Gênesis 41

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଦୁଇବର୍ଷ ପରେ ଫାରୋ ଏକ ସ୍ବପ୍ନ ଦେଖିଲେ। ସେ ସ୍ବପ୍ନ ରେ ଦେଖିଲେ ଯେ, ସେ ନୀଳ ନଦୀ କୂଳ ରେ ଛିଡ଼ା ହାଇେଛନ୍ତି।
1 Passados dois anos completos, Faraó teve um sonho e eis que estava em pé junto ao rio Nilo.
2 ସହେି ସ୍ବପ୍ନ ରେ ସାତଟି ଗାଈ ନଦୀ ମଧ୍ଯରୁ ବାହାରିଲେ ଏବଂ ସଠାେରେ ଘାସ ଚରିଲେ। ସମାନେେ ଦେଖିବାକୁ ହୃଷ୍ଟ ପୃଷ୍ଟ ଓ ସୁନ୍ଦର ଥିଲେ।
2 Do rio subiam sete vacas de boa aparência e gordas e pastavam no meio dos juncos.
3 ପୁଣି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈ ନଦୀ ମଧ୍ଯରୁ ବାହରିଲେ। ଏବଂ ନଦୀ କୂଳ ରେ ସହେି ସ୍ବାସ୍ଥ୍ଯବାନ ଗାଈମାନଙ୍କ ପାଖ ରେ ଛିଡ଼ା ହେଲେ। କିନ୍ତୁ ସହେି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ।
3 Após elas subiam do rio outras sete vacas, de aparência feia e magras; e pararam junto às primeiras, na margem do rio.
4 ସହେି ସାତଟି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ସହେି ସାତଟି ସ୍ବାସ୍ଥ୍ଯବାନ ଗାଈକୁ ଖାଇଗଲେ। ସେତବେେଳେ ଫାରୋ ନିଦରୁ ଉଠି ପଡ଼ିଲେ।
4 As vacas de aparência feia e magras engoliam as sete vacas de boa aparência e gordas. Então Faraó acordou.
5 ଫାରୋ ପୁନ୍ନରାଯ ଶଯନ କଲେ ଓ ପୁନ୍ନରାଯ ସ୍ବପ୍ନ ଦେଖିଲେ। ଗୋଟିଏ ଶଣ୍ଢା ରେ ସାତଟି ପରିପୃଷ୍ଟ ଓ ଉତ୍ତମ ଶୀଷା ବାହାରିଲା।
5 Tornando a dormir, sonhou outra vez. De uma só haste saíam sete espigas cheias e boas.
6 ସମାନଙ୍କେ ପରେ, ସାତ ଧାନର ମୁଣ୍ଡ ବାହାରି ଆସିଲା। କିନ୍ତୁ ଏହା କ୍ଷୀଣ ଥିଲା ଏବଂ ପୂର୍ବ ବାଯୁ ରେ ଶୁଖିଗଲା ପରି ଦଖାଯାେଉଥିଲା।
6 E após elas nasciam sete espigas mirradas e queimadas pelo vento leste.
7 ପୁଣି ସହେି ସାତଟି ପରିପୁଷ୍ଠ ଶୀଷାକୁ ଏହି ସାତଟି କ୍ଷୀଣ ଶୀଷାକୁ ଗିଳି ପକାଇଲେ। ଏହି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ ସ୍ବପ୍ନ ମାତ୍ର ଜ୍ଞାନ ହେଲା।
7 As espigas mirradas devoravam as sete espigas grandes e cheias. Então Faraó acordou. Tinha sido um sonho.
8 ଏହାପରେ ପ୍ରଭାତ ରେ ତାଙ୍କର ମନ ଉତ୍ବିଗ୍ନ ହେଲା। ତେଣୁ ସେ ଲୋକ ପଠାଇ ମିଶର ଦେଶୀଯ ପ୍ରେତ୍ୟକକ ମନ୍ତ୍ରଜ୍ଞ ଓ ଜ୍ଞାନୀ ଲୋକମାନଙ୍କୁ ଡ଼କାଇଲେ। ମାତ୍ର ଫାରୋ ସମାନଙ୍କେ ନିକଟରେ ଆପଣା ସ୍ବପ୍ନର କଥା କୁହନ୍ତେ ସମାନଙ୍କେ ମଧ୍ଯରୁ କହେି ତା'ର ଅର୍ଥ କହି ପାରିଲେ ନାହିଁ।
8 De manhã, ao despertar muito perturbado, mandou chamar todos os magos do Egito e todos os seus sábios. Contou-lhes os seus sonhos, mas não havia ninguém que pudesse dar a interpretação.
9 ସେତବେେଳେ ମୂଖ୍ଯ ପାନପାତ୍ର ବାହକ ଫାରୋଙ୍କୁ ନିବଦନେ କଲା। ସେ କହିଲା, ମୁଁ ଆଜି ସ୍ମରଣ କରୁଛି ଏକ ଅପରାଧ ମୁଁ କରିଥିଲି।
9 Então o copeiro-chefe disse a Faraó: — Hoje me lembro das minhas ofensas.
10 ଆପଣ ମାେ ପ୍ରତି କୋର୍ଧିତ ହାଇେ ଏବଂ ପ୍ରଧାନ ରୋଟୀବାଲା ଓ ଆମ୍ଭମାନଙ୍କୁ କାରାବାସ କରିଥିଲେ।
10 Quando Faraó ficou irado com os seus servos e me pôs na prisão, na casa do comandante da guarda, a mim e ao padeiro-chefe,
11 ଏହାପରେ ସହେି ରାତ୍ରି ରେ ଆମ୍ଭମାନେେ ପ୍ରେତ୍ୟକକ ଏକ ଏକ ସ୍ବପ୍ନ ଦେଖିଲୁ ଏବଂ ଦୁହିଁଙ୍କ ସ୍ବପ୍ନର ଅର୍ଥ ଥିଲା।
11 tivemos um sonho na mesma noite, eu e ele. Sonhamos, e cada sonho tinha o seu próprio significado.
12 ସଠାେରେ ଜଣେ ଏବ୍ରୀଯ ଲୋକ ଯେ କି ଆମ୍ଭମାନଙ୍କ ସହିତ ବନ୍ଦୀଶାଳା ରେ ଥିଲେ। ସେ ହେଉଛନ୍ତି ରକ୍ଷକ ସୈନ୍ଯାଧିପତିର ଦାସ। ଆମ୍ଭେ ଆମ୍ଭମାନଙ୍କର ସ୍ବପ୍ନ ବିଷଯ ରେ ତାଙ୍କୁ କହିଲୁ। ଏବଂ ସେ ଆମ୍ଭକୁ ତାହା ସବୁ ବୁଝାଇ ଦେଲେ। ସେ ଆମ୍ଭ ଦୁଇଜଣଙ୍କର ସ୍ବପ୍ନର ଅର୍ଥ ବୁଝାଇ ଦେଲେ।
12 Achava-se conosco um jovem hebreu, escravo do comandante da guarda. Contamos a ele os nossos sonhos, e ele nos deu a interpretação, a cada um segundo o seu sonho.
13 ସେ ଆମ୍ଭମାନଙ୍କୁ ଯାହା ସବୁ କହିଥିଲଲେ ତାହା ସତ୍ଯ ହେଲା। ସେ କହିଥିଲେ ମୁଁ ମୁକ୍ତ ହବେି ଏବଂ ମାରେ କର୍ମ ରେ ନିୟୁକ୍ତ ହବେି। ଏବଂ ସହେିପରି ହେଲା। ସେ କହିଥିଲେ ସୂପକାର ମରିବ। ସେ ମଧ୍ଯ ମଲା।
13 E tal como nos interpretou, assim aconteceu: eu fui restituído ao meu cargo, e o outro foi enforcado.
14 ତେଣୁ ଫାରୋ ଯୋଷଫଙ୍କେୁ ବନ୍ଦୀଶାଳାରୁ ଡ଼କାଇଲେ। କାରାରକ୍ଷୀ ଯୋଷଫଙ୍କେୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷଫେ କ୍ଷୌର ହାଇେ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହାପରେ ସେ ଫାରୋକୁ ଦଖାେ କରିବାକୁ ଗଲେ।
14 Então Faraó mandou chamar José, e o fizeram sair às pressas da masmorra. Ele se barbeou, mudou de roupa e foi apresentar-se a Faraó.
15 ଫାରୋ ଯୋଷଫଙ୍କେୁ ପଚାରିଲେ, ମୁଁ ଏକ ସ୍ବପ୍ନ ଦେଖିଲି। କିନ୍ତୁ କୌଣସି ଲୋକ ଏହି ସ୍ବପ୍ନର ଅର୍ଥ କରିପାରୁ ନାହାଁନ୍ତି। ମୁଁ ଶୁଣିଲି ଯେ ତୁମ୍ଭେ ସ୍ବପ୍ନର ଅର୍ଥ କରି ପାରୁଛ। ଯଦି କହେି ତୁମ୍ଭକୁ ସ୍ବପ୍ନ ବିଷଯ ରେ କୁ ହେ।
15 Este lhe disse: — Tive um sonho, e não há quem o interprete. Porém ouvi falar a respeito de você que, quando ouve um sonho, é capaz de interpretá-lo.
16 ଯୋଷଫେ ଉତ୍ତର ଦଲୋ, ମୁଁ ପାରିବି ନାହିଁ। କିନ୍ତୁ ହାଇପୋ ରେ ପରମେଶ୍ବର ଏହାର ଅର୍ଥ କରିପାରନ୍ତି।
16 José respondeu: — Isso não está em mim; mas Deus dará resposta favorável a Faraó.
17 ଏହାପରେ ଫାରୋ ଯୋଷଫଙ୍କେୁ କହିଲେ, ମୁଁ ସ୍ବପ୍ନ ରେ ଦେଖିଲି ମୁଁ ନୀଳ ନଦୀ କୂଳ ରେ ଛିଡ଼ା ହାଇେଥିଲି।
17 Então Faraó disse a José: — No meu sonho, eu estava em pé na margem do Nilo,
18 ଏହାପରେ ସାତାଟେି ଗାଈ ନଦୀରୁ ବାହରି ଘାସ ଖାଇଲେ। ସମାନେେ ଦେଖିବାକୁ ସୁସ୍ଥ ସବଳ ଓ ସୁନ୍ଦର ଥିଲେ।
18 e eis que subiam dele sete vacas gordas e de boa aparência e pastavam no meio dos juncos.
19 ଏହାପରେ ମୁଁ ଦେଖିଲି ଆଉ ସାତଟି ଦୁର୍ବଳ, ରୁଗ୍ଣ ଓ କୁତ୍ସିତ ଦଖାଯାେଉଥିବା ଗାଈଗୁଡ଼ିକ ନଦୀ ମଧ୍ଯରୁ ଉଠିଲେ, ଯେଉଁମାନେ କି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିଲେ। ସମାନଙ୍କେ ପରି କୁତ୍ସିତ ଗାଈ ମୁଁ ସମୁଦାଯ ମିଶର ରେ ଆଦୌ ଦେଖି ନଥିଲି!
19 Após estas subiam outras vacas, fracas, muito feias e magras. Eu nunca tinha visto vacas tão feias, em toda a terra do Egito.
20 ଏହାପରେ ସହେି ଦୁର୍ବଳ କୁତ୍ସିତ ଗାଈଗୁଡ଼ିକ ସହେି ସୁସ୍ଥବାନ ଗାଈଗୁଡ଼ିକୁ ଖାଇଗଲେ।
20 E as vacas magras e ruins devoravam as primeiras sete vacas gordas.
21 କିନ୍ତୁ ସମାନେେ ସହେିପରି ଦୁର୍ବଳ ଓ କୁତ୍ସିତ ଦଖାେ ଯାଉଥାନ୍ତି। ସମାନେେ ଖାଇ ସାରିବାପରେ ନଖାଇଲା ପରି ଦଖାେ ଯାଉଥିଲେ। ଏହି ସମୟରେ ମାରେ ନିଦ୍ରା ଭାଙ୍ଗିଗଲା।
21 E, depois de as terem engolido, não davam aparência de que as tinham devorado, pois o aspecto delas continuava ruim como no princípio. Então acordei.
22 ପୁଣିଥରେ ସ୍ବପ୍ନ ରେ ମୁଁ ଦେଖିଲି, ଗୋଟିଏ ଶଣ୍ଢା ରେ ସାତଟି ପୁର୍ଣ୍ଣ ଓ ଉତ୍ତମ ଶୀଷା ବାହାରିଲା।
22 Depois, vi, em meu sonho, que sete espigas saíam da mesma haste, cheias e boas.
23 ଏହାପରେ ସାତଟା ମୁଣ୍ଡ ବାହରି ଆସିଲା ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସହେି ଗୁଡ଼ିକ କ୍ଷୀଣ ପୂର୍ବ ବାଯୁ ରେ ଶୁଖି ୟାଇଥିବା ପରି ଦଖାେ ଯାଉଥିଲା।
23 Depois delas nasceram sete espigas secas, mirradas e queimadas pelo vento leste.
24 ପୁଣି ସହେି କ୍ଷୀଣ ଶୀଷାଗୁଡ଼ିକ ସହେି ଉତ୍ତମ ସାତଟି ଶୀଷାକୁ ଗିଳି ପକାଇଲା।
24 As sete espigas mirradas devoravam as sete espigas boas. Contei isso aos magos, mas ninguém foi capaz de me dar a interpretação.
25 ଏହାପରେ ଯୋଷଫେ ଫାରୋଙ୍କୁ କହିଲେ, ସହେି ଦୁଇଟି ସ୍ବପ୍ନ ଏକା ପ୍ରକାର। ଯାହା ଶିଘ୍ର ଘଟିବାକୁ ଯାଉଛି ତାହା ପରମେଶ୍ବର ତୁମ୍ଭକୁ କହୁଛନ୍ତି।
25 Então José respondeu: — O sonho de Faraó é apenas um; Deus revelou a Faraó o que ele vai fazer.
26 ଉଭୟ ସ୍ବପ୍ନର ଅର୍ଥ ପ୍ରାଯ ସମାନ। ସାତଟି ସ୍ବାସ୍ଥ୍ଯଗାଈ, ସାତଟି ଉତ୍ତମ ଶୀଷା ସାତବର୍ଷ ଉତ୍ତମସ୍ବରୂପ ଅଟନ୍ତି।
26 As sete vacas boas serão sete anos; as sete espigas boas, também sete anos; o sonho é um só.
27 ଆଉ ସହେି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ଏ ସହେି ସାତଟି କୃଶ, କୁତ୍ସିତ ଗୋରୁ ସାତବର୍ଷ ସ୍ବରୂପ। ଆଉ ପୂର୍ବୀଯ ବାଯୁ ରେ ଶୁଷ୍କ ସାତଟା ଶୀଷା ମଧ୍ଯ ଦୁର୍ଭିକ୍ଷର ସାତ ବର୍ଷ ସ୍ବରୂପ।
27 As sete vacas magras e feias, que subiam após as primeiras, serão sete anos, bem como as sete espigas mirradas e queimadas pelo vento leste serão sete anos de fome.
28 ପରମେଶ୍ବର ଯାହା କରିବାକୁ ଉଦ୍ଯତ ତାହା ଫାରୋଙ୍କୁ ଦଖାଇେ ଅଛନ୍ତି।
28 — Esta é a palavra, como acabo de dizer a Faraó: Deus manifestou a Faraó o que ele vai fazer.
29 ଦେଖନ୍ତୁ ସମସ୍ତ ଦେଶ ରେ ସାତବର୍ଷ ମହା ସୁଭିକ୍ଷା ଆସୁଅଛି।
29 Eis que vêm sete anos de grande abundância por toda a terra do Egito.
30 କିନ୍ତୁ ତା'ପେଛ ସାତବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶରଦେଶରୁ ବିସ୍ତୃତ ହବେ। ଦୁର୍ଭିକ୍ଷ ଦେଶକୁ ଧ୍ବଂସ କରିବ।
30 Depois virão sete anos de fome. Toda aquela abundância será esquecida na terra do Egito e a fome consumirá a terra;
31 ଲୋକମାନେ ଭୂଲିଯିବେ, କ'ଣ ତା' ପୂର୍ବରୁ ମିଶର ରେ ସୁର୍ଭିକ୍ଷ ଥିଲା। ପ୍ରଚୁର ପରିମାଣ ରେ ଖାଦ୍ୟ ମିଳୁଥିଲା ବୋଲି।
31 e não será lembrada a abundância na terra, por causa da fome que seguirá, porque será gravíssima.
32 ଫାରୋ, ତୁମ୍ଭେ ଏକା ପ୍ରକାର ଦୁଇଟି ସ୍ବପ୍ନ ଦେଖିବାର କାରଣ କ'ଣ ଜାଣ? ପରମେଶ୍ବର ଦଖାଇବୋକୁ ଚାହାଁନ୍ତି ଯେ, ତାହା ଖୁବ୍ ଶିଘ୍ର ଘଟିବାକୁ ଯାଉଛି।
32 O sonho de Faraó foi repetido, porque a coisa é estabelecida por Deus, e Deus se apressa a fazê-la.
33 ସେଥିପାଇଁ ଫାରୋ ଏକ ବୁଦ୍ଧିମାନ, ଜ୍ଞାନୀ ଲୋକଙ୍କୁ ମିଶରର ଦାଯିତ୍ବ ଦବୋ ପାଇଁ ମନୋନୀତ କରିବେ।
33 — Agora, pois, Faraó devia escolher um homem ajuizado e sábio e encarregá-lo de dirigir a terra do Egito.
34 ଏହାପରେ ତୁମ୍ଭେ ଆଉ କିଛି ଲୋକଙ୍କୁ ବାଛ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରନ୍ତୁ। ଏହିସବୁ ସୁର୍ଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶଷ୍ଯର ଏକ ପଞ୍ଚମାଂଶ ଖାଦ୍ୟ ଦବେେ।
34 Faraó devia fazer isto: pôr administradores sobre a terra e recolher a quinta parte dos frutos da terra do Egito nos sete anos de fartura.
35 ଏହି ପ୍ରକାର ରେ ଲୋକମାନେ ସେ ଉତ୍ତମ ସାତବର୍ଷ ମଧିଅରେ ଏହି ଖାଦ୍ୟ ସଂଗ୍ରହ କରି ରଖିବ। ଏହି ପ୍ରକାର ଖାଦ୍ୟ ସଂଗ୍ରହ କରି ତୁମ୍ଭ ନିଯନ୍ତ୍ରଣ ରେ ରଖ।
35 Esses administradores deviam ajuntar toda a colheita dos bons anos que virão, recolher cereal por ordem de Faraó, para mantimento nas cidades, e guardá-lo em armazéns.
36 ଦୁର୍ଭିକ୍ଷ ସାତବର୍ଷ ସମୟରେ ସମସ୍ତ ମିଶରକୁ ତୁମ୍ଭେ ଖାଦ୍ୟ ଯୋଗ ପାରିବ। ତେଣୁ ମିଶର ଦୁର୍ଭିକ୍ଷ ୟୋଗୁ ଧ୍ବଂସ ହବେ ନାହିଁ।
36 Assim, o mantimento servirá para abastecer a terra nos sete anos da fome que haverá no Egito, para que a terra não seja destruída pela fome.
37 ସେତବେେଳେ ରାଜା ଫାରୋ ଏବଂ ତାଙ୍କର ଦାମମାନଙ୍କ ଦୃଷ୍ଟି ରେ ଏହା ଉତ୍ତମ ଜ୍ଞାନ ବୋଧ ହେଲା।
37 O conselho agradou a Faraó e a todos os seus oficiais.
38 ସେତବେେଳେ ଫାରୋ ସମାନଙ୍କେୁ କହିଲେ, ମୁଁ ଭାବୁଛି ଆମ୍ଭେ ଏହି କାର୍ୟ୍ଯ ପାଇଁ ଯୋଷଫଙ୍କେଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ବରଙ୍କ ଆତ୍ମା ତା' ମଧିଅରେ ଅଛନ୍ତି।
38 Então Faraó perguntou aos seus oficiais: — Será que poderíamos achar alguém melhor do que José, um homem em quem está o Espírito de Deus?
39 ତେଣୁ ଫାରୋ ଯୋଷଫଙ୍କେୁ କହିଲେ, ପରମେଶ୍ବର ତୁମ୍ଭକୁ ଏହି ସବୁ ଦଖାଇେ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ।
39 Depois, Faraó disse a José: — Visto que Deus revelou tudo isto a você, não há ninguém tão ajuizado e sábio como você.
40 ମୁଁ ମାରଦେେଶର ଦାଯିତ୍ବ ତୁମ୍ଭକୁ ଦଲେି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କବଳେ ମୁଁ ତୁମ୍ଭଠାରୁ ବଡ଼ ହବେି।
40 Você será o administrador da minha casa, e todo o meu povo obedecerá à sua palavra. Somente no trono eu serei maior do que você.
41 ଫାରୋ ଯୋଷଫଙ୍କେୁ କହିଲେ, ମୁଁ ତୁମ୍ଭକୁ ସମଗ୍ର ମିଶର ଦେଶ ଉପରେ ମୂଖ୍ଯଭାବେ ନିୟୁକ୍ତ କଲି।
41 E Faraó disse mais a José: — Eis que eu o constituo autoridade sobre toda a terra do Egito.
42 ଏହାପରେ ଫାରୋ ତାଙ୍କୁ ଏକ ବିଶଷେ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳା ରେ ସୁବର୍ଣ୍ଣହାର ଦେଲେ।
42 Então Faraó tirou o seu anel-sinete da mão e o pôs no dedo de José. Mandou que o vestissem com roupas de linho fino e lhe pôs no pescoço um colar de ouro.
43 ଫାରୋ ଯୋଷଫଙ୍କେୁ ଆପଣା ଦ୍ବିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, ଯୋଷଫଙ୍କେୁ ପ୍ରଣାମ କର ବୋଲି ଫାରୋ ଲୋକମାନଙ୍କୁ କହିଲେ।
43 E o fez subir na sua segunda carruagem, e clamavam diante dele: “Inclinem-se todos!” Desse modo, deu-lhe autoridade sobre toda a terra do Egito.
44 ଫାରୋ ଯୋଷଫଙ୍କେୁ କହିଲେ, ମୁଁ ଫାରୋ, କୁନ୍ତୁ ତୁମ୍ଭର ଆଜ୍ଞା ବିନା ମିଶର ରେ କହେି କିଛି କରିପାରିବେ ନାହିଁ।
44 Disse ainda Faraó a José: — Eu sou Faraó, mas sem a sua ordem ninguém poderá fazer nada em toda a terra do Egito.
45 ଫାରୋ ଯୋଷଫଙ୍କେୁ ଏକ ଅନ୍ୟ ନାମ ରେ ନାମିତ କଲେ, ସାଫନତ୍-ପାନହେ ଫାରୋ ଯୋଷଫଙ୍କେୁ ଓନ ନଗର ନିବାସୀ ପୋଟୀଫର ନାମକ ଯାଜକର ଆସନ୍ନତ୍ ନାମ୍ନୀ କନ୍ଯା ସହିତ ବିବାହ ଦେଲେ। ଯୋଷଫେ ସମସ୍ତ ମିଶ ରେ ଦେଶ ମଧ୍ଯଦଇେ ଗଲେ।
45 E Faraó chamou José de Zafenate-Paneia e lhe deu por mulher Asenate, filha de Potífera, sacerdote de Om. E José percorreu toda a terra do Egito.
46 ଯୋଷଫେ ତିରିଷ ବର୍ଷ ବସଯ ରେ ମିଶ୍ରୀଯ ରାଜା ଫାରୋଙ୍କ ଛାମୁ ରେ ଛିଡ଼ା ହାଇେଥିଲେ। ଏହାପରେ ଯୋଷଫେ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ।
46 José tinha trinta anos de idade quando se apresentou a Faraó, rei do Egito, e andou por toda a terra do Egito.
47 ସହେି ସୁର୍ଭିକ୍ଷ ସାଦବର୍ଷ ମଧ୍ଯ ପ୍ରଚୁର ପରିମାଣ ରେ ଫସଲ ଉତ୍ପନ୍ନ ହେଲା।
47 Nos sete anos de fartura a terra produziu com abundância.
48 ଯୋଷଫେ ସହେି ସାତ ବର୍ଷ ରେ ମିଶର ଦେଶ ରେ ଉତ୍ପନ୍ନ ଶସ୍ଯ ସଂଗ୍ରହ କରି ପ୍ରତି ନଗର ରେ ସଂଗ୍ରହ କଲେ। ଯେଉଁ ନଗରର ଚାରିଆଡ଼େ ଭୂମିରେ ଯେତେ ଶସ୍ଯ ଉତ୍ପନ୍ନ ହେଲା, ତାହା ସବୁ ସହେି ନଗର ରେ ସଂଗ୍ରହ ହେଲା।
48 E José ajuntou todo o mantimento que houve na terra do Egito durante os sete anos e o guardou nas cidades; o mantimento do campo ao redor de cada cidade foi guardado na mesma cidade.
49 ଏହି ପ୍ରକା ରେ ଯୋଷଫେ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ଯ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।
49 Assim, José ajuntou muitíssimo cereal, como a areia do mar, até perder a conta, porque ia além das medidas.
50 ଯୋଷଫଙ୍କେର ସ୍ତ୍ରୀ ଆସନତ୍। ସେ ଓନ୍ ନଗର ନିବାସୀ ପୋଟୀଫର ଯାଜକର ଝିଅ ଥିଲେ। ଦୁର୍ଭିକ୍ଷ ଆସିବାର ପୂର୍ବରୁ ଯୋଷଫେ ଏବଂ ଆସନତ୍ ଦୁଇଟି ପୁତ୍ର ଥିଲେ।
50 Antes de chegar a fome, nasceram dois filhos a José, os quais lhe deu Asenate, filha de Potífera, sacerdote de Om.
51 ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷଫେ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷଫେ କହିଲେ, ପରମେଶ୍ବର ମାହେର ସମସ୍ତ କ୍ଲେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।
51 Ao primogênito José chamou de Manassés, pois disse: “Deus me fez esquecer todo o meu trabalho e toda a casa de meu pai.”
52 ଯୋଷଫେ ତାଙ୍କର ଦ୍ବିତୀୟ ପୁତ୍ରରନାମ ଦେଲେ ଇଫ୍ରଯିମ କାରଣ ସେ କହିଲେ, ମାହେର ଦୁଃଖ ଭୋଗର ଦେଶ ରେ ପରମେଶ୍ବର ମାେତେ ଫଳବାନ କରି ଅଛନ୍ତି।
52 Ao segundo deu o nome de Efraim, pois disse: “Deus me fez próspero na terra da minha aflição.”
53 ମିଶର ରେ ସାତବର୍ଷ ସୁର୍ଭିକ୍ଷର ଶଷେ ହେଲା।
53 Passados os sete anos de abundância que houve na terra do Egito,
54 ଏବଂ ଏହାପରେ ସାତବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷଫେ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶର ରେ ଅବା ଅନ୍ୟ କୌଣସି ଦେଶ ରେ। କିନ୍ତୁ ମିଶର ରେ ଖାଦ୍ୟ ଥିଲା।
54 começaram os sete anos de fome, como José havia predito. E havia fome em todas as terras, mas em toda a terra do Egito havia pão.
55 ଦୁର୍ଭିକ୍ଷ ଆରମ୍ଭ ରେ ଲୋକମାନେ ଖାଦ୍ୟ ପାଇଁ ଫାରୋଙ୍କୁ ଭିକ୍ଷା ମାଗିଲେ। ଫାରୋ ଉତ୍ତର ଦେଲେ, ଯୋଷଫଙ୍କେ ପାଖକୁ ୟାଅ ଆଉ ଯାହା ସେ କରିବାକୁ କହନ୍ତି କର।
55 Quando toda a terra do Egito começou a sentir a fome, o povo clamou a Faraó por pão; e Faraó dizia a todos os egípcios: — Vão falar com José e façam o que ele disser.
56 ସବୁଆଡ଼େ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଯୋଷଫେ ସବୁ ସ୍ଥାନ ରେ ଗୋଲା ଫିଟାଇ ମିସ୍ରୀଯମାନଙ୍କୁ ଶସ୍ଯ ବିକିବାକୁ ଲାଗିଲେ। ତଥାପି ମିଶର ରେ ଦୁର୍ଭିକ୍ଷ ପ୍ରବଳ ହେଲା।
56 Havendo, pois, fome sobre toda a terra, José abriu todos os celeiros e vendia aos egípcios; porque a fome aumentava na terra do Egito.
57 ସର୍ବଦେଶୀଯ ଲୋକମାନେ ମିଶର ଦେଶ ରେ ଶସ୍ଯ କିଣିବା ପାଇଁ ଯୋଷଫଙ୍କେ ନିକଟକୁ ଆସିଲେ। ଯେ ହତେୁ ସବୁ ଦେଶ ରେ ଦୁର୍ଭିକ୍ଷ ପ୍ରବଳ ଥିଲା।
57 E todas as terras vinham ao Egito para comprar de José, porque a fome aumentava em todo o mundo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 41, comparar traduções ou montar um estudo — tudo direto pelo WhatsApp.