Gênesis 21
Oriya Bible (GL_ORIYA) vs NVI
1 ସଦାପ୍ରଭୁ ସାରାଙ୍କଠା ରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସପରେି କଲେ।
1 O Senhor foi bondoso com Sara, como lhe dissera, e fez por ela o que prometera.
2 ସାରା ଗର୍ଭବତୀ ହାଇେ ଅବ୍ରହାମଙ୍କ ବାର୍ଦ୍ଧକ୍ଯ ଅବସ୍ଥା ରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ବରଙ୍କ ନିରୁପିତ ସମୟରେ ଘଟିଲା।
2 Sara engravidou e deu um filho a Abraão em sua velhice, na época fixada por Deus em sua promessa.
3 ସାରା ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ, ଏବଂ ଅବ୍ରହାମ ତାଙ୍କର ନାମକରଣ କରି ତା'ର ନାମ ଦେଲେ ଇସ୍ହାକ,
3 Abraão deu o nome de Isaque ao filho que Sara lhe dera.
4 ଅବ୍ରହାମ ପରମେଶ୍ବରଙ୍କ ନିର୍ଦ୍ଦେଶ ଅନୁସାରେ ଇସ୍ହାକକୁ ଠିକ୍ ଆଠଦିନପରେ ସୁନ୍ନତ କଲେ।
4 Quando seu filho Isaque tinha oito dias de vida, Abraão o circuncidou, conforme Deus lhe havia ordenado.
5 ଇସ୍ହାକ ଜନ୍ମ ବଳକେୁ ଅବ୍ରହାମ ଏକଶହ ବର୍ଷ ବଯସ ହାଇେଥିଲା।
5 Estava ele com cem anos de idade quando lhe nasceu Isaque, seu filho.
6 ଏବଂ ସାରା କହିଲା, ପରମେେଶ୍ବର ମାେ ନିମନ୍ତେ ହସ କଲେ ଏବଂ ଯେ ଏହା ଶୁଣିବ ସେ ମଧ୍ଯ ହସିବ।
6 E Sara disse: "Deus me encheu de riso, e todos os que souberem disso rirão comigo".
7 କୌଣସି ଲୋକ ଚିନ୍ତା କଲନୋହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଦନ୍ମ ଦବେି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧବସ୍ଥା ରେ ଏକ ପୁତ୍ର ଦଲେି।
7 E acrescentou: "Quem diria a Abraão que Sara amamentaria filhos? Contudo eu lhe dei um filho em sua velhice! "
8 ଯେ ତବେଳେ ଇସ୍ହାକ ୟଥେଷ୍ଟ ବଡ଼ ହେଲ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆଯୋଜନ କଲେ।
8 O menino cresceu e foi desmamado. No dia em que Isaque foi desmamado, Abraão deu uma grande festa.
9 ହାଗାର ପୁଅ ଖଳେୁଥିବାର ସାରା ଦେଖିଲା। ଯାହା ହାଗାର ମିଶରୀଯ ଏହି ପୁତ୍ର ଅବ୍ରହାମଙ୍କ ଦ୍ବାରା ହାଇେଥିଲା।
9 Sara, porém, viu que o filho que Hagar, a egípcia, dera a Abraão estava rindo de Isaque,
10 ସାରା ଅବ୍ରହାମକୁ କହିଲା, ସହେି ଦାସୀ ଓ ତା'ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତବେେଳେ ଆମ୍ଭେ ମରିୟିବା ମାରେ ପୁତ୍ର ଇସ୍ହାକ ଆମ୍ଭର ଉତ୍ତରାଧିକାରୀ ହବେ। ମୁଁ ସହେି ଦାସୀର ପୁତ୍ର, ଇସ୍ହାକ ସହିତ ଅଂଶ ଅଧିକାର ପାଉ ବୋଲି ଚା ହେଁ ନାହିଁ।
10 e disse a Abraão: "Livre-se daquela escrava e do seu filho, porque ele jamais será herdeiro com o meu filho Isaque".
11 ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଯଲେ ବିଷଯ ରେ ବହୁତ ଭାବିଲେ।
11 Isso perturbou demais Abraão, pois envolvia um filho seu.
12 କିନ୍ତୁ ପରମେଶ୍ବର ଅବ୍ରହାମକୁ କହିଲେ, ତୁମ୍ଭର ସହେି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ଯସ୍ତ ହବୋର ନାହିଁ। ସାରା ଯେପରି ଚାହୁଁଛି ସପରେି କର। ଇସ୍ହାକ ତୁମ୍ଭର ପରିବାରର ନାମ ରଖିବ।
12 Mas Deus lhe disse: "Não se perturbe por causa do menino e da escrava. Atenda a tudo o que Sara lhe pedir, porque será por meio de Isaque que a sua descendência há de ser considerada.
13 କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ଯ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।
13 Mas também do filho da escrava farei um povo; afinal ele é seu descendente".
14 ତା'ପର ଦିନ ପ୍ରତ୍ଯୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲା। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ପଠାଇ ଦେଲେ ସହେି ଜିନିଷ ସହିତ। ହାଗାର ସେ ସ୍ଥାନ ଛାଡ଼ି ବରେଶବୋ ମରୁଭୂମିରେ ଭ୍ରମଣ କଲେ।
14 Na manhã seguinte, Abraão pegou alguns pães e uma vasilha de couro cheia d’água, entregou-os a Hagar e, tendo-os colocado nos ombros dela, despediu-a com o menino. Ela se pôs a caminho e ficou vagando pelo deserto de Berseba.
15 ଯେତବେେଳେ ସମସ୍ତ ପାଣି ଶଷେ ହାଇଗେଲା ହାଗାର ତା'ର ପୁତ୍ରକୁ ଏକ ବୁଦା ତଳେ ରଖିଲା।
15 Quando acabou a água da vasilha, ela deixou o menino debaixo de um arbusto
16 ହାଗାର ସଠାରୁେ କିଛି ଦୂରକୁ ଗଲା, େସତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ୟାଏ। ସଠାେରେ ସେ ୟାଇ ବସି ପଡ଼ିଲା। ହାଗାର ତା'ର ପିଲାଟି ମୃତ୍ଯୁବରଣ କରୁଥିବାର ଦେଖିବାକୁ ଚାହିଁଲା ନାହିଁ। ତେଣୁ ସେ ସଠାେରେ କ୍ରନ୍ଦନ କଲା।
16 e foi sentar-se perto dali, à distância de um tiro de flecha, porque pensou: "Não posso ver o menino morrer". Sentada ali perto, começou a chorar.
17 ପରମେଶ୍ବର ସହେି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ବରଙ୍କର ଦୂତ ସ୍ବର୍ଗରୁ ହାଗାରକୁ କହିଲେ, କ'ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସହେି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି।
17 Deus ouviu o choro do menino, e o anjo de Deus, do céu, chamou Hagar e lhe disse: "O que a aflige, Hagar? Não tenha medo; Deus ouviu o menino chorar, lá onde você o deixou.
18 ୟାଅ ଏବଂ ବାଳକକୁ ସାହାୟ୍ଯ କର। ତା'ର ହାତଧରି ତାକୁ ଆଗଇେ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।
18 Levante o menino e tome-o pela mão, porque dele farei um grande povo".
19 ଏହାପରେ ପରମେଶ୍ବର ହାଗାରକୁ ଏକ କୂପ ଦଖାଇେଲେ। ତେଣୁ ହାଗାର ସହେି କୂପ ପାଖକୁ ୟାଇ ତାଙ୍କର ଥଳି ରେ ପାଣି ଭର୍ତ୍ତିକଲେ। ଏହାପରେ ତାଙ୍କ ପୁତ୍ରକୁ ସେଥିରୁ ପାଣି ପିଇବାକୁ ଦେଲେ।
19 Então Deus lhe abriu os olhos, e ela viu uma fonte. Foi até lá, encheu de água a vasilha e deu de beber ao menino.
20 ପରମେଶ୍ବରଙ୍କର ଦୟାରୁ ସହେି ବାଳକ ବଡ଼ ହେଲା। ଇଶ୍ମାଯଲେ ମରୁଭୂମିରେ ବାସକଲା ଏବଂ ଏକ ଶିକାରୀ ହେଲା। ସେ ଧନୁ ମାରିବା ନିପୂଣଭାବରେ ଶିକ୍ଷା କଲା।
20 Deus estava com o menino. Ele cresceu, viveu no deserto e tornou-se flecheiro.
21 ତାଙ୍କର ମା ତାଙ୍କ ପାଇଁ ଏକ ସ୍ତ୍ରୀ ମିଶର ରେ ଠିକ୍ କଲେ। ସମାନେେ ପାରଣ ନାମକ ମରୁଭୂମିରେ ବାସ କଲେ।
21 Vivia no deserto de Parã, e sua mãe conseguiu-lhe uma mulher da terra do Egito.
22 ଏହାପରେ ଅବିମଲକେ ଏବଂ ଫୀଖୋଲ୍ ନାମକ ଅବା୍ରହାମଙ୍କର ସନୋପତି ଅବ୍ରହାମଙ୍କୁ କହିଲେ, ପରମେଶ୍ବର ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ସହାୟ ଅଟନ୍ତି।
22 Naquela ocasião, Abimeleque, acompanhado de Ficol, comandante do seu exército, disse a Abraão: "Deus está contigo em tudo o que fazes.
23 ତେଣୁ ତୁମ୍ଭେ ମାଠାେ ରେ ପରମେଶ୍ବରଙ୍କ ଆଗ ରେ ପ୍ରତିଜ୍ଞା କର। ତୁମ୍ଭେ ଏହି ପ୍ରତିଜ୍ଞା କର ଯେ ତୁମ୍ଭେ ମାେପ୍ରତି ଓ ମାରେସନ୍ତାନମାନଙ୍କ ପ୍ରତି ବିଶ୍ବାସଘାତ କରିବ ନାହିଁ। ପ୍ରତିଜ୍ଞା କର ତୁମ୍ଭେ ମାେ ପ୍ରତି ଦୟା ଦଖାଇବେ ଏବଂ ମାରେ ଦେଶ ଯେଉଁଠା ରେ ତୁମ୍ଭେ ଏକ ବିଦେଶୀ ପରି ବାସ କରୁଛ। ପ୍ରତିଜ୍ଞା କର ତୁମ୍ଭେ ମାେ ପ୍ରତି ଦୟା କରିବ। ମୁଁ ଯେପରି ତୁମ୍ଭକୁ ଦୟା ଦଖାଇେଛି।
23 Agora, jura-me, diante de Deus, que não vais enganar-me, nem a mim nem a meus filhos e descendentes. Trata a nação que te acolheu como estrangeiro com a mesma bondade com que te tratei".
24 ଏବଂ ଅବ୍ରହାମ କ ହେଲେ, ମୁଁ ପ୍ରତିଜ୍ଞା କରୁଛି।
24 Respondeu Abraão: "Eu juro! "
25 ଏହାପରେ ଅବ୍ରହାମ ଅବିମଲକଠାେ ରେ ଅଭିଯୋଗ କଲେ। କାରଣ ଅବିମଲକରେ ଦାସମାନେ ଏକ କୂଅକୁ କବ୍ଜା ରେ କରି ନଇେଛନ୍ତି।
25 Todavia Abraão reclamou com Abimeleque a respeito de um poço que os servos de Abimeleque lhe tinham tomado à força.
26 କିନ୍ତୁ ଅବିମଲକେ କହିଲେ, ମୁଁ ଜାଣେ ନାହିଁ କିଏ ଏହା କରିଛି। ତୁମ୍ଭେ ଆଗରୁ ମାେତେ ଏବିଷଯ ରେ କିଛି କହିଲ ନାହିଁ। ମୁଁ ଆଜି ଏ ବିଷଯ ରେ ଶୁଣିବାକୁ ପାଇଲି।
26 Mas Abimeleque lhe respondeu: "Não sei quem fez isso. Nunca me disseste nada, e só fiquei sabendo disso hoje".
27 ତେଣୁ ଅବ୍ରହାମ ଓ ଅବିମଲକେ ମଧିଅରେ ଏକ ଚୁକ୍ତି ହେଲା। ଅବ୍ରହାମ ଅବିମଲକେକୁ ଚୁକ୍ତି ରେ ପ୍ରମାଣ ସ୍ବରୂପ କିଛି ମଷେ ଓ ଗୋରୁ ଦେଲେ।
27 Então Abraão trouxe ovelhas e bois, deu-os a Abimeleque, e os dois firmaram um acordo.
28 ଅବ୍ରହାମ ମଧ୍ଯ ମଷେପଲରୁ ସାତଟା ମଷେବତ୍ସା ଅଲଗା କରି ରଖିଲେ।
28 Abraão separou sete ovelhas do rebanho,
29 ଅବିମଲକେ ଅବ୍ରହାମକୁ ପଚ଼ାରିଲେ, କାହିଁକି ତୁମ୍ଭେ ଏହି ସାତଟା ମଷେକୁ ଅଲଗା କଲ?
29 pelo que Abimeleque lhe perguntou: "Que significam estas sete ovelhas que separaste das demais? "
30 ଅବ୍ରହାମ ଉତ୍ତର ଦଲୋ, ମୁଁ ଯେ ଏହି କୂପ ଖାେଳିଅଛି ତହିଁର ପ୍ରମାଣ ନିମନ୍ତେ ମାଠାରୁେ ଏହି ସାତଟା ମଷେ ବତ୍ସା ନବୋକୁ ହବେ।
30 Ele respondeu: "Aceita estas sete ovelhas de minhas mãos como testemunho de que eu cavei este poço".
31 ଏଣୁ ସହେି ସ୍ଥାନର ନାମ ବରେଶବୋ ହେଲା, ସେ ସହେି କୂପର ନାମ ଏପରି ଦେଲେ, କାରଣ ସହେି ସ୍ଥାନ ରେ ଉଭୟ ପ୍ରତିଜ୍ଞା କରିଥିଲେ।
31 Por isso aquele lugar foi chamado Berseba, porque ali os dois fizeram um juramento.
32 ତେଣୁ ଅବ୍ରହାମ ଏବଂ ଅବିମଲକେ ବରେଶବୋଠା ରେ ଏକ ଚୁକ୍ତି କଲେ। ଏହାପରେ ଅବିମଲକେ ଏବଂ ତାଙ୍କର ସନୋପତି ପଲେଷ୍ଟୀୟ ଦେଶକୁ ଫରେିଗଲେ।
32 Firmado esse acordo em Berseba, Abimeleque e Ficol, comandante das suas tropas, voltaram para a terra dos filisteus.
33 ଅବ୍ରହାମ ଏକ ବିଶଷେ ଗଛ ସଠାେରେ ରୋପଣ କଲେ। ସହେି ସ୍ଥାନ ରେ ଅବ୍ରହାମ ଅନାଦି ଅନନ୍ତ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ।
33 Abraão, por sua vez, plantou uma tamargueira em Berseba e ali invocou o nome do Senhor, o Deus Eterno.
34 ଏବଂ ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶ ରେ ବହୁଦିନ ବାସ କଲେ।
34 E morou Abraão na terra dos filisteus por longo tempo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 21, comparar traduções ou montar um estudo — tudo direto pelo WhatsApp.