Gênesis 24

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଅବ୍ରହାମଙ୍କ ବାର୍ଦ୍ଧକ୍ଯ ଅବସ୍ଥା ରେ ବଞ୍ଚିଥିଲେ। ସଦାପ୍ରଭୁ ଅବ୍ରହାମଙ୍କୁ ସମସ୍ତ ଗତି ରେ ଆଶାର୍ବାଦ କରିଥିଲେ।
1 Era Abraão já idoso, bem avançado em anos; e o Senhor em tudo o havia abençoado.
2 ଅବ୍ରହାମଙ୍କର ପୁରୁଣା ଚାକର ଅବ୍ରହାମଙ୍କର ପ୍ରେତ୍ୟକକ ଦ୍ରବ୍ଯର ଦାଯିତ୍ବ ରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, ମାରେ ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।
2 Disse Abraão ao seu mais antigo servo da casa, que governava tudo o que possuía: Põe a mão por baixo da minha coxa,
3 ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ନାମ ରେ ପ୍ରତିଜ୍ଞା, ୟିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭମାନେେ ମାରେ ପୁତ୍ରର ବିବାହ କିଣାନୀଯମାନଙ୍କର କନ୍ଯାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।
3 para que eu te faça jurar pelo Senhor , Deus do céu e da terra, que não tomarás esposa para meu filho das filhas dos cananeus, entre os quais habito;
4 ମାରେ ଜନ୍ମସ୍ଥାନକୁ ୟାଅ ଇସ୍ହାକ ପାଇଁ ଏକ ପତ୍ନୀ ଧରି ଆସ।
4 mas irás à minha parentela e daí tomarás esposa para Isaque, meu filho.
5 ଦାସ ତାଙ୍କୁ କହିଲେ, ଏହା ସମ୍ଭବ ହାଇପୋ ରେ ଯେ, ଯବେେ କୌଣସି କନ୍ଯା ମାେ ସହିତ ଏହି ଭୁମିକୁ ଆସି ନପାରନ୍ତି, ତବେେ ମୁଁ ତୁମ୍ଭର ପୁତ୍ରକୁ ମାେ ସହିତ ତୁମ୍ଭର ଜନ୍ମ ସ୍ଥାନକୁ ନବୋ ଉଚିତ୍ କି?
5 Disse-lhe o servo: Talvez não queira a mulher seguir-me para esta terra; nesse caso, levarei teu filho à terra donde saíste?
6 ଅବ୍ରହାମ ତାଙ୍କୁ କହିଲେ, ନା ମାରେ ପୁତ୍ରକୁ ସଠାେକୁ ନବେ ନାହିଁ।
6 Respondeu-lhe Abraão: Cautela! Não faças voltar para lá meu filho.
7 ସଦାପ୍ରଭୁ ସ୍ବର୍ଗର ପରମେଶ୍ବର ମାେତେ ମାରେ ଜନ୍ମ ସ୍ଥାନରୁ ମାେ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସହେି ସ୍ଥାନ ମାରେପରିବାରମାନଙ୍କ ପାଇଁ ମାରେ ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହିଭୂମି ମାରେ ପରିବାର ପାଇଁ ହବେ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମାରେ ପୁଅ ପାଇଁ ଏକ ସ୍ତ୍ରୀ ଖାଜେି ଆଣିବା ନିମନ୍ତେ।
7 O Senhor , Deus do céu, que me tirou da casa de meu pai e de minha terra natal, e que me falou, e jurou, dizendo: À tua descendência darei esta terra, ele enviará o seu anjo, que te há de preceder, e tomarás de lá esposa para meu filho.
8 କିନ୍ତୁ ଯଦି ସରେି ଝିଅ ତୁମ୍ଭ ସହିତ ଆସିବା ପାଇଁ ମନା କରେ, ତବେେ ତୁମ୍ଭେ ତୁମ୍ଭର ପ୍ରତିଜ୍ଞାରୁ ମୁକ୍ତ ହବେ। କିନ୍ତୁ ତୁମ୍ଭେ ମାରେ ପୁତ୍ରକୁ ସହେି ସ୍ଥାନକୁ ନିଅ ନାହିଁ।
8 Caso a mulher não queira seguir-te, ficarás desobrigado do teu juramento; entretanto, não levarás para lá meu filho.
9 ତେଣୁ ସହେି ଦାସ ତାଙ୍କର ମୁନିବଙ୍କ ଜଙ୍ଘ ଛୁଇଁ ଶପଥ କଲା।
9 Com isso, pôs o servo a mão por baixo da coxa de Abraão, seu senhor, e jurou fazer segundo o resolvido.
10 ସହେି ଦାସ ଅବ୍ରହାମଙ୍କର ଦଶଟା ଓଟ ନଇେ ସହେି ସ୍ଥାନ ପିରତ୍ଯାଗ କଲା। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସହେି ଦାସ ନାହାରେ ଅରାମନହରଯିମର ନଗରକୁ ୟାତ୍ରା କଲା।
10 Tomou o servo dez dos camelos do seu senhor e, levando consigo de todos os bens dele, levantou-se e partiu, rumo da Mesopotâmia, para a cidade de Naor.
11 ଏହାପରେ ସେ ନଗର ବାହା ରେ ଥିବା ସହେି ସ୍ଥାନ ଗଲେ, ଯେଉଁଠାକୁ କନ୍ଯାମାନେ ଜଳ ପାଇଁ କୂପ ନିକଟକୁ ଆସନ୍ତି। ନଗର ବାହା ରେ ସହେି କୂପ ନିକଟରେ ଓଟମାନଙ୍କୁ ଆଣ୍ଠୁଆଇ ବସାଇଲେ।
11 Fora da cidade, fez ajoelhar os camelos junto a um poço de água, à tarde, hora em que as moças saem a tirar água.
12 ଦାସ ପ୍ରାର୍ଥନା କଲେ ଏବଂ କହିଲେ, ହେ ସଦାପ୍ରଭୁ! ତୁମ୍ଭେ ମାରେ ପ୍ରଭୁଙ୍କର ପରମେଶ୍ବର । ମାରେ ଜୀବନର ଲକ୍ଷ୍ଯ ସଫଳ କରାଇ, ମାହେର କର୍ତ୍ତା ଅବ୍ରହାମଙ୍କୁ ଦୟାକରି ଅନୁଗ୍ରହ କର।
12 E disse consigo: Ó Senhor , Deus de meu senhor Abraão, rogo-te que me acudas hoje e uses de bondade para com o meu senhor Abraão!
13 ଏହିଠା ରେ ମୁଁ କୂପ ନିକଟରେ ଛିଡ଼ା ହାଇେ ଅଛି। ଏବଂ ନଗରରୁ କନ୍ଯାମାନେ ପାଣି ନବୋକୁ ଏଠାକୁ ଆସୁଛନ୍ତି।
13 Eis que estou ao pé da fonte de água, e as filhas dos homens desta cidade saem para tirar água;
14 ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇସ୍ହାକର ସ୍ତ୍ରୀ ହବେ। ମୁଁ ସହେି ଝିଅକୁ କହିବି 'ଦୟାକରି ତୁମ୍ଭର ପାତ୍ର ମାେ ଆଡ଼କୁ ତଳମୁହାଁ କର। ତେଣୁ ମୁଁ ପାଣି ପିଇ ପାରିବି।' ମୁଁ ଜାଣିପାରିବି ସହେି ହେଉଛି ଉପୟୁକ୍ତ ପାତ୍ରୀ ୟିଏ କହିବ, 'ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ଯ ପାଣି ଦବେି।' ଯଦି ଏହିପରି ହୁଏ, ତବେେ ମୁଁ ଜାଣିବି ସେ ହେଉଛି ଇସ୍ହାକ ପାଇଁ ଉପୟୁକ୍ତ କନ୍ଯା। ଏବଂ ମୁଁ ଜାଣିବି ତୁମ୍ଭେ ମାରେ ମୁନିବଙ୍କ ଉପରେ ଦୟା କଲ।
14 dá-me, pois, que a moça a quem eu disser: inclina o cântaro para que eu beba; e ela me responder: Bebe, e darei ainda de beber aos teus camelos, seja a que designaste para o teu servo Isaque; e nisso verei que usaste de bondade para com o meu senhor.
15 ଏହାପରେ ଦାସଟିର ପ୍ରାର୍ଥନା ସରିବା ପୂର୍ବରୁ ଜଣେ ୟୁବତୀ ରିବିକା କୂଅ ନିକଟକୁ ଆସିଲେ। ରିବିକା ଥିଲେ, ବଥୂଯଲରେଝିଅ। ବଥୂଯଲେ ମିଲ୍କାର ପୁତର ଥିଲେ, ୟିଏକି ଅବ୍ରହାମଙ୍କର ଭାଇ ନୋ ହରେ ସହିତ ବିବାହ କରିଥିଲେ। ରିବିକା ପାଣିପାତ୍ର କାନ୍ଧ ରେ ଥୋଇ କୂଅ ନିକଟକୁ ଆସିଲେ।
15 Considerava ele ainda, quando saiu Rebeca, filha de Betuel, filho de Milca, mulher de Naor, irmão de Abraão, trazendo um cântaro ao ombro.
16 ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ଯ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲା ଓ ତା'ର ପାତ୍ର ରେ ପାଣି ଭର୍ତ୍ତି କଲା।
16 A moça era mui formosa de aparência, virgem, a quem nenhum homem havia possuído; ela desceu à fonte, encheu o seu cântaro e subiu.
17 ଏହାପରେ ସହେି ଦାସଜଣକ ତାଙ୍କ ପାଖକୁ ଗଲା ଏବଂ କହିଲା, ଦୟାକରି ତୁମ୍ଭ ପାତ୍ରରୁ ମାେତେ କିଛି ଜଳ ପାନ କରିବାକୁ ଦିଅ।
17 Então, o servo saiu-lhe ao encontro e disse: Dá-me de beber um pouco da água do teu cântaro.
18 ରିବିକା ତତ୍କ୍ଷଣାତ୍ ତାଙ୍କ କନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, ହେ ମହାଶୟ ପାନ କର।
18 Ela respondeu: Bebe, meu senhor. E, prontamente, baixando o cântaro para a mão, lhe deu de beber.
19 ସେ କିଛି ଜଳପାନ କରିବାକୁ ଦଇେ ରିବିକା କହିଲା, ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।
19 Acabando ela de dar a beber, disse: Tirarei água também para os teus camelos, até que todos bebam.
20 ଏହାପରେ ରିବିକା କୂଅରୁ ପାଣିକାଢ଼ି କୁଣ୍ଡ ରେ ଢ଼ାଳିଲେ ଓ ପୁନ୍ନରାଯ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।
20 E, apressando-se em despejar o cântaro no bebedouro, correu outra vez ao poço para tirar mais água; tirou-a e deu-a a todos os camelos.
21 ତା'ପରେ ସେ କନ୍ଯାକୁ ଅତି ପାଖ ରେ ଏବଂ ଶାନ୍ତଭାବରେ ଦେଖିଲେ, ସେ ନିଶ୍ଚିତ ହବୋପରେ ଏବଂ ୟାଣିଲେ ସଦାପ୍ରଭୁ ତାଙ୍କର ୟାତ୍ର ସଫଳ କରିଥିଲେ।
21 O homem a observava, em silêncio, atentamente, para saber se teria o Senhor levado a bom termo a sua jornada ou não.
22 ଓଟମାନେ ପାଣି ପିଇସାରିବା ପରେ। ସହେି ଦାସ ଜଣଙ୍କ ରିବିକାକୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା'ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା।
22 Tendo os camelos acabado de beber, tomou o homem um pendente de ouro de meio siclo de peso e duas pulseiras para as mãos dela, do peso de dez siclos de ouro;
23 ସହେି ଦାସଜଣଙ୍କ ପଚାରିଲେ, ତୁମ୍ଭ ବାପାଙ୍କର ନାମ କ'ଣ? ତୁମ୍ଭ ପିତାଙ୍କ ଗୃହ ରେ ଆମ୍ଭମାନଙ୍କର ରହିବା ପାଇଁ ସ୍ଥାନ ଅଛି କି?
23 e lhe perguntou: De quem és filha? Peço-te que me digas. Haverá em casa de teu pai lugar em que eu fique, e a comitiva?
24 ରିବିକା ଉତ୍ତର ଦଲୋ, ମାରେ ପିତା ବଥୂଯଲେ, ନାହାରରେ ଓ ମିଲ୍କାର ଜନ୍ମ ପୁତ୍ର।
24 Ela respondeu: Sou filha de Betuel, filho de Milca, o qual ela deu à luz a Naor.
25 ଏହାପରେ ସେ ମଧ୍ଯ କହିଲେ, ଆଜ୍ଞା ହଁ ତୁମ୍ଭ ଓଟମାନଙ୍କ ଖାଇବା ପାଇଁ ଆମ୍ଭର ନଡ଼ା ଅଛି ଓ ତୁମ୍ଭର ବିଶ୍ରାମ ପାଇଁ ଆମ୍ଭର ସ୍ଥାନ ଅଛି।
25 E acrescentou: Temos palha, e muito pasto, e lugar para passar a noite.
26 ସହେି ଦାସଜଣଙ୍କ ସଦାପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ।
26 Então, se inclinou o homem e adorou ao Senhor .
27 ସହେି ଦାସଜଣଙ୍କ କହିଲା, ମାରେ କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ବର ଧନ୍ଯ ହୁଅନ୍ତୁ। ୟ ହତେୁ ସଦାପ୍ରଭୁ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ଯାଚରଣ କରିବାରୁ ନିବୃତ୍ତ ହାଇେ ନାହାଁନ୍ତି। ସଦାପ୍ରଭୁ ମାେ କର୍ତ୍ତାଙ୍କର ସମ୍ବନ୍ଧୀଯଙ୍କ ଗୃହକୁ କଢ଼ାଇ ନେଲେ।
27 E disse: Bendito seja o Senhor , Deus de meu senhor Abraão, que não retirou a sua benignidade e a sua verdade de meu senhor; quanto a mim, estando no caminho, o Senhor me guiou à casa dos parentes de meu senhor.
28 ଏହାପରେ ରିବିକା ଦୌଡ଼ିୟାଇ ତାଙ୍କ ପରିବାର ରେ ଏହି କଥା ଜଣାଇଲା।
28 E a moça correu e contou aos da casa de sua mãe todas essas coisas.
29 ରିବିକାର ଏକ ଭାଇ ଥିଲେ। ତାଙ୍କର ନାମ ଲାବନ। ରିବିକା ତାଙ୍କୁ ସବୁକଥା ଜଣାଇଲେ। ଲାବନ ଏହିକଥା ଶୁଣିବା ସମୟରେ ତାହାର ହସ୍ତ ରେ ଯେତବେେଳେ ବଳା ଦେଖିଲେ।
29 Ora, Rebeca tinha um irmão, chamado Labão; este correu ao encontro do homem junto à fonte.
30 ସେ କୂଅ ପାଖକୁ ଦୌଡ଼ିଗଲା। ଏବଂ ସହେିଠା ରେ ସହେିଲୋକ ଜଣକ ସହେି ଓଟମାନଙ୍କୁ ଧରି ସହେି କୂପ ପାଖ ରେ ଠିଆ ହାଇେଥିଲା।
30 Pois, quando viu o pendente e as pulseiras nas mãos de sua irmã, tendo ouvido as palavras de Rebeca, sua irmã, que dizia: Assim me falou o homem, foi Labão ter com ele, o qual estava em pé junto aos camelos, junto à fonte.
31 ଲାବନ କହିଲେ, ଭିତରକୁ ଆସ, ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି। ତୁମ୍ଭର ବାହା ରେ ଠିଆ ହବୋ ଦରକାର ନାହିଁ। ମୁଁ ତୁମ୍ଭ ପାଇଁ ଏବଂ ତୁମ୍ଭର ଓଟ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିଅଛି।
31 E lhe disse: Entra, bendito do Senhor , por que estás aí fora? Pois já preparei a casa e o lugar para os camelos.
32 ତେଣୁ ଅବ୍ରହାମର ଦାସ ଗୃହକୁ ଗଲା। ଲାବନ ଓଟମାନଙ୍କର ସାଜ ଓହ୍ଲାଇବା ପାଇଁ ସାହାୟ୍ଯ କଲେ ଏବଂ ସମାନଙ୍କେ ପାଇଁ ଖାଇବାକୁ ନଡ଼ା ଦେଲେ। ସେ ଭୃତ୍ଯମାନଙ୍କୁ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କୁ ପାଣି ଦେଲେ। ୟଦ୍ବାରା କି ସମାନେେ ପାଦ ଧୋଇବେ।
32 Então, fez entrar o homem; descarregaram-lhe os camelos e lhes deram forragem e pasto; deu-se-lhe água para lavar os pés e também aos homens que estavam com ele.
33 ଏହାପରେ ଲାବନ ତାଙ୍କୁ ଖାଦ୍ୟ ଖାଇବାକୁ ଦେଲେ, କିନ୍ତୁ ସହେି ଦାସ ଖାଇବାକୁ ମନା କଲେ। ସେ କହିଲେ, ମୁଁ ଆସିବାର ଉଦ୍ଦେଶ୍ଯ ନକରିବା ପର୍ୟ୍ଯନ୍ତ ତୁମ୍ଭ ଘ ରେ ଖାଇବି ନାହଁି।
33 Diante dele puseram comida; porém ele disse: Não comerei enquanto não expuser o propósito a que venho. Labão respondeu-lhe: Dize.
34 ସହେି ଦାସ ଜଣଙ୍କ କହିଲେ, ମୁଁ ହେଉଛି ଅବ୍ରହାମଙ୍କର ଦାସ।
34 Então, disse: Sou servo de Abraão.
35 ସଦାପ୍ରଭୁ ମାରେ ପ୍ରଭୁଙ୍କୁ ସବୁ କ୍ଷେତ୍ର ରେ ଅତିଶଯ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହାଇେଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମଷେ, ମୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦଇେଛନ୍ତି।
35 O Senhor tem abençoado muito ao meu senhor, e ele se tornou grande; deu-lhe ovelhas e bois, e prata e ouro, e servos e servas, e camelos e jumentos.
36 ସାରା ମାରେ କର୍ତ୍ତାଙ୍କର ସ୍ତ୍ରୀ, ସେ ବୁଢ଼ି ବଯସ ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ସମସ୍ତ ସମ୍ପତ୍ତି ମାେ କର୍ତ୍ତାଙ୍କର ପ୍ରାପ୍ତ ହବେ।
36 Sara, mulher do meu senhor, era já idosa quando lhe deu à luz um filho; a este deu ele tudo quanto tem.
37 ମାରେ କର୍ତ୍ତା ମାେତେ ପ୍ରତିଜ୍ଞା କରାଇ କହିଲେ, ମାରେ ପୁତ୍ରଙ୍କୁ କୀଣାନୀଯ ସଙ୍ଗେ ବିବାହ ଦବେ ନାହିଁ। ଯେ ହତେୁ ଆମ୍ଭେ ସମାନଙ୍କେ ଦେଶ ରେ ବାସ କରୁଅଛୁ।
37 E meu senhor me fez jurar, dizendo: Não tomarás esposa para meu filho das mulheres dos cananeus, em cuja terra habito;
38 ତେଣୁ ସେ ମାେତେ ପ୍ରତିଜ୍ଞା କରି ତାଙ୍କ ସମ୍ବନ୍ଧୀଯଙ୍କ ନିକଟକୁ ପଠାଇଲେ ଏବଂ କହିଲେ, 'ୟାଅ ଓ ମାେ ପୁତ୍ର ପାଇଁ ଏକ ପୁତ୍ରବଧୂ ଧରିଆସ।'
38 porém irás à casa de meu pai e à minha família e tomarás esposa para meu filho.
39 ମୁଁ ମାରେକର୍ତ୍ତାଙ୍କୁ କହିଲି, 'ଏପରିକି ସେ ସ୍ତ୍ରୀ ମାେ ସହିତ ଏଠାକୁ ଆସିନପା ରେ।'
39 Respondi ao meu senhor: Talvez não queira a mulher seguir-me.
40 କିନ୍ତୁ ମାରେପ୍ରଭୁ ମାେତେ କହିଲେ, 'ମୁଁ ସଦାପ୍ରଭୁଙ୍କର ସବୋ କରେ ଏବଂ ସଦାପ୍ରଭୁ ତାଙ୍କ ଦୂତଙ୍କୁ ପଠାଇବେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଏବଂ ତୁମ୍ଭର ୟାତ୍ରା ସଫଳ କରିବେ ତୁମ୍ଭେ ୟାଅ। ମାରେ ପିତାଙ୍କ ବଂଶରୁ ମାରେ ପୁଅ ନିମନ୍ତେ କନ୍ଯା ଆଣିବ।
40 Ele me disse: O Senhor , em cuja presença eu ando, enviará contigo o seu Anjo e levará a bom termo a tua jornada, para que, da minha família e da casa de meu pai, tomes esposa para meu filho.
41 କିନ୍ତୁ ତୁମ୍ଭେ ଯଦି ୟାଅ ମାରେ ବନ୍ଧୁବାନ୍ଧବମାନଙ୍କ ପାଖକୁ ୟାଅ, ଆଉ ସମାନେେ ଯଦି ମନା କରିବେ ମାେ ପୁତ୍ର ପାଇଁ କନ୍ଯା ଦବୋପାଇଁ, ତବେେ ତୁମ୍ଭେ ତୁମ୍ଭ ପ୍ରତିଜ୍ଞାରୁ ମୁକ୍ତ ହବେ।
41 Então, serás desobrigado do meu juramento, quando fores à minha família; se não ta derem, desobrigado estarás do meu juramento.
42 ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, 'ସଦାପ୍ରଭୁ ପରମେଶ୍ବର ମାରେ ପ୍ରଭୁ ଅବ୍ରହାମଙ୍କର ପରମେଶ୍ବର, ଦୟାକରି ମାରୟୋତ୍ରା ସଫଳ କରାଅ।
42 Hoje, pois, cheguei à fonte e disse comigo: ó Senhor , Deus de meu senhor Abraão, se me levas a bom termo a jornada em que sigo,
43 ମୁଁ ସହେି କୂପ ନିକଟରେ ଠିଆ ହଲିେ ଏବଂ ଜଣେ ନିରୁପିତ କନ୍ଯାକୁ ଅପେକ୍ଷା କଲି, ୟିଏ ଏଠାକୁ ପାଣି ପାଇଁ ଆସିବ। ଏହାପରେ ମୁଁ କହିଲି, ଦୟାକରି ମାେତେ ତୁମ୍ଭ ପାତ୍ରରୁ ଜଳପ୍ନ କରିବାକୁ ଦିଅ।
43 eis-me agora junto à fonte de água; a moça que sair para tirar água, a quem eu disser: dá-me um pouco de água do teu cântaro,
44 ସହେି କନ୍ଯାଟି ସତେ ସ୍ବତନ୍ତ୍ର ଦରଣର ଉତ୍ତର ଦଇେ କହିବ, ପାଣି ପିଅନ୍ତୁ। ଏବଂ ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଣପାନ କରାଇବି। ଏହି ଉପାଯ ରେ ମୁଁ ଜାଣିବି ଯେ ସହେି ଝିଅଟି ସଦାପ୍ରଭୁ ମାରେ ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।'
44 e ela me responder: Bebe, e também tirarei água para os teus camelos, seja essa a mulher que o Senhor designou para o filho de meu senhor.
45 ମାେକ ନିରବ ରେ ପ୍ରାର୍ଥନା ସରିବା ପୂର୍ବରୁ ରିବିକା କାନ୍ଧ ରେ ଜଳପାତ୍ର ଧରି କୂଅମୂଳକୁ ଆସିଲେ। ସେ ଜଳପାତ୍ର କୂଅ ଭିତରକୁ ପକାଇଲେ ଏବଂ କିଛି ଜଳ କାଢ଼ିଲେ।
45 Considerava ainda eu assim, no meu íntimo, quando saiu Rebeca trazendo o seu cântaro ao ombro, desceu à fonte e tirou água. E eu lhe disse: peço-te que me dês de beber.
46 ଏବଂ ସେ ସଙ୍ଗେ ସଙ୍ଗେ ତା'ର ପାତ୍ର କାନ୍ଧରୁ କାଢ଼ି ମାେ ହାତ ରେ ପାଣି ଢ଼ାଳିଲା। ଏହାପରେ ସେ କହିଲା, 'ତୁମ୍ଭେ ଏହି ଜଳପାନ କର। ମୁଁ ଓଟମାନଙ୍କୁ ଜଳପାନ କରାଉଛି।' ତେଣୁ ମୁଣ ଜଳପାନ କଲି ଏବଂ ସେ ମଧ୍ଯ ମାରେ ଓଟମାନଙ୍କୁ ଜଳପାନ କରାଇଲା।
46 Ela se apressou e, baixando o cântaro do ombro, disse: Bebe, e também darei de beber aos teus camelos. Bebi, e ela deu de beber aos camelos.
47 ତା'ପରେ ମୁଁ ପଚାରିଲି, 'ତୁମ୍ଭର ପିତା କିଏ?' ସେ ଉତ୍ତର ଦଲୋ, 'ବଥୂଯଲେ ମାରେ ପିତା।' ଏହାପରେ ମୁଁ ତାଙ୍କୁ ବଳା ଓ ନଥ ଦଲେି।
47 Daí lhe perguntei: de quem és filha? Ela respondeu: Filha de Betuel, filho de Naor e Milca. Então, lhe pus o pendente no nariz e as pulseiras nas mãos.
48 ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ଯବାଦ କଲି। ସେ ମାରେ କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃ ପୁତ୍ରଙ୍କ କନ୍ଯା ଗ୍ରହଣ କରିବାକୁ ମାେତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମାରେ କର୍ତ୍ତା ଆବ୍ରହାମର ସହେି ସଦାପ୍ରଭୁ ପରମେଶ୍ବଙ୍କର ଧନ୍ଯବାଦ କଲି।
48 E, prostrando-me, adorei ao Senhor e bendisse ao Senhor , Deus do meu senhor Abraão, que me havia conduzido por um caminho direito, a fim de tomar para o filho do meu senhor uma filha do seu parente.
49 ବର୍ତ୍ତମାନ ମାେତେ କୁହ, ତୁମ୍ଭେ କଣ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ହାଇେ ତୁମ୍ଭର କନ୍ଯାକୁ ଦବେ? କିମ୍ବା ତୁମ୍ଭେ କଣ ଫରୋଇଦବେ? ମାେତେ କୁହ ତବେେ ମୁଁ ଜାଣିବି କ'ଣ କରିବା ଉଚିତ।
49 Agora, pois, se haveis de usar de benevolência e de verdade para com o meu senhor, fazei-mo saber; se não, declarai-mo, para que eu vá, ou para a direita ou para a esquerda.
50 ଏହାପରେ ଲାବନ୍ ଏବଂ ବଥୂଯଲେ ଉତ୍ତର କଲେ, ଆମ୍ଭେ ଦେଖୁଛୁ ଏହା ସଦାପ୍ରଭୁଙ୍କ ଆଡୁ, ଆମ୍ଭେ ଏହାକୁ ପରିବର୍ତ୍ତନ କରିପାରବୁ ନାହିଁ।
50 Então, responderam Labão e Betuel: Isto procede do Senhor , nada temos a dizer fora da sua verdade.
51 ଦେଖ, ରିବିକା ତୁମ୍ଭ ସମ୍ମୁଖ ରେ ଅଛି, ତାକୁ ନଇେ ପ୍ରସ୍ଥାନ କର। ସଦାପ୍ରଭୁଙ୍କ ଇଚ୍ଛାନୁସା ରେ ତାକୁ ତୁମ୍ଭ କର୍ତ୍ତାଙ୍କର ପୁତ୍ରଙ୍କୁ ବିବାହ ଦିଅ।
51 Eis Rebeca na tua presença; toma-a e vai-te; seja ela a mulher do filho do teu senhor, segundo a palavra do Senhor .
52 ଯେତବେେଳେ ଅବ୍ରହାମଙ୍କର ଦାସ ଏହା ଶୁଣିଲେ। ସଦାପ୍ରଭୁଙ୍କଠା ରେ ମୁଣ୍ଡ ନୁଆଁଇ ପ୍ରଣାମ କଲେ।
52 Tendo ouvido o servo de Abraão tais palavras, prostrou-se em terra diante do Senhor ;
53 ଏହାପରେ ରିବିକା ପାଇଁ ଆଣିଥିବା ସବୁ ଉପହାର ତାଙ୍କୁ ଦେଲେ। ସେ ମଧ୍ଯ ତାଙ୍କୁ ସୁନ୍ଦର ବସ୍ତ୍ର ଓ ସୁନାରୂପା ଅଳଙ୍କାର ତାଙ୍କୁ ଦେଲେ। ସେ ମଧ୍ଯ ବହୁ ଦାମିକା ଉପହାର ତାଙ୍କ ମା ଓ ଭାଇକୁ ଦେଲେ।
53 e tirou joias de ouro e de prata e vestidos e os deu a Rebeca; também deu ricos presentes a seu irmão e a sua mãe.
54 ଏହାପରେ ସେ ଏବଂ ତାଙ୍କର ଲୋକମାନେ ଖାଇପିଇ ବିଶ୍ରାମ ନେଲେ। ତା'ପର ଦିନ ପ୍ରଭାତରୁ ସମାନେେ ଉଠି କହିଲେ, ବର୍ତ୍ତମାନ ଆମ୍ଭେ ଆମ୍ଭ କର୍ତ୍ତାଙ୍କ ପାଖକୁ ଫରେିୟିବୁ।
54 Depois, comeram, e beberam, ele e os homens que estavam com ele, e passaram a noite. De madrugada, quando se levantaram, disse o servo: Permiti que eu volte ao meu senhor.
55 ରିବିକାର ମା ଓ ଭାଇ କହିଲେ, ରିବିକାକୁ ଆମ ସହିତ କିଛି ଦିନ ରହିବାକୁ ଦିଅ। ତାଙ୍କୁ ଆମ ସହିତ ଆଉ ଦଶଦିନ ରହିବାକୁ ଦିଅ। ଏହାପରେ ସେ ୟାଇପାରିବ।
55 Mas o irmão e a mãe da moça disseram: Fique ela ainda conosco alguns dias, pelo menos dez; e depois irá.
56 କିନ୍ତୁ ତାଙ୍କର ଦାସ କହିଲେ, ମାେତେ ଅପେକ୍ଷା କରିବାକୁ କୁହ ନାହିଁ। ସଦାପ୍ରଭୁ ମାରେ ୟାତ୍ରା ସଫଳ କରିଅଛନ୍ତି। ବର୍ତ୍ତମାନ ମାେତେ ମାରେ କର୍ତ୍ତାଙ୍କ ଗୃହକୁ ଫରେିବାକୁ ଦିଅ।
56 Ele, porém, lhes disse: Não me detenhais, pois o Senhor me tem levado a bom termo na jornada; permiti que eu volte ao meu senhor.
57 ରିବିକାର ଭାଇ ଓ ମା କହିଲେ, ଆମ୍ଭେ ରିବିକାକୁ ପଚାରିବା।
57 Disseram: Chamemos a moça e ouçamo-la pessoalmente.
58 ସମାନେେ ରିବିକାକୁ ଡ଼ାକି ପଚାରିଲେ, ତୁମ୍ଭେ ଏହି ଲୋକ ସହିତ ବର୍ତ୍ତମାନ ୟିବାକୁ ଚାହଁ କି?
58 Chamaram, pois, a Rebeca e lhe perguntaram: Queres ir com este homem? Ela respondeu: Irei.
59 ତେଣୁ ସମାନେେ ଅବ୍ରହାମଙ୍କର ଭୃତ୍ଯ ଏବଂ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କ ସହିତ ରିବିକାକୁ ପଠାଇ ଦେଲେ। ରିବିକାର ସବେୀକା ମଧ୍ଯ ତାଙ୍କ ସହିତ ଗଲା।
59 Então, despediram a Rebeca, sua irmã, e a sua ama, e ao servo de Abraão, e a seus homens.
60 ଯେତବେେଳେ ରିବିକା ସହେି ସ୍ଥାନ ଛାଡ଼ିଲା ସମାନେେ ତାଙ୍କୁ ଆଶୀର୍ବାଦ କରି କହିଲେ,
60 Abençoaram a Rebeca e lhe disseram: És nossa irmã; sê tu a mãe de milhares de milhares, e que a tua descendência possua a porta dos seus inimigos.
61 ଏହାପରେ ରିବିକା ଓ ତାଙ୍କର ସବେୀକା ଓଟଗୁଡ଼ିକ ଉପରେ ଚଢ଼ି ସହେି ମନୁଷ୍ଯର ପେଛ ୟାତ୍ରା କଲେ। ସହେି ଦାସ ରିବିକାକୁ ଘନେି ପ୍ରସ୍ଥାନ କଲା।
61 Então, se levantou Rebeca com suas moças e, montando os camelos, seguiram o homem. O servo tomou a Rebeca e partiu.
62 ଇସ୍ହାକ ଦକ୍ଷିଣ ଦେଶ ରେ ବାସ କରିବାରୁ ବରେ-ଲହଯ-ରୋଯୀ ନାମକ ସ୍ଥାନକୁ ୟାଇ ଫରେି ଆସିଲେ।
62 Ora, Isaque vinha de caminho de Beer-Laai-Roi, porque habitava na terra do Neguebe.
63 ପୁଣି ସଂନ୍ଧ୍ଯା ସମୟରେ ଧ୍ଯାନ କରିବାକୁ କ୍ଷେତ୍ରକୁ ୟାଇଥିଲେ। ଇସ୍ହାକ ଉପରକୁ ଚାହିଁଲା ଦେଖିଲା ଦୂରରୁ ଓଟମାନେ ଆସୁଛନ୍ତି।
63 Saíra Isaque a meditar no campo, ao cair da tarde; erguendo os olhos, viu, e eis que vinham camelos.
64 ରିବିକା ଅନାଇ ଇସ୍ହାକକୁ ଦେଖିଲା, ତା'ପରେ ସେ ଓଟରୁ ଓହ୍ଲାଇ ପଡ଼ିଲା।
64 Também Rebeca levantou os olhos, e, vendo a Isaque, apeou do camelo,
65 ରିବିକା ଦାସକୁ କହିଲା, ଆମ୍ଭମାନଙ୍କୁ ଦେଖି ସାକ୍ଷାତ କରିବାକୁ ଆସୁଥିବା ୟୁବକ କିଏ? ଦାସଟି ଉତ୍ତର ଦେଲେ, “ସେ ହେଉଛନ୍ତି ମୋର କର୍ତ୍ତା।” ତେଣୁ ରିବିକା ମୁହଁକୁ ନିଜର ଓଢ଼ଣାରେ ଆଚ୍ଛାଦନ କଲେ।
65 e perguntou ao servo: Quem é aquele homem que vem pelo campo ao nosso encontro? É o meu senhor, respondeu. Então, tomou ela o véu e se cobriu.
66 ଦାସଟି ଯାହାସବୁ ଘଟିଥିଲା ତାହା ଇ‌ସ୍‌ହାକଙ୍କୁ କହିଲେ।
66 O servo contou a Isaque todas as coisas que havia feito.
67 ଏହା ପରେ ଇ‌ସ୍‌ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇ‌ସ୍‌ହାକର ସ୍ତ୍ରୀ ହେଲେ। ଇ‌ସ୍‌ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇ‌ସ୍‌ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ।
67 Isaque conduziu-a até à tenda de Sara, mãe dele, e tomou a Rebeca, e esta lhe foi por mulher. Ele a amou; assim, foi Isaque consolado depois da morte de sua mãe.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 24, comparar traduções ou montar um estudo — tudo direto pelo WhatsApp.