Gênesis 2
Oriya Bible (GL_ORIYA) vs NVT
1 ଏହିପରି ଭାବରେ, ପରମେଶ୍ବର ଆକାଶମଣ୍ଡଳ ରେ ଓ ପୃଥିବୀ ମଧିଅରେ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ।
1 Desse modo, completou-se a criação dos céus e da terra e de tudo que neles há.
2 ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।
2 No sétimo dia, Deus havia terminado sua obra de criação e descansou de todo o seu trabalho.
3 ତା'ପରେ ପରମେଶ୍ବର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ବର ସମସ୍ତ ଜିନିଷ ସୃଷ୍ଟି କରିସାରିଲା ପରେ ବିଶ୍ରାମ ନେଲେ।
3 Deus abençoou o sétimo dia e o declarou santo, pois foi o dia em que ele descansou de toda a sua obra de criação.
4 ଏହା ହେଲା ପୃଥିବୀ ଓ ଆକାଶର ଇତିହାସ। ଯେଉଁ ସମୟରେ ପରମେଶ୍ବର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସହେି ସମୟର ଇତିହାସ।
4 Esse é o relato da criação dos céus e da terra. Quando o S
5 ସହେି ସମୟରେ କୌଣସି ବୁଦା ବା ଘାସ ବଢ଼ିନଥିଲା, ସଦାପ୍ରଭୁ ପୃଥିବୀ ରେ ବର୍ଷା କରାଇ ନଥିଲେ। କାରଣ ପୃଥିବୀର ଯତ୍ନ ନବୋପାଇଁ କହେି ନଥିଲେ।
5 nenhuma planta silvestre nem grãos haviam brotado na terra, pois o S enhor Deus ainda não tinha mandado chuva para regar a terra, e não havia quem a cultivasse.
6 ଭୂମିରେ କାକର ପଡ଼ି ସମସ୍ତ ପୃଥିବୀକୁ ସନ୍ତସନ୍ତିଆ କଲା।
6 Mas do solo brotava água, que regava toda a terra.
7 ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।
7 Então o S enhor Deus formou o homem do pó da terra. Soprou o fôlego da vida em suas narinas, e o homem se tornou ser vivo.
8 ଏହାପରେ ସଦାପ୍ରଭୁ ପରମେଶ୍ବର, ଏଦନ୍ର ପୂର୍ବ ଦିଗ ରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସଠାେରେ ସେ ସୃଷ୍ଟି କରିଥିବା ମନୁଷ୍ଯକୁ ରଖିଲେ।
8 O S enhor Deus plantou um jardim no Éden, para os lados do leste, e ali colocou o homem que havia criado.
9 ସଦାପ୍ରଭୁ ପରମେଶ୍ବର ପ୍ରେତ୍ୟକକ ପ୍ରକାର ବୃକ୍ଷ ଯାହା ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ, ପୃଥିବୀ ରେ ସୃଷ୍ଟି କଲେ। ସହେି ଭାବରେ ଉଦ୍ୟାନ ରେ ମଧ୍ଯଭାଗ ରେ ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ବିଷଯ ରେ ଜ୍ଞାନ ଦବୋ ବୃକ୍ଷ ମଧ୍ଯ ଉତ୍ପନ୍ନ କଲେ।
9 O S enhor Deus fez brotar do solo árvores de todas as espécies, árvores lindas que produziam frutos deliciosos. No meio do jardim, colocou a árvore da vida e a árvore do conhecimento do bem e do mal.
10 ଗୋଟିଏ ନଦୀ ଏଦନରୁ ପ୍ରବାହିତ ହାଇେ ଉଦ୍ୟାନକୁ ଜଳ ଦିଏ। ଏହାପରେ ସହେି ନଦୀ ଚ଼ାରି ଭାଗ ରେ ବିଭକ୍ତ ହେଲା।
10 Da terra do Éden nascia um rio que regava o jardim e depois se dividia em quatro braços.
11 ପ୍ରଥମ ନଦୀର ନାମ ପିଶାେନ୍ ଥିଲା। ତାହା ସମସ୍ତ ହବିଲା ଦେଶ ଚ଼ତୁପାଶର୍ବ ଦଇେ ବହିଗଲା, ଯେଉଁ ସ୍ଥାନ ରେ ସୁବର୍ଣ୍ଣ ଅଛି।
11 O primeiro braço, chamado Pisom, rodeava toda a terra de Havilá, onde existe ouro.
12 ସହେି ଦେଶ ରେ ଚ଼ିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମଦେକମଣି ଅଛି।
12 O ouro dessa terra é de grande pureza; lá também há resina aromática e pedra de ônix.
13 ଦ୍ବିତୀୟ ନଦୀର ନାମ ଗୀହାନ୍େ ଥିଲା। ଏହା ସମସ୍ତ କୁଶ ଦେଶକୁ ବ୍ଯାପିଥିଲା।
13 O segundo braço, chamado Giom, rodeava toda a terra de Cuxe.
14 ତୃତୀୟ ନଦୀର ନାମ ହିଦ୍ଦକେଲ୍ ଥିଲା, ଏହା ଅଶ୍ବରୀଯ ଦେଶର ସମ୍ମୁଖ ଦଇେ ଗମନ କରେ। ଏବଂ ଚ଼ତୁର୍ଥ ନଦୀର ନାମ ଫରାତ୍ ଥିଲା।
14 O terceiro braço, chamado Tigre, corria para o leste da terra da Assíria. O quarto braço era chamado de Eufrates.
15 ସଦାପ୍ରଭୁ ପରମେଶ୍ବର ସହେି ମନୁଷ୍ଯକୁ ନଇେ ଏଦନ ଉଦ୍ୟାନ ରେ କୃଷିକର୍ମ ଓ ତାହାର ଯତ୍ନ ନବୋ ପାଇଁ ନିୟୁକ୍ତ କଲେ।
15 O S enhor Deus colocou o homem no jardim do Éden para cultivá-lo e tomar conta dele,
16 ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଏହି ନିର୍ଦ୍ଦେଶ ଦେଲେ ଏବଂ କହିଲେ, ତୁମ୍ଭେ ଉଦ୍ୟାନର ଯେ କୌଣସି ଗଛର ଫଳ ଖାଇପାରିବ।
16 mas o S enhor Deus lhe ordenou: “Coma à vontade dos frutos de todas as árvores do jardim,
17 କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସହେି ବୃକ୍ଷର ଫଳ ଖାଇବ ତୁମ୍ଭେ ସହେି ଦିନ ମରିବ!
17 exceto da árvore do conhecimento do bem e do mal. Se você comer desse fruto, com certeza morrerá”.
18 ଏହାପରେ ସଦାପ୍ରଭୁ ପରମେଶ୍ବର କହିଲେ, ମୁଁ ଦେଖି ପାରୁଛି ଯେ ମନୁଷ୍ଯ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପୟୁକ୍ତ ସହକାରିଣୀ ନିର୍ମାଣ କରିବି।
18 O S enhor Deus disse: “Não é bom que o homem esteja sozinho. Farei alguém que o ajude e o complete”.
19 ସଦାପ୍ରଭୁ ପରମେଶ୍ବର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶ ରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ବର ସମସ୍ତଙ୍କୁ ମନୁଷ୍ଯ ନିକଟକୁ ଦଖାଇବୋକୁ ଆଣିଲେ। ସହେି ମନୁଷ୍ଯ ସମାନଙ୍କେୁ କଣ କହି ଡ଼ାକିବ, ଏହା ଜାଣିବା ପାଇଁ। ସହେି ସୃଷ୍ଟି ପ୍ରାଣୀଙ୍କୁ ସେ ଯାହା କହି ଡ଼ାକିଲା, ତାହା ସମାନଙ୍କେର ନାମ ହେଲା।
19 O S enhor Deus formou da terra todos os animais selvagens e todas as aves do céu. Trouxe-os ao homem para ver como os chamaria, e o homem escolheu um nome para cada um deles.
20 ମନୁଷ୍ଯ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶ ରେ ଉଡୁଥିବା ପକ୍ଷୀ ଏବଂ ପ୍ରେତ୍ୟକକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା' ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନଥିଲେ।
20 Deu nome a todos os animais domésticos, a todas as aves do céu e a todos os animais selvagens. O homem, porém, continuava sem alguém que o ajudasse e o completasse.
21 ତା'ପରେ ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଘାରେ ନିଦ୍ରା ରେ ଶୁଆଇ ଦେଲେ। ସେ ତା'ର ଶରୀରରୁ ଖଣ୍ଡେ ପଞ୍ଜରା ନେଲେ ଏବଂ ସହେି କ୍ଷତ ବନ୍ଦ କରି ଦେଲେ।
21 Então o S enhor Deus o fez cair num sono profundo. Enquanto o homem dormia, tirou dele uma das costelas e fechou o espaço que ela ocupava.
22 ସଦାପ୍ରଭୁ ପରମେଶ୍ବର ମନୁଷ୍ଯର ପଞ୍ଜରା ହାଡ଼ରୁ ଏକ ସ୍ତ୍ରୀ ନିର୍ମାଣ କଲେ। ଏବଂ ମନୁଷ୍ଯ ନିକଟକୁ ତାହାକୁ ଆଣିଲେ।
22 Dessa costela o S enhor Deus fez uma mulher e a trouxe ao homem.
23 ସହେି ମନୁଷ୍ଯ କହିଲେ,
23 “Finalmente!”, exclamou o homem. “Esta é osso dos meus ossos, e carne da minha carne! Será chamada ‘mulher’, porque foi tirada do ‘homem’”.
24 ମନୁଷ୍ଯ ପିତା ମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରୀତ ହବେ। ଯେପରି ସମାନେେ ଏକ ବ୍ଯକ୍ତି, ଏହା ଏପରି ଭାବରେ ହବେ।
24 Por isso o homem deixa pai e mãe e se une à sua mulher, e os dois se tornam um só.
25 ମନୁଷ୍ଯ ଓ ତାଙ୍କର ସ୍ତ୍ରୀ ଉଲଗ୍ନ ଥିଲେ, କିନ୍ତୁ ସମାନେେ ଲଜ୍ଜାବୋଧ କରୁନଥିଲେ।
25 O homem e a mulher estavam nus, mas não sentiam vergonha.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 2, comparar traduções ou montar um estudo — tudo direto pelo WhatsApp.