Gênesis 32
Oriya Bible (GL_ORIYA) vs VC
1 ଏଣୁ ଯାକୁବ ସହେିସ୍ଥାନ ଛାଡ଼ିଲେ। ସେ ୟିବା ବାଟରେ ପରମେଶ୍ବରଙ୍କ ଦୂତମାନେ ତାଙ୍କୁ ଭଟେିଲେ।
1 Jacó prossegui o seu caminho e encontrou uns anjos de Deus.
2 ଯେତବେେଳେ ଯାକୁବ ସମାନଙ୍କେୁ ଦେଖିଲେ, ସେ କହିଲେ, ଏହା ହେଉଛି ପରମେଶ୍ବରଙ୍କର ଛାଉଣୀ ତେଣୁ ଯାକୁବ ସହେି ସ୍ଥାନର ନାମ ମହନଯୀମ୍ ରଖିଲେ।
2 Ao vê-los, exclamou: "É aqui o acampamento de Deus!" Por isso deu àquele lugar o nome de Maanaim.
3 ଯାକୁବ ଭାଇ ଏଷୌ ସଯେୀର ଅଞ୍ଚଳ ରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମଯ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।
3 Despachou diante de si mensageiros a seu irmão Esaú, na terra de Seir, nos campos de Edom.
4 ଯାକୁବ ଦୂତମାନଙ୍କୁ କହିଲେ, ଏହି କଥା ମାରେ ଜେଷ୍ଠ ଭ୍ରାତା ଏଷୌଙ୍କୁ କୁହ, 'ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି।
4 E deu-lhes esta ordem: "Eis o que direis ao meu senhor Esaú: Assim fala o teu servo Jacó: Habitei em casa de Labão onde estive até o dia de hoje.
5 ମାରେ ଗାଈଗୁଡ଼ିକ, ଗର୍ଦ୍ଧଭଗୁଡ଼ିକ, ପଶୁଗଣ, ମନୁଷ୍ଯଗଣ, ସବେକ ଓ ସବେୀକାଗଣ ଅଛନ୍ତି। ମୁନିବ ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସମାନଙ୍କେୁ ଗ୍ରହଣ କର।'
5 Possuo bois, jumentos, ovelhas, servos e servas, e mando agora anunciá-lo ao meu senhor para encontrar graça diante dele."
6 ଦୂତଗଣ ଯାକୁବ ପାଖକୁ ୟାଇ କହିଲେ, ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭଟେିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।
6 Os mensageiros voltaram a Jacó, dizendo: "Fomos ter com Esaú: ele vem ao teu encontro com quatrocentos homens."
7 ସହେି ବାର୍ତ୍ତା ଯାକୁବକୁ ଭୟଭିତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳ ରେ ବିଭକ୍ତ କଲେ। ଗୋମଷୋଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲା।
7 Jacó foi tomado de pavor e de angústia. Dividiu em dois grupos a gente que estava com ele, assim como as ovelhas, os bois e os camelos.
8 ଯାକୁବ ଚିନ୍ତା କଲା, ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତବେେ ଅନ୍ୟ ଦଳ ଦୌଡିୟାଇ ଜୀବନ ରକ୍ଷା କରିବେ।
8 "Se Esaú, disse ele consigo, atacar um dos grupos e o destruir, ao menos o outro se salvará."
9 ସେତବେେଳେ ଯାକୁବ କହିଲା, ହେ ମାରେ ପିତା ଅବ୍ରହାମଙ୍କର ପରମେଶ୍ବର! ମାରେପିତା ଇସ୍ହାକର ପରମେଶ୍ବର! ହେ ସଦାପ୍ରଭୁ ତୁମ୍ଭେ ମାେତେ କହିଲ, ମାରେ ଜନ୍ମିତ ସ୍ଥାନକୁ ଫରେିୟିବା ପାଇଁ। ତୁମ୍ଭେ ମାରେ ସହାୟ ହବେ।
9 Depois Jacó disse: "Deus de meu pai Abraão, Deus de meu pai Isaac, Senhor que me dissesses: Volta para a tua terra, para o meio de tua parentela, e eu te beneficiarei,
10 ତୁମ୍ଭେ ମାେତେ ଦୟା ଦଖାଇେ ଆସିଅଛ। ତୁମ୍ଭେ ମାରେ ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷଯ ପାଇଁ ୟୋଗ୍ଯ ନୁହେଁ। ମୁଁ ଯେତବେେଳେ ପ୍ରଥମଥର ୟର୍ଦ୍ଦନ ନଦୀ ପାରି ହଲିେ, କବଳେ ଏ ବାଡ଼ି ଛଡ଼ା ମାରେ କିଛି ନଥିଲା। କିନ୍ତୁ ବର୍ତ୍ତମାନ ମାରେପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହାଇପୋ ରେ।
10 eu sou indigno de todos os favores e de toda a fidelidade que tendes testemunhado ao vosso servo. Só tinha o meu bastão quando atravessei este Jordão, e eis que possuo agora dois acampamentos.
11 ମୁଁ ବିନତି କରୁଅଛି କୃପାକରି ମାେତେ ମାରେ ଭାଇଠାରୁ ରକ୍ଷା କର। ମାେତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ଯା କରିବ। ଏପରିକି ମା' ଓ ତାଙ୍କ ପିଲାମାନଙ୍କୁ ମଧ୍ଯ।
11 Salvai-me, eu vos peço, das mãos de meu irmão Esaú, pois temo que ele me venha atacar, sem poupar nem mãe nem filhos.
12 ହେ ସଦାପ୍ରଭୁ, ତୁମ୍ଭେ ମାେତେ କହିଲ, 'ମୁଁ ତୁମ୍ଭଙ୍କୁ ସାହାୟ୍ଯ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କହେି ଗଣିପାରିବେ ନାହିଁ।'
12 Entretanto, vós me dissestes: Eu te beneficiarei e tornarei tua posteridade inumerável como os grãos de areia do mar."
13 ଯାକୁବ ରାତି ରେ ସହେି ସ୍ଥାନ ରେ ରହିଲା, ତା'ର ଭାଇ ଏଷୌକୁ କିଛି ଉପହାର ଦବୋପାଇଁ ଯାକୁବ ପ୍ରସ୍ତୁତ ହେଲା।
13 Jacó passou a noite naquele lugar. Escolheu entre os bens que possuía um presente para o seu irmão Esaú:
14 ଯାକୁବ ଦୁଇଶହ ମାଈଛଳେି କୋଡ଼ିଏଟି ଛଳେି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦବୋକୁ ସ୍ଥିର କଲା।
14 duzentas cabras, vinte bodes, duzentas ovelhas, vinte carneiros,
15 ଯାକୁବ ସବତ୍ସା ଦୁଗ୍ଧବତୀ ତିରିଶ ମାଈଓଟ, ଚାଳିଶ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶଟି ବାଛୁରୀ ପ୍ରସ୍ତୁତ କଲା।
15 trinta camelas com suas crias, quarenta vacas, dez touros, vinte jumentas e dez jumentos.
16 ଯାକୁବ ପଲସବୁ ପୃଥକ କରି ଆପଣା ଦାସମାନଙ୍କ ହସ୍ତ ରେ ଏକ ପଲ ସମର୍ପଣ କରି ସମାନଙ୍କେୁ ଆଜ୍ଞା ଦଲୋ, ତୁମ୍ଭମାନେେ ମାରେ ଆଗେ ଆଗେ ୟାଅ। ପୁଣି ମଝି ରେ ମଝି ରେ ସ୍ଥାନ ରଖି ପ୍ରେତ୍ୟକକ ପଲକୁ ପୃଥକ କର।
16 Entregou-os aos servos, cada rebanho à parte, e disse-lhes: "Ide adiante de mim, e haja uma distância entre cada rebanho."
17 ଯାକୁବ ଏହି ଆଦେଶ ତାଙ୍କର ଦାସମାନଙ୍କୁ ଦେଲେ। ପ୍ରଥମ ଦଳର ଦାସକୁ ଯାକୁବ କହିଲେ, ଯେତବେେଳେ ଏଷୌ ମାରେ ଭାଇ ତୁମ୍ଭ ପାଖକୁ ଆସି ପଚା ରେ, 'ତୁମ୍ଭେ କାହାର ଦାସ? ତୁମ୍ଭେ କେଉଁଠାକୁ ଯାଉଛ? ଏହି ପଶୁଗୁଡ଼ିକ କାହାର?'
17 E deu esta ordem ao primeiro: "Quando meu irmão Esaú te encontrar e te perguntar quem és, aonde vais, e a quem pertence o rebanho que conduzes,
18 ତା'ପରେ ତୁମ୍ଭେ ଉତ୍ତର ଦବେ,ଏହି ପଶୁଗୁଡ଼ିକ ତୁମ୍ଭ ଦାସ ଯାକୁବର, ମାରେମୂନିବ ଯାକୁବ ତୁମ୍ଭକୁ ଏହା ଉପହାର ଦଇେଛନ୍ତି। ଏବଂ ଯାକୁବ ମଧ୍ଯ ଆମ ପେଛ ପେଛ ଆସୁଛନ୍ତି।'
18 responderás: Pertence ao teu servo Jacó; é um presente que ele manda ao meu senhor Esaú; ele mesmo vem atrás de nós."
19 ଯାକୁବ ଏହିପରି କହିବାକୁ ତାଙ୍କର ଦ୍ବିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, ତୁମ୍ଭେ ସମସ୍ତେ ଏହିପରି କହିବ ଯେତବେେଳେ ଏଷୌକୁ ତୁମ୍ଭମାନେେ ଭଟେିବ।
19 Deu a mesma ordem ao segundo, ao terceiro e a todos os que conduziam os rebanhos: "Quando encontrardes Esaú, disse ele, vós lhe direis a mesma coisa.
20 ତୁମ୍ଭମାନେେ କହିବ, 'ଏହିସବୁ ତୁମ୍ଭପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛ ରେ ଆସୁଛି।'
20 E direis que seu servo Jacó vos segue." "Eu o aplacarei, pensou ele, com este presente que me precede; e depois o verei pessoalmente; talvez me fará ele bom acolhimento."
21 ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରି ରେ ସହେି ଛାଉଣୀ ରେ ରହିଲେ।
21 Foi, pois, o presente adiante dele, e ele ficou aquela noite no acampamento.
22 ସହେି ରାତ୍ରି ରେ ଯାକୁବ ଉଠି ସହେି ସ୍ଥାନ ଛାଡ଼ିଲା। ଯାକୁବ ତା'ର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତା'ର ଦାସୀକୁ ନଇେ ଗଲେ। ଯାକୁବ ୟଜ୍ବୋକ ପାର କରାଇବା ପାଇଁ ସଙ୍ଗ ରେ ନେଲେ।
22 Naquela mesma noite ele se levantou com suas duas mulheres, suas duas servas e seus onze filhos e passou o vau do Jaboc.
23 ଯାକୁବ ତାଙ୍କର ପରିବାରକୁ ଏବଂ ତାଙ୍କର ସମସ୍ତ ଦ୍ରବ୍ଯକୁ ନଦୀ ପାର କରାଇଲେ।
23 Tomou-os, e os fez passar a torrente com tudo o que lhe pertencia.
24 ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ଯ ତାଙ୍କ ସହିତ ସକାଳ ପର୍ୟ୍ଯନ୍ତ ମଲ୍ଲ ୟୁଦ୍ଧ କଲେ।
24 Jacó ficou só; e alguém lutava com ele até o romper da aurora.
25 ସହେି ଲୋକଟି ଦେଖିଲା ସେ ଯାକୁବକୁ ପରାସ୍ତ କରିପାରିବ ନାହିଁ। ତେଣୁ ସେ ଯାକୁବର ଗୋଡ଼କୁ ଟାଣି ଦବୋରୁ ତା'ର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।
25 Vendo que não podia vencê-lo, tocou-lhe aquele homem na articulação da coxa e esta deslocou-se, enquanto Jacó lutava com ele.
26 ଆଉ ସହେି ଲୋକଟି ଯାକୁବକୁ କହିଲା, ମାେତେ ୟିବାକୁ ଦିଅ କାରଣ ପ୍ରଭାତ ହାଇଗେଲା।
26 E disse-lhe: "Deixa-me partir, porque a aurora se levanta." "Não te deixarei partir respondeu Jacó, antes que me tenhas abençoado."
27 ଏବଂ ସହେି ଲୋକଟି ତାଙ୍କୁ କହିଲା, ତୁମ୍ଭର ନାମ କ'ଣ?
27 Ele perguntou-lhe: "Qual é o teu nome?" "Jacó."
28 ଏହାପରେ ସହେି ମନୁଷ୍ଯଟି କହିଲା, ଆଉ ତୁମ୍ଭର ନାମ ଯାକୁବ ହବେ ନାହିଁ। ତୁମ୍ଭର ନାମ ଇଶ୍ରାୟେଲ ହବେ ଏବଂ ତୁମ୍ଭେ ସହେି ନାମ ରେ ପରିଚିତ ହବେ କାରଣ ତୁମ୍ଭେ ପରମେଶ୍ବରଙ୍କ ସହିତ ଏବଂ ଲୋକମାନଙ୍କ ସହିତ ୟୁଦ୍ଧ କରି ଜଯଲାଭ କଲ।
28 "Teu nome não será mais Jacó, tornou ele, mas Israel, porque lutaste com Deus e com os homens, e venceste." Jacó perguntou-lhe:
29 ଏହାପରେ ଯାକୁବ ତାଙ୍କୁ ପଚାରିଲା, ଦୟାକରି ତୁମ୍ଭର ନାମ କୁହ।
29 "Peço-te que me digas qual é o teu nome." "Por que me perguntas o meu nome?", respondeu ele. E abençoou-o no mesmo lugar.
30 ତେଣୁ ଯାକୁବ ସହେି ସ୍ଥାନର ନାମ ପନୂଯଲେ ଦେଲେ। ତା'ପରେ ସେ କହିଲେ, ମୁଁ ପରମେଶ୍ବରଙ୍କୁ ମୁହାଁମୁହିଁ ଦେଖିଲେ ବି ମାରେ ଜୀବନ ବଞ୍ଚି ରହିଲା।
30 Jacó chamou àquele lugar Fanuel: "porque, disse ele, eu vi a Deus face a face, e conservei a vida".
31 ଏହାପରେ ସୂର୍ େଯ୍ଯାଦଯ ବଳକେୁ ସେ ପନୂଯଲେ ପାର ହେଲେ।ମାତ୍ର ତା'ର ଗୋଡ଼ ୟୋଗୁ େଛାଟାଇ ଚାଲିଲା।
31 O sol levantava-se no horizonte, quando ele passou Fanuel. E coxeava de uma perna.
32 ତେଣୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ସନ୍ତାନମାନେ ଉପରିସ୍ଥ ସନ୍ଧିଶିରା ବା ଏ ସନ୍ଧିଶିରାର ମାଂସ ଭୋଜନ କରନ୍ତି ନାହିଁ। କାରଣ ସନ୍ଧିଶିରା ରେ ଯାକୁବଙ୍କୁ ଆଘାତ ଲାଗିଥିଲା।
32 É por isso que os israelitas, ainda hoje, não comem o nervo da articulação da coxa, porque aquele homem tinha tocado nesse nervo da articulação da coxa de Jacó.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 32, comparar traduções ou montar um estudo — tudo direto pelo WhatsApp.