Gênesis 25

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଅବ୍ରହାମ ପୁନ୍ନରାଯ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା।
1 Desposou Abraão outra mulher; chamava-se Quetura.
2 କଟୂରା ସିମ୍ରଣ, ୟକ୍ଷନ୍, ମଦାନ୍, ମିଦିଯନ, ୟିଶ୍ବକ୍ ଓ ଶୂହ ଏହିମାନଙ୍କୁ ଜନ୍ମ ଦଲୋ।
2 Ela lhe deu à luz a Zinrã, Jocsã, Medã, Midiã, Isbaque e Suá.
3 ସେ ୟକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦଲୋ। ଦଦାନ ପୁତ୍ରମାନେ ଥିଲେ, ଅଶୂରୀଯ, ଲଟୂଶୀଯ ଓ ଲିଯସ୍ମୀଯ।
3 Jocsã gerou a Seba e a Dedã; os filhos de Dedã foram: Assurim, Letusim e Leumim.
4 ମିଦିଯନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାଯା ଏହି ସମସ୍ତେ କଟୂରାର ସାନ୍ତାନ।
4 Os filhos de Midiã foram: Efá, Efer, Enoque, Abida e Elda. Todos estes foram filhos de Quetura.
5 ଅବ୍ରହାମ ମରିବା ପୂର୍ବରୁ ସେ ତାଙ୍କର ଦାସୀ ପୁତ୍ରମାନଙ୍କୁ କିଛି ଉପହାର ଦେଲେ ଏବଂ ପୂର୍ବ ଦିଗକୁ ପଠାଇଲେ।
5 Abraão deu tudo o que possuía a Isaque.
6 ଅବ୍ରହାମ ମୃତ୍ଯୁ ପୂର୍ବରୁ ସେ ଦାମୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସହେି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶ ରେ ରହିବାକୁ ବିଦାଯ କଲେ। ସେ ସମାନଙ୍କେୁ ଇସ୍ହାକଠାରୁ ହୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକକୁ ଦେଲେ।
6 Porém, aos filhos das concubinas que tinha, deu ele presentes e, ainda em vida, os separou de seu filho Isaque, enviando-os para a terra oriental.
7 ଅବ୍ରହାମ 175 ବର୍ଷ ବଞ୍ଚିଲେ।
7 Foram os dias da vida de Abraão cento e setenta e cinco anos.
8 ଏହାପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ଯୁବରଣ କଲେ। ସେ ଅନକେ ବର୍ଷ ପର୍ୟ୍ଯନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।
8 Expirou Abraão; morreu em ditosa velhice, avançado em anos; e foi reunido ao seu povo.
9 ତାଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାଯଲେ ମମ୍ରିର ନିକଟରେ ହତେୀଯ ସହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପଲୋ ନାମକ ଗୁହା ରେ ତାହାଙ୍କୁ କବର ଦେଲେ।
9 Sepultaram-no Isaque e Ismael, seus filhos, na caverna de Macpela, no campo de Efrom, filho de Zoar, o heteu, fronteiro a Manre,
10 ଯେ ହତେୁ ଅବ୍ରହାମ ହତେୀଯ ସନ୍ତାନମାନଙ୍କ ନିକଟରୁ ସହେି କ୍ଷେତ୍ର କ୍ରଯ କରିଥିଲେ। ସହେି ସ୍ଥାନ ରେ ଅବ୍ରହାମଙ୍କୁ ତାଙ୍କ ସ୍ତ୍ରୀ ସାରାଙ୍କ ସହିତ କବର ଦିଆଗଲା।
10 o campo que Abraão comprara aos filhos de Hete. Ali foi sepultado Abraão e Sara, sua mulher.
11 ଅବ୍ରହାମଙ୍କ ମୃତ୍ଯୁପରେ ପରମେଶ୍ବର ତାଙ୍କର ପୁତ୍ର ଇସ୍ହାକଙ୍କୁ ଆଶୀର୍ବାଦ କଲେ। ଏବଂ ଇସ୍ହାକ ବରେ-ଲହଯରୋଯୀ ନାମକ ସ୍ଥାନ ରେ ବସତି କଲେ।
11 Depois da morte de Abraão, Deus abençoou a Isaque, seu filho; Isaque habitava junto a Beer-Laai-Roi.
12 ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।
12 São estas as gerações de Ismael, filho de Abraão, que Agar, egípcia, serva de Sara, lhe deu à luz.
13 ପ୍ରେତ୍ୟକକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଯଲରେ ଜେଷ୍ଠପୁତ୍ର ନବାଯୋତ୍ ତାହା ଉତ୍ତା ରେ କରଦେ ଓ ଅଦ୍ବଲେ ଓ ମିବ୍ସମ୍।
13 E estes, os filhos de Ismael, pelos seus nomes, segundo o seu nascimento: o primogênito de Ismael foi Nebaiote; depois, Quedar, Abdeel, Mibsão,
14 ମିଶ୍ମ ଓ ଦୂମା ଓ ମସା।
14 Misma, Dumá, Massá,
15 ହଦଦ୍, ତମାେ, ୟିଟୁର ଓ ନାଫୀଶ୍ ଓ କଦମାେ।
15 Hadade, Tema, Jetur, Nafis e Quedemá.
16 ଏହି ସମସ୍ତେ ଇଶ୍ମାଯଲରେ ସନ୍ତାନ, ସମାନଙ୍କେର ଗ୍ରାମ ଓ ଛାଉଣୀ ସ୍ଥାନ ଥିଲା। ସହେି ବାରଜଣ ତାଙ୍କ ଗୋତ୍ରର ରାଜକୁମାର ଥିଲେ।
16 São estes os filhos de Ismael, e estes, os seus nomes pelas suas vilas e pelos seus acampamentos: doze príncipes de seus povos.
17 ଇଶ୍ମାଯଲରେ ଆଯୁ 137 ବର୍ଷ ବଞ୍ଚିଲେ। ଏହାପରେ ସେ ପ୍ରାଣ ତ୍ଯାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ।
17 E os anos da vida de Ismael foram cento e trinta e sete; e morreu e foi reunido ao seu povo.
18 ଏହାପରେ ତାହାର ବଂଶଧରମାନେ ହବୀଲାରୁ ମିଶରର ପାଖ ରେ ଶୂରକୁ ଅଶ୍ବରିଯା ଦିଗ ରେ ବସତି କଲେ। ସମାନେେ ନିଜ ନିଜ ପାଖ ରେ ବାସ କଲେ ଏବଂ ଇଶ୍ମାଯଲେ ଆପଣଙ୍କର ବଂଶଧରମାନେ ଭାଇମାନଙ୍କ ସମ୍ମୁଖ ରେ ବସତି କଲେ।
18 Habitaram desde Havilá até Sur, que olha para o Egito, como quem vai para a Assíria. Ele se estabeleceu fronteiro a todos os seus irmãos.
19 ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇସ୍ହାକଙ୍କୁ ଜନ୍ମ କଲେ।
19 São estas as gerações de Isaque, filho de Abraão. Abraão gerou a Isaque;
20 ଯେତବେେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେ ଚାଳିଶ ବର୍ଷ ଥିଲେ। ୟିଏକି ବଥୁଯଲରେ କନ୍ଯା, ଅରାମୀଯ ପଦ୍ଦନ-ଅରାମୀଯ ଏବଂ ଅରାମୀଯ ଲାବନର ଭୁଗିନୀ।
20 era Isaque de quarenta anos, quando tomou por esposa a Rebeca, filha de Betuel, o arameu de Padã-Arã, e irmã de Labão, o arameu.
21 ଇସ୍ହାକଙ୍କର ସହେି ସ୍ତ୍ରୀ ବନ୍ଧ୍ଯା ହବୋରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୋ ତିହିଁ ରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲା।
21 Isaque orou ao Senhor por sua mulher, porque ela era estéril; e o Senhor lhe ouviu as orações, e Rebeca, sua mulher, concebeu.
22 ଯେ ଦବେଳେେ ରିବିକା ଗର୍ଭବତୀ ହେଲା, ନିଜ ନିଜ ଭିତ ରେ ଶିଶୁମାନେ ଛନ୍ଦାଛନ୍ଦି ହେଲେ। ରିବିକା ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, ମାେ ପ୍ରତି ଏପରି କାହିଁକି ଘଟିଲା?
22 Os filhos lutavam no ventre dela; então, disse: Se é assim, por que vivo eu? E consultou ao Senhor .
23 ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ଗର୍ଭ ରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହବେେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହବେ। ପୁଣି ଜେଷ୍ଠ କନିଷ୍ଠର ସବୋ କରିବ।
23 Respondeu-lhe o Senhor : Duas nações há no teu ventre, dois povos, nascidos de ti, se dividirão: um povo será mais forte que o outro, e o mais velho servirá ao mais moço.
24 ଉପୟୁକ୍ତ ସମୟରେ ରିବିକା ଜାଆଁଳା ପୁତ୍ର ଜନ୍ମ ଦେଲେ।
24 Cumpridos os dias para que desse à luz, eis que se achavam gêmeos no seu ventre.
25 ଜେଷ୍ଠ ବାରାହି ଆସିଲା ରକ୍ତବର୍ଣ୍ଣ ଦଖାଯାେଉଥିଲା, ତାଙ୍କର ଚର୍ମ ଲୋମଶ ବସ୍ତ୍ରପରି ଥିଲା। ଏଣୁ ଏହାର ନାମ ଏଷୌ ଦିଆଗଲା।
25 Saiu o primeiro, ruivo, todo revestido de pelo; por isso, lhe chamaram Esaú.
26 ତା'ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବଯସ ରେ ଏହି ୟାଆଁଳା ପୁତ୍ର ଜନ୍ମ ହେଲେ।
26 Depois, nasceu o irmão; segurava com a mão o calcanhar de Esaú; por isso, lhe chamaram Jacó. Era Isaque de sessenta anos, quando Rebeca lhos deu à luz.
27 ଏହାପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗଯା ରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ଯ ବ୍ଯକ୍ତି ତମ୍ବୁ ରେ ବାସ କଲା।
27 Cresceram os meninos. Esaú saiu perito caçador, homem do campo; Jacó, porém, homem pacato, habitava em tendas.
28 ଇସ୍ହାକ ମୃଗଯା ମାଂସ ଅତି ସୁସ୍ବାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ।
28 Isaque amava a Esaú, porque se saboreava de sua caça; Rebeca, porém, amava a Jacó.
29 ସହେି ସମୟରେ ଏଷୌ ବହୁତ କ୍ଲାନ୍ତ ହାଇେ କ୍ଷେତ୍ରରୁ ଆସିଲା।
29 Tinha Jacó feito um cozinhado, quando, esmorecido, veio do campo Esaú
30 ତହୁଁ ସେ ଯାକୁବକୁ କହିଲା, ମୁଁ ବହୁତ ଥକି ୟାଇଛି ମତେ ଦୟାକରି ସହେି ଲାଲ ପଦାର୍ଥରୁ କିଛି ଦିଅ। ଏହି ନାମନ୍ତେ ତା'ର ନାମ ଇଦୋମ ନାମ ରେ ଖ୍ଯାତ ହେଲେ।
30 e lhe disse: Peço-te que me deixes comer um pouco desse cozinhado vermelho, pois estou esmorecido. Daí chamar-se Edom.
31 କିନ୍ତୁ ଯାକୁବ କହିଲା, ଆଜି ତୁମ୍ଭେ ମତେ ଆପଣାର ପ୍ରଥମଜାତ ପୁତ୍ର ଅଧିକାର ବିକ୍ରଯ କର।
31 Disse Jacó: Vende-me primeiro o teu direito de primogenitura.
32 ଏଷୌ ଉତ୍ତର ଦଲୋ, ଦେଖ ମୁଁ ମଲା ପରି, ଜ୍ଯଷ୍ଠୋଧିକାର ରେ ମାରେ କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦବେି।
32 Ele respondeu: Estou a ponto de morrer; de que me aproveitará o direito de primogenitura?
33 କିନ୍ତୁ ଯାକୁବ କହିଲା, ପ୍ରଥମେ ତୁମ୍ଭେ ମାେତେ ଦବୋ ପାଇଁ ପ୍ରତିଜ୍ଞା କର। ତେଣୁ ସେ ପ୍ରତିଜ୍ଞା କଲା। ଏବଂ ତାଙ୍କର ଜେଷ୍ଠତା ତାଙ୍କୁ ଦଲୋ।
33 Então, disse Jacó: Jura-me primeiro. Ele jurou e vendeu o seu direito de primogenitura a Jacó.
34 ଏହାପରେ ଯାକୁବ ଏଷୌକୁ ରୋଟି ଏବଂ ମସୁରଡ଼ାଲି ରାନ୍ଧି ଖାଇବାକୁ ଦଲୋ ଓ ସେ ସ୍ଥାନ ପରିତ୍ଯାଗ କଲା। ଏହିପରି ଏଷୌ ନିଜର ଜେଷ୍ଠ ଭ୍ରାତାର ଅଧିକାର ବିଷଯ ରେ ପୁନର୍ବାର ଭାବିଲା ନାହିଁ।
34 Deu, pois, Jacó a Esaú pão e o cozinhado de lentilhas; ele comeu e bebeu, levantou-se e saiu. Assim, desprezou Esaú o seu direito de primogenitura.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 25, comparar traduções ou montar um estudo — tudo direto pelo WhatsApp.