Gênesis 33

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଅନନ୍ତର ଯାକୁବ ଏଲଷୗ ଆସୁଥିବାରସଦଖିଲଲ। ଏଲଷୗ ତାଙ୍କ ସହିତ ଚାରିଶହସଲାକଙ୍କୁ ଧରି ଆସୁଥିଲଲ। ଯାକୁବ ତା'ର ପରିବାରକୁ ଚାରି ଭାଗସର ବିଭକ୍ତ କଲା।ସଲୟା ଏବଂ ତା'ର ପିଲାମାଲନସଗାଟିଏ ଦଳସର ରହିଲଲ। ରାଲହଲ ଏବଂସଯାଲଷଫସଗାଟିଏ ଦଳସର ରହିଲଲ। ଦୁଇଦାସୀ ଏବଂ ତାଙ୍କର ପିଲାମାଲନ ଦୁଇସଗାଟି ଦଳସର ରହିଲଲ।
1 Jacó, levantando os olhos, viu Esaú que avançava com quatrocentos homens. Repartiu então os filhos entre Lia, Raquel e as duas servas.
2 ଯାକୁବ, ଆଲଗ ଦୁଇ ଦାସୀ ଓସସମାନଙ୍କର ସନ୍ତାନଗଣଙ୍କୁ ତା' ପଲଛସଲୟା ଓ ତା'ର ସନ୍ତାନଗଣ, ସବା ଶଲଷସର ରାଲହଲ ଓସଯାଲଷଫକୁ ରଖିଲଲ।
2 Colocou as servas com seus filhos na frente, depois Lia com os seus, e, por último Raquel com José.
3 ସସମାନଙ୍କୁ ଆଗସର ଯାକୁବ ଗଲା,ସସସଯଲତଲବଲଳ ଭାଇର ନିକଟବର୍ତ୍ତୀସହଲା। ଭକ୍ତିସଦଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲା।
3 E ele, passando adiante, prostrou-se até a terra sete vezes antes de se aproximar do seu irmão.
4 ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।
4 Mas Esaú correu-lhe ao encontro e beijou-o; ele atirou-se ao seu pescoço e beijou-o; e puseram-se a chorar.
5 ଏଲଷୗ ସ୍ତ୍ରୀ ଓ ପିଲାମାନଙ୍କୁସଦଖିଲଲ,ସସ ପଚାରିଲଲ, ତୁମ୍ଭ ସହିତ ଏହିସଲାକମାଲନ କିଏ?
5 Levantando os olhos, Esaú viu as mulheres e as crianças: "Quem são estes que tens contigo?", perguntou ele. "São, respondeu Jacó, os filhos que aprouve a Deus dar ao teu servo."
6 ଏହାପଲର ଦୁଇଦାସୀ ଓ ତାହାର ପିଲାମାଲନ ଏଲଷୗ ନିକଟକୁ ଗଲଲ।ସସମାଲନ ଏଲଷୗକୁ ଭୂମିଷ୍ଠ ପ୍ରଣାମ କଲଲ।
6 Aproximaram-se então as servas com seus filhos e prostraram-se.
7 ଏହାପଲରସଲୟା ଏବଂ ତାଙ୍କର ସନ୍ତାନଗଣ ଏଲଷୗକୁ ପ୍ରଣାମ କଲଲ। ଏବଂ ଏହାପଲର ରାଲହଲ ଓସଯାଲଷଫ ଏଲଷୗ ନିକଟକୁ ୟାଇ ପ୍ରଣାମ କଲଲ।
7 Lia com seus filhos adiantaram-se por sua vez e prostraram-se, e, enfim, José e Raquel, que se prostraram também.
8 ଏଲଷୗ କହିଲଲ, ମୁଁ ଆସିବା ସମୟଲରସଯଉଁମାନଙ୍କୁସଦଖିଲିସସମାଲନ କିଏ?ସସ ପଶୁଗୁଡ଼ିକ କାହା ନିମନ୍ଲତ ନଲଉଛନ୍ତି।
8 Esaú disse: "Que significa todo esse acampamento que encontrei?" "E, disse Jacó, para ganhar o favor de meu senhor."
9 କନ୍ତୁ ଏଲଷୗ କହିଲଲ, ତୁମ୍ଭରସମାଲତ କିଛି ଉପହାରସଦବା ଦରକାର ନାହିଁ, ଭାଇସମା ପାଇଁ ବହୁତ ଅଛି।
9 Esaú disse-lhe: "Possuo muitos bens, meu irmão, guarda o que te pertence."
10 ଯାକୁବ କହିଲଲ, ନା ଭାଇ. ମୁଁ ତୁମ୍ଭକୁ ଅନୁଲରାଧ କରୁଛି। ଯଦି ତୁମ୍ଲଭସମାଲତ ବାସ୍ତବସର ଗ୍ରହଣ କରୁଛସତଲବସମାର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁସଦଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସି।ସମାଲତ ପରଲମଶ୍ବରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାସର ତୁମ୍ଲଭସମାଲତ ଗ୍ରହଣ କରିଥିବାରୁ, ମୁଁ ଖୁସି।
10 "Oh, suplico-te, replicou Jacó, se ganhei teu favor, aceita este presente de minhas mãos; porque te contemplei como se contempla Deus, e me fizeste bom acolhimento.
11 ସତଣୁ ମୁଁ ବିନତୀ କରୁଛି ତୁମ୍ଲଭସମାର ଉପହାର ଗ୍ରହଣ କର। ପରଲମଶ୍ବରସମା ପ୍ରତି ସଦଯସହାଇଛନ୍ତି।ସମାର ଆବଶ୍ଯକତାଠାରୁ ଅଧିକ ପାଇଛି। ଯାକୁବ ଏଲଷୗକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲଲ।ସତଣୁସସସସଗୁଡ଼ିକୁ ଗ୍ରହଣ କଲଲ।
11 Aceita o presente que te ofereço; pois Deus cumulou-me de seus favores, e nada me falta." E tanto insistiu que Esaú aceitou.
12 ଏହାପଲର ଏଲଷୗ କହିଲଲ, ତୁମ୍ଲଭ ତୁମ୍ଭର ୟାତ୍ରା ଚାଲୁ ରଖ। ମୁଁ ମଧ୍ଯ ତୁମ୍ଭ ସହିତ ୟିବି।
12 Esaú disse: "Partamos, ponhamo-nos a caminho; eu te precederei."
13 କିନ୍ତୁ ଯାକୁବ ତାଙ୍କୁ କହିଲଲ, ତୁମ୍ଲଭ ଜାଣସମାର ସନ୍ତାନଗଣସଛାଟ ଏବଂ ମୁଁସମାର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ସହବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକସଗାଟିଏ ଦିନସର ବହୁତ ବାଟସନଇୟାଏସତଲବ ସମସ୍ତ ପଶୁ ମରିଯିଲବ।
13 Jacó disse-lhe: "Tu vês, meu senhor, que os meninos são delicados; e tenho de cuidar das ovelhas e vacas que amamentam; se os fizer caminhar ainda um só dia, morrerá todo o rebanho.
14 ସତଣୁସମାର ପ୍ରଭୁ ତୁମ୍ଲଭ ଆମ୍ଭ ଆଗସର ଚାଲ, ମୁଁ ତୁମ୍ଭକୁ ଧିସର ଧିସର ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧିସର ୟିବି କାରଣସମାରପିଲାମାଲନ କ୍ଲାନ୍ତସହାଇ ପଡ଼ିଲବ। ମୁଁ ତୁମ୍ଭକୁସସଯୀରସର ସାକ୍ଷାତ କରିବି।
14 Que o meu senhor vá, pois, adiante de seu servo; eu seguirei devagar, ao passo do rebanho que vai adiante de mim, e ao passo dos meninos, até que chegue à casa de meu senhor em Seir."
15 ସତଣୁ ଏଲଷୗ କହିଲଲ, ତୁମ୍ଭର ସାହାୟ୍ଯ ପାଇଁ ମୁଁସମାରକିଛିସଲାକଙ୍କୁ ଛାଡ଼ି ଯାଉଛି।
15 "Permita-me ao menos, disse-lhe Esaú, deixar-te uma parte de meus homens." "Não é necessário, disse Jacó; basta-me ter achado graça aos olhos do meu senhor!"
16 ସତଣୁସସହିଦିନ ଏଲଷୗସସଯୀରକୁସଫରିବା ୟାତ୍ରା ଆରମ୍ଭ କଲଲ।
16 No mesmo dia, Esaú retomou o caminho de Seir.
17 କିନ୍ତୁ ଯାକୁବ ସୁକ୍କୋତକୁ ଗଲଲ।ସସହି ସ୍ଥାନସରସସ ଆପଣା ପାଇଁ ଏକ ଗୃହ ତିଆରି କଲଲ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲଲ।ସତଣୁସସହି ସ୍ଥାନର ନାମ ସୁକ୍କୋତସହଲା।
17 Jacó partiu para Socot, onde, tendo edificado uma casa, construiu também cabanas para o seu rebanho. Daí o nome de Socot dado a esse lugar.
18 ଏହି ପ୍ରକାସର ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳସର କିଣାନସଦଶସ୍ଥ ଶିଖିମର ଏକ ନଗରସର ଉପସ୍ଥିତସହାଇ ନଗରର ବାହାସର ତମ୍ବୁ ସ୍ଥାପନ କଲଲ।
18 De volta de Padã-Arã, Jacó chegou sem contratempos à cidade de Siquém, na terra de Canaã. E acampou diante da cidade.
19 ଏହାପଲର ଶିଖିମର ପିତା ହସମାରର ସନ୍ତାନମାନଙ୍କୁ ଏକଶ କସୀତା ନାମକସର ୗପ୍ୟ ମୁଦ୍ରାଲଦଇସସହି ତମ୍ବୁ ସ୍ଥାନଟିକୁ କିଣିଲଲ।
19 Comprou por cem moedas de prata aos filhos de Hemor, pai de Siquém, o pedaço de terra onde havia levantado sua tenda.
20 ପୁଣି ଯାକୁବସସଠାଲର ପରଲମଶ୍ବରଙ୍କର ଉପାସନା ପାଇଁ ଏକ ୟଜ୍ଞବଲଦୀ ସ୍ଥାପନ କଲଲ। ଯାକୁବସସହି ସ୍ଥାନର ନାମସଦଲଲ, ଏଲ ଇଶ୍ରାଲୟଲର ପରଲମଶ୍ବର।
20 Levantou aí um altar, ao qual chamou El-Deus de Israel.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 33, comparar traduções ou montar um estudo — tudo direto pelo WhatsApp.