Gênesis 34

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଲୟୋ ଓ ଯାକୁବର କନ୍ଯା ଥିଲା ଦୀଣା। ଦିନେ ଦୀଣା ସହେିସ୍ଥାନର ସ୍ତ୍ରୀ ଲୋକମାନଙ୍କରୁ ଭଟେିବାକୁ ଗଲା।
1 Dina, a filha que Lia tinha dado a Jacó, saiu para ver as filhas da região.
2 ସହେି ଦେଶର ରାଜା ଥିଲେ ହମାରେ। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନଇଗେଲା ଏବଂ ତାକୁ ଧର୍ଷଣ କଲା।
2 Tendo-a visto Siquém, filho de Hemor, o heveu, príncipe daquela terra, raptou-a e dormiu com ela, violentando-a.
3 ଏହାପରେ ଶିଖିମ ଦୀଣାର ପ୍ ରମେ ରେ ପଡ଼ିଗଲା ଓ ତାକୁ ବିବାହ ହବୋକୁ ଚାହିଁଲା।
3 Seu coração prendeu-se a Dina, filha de Jacó: ele amou a jovem, e soube falar-lhe ao coração.
4 ଶିଖିମ ତା'ର ପିତା ହ ମାରେକୁ କହିଲା, ଦୟାକରି ଏହି ଝିଅ ସହିତ ମାରେ ବିବାହର ବନ୍ଦୋବନ୍ତ କର।
4 E disse então ao seu pai Hemor: "Dá-me esta jovem por mulher."
5 ଯାକୁବ ଜାଣିବାକୁ ପାଇଲା ଯେ, ସହେି ୟୁବକ ଦୀଣା ଉପରେ ଅପମାନ ଆଣିଛି। କିନ୍ତୁ ଯାକୁବର ସମସ୍ତ ପୁଅମାନେ କ୍ଷେତ୍ର ରେ ପଶୁପଲଙ୍କ ସହିତ ଥିଲେ। ସେ କିଛି କଲା ନାହିଁ, ତା'ର ପୁତ୍ରମାନେ ଫରେିବା ପର୍ୟ୍ଯନ୍ତ ଅପେକ୍ଷା କଲ।
5 Ora, Jacó soube do ultraje que ele tinha feito à sua filha, mas, como seus filhos estivessem no campo com o rebanho, não disse nada até que voltassem.
6 ସହେି ସମୟରେ, ଶିଖିମର ପିତା ହ ମାରେ ଯାକୁବ ସହିତ କଥା ହବୋକୁ ବାହାରି ଗଲା।
6 Hemor, pai de Siquém, veio ter com Jacó para lhe falar.
7 ଯେତବେେଳେ ସମାନେେ କ୍ଷତରେୁ ଫରେିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସମାନେେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇଶ୍ରାୟେଲ ରେ ଏପରି ଅପମାନଜନକ କାର୍ୟ୍ଯ କଲେ। ସେ ଯାକୁବର କନ୍ଯାକୁ ଧର୍ଷଣ କରିବା ଉଚିତ୍ ନଥିଲା।
7 Quando os filhos de Jacó, voltando do campo, souberam o que se tinha passado, indignaram-se muito, porque Siquém se tornara culpado de uma grande infâmia contra Israel, dormindo com a filha de Jacó. Isto são coisas que não se fazem.
8 କିନ୍ତୁ ହମାରେ ଭାଇମାନଙ୍କୁ କହିଲେ, ମାରେ ପୁତ୍ର ଶିଖିମ ଦୀଣାକୁ ବିଭା ହବୋକୁ ଚା ହେଁ। ଦୟାକରି ତାଙ୍କୁ ତାହା ସହିତ ବିବାହ ଦିଅ।
8 Hemor disse-lhes então: "Meu filho Siquém está enamorado de vossa filha; dai-a por mulher, eu vos peço.
9 ଏହି ବିବାହ ଆମ୍ଭ ମଧିଅରେ ଏକ ଚୁକ୍ତି ହବେ। ଏହାପରେ ଆମ୍ଭର ଲୋକମାନେ ତୁମ୍ଭର କନ୍ଯାମାନଙ୍କୁ ଏବଂ ତୁମ୍ଭର ଲୋକମାନେ ଆମ୍ଭର କନ୍ଯାମାନଙ୍କୁ ବିବାହ କରିପାରିବେ।
9 Aliai-vos conosco: dai-nos vossas filhas e desposai as nossas.
10 ତୁମ୍ଭମାନେେ ଆମ୍ଭମାନଙ୍କ ସହିତ ଏହି ଦେଶ ରେ ବାସ କରିବ, ବାଣଜ୍ଯ କରିବ ଓ ଭୂମି ଗ୍ରହଣ କରିପାରିବ।
10 Habitai no meio de nós, pois a terra estará à vossa disposição; podereis estabelecer-vos e negociar nela, e adquirir propriedades."
11 ଶିଖିମ ମଧ୍ଯ ଯାକୁବ ଓ ତାଙ୍କର ଭାଇମାନଙ୍କ ସହିତ କଥା ହେଲେ। ଶିଖିମ କହିଲେ, ଦୟାକରି ମାେତେ ଗ୍ରହଣ କର। ତୁମ୍ଭେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ।
11 De seu lado, Siquém disse ao pai e aos outros irmãos de Dina: "Ache eu graça aos vossos olhos, e dar-vos-ei o que pedirdes.
12 ମୁଁ ତୁମ୍ଭକୁ ସବୁ କିଛି ଉପହାର ଦବେି ଏବଂ ସବୁ ଟଙ୍କା ଦବେି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ଯାକୁ ମାେତେ ବିବାହ ଦିଅ।
12 Seja qual for o preço de compra e os presentes que exigirdes, o que me fixardes, isto eu darei, contanto que me deis a jovem por mulher."
13 ଯାକୁବର ପୁତ୍ରମାନେ ଶିଖିମକୁ ଓ ତା'ର ପିତାଙ୍କୁ ମଧ୍ଯ ମିଥ୍ଯା କହିବାପାଇଁ ନିଷ୍ପତ୍ତି ନେଲେ। ତା'ର ଭାଇମାନେ ସେତବେେଳେ ପାଗଳ ପ୍ରାଯ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଠା କରିଥିଲା।
13 Os filhos de Jacó deram a Siquém e a Hemor uma resposta dolosa, porque Siquém havia ultrajado sua irmã Dina:
14 ତେଣୁ ଭାଇମାନେ ତାଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭ ସହିତ ଆମର ଭଉଣୀକୁ ବୀବୀହ ଦଇପୋରିବୁ ନାହିଁ। କାରଣ ତୁମ୍ଭମାନେେ ଏପର୍ୟ୍ଯନ୍ତ ସୁନ୍ନତ ହାଇେ ନାହଁ। ଆମ ଭଉଣୀ ସହିତ ବିବାହ କରିବା ଏହା ବହୁତ ଭୁଲ ହବେ।
14 "Dar nossa irmã a um incircunciso, disseram eles, é uma coisa que não podemos fazer, porque isto seria desonroso para nós.
15 କିନ୍ତୁ ଆମ୍ଭେ ଆମ୍ଭ ଭଉଣୀ ସହିତ ତୁମ୍ଭକୁ ବିବାହ ଦବେୁ ଯଦି ତୁମ୍ଭେ ଓ ତୁମ୍ଭ ସହରର ପ୍ରେତ୍ୟକକ ଲୋକ ଆମ୍ଭମାନଙ୍କ ପରି ସୁନ୍ନତ ହବେ।
15 Só acederemos ao vosso desejo à condição de que vos torneis como nós, e que todos vossos varões sejam circuncidados.
16 ଏହାପରେ ତୁମ୍ଭର ଲୋକମାନେ ଆମ୍ଭର କନ୍ଯାମାନଙ୍କୁ ବିବାହ କରିପାରିବେ। ଏବଂ ଆମ୍ଭର ପୁରୁଷମାନେ ତୁମ୍ଭର କନ୍ଯାମାନଙ୍କୁ ବିବାହ କରିପାରିବେ। ଏହାପରେ ଆମ୍ଭମାନେେ ଏକା ସଙ୍ଗେ ବାସ କରି ଏକାପରି ହାଇପୋରିବା।
16 Então vos daremos nossas filhas e desposaremos as vossas, habitaremos convosco e formaremos todos um só povo.
17 ଯଦି ତୁମ୍ଭେ ସୁନ୍ନତ ହବୋ ପାଇଁ ମନା କର ତବେେ ଆମ୍ଭେ ଆମ୍ଭର ଭଉଣୀ ଦୀଣାକୁ ନଇୟିବେୁ।
17 Mas se não nos quiserdes ouvir e não vos deixardes circuncidar, tomaremos nossa filha e nos retiraremos."
18 ଏହି ଚୁକ୍ତି ହ ମାରେ ଓ ଶିଖିମକୁ ଖୁସି କରାଇଲା।
18 O seu oferecimento agradou a Hemor e ao seu filho.
19 ଦୀଣାର ଭାଇମାନଙ୍କର କଥାନୁସା ରେ ସୁନ୍ନତ ହବୋକୁ ଖୁସି ରେ ଗ୍ରହଣ କଲେ।
19 O jovem não tardou em fazer o que se lhe pedia, porque estava enamorado da filha de Jacó. Era o homem mais considerado de sua família.
20 ହ ମାରେ ଓ ଶିଖିମ ତାଙ୍କ ସହରର ସଭାସ୍ଥଳକୁ ଗଲା। ସମାନେେ ସହେି ସହରର ଲୋକମାନଙ୍କୁ କହିଲେ,
20 Hemor e seu filho foram à porta da cidade e disseram a seus concidadãos:
21 ଏହି ଲୋକମାନେ ଆମ ସହିତ ବନ୍ଧୁତା କରିବାକୁ ଚାହୁଁଛନ୍ତି। ଆମ୍ଭମାନେେ ଆମ୍ଭ ଦେଶ ରେ ତାଙ୍କୁ ଶାନ୍ତେ ରେ ବାସ କରିବାକୁ ଦବୋ। ଆମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପାଇଁ ୟଥେଷ୍ଟ ଭୂମି ଅଛି। ଆମ୍ଭମାନେେ ତାଙ୍କ କନ୍ଯାମାନଙ୍କୁ ବିବାହ କରି ପାରିବା। ଆମ୍ଭମାନେେ ମଧ୍ଯ ଆମ୍ଭମାନଙ୍କର କନ୍ଯାମାନଙ୍କୁ ତାଙ୍କ ସହିତ ବିବାହ ଦଇେ ପାରିବା।
21 "Estes homens são pacíficos conosco; fiquem eles na terra e possam aí circular. A região é bastante espaçosa para eles, tanto para a direita como para a esquerda. Desposaremos suas filhas e eles desposarão as nossas.
22 ସମାନେେ ଆମ୍ଭମାନଙ୍କୁ ଗ୍ରହଣ କରିବା ପାଇଁ ଏବଂ ଆମ୍ଭମାନଙ୍କ ମଧିଅରେ ବାସ କରିବା ପାଇଁ ଗୋଟିଏ କଥା ଆମ୍ଭ ସମସ୍ତଙ୍କୁ କରିବାକୁ ହବେ। ସମାନଙ୍କେ ପରି ଆମ୍ଭମାନଙ୍କର ପୁରୁଷମାନଙ୍କୁ ସୁନ୍ନତ ହବୋକୁ ପଡ଼ିବ।
22 Mas eles só consentem em ficar conosco, de modo a fazermos todos um só povo, com a condição de que todos os nossos varões sejam circuncidados como o são eles mesmos.
23 ଯଦି ଆମ୍ଭେ ଏପରି କରିବା, ତବେେ ତାଙ୍କର ପଶୁମାନଙ୍କ ଦ୍ବାରା ଆମ୍ଭେ ଧନି ହାଇପୋରିବା। ତେଣୁ ଆମ୍ଭେ ସମାନଙ୍କେ ସହିତ ଚୁକ୍ତି କରିବା ଉଚିତ। ଏବଂ ସମାନେେ ଏହିଠା ରେ ଆମ୍ଭମାନଙ୍କ ସହିତ ବାସ କରିବେ।
23 Com isso os seus rebanhos, os seus bens e todos os seus animais, tudo não será nosso? Aceitemos, pois, suas condições a fim de que se estabeleçam entre nós."
24 ସଭାସ୍ଥଳ ରେ ସମସ୍ତ ଲୋକ ଏହି କଥା ଶୁଣି ରାଜି ହାଇଗେଲେ। ହ ମାରେଓ ଶିଖିମ କଥା ରେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ।
24 Todos os que passavam pela porta da cidade deixaram-se convencer por Hemor e Siquém, seu filho, e todos os varões foram circuncidados.
25 ତିନିଦିନ ପରେ, ସଇେ ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟ ରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲବେୀ, ତାଙ୍କର ଖଡ୍ଗ ନେଲେ ଏବଂ ସହେି ନଗରର ନିର୍ଭୟ ରେ ପ୍ରେତ୍ୟକକ ପୁରୁଷମାନଙ୍କୁ ମାରି ଦେଲେ।
25 No terceiro dia, estando todos ainda doentes, os dois filhos de Jacó, Simeão e Levi, irmãos de Dina, tomaram cada um sua espada, penetraram na cidade, que de nada desconfiava, e mataram todos os varões.
26 ଦୀଣାର ଭାଇଶିମିଯୋନ ଓ ଲବେୀ , ଶିଖିମ ଓ ହ ମାରେକୁ ହତ୍ଯା କଲେ। ଏହାପରେ ସମାନେେ ଦୀଣାକୁ ଶିଖିମର ଘରୁ ନଇଗେଲେ।
26 Passaram ao fio de espada também Hemor e Siquém, seu filho; tiraram Dina da casa de Siquém e foram-se.
27 ଯାକୁବର ପୁତ୍ରମାନେ ସହେି ନଗରକୁ ଗଲେ, ଯେଉଁଠା ରେ ତାଙ୍କ ଭଉଣୀ କଳୁଷିତ ହାଇେଥିଲା, ଏବଂ ପ୍ରେତ୍ୟକକ ଦ୍ରବ୍ଯ ହରଣ କଲେ।
27 Os filhos de Jacó caíram impetuosamente sobre os mortos e assolaram a cidade, porque haviam ultrajado sua irmã.
28 ସେଥିପାଇଁ ତା'ର ଭାଇମାନେ ସହେି ସହରରୁ ଓ କ୍ଷେତ୍ରରୁ ସମସ୍ତ ପଶୁପଲ, ମଷେ, ଛଳେି ଏବଂ ଗଧ ନଇଗେଲେ।
28 Tomaram suas ovelhas, seus bois, seus jumentos e tudo o que havia na cidade como nos campos.
29 ସହେି ଲୋକମାନଙ୍କର ଯାହା ସବୁ ଥିଲା ସମସ୍ତ ଏମାନେ ନଇେ ଆସିଲେ। ତା'ର ଭାଇମାନେ ଏପରିକି ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଦୀକରି ନଇେ ଆସିଲେ।
29 E levaram como espólio todos os seus bens, seus filhos, suas mulheres e tudo o que se encontrava em suas casas.
30 କିନ୍ତୁ ଯାକୁବଶିମିଯୋନ ଓ ଲବେୀକୁ କହିଲେ, ତୁମ୍ଭମାନେେ ମାେତେ ବହୁ ଅସୁବିଧା ରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମାେତେ ଘୃଣା କରିବେ। ସମସ୍ତ କିଣାନୀଯ ସମସ୍ତ ପିରିଜୀଯ ସମସ୍ତ ଲୋକେ ମାରେ ବିରଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ୟୁଦ୍ଧ କରିବା ପାଇଁ ଏକତ୍ରିତ ହବେେ। ତବେେ ଆମ୍ଭେ ଧ୍ବଂସ ପାଇୟିବା। ଏବଂ ଆମ୍ଭର ସମସ୍ତ ଲୋକେ ମାେ ସହିତ ଶଷେ ହାଇଯେିବେ।
30 Jacó disse a Simeão e a Levi: "Vós me lançastes na confusão e me tornastes odioso aos habitantes desta terra, aos cananeus e aos ferezeus. Só tenho comigo alguns homens e, quando toda essa gente se congregar contra mim para me ferir, perecerei com minha família."
31 କିନ୍ତୁ ଭାଇମାନେ କହିଲେ, ସହେି ଲୋକମାନେ ଆମ ଭଉଣୀ ପ୍ରତି ଏକ ବେଶ୍ଯା ଭଳି ବ୍ଯବହାର କରି ଠିକ୍ କରି ନାହାଁନ୍ତି।
31 Eles responderam: "Porventura, devíamos deixar tratar nossa irmã como uma prostituta?"

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 34, comparar traduções ou montar um estudo — tudo direto pelo WhatsApp.