁବ ଫାରୋଙ୍କୁ କହିଲେ, ମାରେ ପ୍ରବାସ କାଳର ଦିନ 130 ବର୍ଷ, ମାରେ ପରମାଯୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମାରହେ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆଯୁର ଦିନ ତୁଲ୍ଯ ନୁହେଁ।
9 Jacó respondeu-lhe: "O número dos anos de minha peregrinação é de cento e trinta anos. Curtos e maus foram os anos de minha vida, e não atingiriam o número dos que viveram meus pais durante sua peregrinação."
10 ଏହାପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁ ରେ ବିଦାଯ ନେଲେ।
10 E, depois de ter abençoado o faraó, Jacó despediu-se dele.
11 ଯୋଷଫେ ଫାରୋ ଯେପରି ଆଜ୍ଞା ଦେଲେ ସପରେି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସହେି ଭୂମି ମିଶର ରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାର ରେ ଦେଲେ।
11 José instalou seu pai e seus irmãos em uma propriedade do país do Egito, na melhor parte da região, a terra de Ramsés, como o tinha ordenado o faraó.
12 ଯୋଷଫେ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସମାନଙ୍କେ ପରିବାରକୁ ଆବଶ୍ଯକ ପରିମାଣ ରେ ଖାଦ୍ୟ ଦେଲେ।
12 E José forneceu víveres a seu pai, a seus irmãos e a toda sua família, proporcionalmente ao número dos filhos.
13 ସହେି ସମୟରେ ଅତିଶଯ ଦୁର୍ଭିକ୍ଷ ହବୋରୁ ସର୍ବଦେଶ ରେ ଖାଦ୍ୟଦ୍ରବ୍ଯର ଅଭାବ ହେଲା। ତହିଁରେ ମିଶର ଦେଶୀଯ ଓ କିଣାନ ଦେଶୀଯ ଲୋକମାନେ ଦୁର୍ଭିକ୍ଷ ଦତେୁ ପ୍ରାଯ ମୂର୍ଚ୍ଛାଗତ ହବୋକୁ ଲାଗିଲେ।
13 E faltou pão em toda a terra, porque a fome era tão violenta que a terra do Egito e a terra de Canaã estavam esgotadas.
14 ଆଉ ମିଶର ଦେଶ ରେ ଓ କିଣିନଦେଶ ରେ ଯେତେ ରୂପା ଥିଲା। ଲୋକମନେେ ତାହା ଦଇେ ଶସ୍ଯ କିଣିବାରୁ ଯୋଷଫେ ସେ ସବୁ ରୂପା ସଂଗ୍ରର କରି ଫାରୋଙ୍କର ଗୃହକୁ ଆଣିଲେ।
14 José tinha ajuntado todo o dinheiro que se encontrava no Egito e em Canaã, como preço do trigo que compravam, e o tinha depositado no tesouro do faraó.
15 ଏହାପରେ ମିଶର ଦେଶ ରେ ଓ କିଣାନ ଦେଶ ରେ ରୂପାର ଅଭାବ ହୁଅନ୍ତେ ମିଶ୍ରୀଯ ଲୋକ ସମସ୍ତେ ଯୋଷଫଙ୍କେ ନିକଟକୁ ଆସିଲେ ଏବଂ କହିଲେ, ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରି ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖ ରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।
15 Quando havia acabado todo o dinheiro do Egito e de Canaã, todos os egípcios vieram dizer a José: "Dá-nos pão. Por que morreremos na tua presença por falta de dinheiro?"
16 କିନ୍ତୁ ଯୋଷଫେ ଉତ୍ତର ଦେଲେ, ତୁମ୍ଭର ପଇସା ସବୁ ଶଷେ ହବୋରୁ ତୁମ୍ଭର ପଶୁମାନଙ୍କୁ ମାେତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦବେି।
16 José respondeu: "Trazei vossos animais, se não tendes dinheiro, e dar-vos-ei pão em troca."
17 ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁ ସବୁ ଯୋଷଫଙ୍କେ ନିକଟକୁ ଆଣିଲେ। ସେ ତାଙ୍କୁ ଅଶ୍ବ, ମଷେ ଏବଂ ଛଳେି ପଶୁପଲ ଏବଂ ଗଧ ବଦଳ ରେ ଖାଦ୍ୟ ଦ୍ରବ୍ଯ ଦେଲେ। ସେ ବର୍ଷ ଯୋଷଫେ ସମାନଙ୍କେର ଖାଦ୍ୟ ବଦଳ ରେ ସମସ୍ତ ଜୀବନ୍ତ ପଶୁ ନେଲେ।
17 Trouxeram, pois, seus animais a José, o qual lhes deu pão em troca dos cavalos, dos rebanhos de ovelhas, dos bois e dos jumentos. Dessa forma, naquele ano, fornecera-lhes pão em troca de todos os seus rebanhos.
18 କିନ୍ତୁ ତା'ପର ବର୍ଷ, ସମାନଙ୍କେ ଦଇେ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନଥିଲା। ତେଣୁ ଲୋକମାନେ ଯୋଷଫଙ୍କେ ନିକଟକୁ ୟାଇ କହିଲେ, ତୁମ୍ଭେ ଜାଣ ଯେ ଆମ୍ଭ ମିକଟ ରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ଯ ମହାଶୟଙ୍କର ହାଇେଅଛି। ଏବେ ମହାଶୟଙ୍କ ସାକ୍ଷାତ ରେ ଆମ୍ଭମାନଙ୍କର ଦହେ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ।
18 E aquele ano passou. No ano seguinte, voltaram a ele e disseram-lhe: "Não podemos ocultar do meu senhor que o dinheiro, tendo-se esgotado, e nossos animais, tendo já passado para as mãos de meu senhor, não nos restam agora senão nossos corpos e nossas terras para oferecer ao meu senhor.
19 ନିଶ୍ଚିତ ରେ ଆମ୍ଭମାନେେ ତୁମ୍ଭ ସମ୍ମୁଖ ରେ ନିଶ୍ଚିତ ମରିବୁ। କିନ୍ତୁ ଯଦି ତୁମ୍ଭେ ଆମ୍ଭକୁ ଖାଦ୍ୟ ଦିଅ ତବେେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦବେୁ। ଏବଂ ଆମ୍ଭେ ତାଙ୍କର ଦାସ ହବେୁ। ଆମ୍ଭକୁ କିଛି ବିହନ ମଧ୍ଯ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥି ରେ ଆମ୍ଭେ ମରି ନୟାଇ ବଞ୍ଚିବୁ। ଏବଂ ଭୂମି ମଧ୍ଯ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗଇବ।
19 Por que perecermos diante de teus olhos, nós e nossas terras? Compra-nos a nós e a nossas terras em troca de pão, e nós e nossas terras seremos escravos do faraó. Dá-nos sementes, para que vivamos e não morramos, e não seja desolado o nosso solo".
20 ତେଣୁ ଯୋଷଫେ ଫାରୋଙ୍କ ନିମନ୍ତେ ସମସ୍ତ ଭୂମି ମିଶର ରେ କ୍ରଯ କଲେ। ମିଶର ରେ ସମସ୍ତ ଲୋକ ସମାନଙ୍କେର ସମସ୍ତ ଭୂମି ସବୁ ବକ୍ରଯ କଲେ। ସମାନେେ ଭୋକରେ ଥିବାରୁ ଏହିପରି କଲେ।
20 José adquiriu, assim, para o faraó, todas as terras do Egito, porque cada egípcio vendia o seu campo, obrigado pela fome; e o país tornou-se propriedade do faraó.
21 ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶର ରେ ଚାରିଆଡ଼େ ଲୋକମାନେ ଫାରୋଙ୍କର ଦସ ହେଲେ।
21 De um extremo a outro do território, ele reduziu a população à servidão.
22 ସେ କବଳେ ଯାଜକମାନଙ୍କର ଭୂମି କ୍ରଯ କଲେ ନାହିଁ। କାରଣ ଫାରୋ ସମାନଙ୍କେୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ବାରା ଦିଆ ୟାଇଥିବା ବୃତ୍ତି ରେ ସମାନେେ ବଞ୍ଚୁଥିଲେ। ସମାନେେ ଆପଣା ଭୂମି ବିକ୍ରଯ କଲେ ନାହିଁ।
22 As terras dos sacerdotes foram as únicas que não comprou, porque estes recebiam do faraó uma ração determinada para o seu sustento. Por isso não venderam suas propriedades.
23 ଏହାପରେ ଯୋଷଫେ ପ୍ରଜାମାନଙ୍କୁ କହିଲେ, ଆଜି ପର୍ୟ୍ଯନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲୁ। ଏବେ ଏହି ବିହନ ନଇେ ଭୂମିରେ ବୁଣ।
23 José disse ao povo: "Eu vos comprei hoje, vós e vossas terras, para o faraó. Aqui tendes sementes: semeai vossos campos.
24 ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।
24 No tempo da colheita, dareis a quinta parte ao faraó: as outras quatro partes vos servirão para semente do campo e para vosso alimento com vossos filhos e os que moram convosco."
25 ଲୋକମାନେ କହିଲେ, ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭମାନେ ଫାରୋଙ୍କର ଦାସ ହବେୁ।
25 Eles responderam: "Tu nos salvaste a vida. Tenhamos graça aos olhos de meu senhor e seremos de bom grado escravos do faraó."
26 ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷଯ ରେ ଯୋଷଫଙ୍କେର ସ୍ଥାପିତ ଏହି ନିଯମ ଆଜି ପର୍ୟ୍ଯନ୍ତ ଚଳୁଅଛି। କବଳେ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।
26 José instituiu assim uma lei que ainda hoje está em vigor, em virtude da qual uma quinta parte da colheita pertence ao faraó. Somente as terras dos sacerdotes não se tornaram sua propriedade.
27 ସେ ସମୟରେ ଇଶ୍ରାୟେଲ (ଯାକୁବ) ମିଶର ରେ ଗୋଶନ ପ୍ରଦେଶ ରେ ବାସ କଲେ। ସଠାେରେ ଇଶ୍ରାୟେଲମାନେ ସଫଲ ହେଲେ ଏବଂ ସମାନଙ୍କେର ପରିବାରସବୁ ବୃଦ୍ଧି ପାଇଲା।
27 Israel estabeleceu-se, pois, no Egito, na terra de Gessém. Adquiriram aí propriedades, foram fecundos e multiplicaram-se grandemente.
28 ଯାକୁବ ମିଶର ଦେଶ ରେ ସତର ବର୍ଷ କାଳକ୍ଷପେଣ କଲେ ଏବଂ ତାଙ୍କର ପରମାଯୁ 147 ବର୍ଷ ଥିଲା।
28 Jacó viveu ainda dezessete anos no Egito. A duração de sua vida foi de cento e quarenta e sete anos.
29 ଇଶ୍ରାୟେଲଙ୍କର ମରଣ ଦିନ ପାଖଇେ ଆସିବାରୁ ସେ ଆପଣା ପୁତ୍ର ଯୋଷଫଙ୍କେୁ ଡ଼ାକି କହିଲେ, ମୁଁ ଯବେେ ତୁମ୍ଭ ସାକ୍ଷାତ ରେ ଅନୁଗ୍ରହ ପାଇଲି, ତବେେ ବିନଯ କରୁଅଛି, ତୁମ୍ଭେ ମାେ ଜଙ୍ଘ ରେ ହସ୍ତ ଦିଅ। ପୁଣି ମାେ ପ୍ରତି ଦୟା ଓ ସତ୍ଯ ବ୍ଯବହାର କରି ମାେତେ ଏହି ମିଶର ଦେଶ ରେ କବର ଦିଅ ନାହିଁ।
29 E, aproximando-se do seu termo os dias de Israel, chamou o seu filho José e disse-lhe: "Se achei graça diante de teus olhos, mete, rogo-te, tua mão debaixo de minha coxa e promete-me, com toda a bondade e fidelidade, que não me enterrarás no Egito.
30 ମୁଁ ମାରେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କଲେ ତୁମ୍ଭେ ମାେତେ ଏହି ମିଶର ଦେଶରୁ ନଇୟୋଇ ସମାନଙ୍କେର କବର ସ୍ଥାନ ରେ କବରଶାଯୀ କରିଅ।
30 Quando eu me tiver deitado com meus pais, levar-me-ás para fora do Egito e me enterrarás junto deles em seu túmulo." José respondeu: "Farei como dizes." "Jura-mo", replicou Jacó.
31 ଏହାପରେ ଯାକୁବ କହିଲେ, ତୁମ୍ଭେ ଶପଥ କର। ଏବଂ ଯୋଷଫେ ତାଙ୍କ ସମ୍ମୁଖ ରେ ଶପଥ କଲେ। ଏହାପରେ ଇଶ୍ରାୟେଲ ଶୟ୍ଯା ରେ ମୁଣ୍ଡ ଆଡ଼େ ପ୍ରଣାମ କଲେ।
31 José jurou-lhe e Israel prostrou-se sobre a cabeceira de sua cama.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 47, comparar traduções ou montar um estudo — tudo direto pelo WhatsApp.