Gênesis 31
Oriya Bible (GL_ORIYA) vs ARA
1 ଦିନେ ଯାକୁବ, ଲାବନର ଓ ତା'ର ପୁତ୍ରମାନେ କଥାବର୍ତ୍ତା ହେଉଥିବାର ଶୁଣିଲେ। ସମାନେେ କହିଲେ, ଯାକୁବ ସବୁକିଛି ନଇେ ୟାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନଇେ ସେ ଧନୀ ହାଇେଛି।
1 Então, ouvia Jacó os comentários dos filhos de Labão, que diziam: Jacó se apossou de tudo o que era de nosso pai; e do que era de nosso pai juntou ele toda esta riqueza.
2 ଏହାପରେ ଯାକୁବ ଜାଣି ପାରିଲା ଯେ ଲାବନ ପୂର୍ବପରି ତା' ସହିତ ବ୍ଯବହାର କରୁ ନାହିଁ।
2 Jacó, por sua vez, reparou que o rosto de Labão não lhe era favorável, como anteriormente.
3 ସଦାପ୍ରଭୁ ଯାକୁବକୁ କହିଲେ, ତୁମ୍ଭେ ଆପଣା ନିଜ ଦେଶର ପୂର୍ବପୁରୁଷମାନଙ୍କ ନିକଟକୁ ଫରେିୟାଅ। ମୁଁ ତୁମ୍ଭ ସହିତ ରହିବି।
3 E disse o Senhor a Jacó: Torna à terra de teus pais e à tua parentela; e eu serei contigo.
4 ତେଣୁ ଯାକୁବ ପଶୁପଲ ନିକଟକୁ ୟାଇ ତାଙ୍କୁ ଦଖାେ କରିବାକୁ ଲୟୋ ଓ ରାହେଲକୁ କହିଲେ।
4 Então, Jacó mandou vir Raquel e Lia ao campo, para junto do seu rebanho,
5 ଯାକୁବ ରାହେଲ ଓ ଲୟୋକୁ କହିଲା, ମୁଁ ଦେଖୁଛି ଯେ, ତୁମ୍ଭର ପିତା ମାେତେ ଯେପରି ବ୍ଯବହାର କରୁଥିଲେ ସପରେି କରୁନାହାନ୍ତି। କିନ୍ତୁ ମାେ ପିତାଙ୍କର ପରମେଶ୍ବର ମାେ ସହିତ ଅଛନ୍ତି।
5 e lhes disse: Vejo que o rosto de vosso pai não me é favorável como anteriormente; porém o Deus de meu pai tem estado comigo.
6 ତୁମ୍ଭେ ଉଭୟ ଜାଣ ମୁଁ ତୁମ୍ଭ ପିତାଙ୍କ ପାଇଁ ପାରୁପର୍ୟ୍ଯନ୍ତ ଖଟିଛି।
6 Vós mesmas sabeis que com todo empenho tenho servido a vosso pai;
7 ତୁମ୍ଭର ପିତା ମାେତେ ପ୍ରତାରଣା କଲେ। ତୁମ୍ଭର ପିତା ମାରେ ବତନେ ଦଶଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କଲେ। ସେ ଲାବନକୁ ମାରେ କ୍ଷତି କରିବାକୁ ଦେଲେ ନାହିଁ।
7 mas vosso pai me tem enganado e por dez vezes me mudou o salário; porém Deus não lhe permitiu que me fizesse mal nenhum.
8 ଥରେ ଲାବନ କହିଲେ, 'ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହବେ।' ସେ ଏହା କହି ସାରିବାପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମାରେ ହେଲା। କିନ୍ତୁ ଏହାପରେ ଲାବନ କହିଲା, 'ଗାର ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେ ଏହା କହିସାରିବା ପରେ, ସହେିସବୁ ତୁମ୍ଭର ବର୍ତ୍ତନ ହବେ।' ସମସ୍ତ ପଶୁମାନେ ରଖାଙ୍କେିତ ପଶୁମାନଙ୍କୁ ଜନ୍ମ ଦେଲେ।
8 Se ele dizia: Os salpicados serão o teu salário, então, todos os rebanhos davam salpicados; e se dizia: Os listados serão o teu salário, então, os rebanhos todos davam listados.
9 ତେଣୁ ପରମେଶ୍ବର ତୁମ୍ଭ ପିତାଙ୍କଠାରୁ ପଶୁମାନଙ୍କୁ ଆଣି ମାେତେ ଦେଲେ।
9 Assim, Deus tomou o gado de vosso pai e mo deu a mim.
10 ସହେି ସମୟରେ ମୁଁ ଏକ ସ୍ବପ୍ନ ଦେଖିଥିଲି, ଯେଉଁ ପୁଂଛାଗ ମାଇ ଛାଗ ସହିତ ସଂଗମ କଲେ। ସମାନେେ ରଖାୟେୁକ୍ତ ଛିଟିଛିଟିକା ଏବଂ ଦାଗଦାଗ ହାଇେଥିଲେ ଏବଂ ବିନ୍ଦୁ ଚିହ୍ନିତ।
10 Pois, chegado o tempo em que o rebanho concebia, levantei os olhos e vi em sonhos que os machos que cobriam as ovelhas eram listados, salpicados e malhados.
11 ସେତବେେଳେ ପରମେଶ୍ବରଙ୍କର ଦୂତ ସ୍ବପ୍ନ ରେ ମାେତେ 'ଯାକୁବ' ବୋଲି ଡାକନ୍ତେ!
11 E o Anjo de Deus me disse em sonho: Jacó! Eu respondi: Eis-me aqui!
12 ପରମେଶ୍ବରଙ୍କ ଦୂତ କହିଲେ, 'ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଂଗମ କରୁଥିବା ପ୍ରେତ୍ୟକକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟାକା ଓ ଦାଗ ଦାଗ ହାଇଗେଲେ। ମୁଁ ଏହା ହବୋକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ଯବହାର କଲା ମୁଁ ଦେଖିଲି।
12 Ele continuou: Levanta agora os olhos e vê que todos os machos que cobrem o rebanho são listados, salpicados e malhados, porque vejo tudo o que Labão te está fazendo.
13 ମୁଁ ବେଥଲରେ ସହେି ପରମେଶ୍ବର। ଯେଉଁଠା ରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମାେ ପାଖ ରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏବଂ ଏହି ଭୂମି ପରିତ୍ଯାଗ କର ଏବଂ ତୁମ୍ଭର ଗୃହକୁ ୟାଅ।'
13 Eu sou o Deus de Betel, onde ungiste uma coluna, onde me fizeste um voto; levanta-te agora, sai desta terra e volta para a terra de tua parentela.
14 ରାହେଲ ଓ ଲୟୋ ଉତ୍ତର ଦେଲେ, ପିତାଙ୍କ ସମ୍ପତ୍ତକୁ ପାଇବା ପାଇଁ କିଛି ବାକି ନାହିଁ।
14 Então, responderam Raquel e Lia e lhe disseram: Há ainda para nós parte ou herança na casa de nosso pai?
15 ଆମ୍ଭେ ତାଙ୍କ ଆଖି ରେ ବିଦେଶୀନି ତୁଲ୍ଯ। ସେ କବଳେ ଆମ୍ଭକୁ ତୁମ୍ଭଠା ରେ ବିକ୍ରଯ କରି ନାହାନ୍ତି। ସେ ସମସ୍ତ ଟଙ୍କା ଖର୍ଚ୍ଚ କରିଦଇେଛନ୍ତି, ଯାହା ଆମ୍ଭମାନଙ୍କର ହବୋର ଥିଲା।
15 Não nos considera ele como estrangeiras? Pois nos vendeu e consumiu tudo o que nos era devido.
16 ଏଣୁ ପରମେଶ୍ବର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁ ସବୁ ଧନ ନଇେଅଛନ୍ତି, ସହେିସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନ ଗଣର। ଏଣୁ ପରମେଶ୍ବର ଯାହା କହିଲେ, ତୁମ୍ଭେ ତାହା କର।
16 Porque toda a riqueza que Deus tirou de nosso pai é nossa e de nossos filhos; agora, pois, faze tudo o que Deus te disse.
17 ତେଣୁ ଯାକୁବ ଫରେିୟିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟ ରେ ବସାଇଲେ।
17 Então, se levantou Jacó e, fazendo montar seus filhos e suas mulheres em camelos,
18 ତେଣୁ ସମାନେେ ଯାହା ପା୍ରପ୍ତ ହାଇେଥିଲେ ପଦ୍ଦନ ଅରାମ ରେ ସମସ୍ତ ଜୀବନ୍ତ ବସ୍ତ୍ର ଓ ସମ୍ପତ୍ତି ନେଲେ ଏବଂ ଚାଲିଗଲେ। ସମାନେେ ପ୍ରସ୍ଥାନ କଲେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କୀଣାନୀଯକୁ।
18 levou todo o seu gado e todos os seus bens que chegou a possuir; o gado de sua propriedade que acumulara em Padã-Arã, para ir a Isaque, seu pai, à terra de Canaã.
19 ଏହି ସମୟରେ ଲାବନ ମଷେପଲରୁ ଲୋମ ଛଦନେ କରିବାକୁ ୟାଇଥିଲା। ଯେତବେେଳେ ସେ ଯଇେଥିଲେ, ରାହେଲ ଆପଣା ପିତାଙ୍କର ଘରର ଦବେତାମାନଙ୍କୁ ଚୋରି କଲା।
19 Tendo ido Labão fazer a tosquia das ovelhas, Raquel furtou os ídolos do lar que pertenciam a seu pai.
20 ଏବଂ ଯାକୁବ ନ ଜଣାର ଦୂରକୁ ୟିବା ପାଇଁ ଲାବନଙ୍କୁ ଠକି ଦଲୋ।
20 E Jacó logrou a Labão, o arameu, não lhe dando a saber que fugia.
21 ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶିଘ୍ର ସେ ସ୍ଥାନ ଛାଡ଼ିଲା। ସେ ଫରାତ୍ ନଦୀ ପାର ହାଇେ ଗିଲଯଦ ପର୍ବତ ଅଞ୍ଚଳ ଆଡ଼େ ଚାଲିଲା।
21 E fugiu com tudo o que lhe pertencia; levantou-se, passou o Eufrates e tomou o rumo da montanha de Gileade.
22 ତିନିଦିନ ୟିବାପରେ, ଲାବନକୁ କୁହାଗଲା, ଯାକୁବ ପଳାଯନ କରିଛି।
22 No terceiro dia, Labão foi avisado de que Jacó ia fugindo.
23 ତେଣୁ ଲାଗନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା'ପଛ ରେ ଗୋଡ଼ାଇଲା। ସାତଦିନ ପରେ ଲାବନ ଯାକୁବକୁ ଗିଲିଯଦର ପର୍ବତମଯ ଦେଶ ରେ ଭଟେିଲେ।
23 Tomando, pois, consigo a seus irmãos, saiu-lhe no encalço, por sete dias de jornada, e o alcançou na montanha de Gileade.
24 ସହେି ରାତି ରେ ପରମେଶ୍ବର ଲାବନକୁ ସ୍ବପ୍ନ ରେ ଦର୍ଶନ ଦେଲେ। ପରମେଶ୍ବର କହିଲେ, ସାବଧାନ ହୁଅ! ଯାକୁବ କହିଥବା ପ୍ରେତ୍ୟକକ କଥାପାଇଁ ସାବଧାନ ହୁଅ।
24 De noite, porém, veio Deus a Labão, o arameu, em sonhos, e lhe disse: Guarda-te, não fales a Jacó nem bem nem mal.
25 ତା' ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମଯ ଦେଶ ଗିଲିଯଦ ରେ ଛାଇଣୀ ପକାଇଲେ।
25 Alcançou, pois, Labão a Jacó. Este havia armado a sua tenda naquela montanha; também Labão armou a sua com seus irmãos, na montanha de Gileade.
26 ଲାବନ ଯାକୁବକୁ କହିଲେ, ତୁମ୍ଭେ କାହିଁକି ମାେତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମାରେ ଝିଅମାନଙ୍କୁ ୟୁଦ୍ଧ ବନ୍ଦୀପରି ନଇଗେଲ?
26 E disse Labão a Jacó: Que fizeste, que me lograste e levaste minhas filhas como cativas pela espada?
27 ମାେତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମାେତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାଯନ ପୁଣି ତବଲା ଓ ବିଣାବାଦ୍ଯ ସହିତ ବିଦାଯ କରିଥାନ୍ତି।
27 Por que fugiste ocultamente, e me lograste, e nada me fizeste saber, para que eu te despedisse com alegria, e com cânticos, e com tamboril, e com harpa?
28 ତୁମ୍ଭେ ମାରେ ନାତି ଓ କନ୍ଯାଗଣଙ୍କୁ ବିଦାଯ କାଳିନ ଚୁମ୍ବନ କରିବାକୁ ଦଲନୋହିଁ। ଏପରି ତୁମ୍ଭେ ଅଜ୍ଞାନ କର୍ମ କାହିଁକି କଲ!
28 E por que não me permitiste beijar meus filhos e minhas filhas? Nisso procedeste insensatamente.
29 ତୁମ୍ଭକୁ ଆଘାତ କରିବା ପାଇଁ ମାରେ ଶକ୍ତି ଅଛି। କିନ୍ତୁ ଗତ ରାତି ରେ ତୁମ୍ଭ ପିତାଙ୍କର ପରମେଶ୍ବର ସ୍ବପ୍ନ ରେ ମାେତେ ସତର୍କ କରାଇ ଦେଲେ, ତୁମ୍ଭକୁ ଉତ୍ସାହିତ ବା ହତୋତ୍ସାହିତ ନ କରିବାକୁ।
29 Há poder em minhas mãos para vos fazer mal, mas o Deus de vosso pai me falou, ontem à noite, e disse: Guarda-te, não fales a Jacó nem bem nem mal.
30 ମୁଁ ଜାଣେ ଯେ ତୁମ୍ଭେ ସ୍ବଗୃହକୁ ୟିବାକୁ ଚାହୁଁଥିଲ। ଯେଉଁଥି ପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତି ତୁମ୍ଭେ କାହିଁକି ମାରେ ଦବେତାମାନଙ୍କୁ ଚୋରାଇ ଆଣିଲ?
30 E agora que partiste de vez, porque tens saudade da casa de teu pai, por que me furtaste os meus deuses?
31 ଯାକୁବ ଉତ୍ତର ଦେଲେ, ମୁଁ ତୁମ୍ଭକୁ ନ କହି ପଳାଇ ଆସିଲି କାରଣ ମୁଁ ତୁମ୍ଭକୁ ଭୟ କରୁଥିଲି। ମୁଁ ଭାବିଲି ତୁମ୍ଭେ ତୁମ୍ଭର କନ୍ଯାମାନଙ୍କୁ ମାଠାରୁେ ଦୂ ରଇେ ନବେ।
31 Respondeu-lhe Jacó: Porque tive medo; pois calculei: não suceda que me tome à força as suas filhas.
32 କିନ୍ତୁ ମୁଁ ତୁମ୍ଭର ଦବେତାଗଣଙ୍କୁ ଚୋରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ଯା କରାୟିବ। ତୁମ୍ଭର ଲୋକମାନେ ମାରେ ସାକ୍ଷୀ ରହିଲେ। ତୁମ୍ଭର ଏଠା ରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଲୋବତାଗଣଙ୍କୁ ଖାଜେି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନଇେ ପାରିବ। ରାହେଲ ତାହା ଚୋରି କରିଛନ୍ତି ବୋଲି, ଯାକୁବ ଜାଣି ନଥିଲେ।
32 Não viva aquele com quem achares os teus deuses; verifica diante de nossos irmãos o que te pertence e que está comigo e leva-o contigo. Pois Jacó não sabia que Raquel os havia furtado.
33 ତେଣୁ ଲାବନ ଯାକୁବର ଛାଉଣୀ ରେ ଖାଜେିଲେ। ତା'ପରେ ସେ ଲୟୋର ଦମ୍ବୁ ରେ ଖାଜେିଲେ। ଏହାପରେ ସେ ଆସି ତାଙ୍କର ଦୁଇ ଦାସୀଙ୍କର ଦମ୍ବୁ ରେ ଖାଜେିଲେ। କିନ୍ତୁ ସଠାେରେ ମଧ୍ଯ ସମାନେେ ପାଇଲେ ନାହିଁ। ଏହାପରେ ଲାବନ ରାହେଲର ତମ୍ବୁକୁ ଗଲେ।
33 Labão, pois, entrou na tenda de Jacó, na de Lia e na das duas servas, porém não os achou. Tendo saído da tenda de Lia, entrou na de Raquel.
34 ରାହେଲ ସହେି ଦବେତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତ ରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖାଜେିଲେ କିନ୍ତୁ କେଉଁଠା ରେ ପାଇଲେ ନାହିଁ।
34 Ora, Raquel havia tomado os ídolos do lar, e os pusera na sela de um camelo, e estava assentada sobre eles; apalpou Labão toda a tenda e não os achou.
35 ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, ମାେ ଉପରେ କୋର୍ଧ କରନାହିଁ। ମୁଁ ତୁମ୍ଭ ସମ୍ମୁଖ ରେ ଠିଆ ହବୋକୁ ଅସମର୍ଥ, କାରଣ ମାରେମାସିକ ଋତୁସ୍ରାବ ହେଉଛି। ତେଣୁ ଲାବନ ସବୁଆଡ଼େ ଖାଜେିଲେ କିନ୍ତୁ କେଉଁଠା ରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ।
35 Então, disse ela a seu pai: Não te agastes, meu senhor, por não poder eu levantar-me na tua presença; pois me acho com as regras das mulheres. Ele procurou, contudo não achou os ídolos do lar.
36 ଏହାପରେ ଯାକୁବ ବହୁତ କୋର୍ଧ କଲେ। ଯାକୁବ କହିଲେ, ମାରେ କି ଦୋଷ ଅଛି? ମୁଁ କିପରି ତୁମ୍ଭକୁ ଅପମାନିତ କଲି? କାହିଁକି ତୁମ୍ଭେ ମାେତେ ଗୋଡ଼ାଇଲ ଏବଂ ମାେତେ ଅଟକାଇଲ?
36 Então, se irou Jacó e altercou com Labão; e lhe disse: Qual é a minha transgressão? Qual o meu pecado, que tão furiosamente me tens perseguido?
37 ମାରେ ସମସ୍ତ ଦ୍ରବ୍ଯ ତୁମ୍ଭେ ଖାଜେିଲ କିନ୍ତୁ ତୁମ୍ଭର ଦବେତାଗଣଙ୍କୁ ପାଇଲ ନାହିଁ। ଯଦି ତୁମ୍ଭେ ତାହା ପାଇଛ ତବେେ ତୁମ୍ଭେ ତାହା ଦଖାେଅ, ଆମ୍ଭର ସମସ୍ତ ଲୋକ ତାହା ଦେଖିବେ। କେଉଁଟି ଠିକ୍ ତାହା ଲୋକମାନଙ୍କୁ ନିଷ୍ପତ୍ତି କରିବାକୁ ଦିଅ।
37 Havendo apalpado todos os meus utensílios, que achaste de todos os utensílios de tua casa? Põe-nos aqui diante de meus irmãos e de teus irmãos, para que julguem entre mim e ti.
38 ମୁଁ ତୁମ୍ଭ ପାଇଁ କୋଡ଼ିଏ ବର୍ଷ କଠିନ ପରିଶ୍ରମ କରିଅଛି। ସହେି ସମସ୍ତ ସମୟରେ ତୁମ୍ଭର ମଷେ ଓ ଛଳେିଗୁଡ଼ିକ ଗର୍ଭପାତ ହାଇନୋହିଁ, କିମ୍ବା ମୁଁ ସଗେୁଡ଼ିକୁ ଖାଇୟାଇ ନାହିଁ।
38 Vinte anos eu estive contigo, as tuas ovelhas e as tuas cabras nunca perderam as crias, e não comi os carneiros de teu rebanho.
39 ଯେତବେେଳେ ତୁମ୍ଭର ମଷେ ଓ ଛଳେି ହିଂସ୍ର ଜନ୍ତୁମାନଙ୍କ ଦ୍ବାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦଲେି ନାହିଁ। କିନ୍ତୁ ମାରେ ନିଜର ମଷେ ବା ଛଳେି ତା' ସ୍ଥାନ ରେ ରଖିଲି। ଯଦି କିଛି ରାତି ବା ଦିନ ରେ ଚୋରୀ ହେଉଥିଲା ମାରେ ନିଜର ପଶୁ ତା' ସ୍ଥାନ ରେ ଯୋଗଇଲି।
39 Nem te apresentei o que era despedaçado pelas feras; sofri o dano; da minha mão o requerias, tanto o furtado de dia como de noite.
40 ଦିନର ଖରା ଏବଂ ରାତିର ଥଣ୍ଡା ରେ ମୁଁ କାର୍ୟ୍ଯ କରିଛି। ମୁଁ ନଶାଇେ ଏହି ପ୍ରକା ରେ ମୁଁ ତୁମ୍ଭର ସବୋ କଲି।
40 De maneira que eu andava, de dia consumido pelo calor, de noite, pela geada; e o meu sono me fugia dos olhos.
41 ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧିଅରେ ତୁମ୍ଭେ ଦଶଥର ମାହେର ବର୍ତ୍ତନ ପରିବର୍ତ୍ତନ କରିଅଛ।
41 Vinte anos permaneci em tua casa; catorze anos te servi por tuas duas filhas e seis anos por teu rebanho; dez vezes me mudaste o salário.
42 ମାହେର ପୂର୍ବପୁରୁଷଙ୍କ ପରମେଶ୍ବର ଅବ୍ରହାମଙ୍କ ପରମେଶ୍ବର ଓ ଇସ୍ହାକର ଭୟନାଶକ ପରମେଶ୍ବର ଯବେେ ମାେ ସହିତ ନଥାନ୍ତେ, ତବେେ ଅବଶ୍ଯ ଏବେ ତୁମ୍ଭେ ମାେତେ ତୁଚ୍ଛା ହାତ ରେ ବିଦାଯ କରିଥାନ୍ତ। ପରମେଶ୍ବର ମାରେ ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରି ରେ ତୁମ୍ଭକୁ ଧମକାଇଲେ।
42 Se não fora o Deus de meu pai, o Deus de Abraão e o Temor de Isaque, por certo me despedirias agora de mãos vazias. Deus me atendeu ao sofrimento e ao trabalho das minhas mãos e te repreendeu ontem à noite.
43 ଲାବନ ଯାକୁବକୁ କହିଲେ, ତୁମ୍ଭ ସ୍ତ୍ରୀମାନେ ମାରେ କନ୍ଯା ଏବଂ ଏହି ପିଲାମାନେ ମଧ୍ଯ ମାରେ। ଏବଂ ଏସମସ୍ତ ପଶୁମାନେ ମଧ୍ଯ ମାରେ। ଏଠା ରେ ଯେତେ ସବୁ ଦେଖୁଛ ତାହା ସବୁ ମାରେ। ଏଣୁ ମାରେ ଏହି କନ୍ଯାମାନଙ୍କୁ ଓ ଏମାନଙ୍କ ଜନ୍ମତି ସନ୍ତାନମାନଙ୍କୁ ମୁଁ କ'ଣ କରିବି?
43 Então, respondeu Labão a Jacó: As filhas são minhas filhas, os filhos são meus filhos, os rebanhos são meus rebanhos, e tudo o que vês é meu; que posso fazer hoje a estas minhas filhas ou aos filhos que elas deram à luz?
44 ତେଣୁ ଆମ୍ଭେ ଦୁ ହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହବେ।
44 Vem, pois; e façamos aliança, eu e tu, que sirva de testemunho entre mim e ti.
45 ଯେତବେେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘନେି ସ୍ତମ୍ଭ ରୂପେ ସ୍ଥାପନ କଲା।
45 Então, Jacó tomou uma pedra e a erigiu por coluna.
46 ପୁଣି ଯାକୁବ ଆପଣା ନିଜ ଲୋକମାନଙ୍କୁ କହିଲା, ତୁମ୍ଭମାନେେ ପ୍ରସ୍ତର ସଂଗ୍ରହକର। ତହିଁରେ ସମାନେେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ ସମସ୍ତେ ସହେି ସ୍ଥାନ ରେ ସହେି ପଥରଗଦା ଉପରେ ଭୋଜନ କଲେ।
46 E disse a seus irmãos: Ajuntai pedras. E tomaram pedras e fizeram um montão, ao lado do qual comeram.
47 ଲାବନ ସହେି ସ୍ଥାନର ନାମ ହେଲା ୟିଗର-ସାହଦୂଥା କିନ୍ତୁ ଯାକୁବ ସହେି ସ୍ଥାନର ନାମ ରଖିଲେ ଗଲ-ଯଦ।
47 Chamou-lhe Labão Jegar-Saaduta; Jacó, porém, lhe chamou Galeede.
48 ଲାବନ ଯାକୁବକୁ କହିଲା, ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହାଇେ ରହିଲାା ଯେଉଁଥି ପାଇଁ ତାହାର ନାମ ଗଲଯଦ ଓ ମିସ୍ପା ରଖିଲା।
48 E disse Labão: Seja hoje este montão por testemunha entre mim e ti; por isso, se lhe chamou Galeede
49 ଏହାପରେ ଲାବନ କହିଲେ, ସଦାପ୍ରଭୁ ଆମ୍ଭର ପର୍ୟ୍ଯବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ଯସ୍ଥ ହୁଅନ୍ତୁ। ଯେତବେେଳେ ଆମ୍ଭମାନେେ ପରସ୍ପରଠାରୁ ଦୂର ରେ ରହିବୁ। ତା'ପରେ ସେ ଏହାକୁ ମଧ୍ଯ ଡାକିଲେ: ମିସ୍ପା।
49 e Mispa, pois disse: Vigie o Senhor entre mim e ti e nos julgue quando estivermos separados um do outro.
50 ଏହାପରେ ଲାବନ କହିଲେ, ଯଦି ତୁମ୍ଭେ ମାରେ କନ୍ଯାମାନଙ୍କୁ ଆଘାତ କର ତବେେ ପରମେଶ୍ବର ତୁମ୍ଭକୁ ଆଘାତ ଦବେେ। ଯଦି ତୁମ୍ଭେ ଅନ୍ୟ ସ୍ତ୍ରୀକୁ ବିବାହ କର ମନରେଖ ପରମେଶ୍ବର ଦେଖୁଛନ୍ତି।
50 Se maltratares as minhas filhas e tomares outras mulheres além delas, não estando ninguém conosco, atenta que Deus é testemunha entre mim e ti.
51 ଏହିଠା ରେ ଯେଉଁ ରାଶି ପୋତା ୟାଇଅଛି ପୁଣି ଆମ୍ଭ ଦୁହିଁଙ୍କର ମଧ୍ଯବର୍ତ୍ତୀ ସ୍ଥାପିତ ଏହି ସ୍ତମ୍ଭ ଦେଖ ଯାହାକି ଆମ୍ଭେ ଚୁକ୍ତି କରିଛୁ।
51 Disse mais Labão a Jacó: Eis aqui este montão e esta coluna que levantei entre mim e ti.
52 ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହାଇେ ତୁମ୍ଭ ନିକଟକୁ ୟିବି ନାହିଁ। ତୁମ୍ଭେ ମଧ୍ଯ ଏହାକୁ ପାର ହାଇେ ମାେ ନିକଟକୁ ଆସିବ ନାହିଁ। ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ।
52 Seja o montão testemunha, e seja a coluna testemunha de que para mal não passarei o montão para lá, e tu não passarás o montão e a coluna para cá.
53 ଅବ୍ରହାମର ପରମେଶ୍ବର, ନାହାରରେ ପରମେଶ୍ବର ଓ ସମାନଙ୍କେର ପୂର୍ବପୁରୁଷଙ୍କ ପରମେଶ୍ବର ଆମ୍ଭ ଓ ତୁମ୍ଭ ମଧିଅରେ ବିଚାର କରିବେ।
53 O Deus de Abraão e o Deus de Naor, o Deus do pai deles, julgue entre nós. E jurou Jacó pelo Temor de Isaque, seu pai.
54 ଏହାପରେ ସେ ସହେି ପର୍ବତ ରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡ଼ାକିଲା। ତହିଁରେ ସମାନେେ ଭୋଜନ କରି ପର୍ବତ ରେ ରାତ୍ରିସାରା ରହିଲେ।
54 E ofereceu Jacó um sacrifício na montanha e convidou seus irmãos para comerem pão; comeram pão e passaram a noite na montanha.
55 ଏହାପରେ ଲାବନ ପ୍ରଭାତ ରେ ଉଠି ଆପଣା କନ୍ଯାଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା। ଏହିରୂପେ ଲାବନ ସ୍ବସ୍ଥାନକୁ ଫରେିଗଲା।
55 Tendo-se levantado Labão pela madrugada, beijou seus filhos e suas filhas e os abençoou; e, partindo, voltou para sua casa.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 31, comparar traduções ou montar um estudo — tudo direto pelo WhatsApp.