Gênesis 45
Oriya Bible (GL_ORIYA) vs NVI
1 ଯୋଷଫେ ନିଜକୁ ବେଶି ଦିନ ନିଯନ୍ତ୍ରଣ ରେ ରଖି ପାରି ନଥିଲେ। ଯୋଷଫେ ସମସ୍ତ ଲୋକଙ୍କୁ ସମ୍ମୁଖ ରେ ଡ଼ାକି କହିଲେ, ସମସ୍ତେ ଏଠାରୁ ଚାଲିୟାଅ। ତେଣୁ କହେି ନଥିଲା ବେଳେ ଯୋଷଫେ ନିଜକୁ ଭାଇମାନଙ୍କ ସମ୍ମୁଖ ରେ ପରିଚିତ କରାଇଲେ।
1 A essa altura, José já não podia mais conter-se diante de todos os que ali estavam, e gritou: "Façam sair a todos! " Assim, ninguém mais estava presente quando José se revelou a seus irmãos.
2 ଯୋଷଫେ କ୍ରନ୍ଦନ କରିବା ସମସ୍ତ ମିଶରୀଯମାନେ ଶୁଣିଲେ। ଯେଉଁମାନେ ଫାରୋଙ୍କ ଗୃହ ରେ ଥିଲେ।
2 E ele se pôs a chorar tão alto que os egípcios o ouviram, e a notícia chegou ao palácio do faraó.
3 ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ମୁଁ ତୁମ୍ଭର ଭାଇ ଯୋଷଫେ ଅଟେ। ମାରେ ପିତା କୁଶଳ ରେ ତ? କିନ୍ତୁ ତାଙ୍କ ଭାଇମାନେ କିଛି ଉତ୍ତର ଦେଲେ ନାହିଁ, କାରଣ ସମାନେେ ଭୟ କରୁଥିଲେ।
3 Então disse José a seus irmãos: "Eu sou José! Meu pai ainda está vivo? " Mas os seus irmãos ficaram tão pasmados diante dele que não conseguiam responder-lhe.
4 ତେଣୁ ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ମାେ ନିକଟକୁ ଆସ, ମୁଁ ନିବଦନେ କରିଛି ମାେ ନିକଟକୁ ଆସ। ତେଣୁ ତାଙ୍କର ଭାଇ ତାଙ୍କୁ ନିକଟକୁ ଗଲେ। ତେଣୁ ଯୋଷଫେ ସମାନଙ୍କେୁ କହିଲେ, ମୁଁ ତୁମ୍ଭର ଭାଇ ଯୋଷଫେ, ମୁଁ ହେଉଛି ସହେି ଭାଇ ଯାହାକୁ ତୁମ୍ଭମାନେେ ବିକ୍ରି କଲ କ୍ରତଦାସ ପରି କ୍ ରତାମାନଙ୍କେୁ, ଯେଉଁମାନେ ସମାନଙ୍କେର ମିଶରୀଯ ରାସ୍ତା ରେ ଥିଲେ।
4 "Cheguem mais perto", disse José a seus irmãos. Quando eles se aproximaram, disse-lhes: "Eu sou José, seu irmão, aquele que vocês venderam ao Egito!
5 ବର୍ତ୍ତମାନ ତୁମ୍ଭେ ବ୍ଯସ୍ତ ହୁଅ ନାହିଁ। ମାେତେ ଗୋଟିଏ କ୍ରୀତଦାସ ପରି ବିକ୍ରୀ କରିଥିବାରୁ ତୁମ୍ଭେ ନିଜ ଉପରେ ରାଗ ନାହିଁ। ତୁମ୍ଭ ସମ୍ମୁଖ ରେ ଜୀବନ ରକ୍ଷା କରିବା ପାଇଁ ପରମେଶ୍ବର ମାେତେ ଏଠାକୁ ପଠାଇଲେ।
5 Agora, não se aflijam nem se recriminem por terem me vendido para cá, pois foi para salvar vidas que Deus me enviou adiante de vocês.
6 ଦୁର୍ଭିକ୍ଷ ବର୍ତ୍ତମାନ ଦୁଇବର୍ଷ ଧରି ଚାଲିଛି। ଆହୁରି ଏହିପରି ପାଞ୍ଚବର୍ଷ ହବେ। ଶସ୍ଯ କଅଁଳିବ ନାହିଁ।
6 Já houve dois anos de fome na terra, e nos próximos cinco anos não haverá cultivo nem colheita.
7 ତେଣୁ ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗଇେ ନବୋ ପାଇଁ। ତେଣୁ ମୁଁ ଏଠା ରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରିପାରିବି ।
7 Mas Deus me enviou à frente de vocês para lhes preservar um remanescente nesta terra e para salvar-lhes as vidas com grande livramento.
8 ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ବରଙ୍କ ଯୋଜନା। ପରମେଶ୍ବର ମାେତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।
8 "Assim, não foram vocês que me mandaram para cá, mas sim o próprio Deus. Ele me tornou ministro do faraó, e me fez administrador de todo o palácio e governador de todo o Egito.
9 ଯୋଷଫେ କହିଲେ, ଶିଘ୍ର ମାରେ ପିତାଙ୍କ ନିକଟକୁ ୟାଅ। ତାଙ୍କୁ କୁହ ତୁମ୍ଭର ପୁତ୍ର ଯୋଷଫେ ଏହି ବାର୍ତ୍ତା ଦଇେଛନ୍ତି।
9 Voltem depressa a meu pai e digam-lhe: Assim diz o seu filho José: Deus me fez senhor de todo o Egito. Vem para cá, não te demores.
10 ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମଷୋଦି ସର୍ବସ୍ବ ସହିତ ଗୋଶନ ପ୍ରଦେଶ ରେ ବାସକରି ମାରେ ନିକଟବର୍ତ୍ତୀ ହବେ।
10 Tu viverás na região de Gósen e ficarás perto de mim — tu, os teus filhos, os teus netos, as tuas ovelhas, os teus bois e todos os teus bens.
11 ମୁଁ ତୁମ୍ଭମାନଙ୍କର ଆଗ ପାଞ୍ଚବର୍ଷ ପାଇଁ ଯତ୍ନ ନବେି। ନ ହେଲେ ତୁମ୍ଭର ଏବଂ ତୁମ୍ଭ ପରିବାରର ଦରିଦ୍ର ଦଶା ଘଟିବ।
11 Eu te sustentarei ali, porque ainda haverá cinco anos de fome. Do contrário, tu, a tua família e todos os teus rebanhos acabarão na miséria.
12 ଯୋଷଫେ ତାଙ୍କର ଭାଇମାନଙ୍କୁ ଏକଥା କହିଲେ, ମୁଁ ଯୋଷଫେ ବୋଲି, ତୁମ୍ଭେ ନିଶ୍ଚିତ ରେ ଜାଣିଥିବ। ଏପରିକି ମାରେ ଭାଇ ବିନ୍ଯାମୀନ ଜାଣୁ ଯେ ମୁଁ ଯୋଷଫେ, ତୁମ୍ଭର ଭାଇ କହୁଅଛି।
12 "Vocês estão vendo com os seus próprios olhos, e meu irmão Benjamim também, que realmente sou eu que estou falando com vocês.
13 ତେଣୁ ତୁମ୍ଭମାନେେ ମାରେ ଏଠା ରେ ଐଶ୍ବର୍ୟ୍ଯାଦି ଯାହା ଦେଖୁଛ ତାହା ମାେ ପିତାଙ୍କୁ ଜଣାଅ। ମାରେ ଏଠା ରେ ଯାହା ଦେଖୁଛ ତାହା ସବୁ ମାରେ ପିତାଙ୍କୁ ୟାଇ କୁହ। ବର୍ତ୍ତମାନ ତୁମ୍ଭେ ଶିଘ୍ର ୟାଇ ମାରେପିତାଙ୍କୁ ଏଠାକୁ ଆଣ।
13 Contem a meu pai quanta honra me prestam no Egito e tudo o que vocês mesmos testemunharam. E tragam meu pai para cá depressa".
14 ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ ଆଲିଙ୍ଗନ କଲେ ଓ ଉଭୟ ଭାଇ ମିଶି କ୍ରନ୍ଦନ କଲେ।
14 Então ele se lançou chorando sobre o seu irmão Benjamim e o abraçou, e Benjamim também o abraçou, chorando.
15 ପୁଣି ଯୋଷଫେ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସମାନଙ୍କେୁ ଧରି ରୋଦନ କଲେ। ଏହାପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।
15 Em seguida beijou todos os seus irmãos e chorou com eles. E só depois os seus irmãos conseguiram conversar com ele.
16 ଯୋଷଫଙ୍କେ ଭାଇମାନେ ଆସିଛନ୍ତି। ଏହି ଜନରବ ଫାରୋ ମଧ୍ଯ ଜାଣି ପାରିଲେ। ଏଥି ରେ ଫାରୋ ଓ ତାଙ୍କର ଦାସ ସମୂହ ସମସ୍ତେ ଆନନ୍ଦିତ ହେଲେ।
16 Quando se ouviu no palácio do faraó que os irmãos de José haviam chegado, o faraó e todos os seus conselheiros se alegraram.
17 ଫାରୋ ଯୋଷଫଙ୍କେୁ କହିଲେ, ତୁମ୍ଭର ଭାଇମାନଙ୍କୁ କୁହ ତାଙ୍କର ପଶୁମାନଙ୍କୁ ଖାଦ୍ୟ ଶସ୍ଯ ରେ ଲଦି ଦିଅନ୍ତୁ ଏବଂ କିଣାନ ଦେଶକୁ ଚାଲିୟାଆନ୍ତୁ।
17 Disse então o faraó a José: "Diga a seus irmãos que ponham as cargas nos seus animais, voltem para a terra de Canaã
18 ତାଙ୍କୁ କୁହ, ତୁମ୍ଭର ପିତା ଏବଂ ତାଙ୍କର ପରିବାର ଧରି ଏଠାକୁ ଆସନ୍ତୁ। ମୁଁ ସମାନଙ୍କେୁ ମିଶରର ସବୁଠାରୁ ଉତ୍ତମ ଭୂମି ଦବେି ଏବଂ ସମାନେେ ଏଠା ରେ ଥିବା ପର୍ୟ୍ଯନ୍ତ ଆମ୍ଭର ଖାଦ୍ୟ ଖାଇବେ।
18 e retornem para cá, trazendo seu pai e suas famílias. Eu lhes darei o melhor da terra do Egito e vocês poderão desfrutar a fartura desta terra.
19 ଏହାପରେ ଫାରୋ କହିଲେ, ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ବାରା ସମାନଙ୍କେର ଭୂମିକୁ ୟାତ୍ରା କରନ୍ତୁ ଏବଂ ସମାନଙ୍କେର ପିତା, ସମାନଙ୍କେର ସ୍ତ୍ରୀମାନଙ୍କୁ ଏବଂ ସମାନଙ୍କେର ପିଲାମାନଙ୍କୁ ଆଣନ୍ତୁ।
19 "Mande-os também levar carruagens do Egito para trazerem as suas mulheres, os seus filhos e seu pai.
20 ସମସ୍ତ ମିଶର ଦେଶର ଉତ୍ତମ ଦ୍ରବ୍ଯ ତୁମ୍ଭମାନଙ୍କର ଅଟେ। ତୁମ୍ଭର ସମ୍ପତ୍ତିକୁ ତୁମ୍ଭର ଜନ୍ମଭୂମିରେ ପରିତ୍ଯାଗ କରିବା ବିଷଯ ରେ ଦୁଃଖ କରନାହିଁ।
20 Não se preocupem com os seus bens, pois o melhor de todo o Egito será de vocês".
21 ତେଣୁ ଇଶ୍ରାୟେଲର ପୁତ୍ରମାନେ ସହେିପରି କଲେ। ଫାରୋ କହିବା ଅନୁସାରେ ଯୋଷଫେ ସମାନଙ୍କେୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ୟାତ୍ରା ପାଇଁ ଆବଶ୍ଯକ ଦ୍ରବ୍ଯମାନ ମଧ୍ଯ ଦେଲେ।
21 Assim fizeram os filhos de Israel. José lhes providenciou carruagens, como o faraó tinha ordenado, e também mantimentos para a viagem.
22 ଯୋଷଫେ ତାଙ୍କର ପ୍ରେତ୍ୟକକ ଭାଇମାନଙ୍କୁ ଗୋଟିଏ ୟୋଡ଼ା ଉତ୍ତମ ବସ୍ତ୍ର ଦେଲେ। ମାତ୍ର ବିନ୍ଯାମୀନକୁ 300 ରେ ୗପ୍ୟ ମୁଦ୍ରା ଓ ଆଞ୍ଚ ୟୋଡ଼ା ସୁକ୍ଷ୍ମ ବସ୍ତ୍ର ଦେଲେ।
22 A cada um deu uma muda de roupa nova, mas a Benjamim deu trezentas peças de prata e cinco mudas de roupa nova.
23 ପୁଣି ଯୋଷଫେ ତାଙ୍କର ପିତାଙ୍କ ନିମନ୍ତେ ମିଶର ଦେଶର ଉତ୍ତମ ଦ୍ରବ୍ଯ ରେ ନଦା ଦଶଗଧ ଓ ପିତାଙ୍କ ପାଥଯେ ନିମନ୍ତେ ଶସ୍ଯ ଓ ରୋଟି ଆଦି ଭକ୍ଷ୍ଯ ଦ୍ରବ୍ଯ ରେ ନଦା ଦଶ ଗର୍ଦ୍ଧଭୀ ପାଠାଇଲେ।
23 E a seu pai enviou dez jumentos carregados com o melhor do que havia no Egito e dez jumentas carregadas de trigo, pão e outras provisões para a viagem.
24 ଏହାପରେ ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ସମାନଙ୍କେର ଘର ରାସ୍ତା ରେ ୟିବାକୁ ଏବଂ ସମାନଙ୍କେୁ ସାବଧାନ କରାଇ କହିଲେ, ସିଧା ଘରକୁ ୟାଅ। ବାଟରେ ଝଗଡ଼ା କର ନାହିଁ।
24 Depois despediu-se dos seus irmãos e, ao partirem, disse-lhes: "Não briguem pelo caminho! "
25 ଏହିପରି ଭାବରେ ଯୋଷଫେର ଭାଇମାନେ ମିଶର ଛାଡ଼ି କିଣିନ ଦେଶକୁ ଗଲେ। ତା'ପରେ ସମାନେେ ସମାନଙ୍କେର ପିତା ଯାକୁବଙ୍କ ଆଗକୁ ଆସିଲେ।
25 Assim partiram do Egito e voltaram a seu pai Jacó, na terra de Canaã,
26 ଭାଇମାନେ ତାଙ୍କ ପିତାଙ୍କୁ କହିଲେ, ପିତା, ଯୋଷଫେ ଏବଂ ମଧ୍ଯ ବଞ୍ଚିଛନ୍ତି। ଏବେ ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।
26 e lhe deram a notícia: "José ainda está vivo! Na verdade ele é o governador de todo o Egito". O coração de Jacó quase parou! Não podia acreditar neles.
27 ତା'ପରେ ଯୋଷଫଙ୍କେ ସମସ୍ତ କଥା ସମାନେେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟ ମାନ ଦେଖିଲେ। ଏହାପରେ ଯାକୁବ ଅତ୍ଯନ୍ତ ଆନନ୍ଦି ହେଲେ।
27 Mas, quando lhe relataram tudo o que José lhes dissera, e vendo Jacó, seu pai, as carruagens que José enviara para buscá-lo, seu espírito reviveu.
28 ଯାକୁବ କହିଲେ, ଏହା ୟଥେଷ୍ଟ! ଆଉ ତୁମ୍ଭର ଅଧିକ କିଛି କହିବା ଦରକାର ନାହିଁ। ମାରେ ପୁତ୍ର ଯୋଷଫେ ଏବବେି ଜୀବିତ। ମୁଁ ମଲା ପୂର୍ବରୁ ତାକୁ ଦେଖିବାକୁ ୟିବି।
28 E Israel disse: "Basta! Meu filho José ainda está vivo. Irei vê-lo antes que eu morra".
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 45, comparar traduções ou montar um estudo — tudo direto pelo WhatsApp.