Gênesis 44

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଯୋଷଫେ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦଇେ କହିଲେ, ସହେି ଲୋକମାନଙ୍କର ପଟ ରେ ସମାନେେ ଯେତେ ନଇେପାରିବେ େସତେ ଶସ୍ଯ ଭର୍ତ୍ତି କର ଏବଂ ସମାନଙ୍କେ ପଇସା ମଧ୍ଯ ତାଙ୍କ ଥଳି ଉପରେ ରଖି ଦିଅ।
1 Deu José esta ordem ao mordomo de sua casa: Enche de mantimento os sacos que estes homens trouxeram, quanto puderem levar, e põe o dinheiro de cada um na boca do saco de mantimento.
2 ସାନ ଭାଇର ପଟ ରେ ତା'ର ଟଙ୍କା ତକ ଭର୍ତ୍ତି କର। କିନ୍ତୁ ତା'ର ପଟ ରେ ମାରେ ରୂପାତାଟିଆ ରଖ। ଯୋଷଫେ ସମାନଙ୍କେୁ ଯେପରି କହିଲେ ଦାସମାନେ ଠିକ୍ ସହେିପରି କଲେ।
2 O meu copo de prata pô-lo-ás na boca do saco de mantimento do mais novo, com o dinheiro do seu cereal. E assim se fez segundo José dissera.
3 ତା' ପରଦିନ ପ୍ରତ୍ଯୁଷରୁ, ଭାଇମାନଙ୍କୁ ଓ ତାଙ୍କର ଗଧମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଗଲା।
3 De manhã, quando já claro, despediram-se estes homens, eles com os seus jumentos.
4 ସମାନେେ ନଗର ଛାଡ଼ିବା ପରେ ଯୋଷଫେ ତାଙ୍କର ଦାସଙ୍କୁ କହିଲେ, ସହେି ଲୋକମାନଙ୍କୁ ଅନୁସରଣ କର। ସମାନଙ୍କେୁ ଅଟକାଇ କୁହ, 'ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ଯବହାର କଲୁ କିନ୍ତୁ ତୁମ୍ଭମାନେେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭମାନେେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଚୋରି କଲ?
4 Tendo saído eles da cidade, não se havendo ainda distanciado, disse José ao mordomo de sua casa: Levanta-te e segue após esses homens; e, alcançando-os, lhes dirás: Por que pagastes mal por bem?
5 ମାରେ ମହାଶୟ ସହେି କପ୍ରୁ ପାନକରିସାରିବା ପରେ ଗୁପ୍ତକଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆ ରେ ଜାଣିବାକୁ ଏହା ବ୍ଯବହାର କରନ୍ତି। କାହିଁକି ତୁମ୍ଭମାନେେ ଏହି ମନ୍ଦ କାର୍ୟ୍ଯ କଲ?
5 Não é este o copo em que bebe meu senhor? E por meio do qual faz as suas adivinhações? Procedestes mal no que fizestes.
6 ତେଣୁ ଦାସମାନେ ତାଙ୍କର କଥାମାନି ଏବଂ ସମାନେେ ଘାଡ଼ୋ ଚଢ଼ି ତାଙ୍କୁ ଅନୁସରଣ କଲେ। ସହେି ଦାସମାନେ ସମାନଙ୍କେୁ ଯୋଷଫଙ୍କେ କଥା କହିଲେ।
6 E alcançou-os e lhes falou essas palavras.
7 କିନ୍ତୁ ଭାଇମାନେ ସହେି ଦସକେୁ କହିଲେ, ତୁମ୍ଭର କର୍ତ୍ତା ଏପରି କାହିଁକି କହିଲେ,? ଆମ୍ଭେ ଏପରି କିଛି କର୍ୟ୍ଯ କରିନାହୁଁ।
7 Então, lhe responderam: Por que diz meu senhor tais palavras? Longe estejam teus servos de praticar semelhante coisa.
8 ଆମ୍ଭମାନେେ କିଣାନ ଦେଶରୁ ଫରେି ଆସିଛୁ। ଆମ୍ଭ ପଟ ମଧିଅରେ ଥିବା ଟଙ୍କା ଫରୋଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ।
8 O dinheiro que achamos na boca dos sacos de mantimento, tornamos a trazer-te desde a terra de Canaã; como, pois, furtaríamos da casa do teu senhor prata ou ouro?
9 ଯଦି ତୁମ୍ଭେ କୌଣସି ଲୋକର ଥଳିରୁ ରୂପା କପ୍ ପାଇବ, ତୁମ୍ଭେ ତାଙ୍କୁ ହତ୍ଯା କରିପାରିବ ଏବଂ ଆମ୍ଭେ ଅବଶିଷ୍ଟାଂଶ ତୁମ୍ଭ ମୁନିବଙ୍କର ସବେକଗଣ ହବେୁ।
9 Aquele dos teus servos, com quem for achado, morra; e nós ainda seremos escravos do meu senhor.
10 ଦାସ କହିଲେ, ତୁମ୍ଭେ ଯାହା କହିବ ଆମ୍ଭେ ସହେିପରି କରିବୁ କିନ୍ତୁ ଆମ୍ଭେ ସେ ଲୋକକୁ ହତ୍ଯା କରିବୁ ନାହିଁ। ଆମ୍ଭେ ଯଦି ସହେି ରୂପା ପାତ୍ର ପାଉ ତବେେ ସେ ଲୋକ ଆମ୍ଭର ଦାସ ହବେ। ଏବଂ ଅନ୍ୟମାନେ ମୁକ୍ତ ହବେେ।
10 Então, lhes respondeu: Seja conforme as vossas palavras; aquele com quem se achar será meu escravo, porém vós sereis inculpados.
11 ଏହାପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସଗେୁଡ଼ିକୁୁ ଖାେଳିଲେ।
11 E se apressaram, e, tendo cada um posto o saco de mantimento em terra, o abriu.
12 ଯୋଷଫଙ୍କେ ଦାସ ସହେି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ବଯ ରେ ସାନର ପଟ ଦେଖିଲେ। ଶଷେ ରେ ବିନ୍ଯାମୀନର ପଟରୁ ସହେି ପାତ୍ରଟିକୁ ପାଇଲେ।
12 O mordomo os examinou, começando do mais velho e acabando no mais novo; e achou-se o copo no saco de mantimento de Benjamim.
13 ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସମାନେେ ଦୁଃଖ ରେ ସମାନଙ୍କେର ପୋଷାକ ଚିରି ପକାଇଲେ। ସମାନେେ ସମାନଙ୍କେର ପଟଗୁଡ଼ିକ ଗଧ ପିଠି ରେ ପକାଇ ନଗରକୁ ଫରେିଲେ।
13 Então, rasgaram as suas vestes e, carregados de novo os jumentos, tornaram à cidade.
14 ଯିହୁଦା ଏବଂ ତା'ର ଭାଇମାନେ ଯୋଷଫଙ୍କେ ଗୃହକୁ ଗଲେ। ଯୋଷଫେ ସହେିଠା ରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ।
14 E chegou Judá com seus irmãos à casa de José; este ainda estava ali; e prostraram-se em terra diante dele.
15 ଯୋଷଫେ ସମାନଙ୍କେୁ କହିଲେ, ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ'ଣ ଜାଣି ପାରିଲ ନାହିଁ। ମୁଁ ସମସ୍ତ ଗୁପ୍ତକଥା ଜାଣିପା ରେ। ମାଠାରୁେ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରିପାରିବ ନାହିଁ।
15 Disse-lhes José: Que é isso que fizestes? Não sabíeis vós que tal homem como eu é capaz de adivinhar?
16 ଯିହୁଦା କହିଲେ, ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫଇେ ଦବୋର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରିପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ ଦୋଷ। ପରମେଶ୍ବରଙ୍କ ବିଚାର ରେ ଆମ୍ଭେ କରିଥିବା କାର୍ୟ୍ଯ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ତୁମ୍ଭର ଦାସ ହାଇେ ରହିବୁ, ତାହା ସହିତ ଯାହାର ପଟରୁ ତୁମ୍ଭର ପାତ୍ର ମିଳିଲା।
16 Então, disse Judá: Que responderemos a meu senhor? Que falaremos? E como nos justificaremos? Achou Deus a iniquidade de teus servos; eis que somos escravos de meu senhor, tanto nós como aquele em cuja mão se achou o copo.
17 କିନ୍ତୁ ଯୋଷଫେ କହିଲେ, ପରମେଶ୍ବର ଏପରି କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କବଳେ ଯେ ମାରେ ପାତ୍ର ଚୋରି କରିଛି, ସେ ମାରେ ଦାସ ହବେ। ଅନ୍ୟମାନେ ଶାନ୍ତି ରେ ତୁମ୍ଭର ପିତାଙ୍କ ନିକଟକୁ ଫରେିୟାଅ।
17 Mas ele disse: Longe de mim que eu tal faça; o homem em cuja mão foi achado o copo, esse será meu servo; vós, no entanto, subi em paz para vosso pai.
18 ଏହାପରେ ଯିହୁଦା ଯୋଷଫଙ୍କେ ନିକଟକୁ ୟାଇ କହିଲେ, ହେ ମହାଶୟ, ମାେତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମାେ ଉପରେ କୋରଧ କର ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ଯ।
18 Então, Judá se aproximou dele e disse: Ah! Senhor meu, rogo-te, permite que teu servo diga uma palavra aos ouvidos do meu senhor, e não se acenda a tua ira contra o teu servo; porque tu és como o próprio Faraó.
19 ପୂର୍ବରୁ ଆପଣ ଆମ୍ଭକୁ ପଚାରି ଥିଲେ, 'ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?'
19 Meu senhor perguntou a seus servos: Tendes pai ou irmão?
20 ଆମ୍ଭେ ତୁମ୍ଭକୁ ଉତ୍ତର କରିଥିଲୁ, 'ହଁ, ଆମ୍ଭର ଏକ ପିତା ଅଛନ୍ତି। ସେ ବାର୍ଦ୍ଧକ୍ଯ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ଯନ୍ତ ପ୍ ରମେ କରୁଥିଲେ। କାରଣ ସେ ପିତାଙ୍କର ବର୍ଦ୍ଧକ୍ଯ କାଳ ରେ ଜନ୍ମ ନଇେଥିଲେ। ସହେି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ଯାମୀନ ହେଉଛି ସହେି ଭାଇ ଯାହା ଏକା ମାର ସନ୍ତାନ। ଆମ୍ଭର ପିତା ମଧ୍ଯ ତାଙ୍କୁ ଅତ୍ଯନ୍ତ ଭଲପାନ୍ତି।'
20 E respondemos a meu senhor: Temos pai já velho e um filho da sua velhice, o mais novo, cujo irmão é morto; e só ele ficou de sua mãe, e seu pai o ama.
21 ତା'ପରେ ତୁମ୍ଭେ ଆମ୍ଭକୁ କହିଲେ, ' ତବେେ ସହେି ସାନଭାଇକୁ ଏଠାକୁ ଆଣ ମୁଁ ଦେଖିବାକୁ ଚା ହେଁ।'
21 Então, disseste a teus servos: Trazei-mo, para que ponha os olhos sobre ele.
22 ଆମ୍ଭେ କହିଲୁ, 'ଆମ୍ଭର ସାନ ଭାଇ ଆସିପାରିବ ନାହିଁ। ସେ ପିତାଙ୍କୁ ଛାଡ଼ି ଆସିବ ନାହିଁ। ଯଦି ପିତା ତାକୁ ହରାନ୍ତି ତବେେ ପିତା ଦୁଃଖ ରେ ପ୍ରାଣ ତ୍ଯାଗ କରିବେ।'
22 Respondemos ao meu senhor: O moço não pode deixar o pai; se deixar o pai, este morrerá.
23 କିନ୍ତୁ ଆପଣ ଆମ୍ଭମାନଙ୍କୁ କହିଲେ, 'ତୁମ୍ଭେ ଯଦି ତୁମ୍ଭର ସାନଭାଇକୁ ନ ଆଣ, ତୁମ୍ଭେ ମାେତେ କବେେ ଦେଖିବ ନାହିଁ।'
23 Então, disseste a teus servos: Se vosso irmão mais novo não descer convosco, nunca mais me vereis o rosto.
24 ତେଣୁ ଆମ୍ଭେ ପିତଙ୍କ ନିକଟକୁ ଫରେି ଗଲୁ ଓ ତୁମ୍ଭେ ଯାହା କହିଥିଲ, ତାଙ୍କୁ କହିଲୁ।
24 Tendo nós subido a teu servo, meu pai, e a ele repetido as palavras de meu senhor,
25 ଏହାପରେ, ଆମ୍ଭର ପିତା କହିଲେ, 'ତୁମ୍ଭମାନେେ ୟାଇ କିଛି ଖାଦ୍ୟ ଆମ୍ଭମାନଙ୍କ ପାଇଁ ଆଣ।'
25 disse nosso pai: Voltai, comprai-nos um pouco de mantimento.
26 ଏବଂ ଆମ୍ଭେ ପିତାଙ୍କୁ କହିଲୁ, 'ଆମ୍ଭେ ଆମ୍ଭର ସାନ ଭାଇ ବିନା ୟାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନୟାଏ, ତାହାହେଲେ ସହେି ବ୍ଯକ୍ତିର ମୂଖ ଦେଖି ପାରିବୁ ନାହିଁ।'
26 Nós respondemos: Não podemos descer; mas, se nosso irmão mais moço for conosco, desceremos; pois não podemos ver a face do homem, se este nosso irmão mais moço não estiver conosco.
27 ଏହାପରେ ଆମ୍ଭର ପିତା ଆମ୍ଭକୁ କହିଲେ, 'ତୁମ୍ଭେ ଜାଣ ମାରେସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନଇେଥିଲେ।
27 Então, nos disse o teu servo, nosso pai: Sabeis que minha mulher me deu dois filhos;
28 ଗୋଟିଏ ପୁତ୍ର ମାଠାରୁେ ଦୂରକୁ ଚାଲିଗଲା। ସହେି ଦିନଠାରୁ ମୁଁ ତାକୁ ଦେଖି ନାହିଁ। ମୁଁ ବିଶ୍ବାସ କରେ ସେ ହିଂସ୍ର ଜନ୍ତୁଙ୍କ ଦ୍ବାରା ଗ୍ରାସିତ ହାଇୟୋଇଛି।
28 um se ausentou de mim, e eu disse: Certamente foi despedaçado, e até agora não mais o vi;
29 ଯଦି ତୁମ୍ଭେ ମାରେ ଆର ପୁତ୍ରକୁ ମାେ ଠାରୁ ଦୂ ରଇେ ନିଅ। ଏବଂ ଯଦି ତା'ର କିଛି ହୁଏ, ତବେେ ମୁଁ ଦୁଃଖ ରେ ମରିୟିବି।'
29 se agora também tirardes este da minha presença, e lhe acontecer algum desastre, fareis descer as minhas cãs com pesar à sepultura.
30 ବର୍ତ୍ତମାନ ଚିନ୍ତା କରନ୍ତୁ, କ'ଣ ହବେ। ଯେତବେେଳେ ଆମ୍ଭେ ଆମ୍ଭର ସାନ ଭାଇ ବିନା ଘରକୁ ଫରେିବୁ। ସହେି ବାଳକ ଆମ୍ଭ ପିତଙ୍କର ଅମୁଲ୍ଯ ସମ୍ପଦ।
30 Agora, pois, indo eu a teu servo, meu pai, e não indo o moço conosco, visto a sua alma estar ligada com a alma dele,
31 ଆମ୍ଭର ପିତା ଏକ ଦୁଃଖି ବୃଦ୍ଧ ଲୋକ, ସେ ଯେତବେେଳେ ଦେଖିବେ ବିନ୍ଯାମୀନ ଆମ୍ଭ ସହିତ ନାହିଁ। ଏବଂ ଏହା ଆମ୍ଭର ଦୋଷ ହବେ। ଆମ୍ଭ ଯୋଗୁଁ ସେ ଦୁଃଖି ମଣିଷ ପରି ମୃତ୍ଯୁବରଣ କରିବେ।
31 vendo ele que o moço não está conosco, morrerá; e teus servos farão descer as cãs de teu servo, nosso pai, com tristeza à sepultura.
32 ମୁଁ ଏହି ଭାଇ ପାଇଁ ଦାଯିତ୍ବ ନଇେଛି। ମୁଁ ମାରେ ପିତାଙ୍କୁ କହିଥିଲି, 'ଯଦି ମୁଁ ବିନ୍ଯାମୀନଙ୍କୁ ସାଙ୍ଗ ରେ ନ ନିଏ ତବେେ ସେ ମାେତେ ଜୀବନ ସାରା ଦୋଷ ବହନ କରିବ।'
32 Porque teu servo se deu por fiador por este moço para com o meu pai, dizendo: Se eu o não tornar a trazer-te, serei culpado para com o meu pai todos os dias.
33 ତେଣୁ ମୁଁ ଆପଣଙ୍କୁ ଭିକ୍ଷା ମାଗୁଛି। ଦୟାକରି ତାଙ୍କୁ ଆମ୍ଭର ଭାଇମାନଙ୍କ ସହିତ ୟିବାକୁ ଦିଅ। ଏବଂ ମୁଁ ତୁମ୍ଭର ଦାସ ହାଇେ ରହିବି।
33 Agora, pois, fique teu servo em lugar do moço por servo de meu senhor, e o moço que suba com seus irmãos.
34 ମୁଁ ମାରେ ପିତାଙ୍କ ନିକଟକୁ ଫରେିୟାଇପାରିବି ନାହିଁ। ଯଦି ବିନ୍ଯାମୀନ ମାେ ସହିତ ନୟାଏ। ମାେତେ ଡ଼ର ଲାଗୁଛି ମାରେ ପିତାଙ୍କର କ'ଣ ହବେ।
34 Porque como subirei eu a meu pai, se o moço não for comigo? Para que não veja eu o mal que a meu pai sobrevirá.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 44, comparar traduções ou montar um estudo — tudo direto pelo WhatsApp.