Gênesis 20

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଏହାପରେ ଅବ୍ରହାମ ସଠାରୁେ ଦକ୍ଷିଣ ଦେଶକୁ ୟାତ୍ରାକରି କାଦେଶ ଓ ଶୁର ରେ ମଧ୍ଯସ୍ଥାନ ରେ ଥାଇ ଗରାର ରେ ବାସ କଲେ।
1 Partindo Abraão dali para a terra do Neguebe, habitou entre Cades e Sur e morou em Gerar.
2 ଯେତବେେଳେ ଗରାର ରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାର ରାଜା ଅବିମଲେକ୍ ଏକଥା ଶୁଣିଲେ। ଅବିମଲକେ ସାହାଙ୍କୁ ଚାହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତକେ ଦାସକୁ ପଠାଇଲେ।
2 Disse Abraão de Sara, sua mulher: Ela é minha irmã; assim, pois, Abimeleque, rei de Gerar, mandou buscá-la.
3 କିନ୍ତୁ ଏକ ରାତି ରେ, ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀ ଲୋକକୁ ଆଣିଛ ସେ ବିବାହିତା।
3 Deus, porém, veio a Abimeleque em sonhos de noite e lhe disse: Vais ser punido de morte por causa da mulher que tomaste, porque ela tem marido.
4 କିନ୍ତୁ ସେ ପର୍ୟ୍ଯନ୍ତ ଅବିମଲକେ ସାରା ସହିତ ସହବାସ କରି ନଥିଲେ। ତେଣୁ ଅବିମଲକେ କହିଲେ, ତୁମ୍ଭେ କ'ଣ ଏକ ନିର୍ ଦୋଷ ବ୍ଯକ୍ତିକୁ ହତ୍ଯା କରିବ?
4 Ora, Abimeleque ainda não a havia possuído; por isso, disse: Senhor, matarás até uma nação inocente?
5 ଅବ୍ରହାମ ନିଜେ ମାେତେ କହିଲେ, 'ଏହି ସ୍ତ୍ରୀ ମାରେଭଉଣୀ' ଏବଂ ସହେି ସ୍ତ୍ରୀ ମଧ୍ଯ କହିଲା, 'ଅବ୍ରହାମ ମାରେ ଭାଇ', ମୁଁ ନିର୍ ଦୋଷ, ମୁଁ ଜାଣି ନଥିଲି। ନିର୍ଦ୍ ଦୋଷତା ରେ ମୁଁ ଏହି କାର୍ୟ୍ଯ କରିଛି।
5 Não foi ele mesmo que me disse: É minha irmã? E ela também me disse: Ele é meu irmão. Com sinceridade de coração e na minha inocência, foi que eu fiz isso.
6 ଏହାପରେ ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ହଁ ମୁଁ ଜାଣେ ତୁମ୍ଭେ ନିର୍ ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମାେ ବିରୁଦ୍ଧ ରେ ପାପ କରିବାକୁ ଦବେି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦଇେ ନଥିଲି।
6 Respondeu-lhe Deus em sonho: Bem sei que com sinceridade de coração fizeste isso; daí o ter impedido eu de pecares contra mim e não te permiti que a tocasses.
7 ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନ୍ନରାଯ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫରୋଇଦିଅ। ଅବ୍ରହାମ ଜଣେ ଭବିଷ୍ଯତ୍ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ଅବ୍ରହାମକୁ ନ ଫରୋଅ ତବେେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ଯୁବରଣ କରିବେ।
7 Agora, pois, restitui a mulher a seu marido, pois ele é profeta e intercederá por ti, e viverás; se, porém, não lha restituíres, sabe que certamente morrerás, tu e tudo o que é teu.
8 ତେଣୁ ତା'ପରଦିନ ପ୍ରଭାତରୁ ଅବିମଲକେ ତାଙ୍କ ଦାସମାନଙ୍କୁ ଡାକିଲେ ଏବଂ ତାଙ୍କର ସ୍ବପ୍ନ ବିଷଯ ରେ କହିଲେ। ଦାସମାନେ ଭୟ ରେ ଥରିଲେ।
8 Levantou-se Abimeleque de madrugada, e chamou todos os seus servos, e lhes contou todas essas coisas; e os homens ficaram muito atemorizados.
9 ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।
9 Então, chamou Abimeleque a Abraão e lhe disse: Que é isso que nos fizeste? Em que pequei eu contra ti, para trazeres tamanho pecado sobre mim e sobre o meu reino? Tu me fizeste o que não se deve fazer.
10 କାହିଁକି ତୁମ୍ଭେ ମାେ ପ୍ରତି ଏପରି ବ୍ଯବହାର କଲ?
10 Disse mais Abimeleque a Abraão: Que estavas pensando para fazeres tal coisa?
11 ଏହାପରେ ଅବ୍ରହାମ କହିଲେ, ଏଠା ରେ କହେି ପରମେଶ୍ବରଙ୍କୁ ଭୟ କରୁନାହିଁ ବୋଲି ପ୍ରାଯ ମୁଁ ଡ଼ାକିଲି। ମୁଁ ଭାବିଲି ଏଠା ରେ କାଳେ କିଏ ମାେତେ ହତ୍ଯାକରି ସାରାକୁ ମାଠାରୁେ ନଇୟିବେ।
11 Respondeu Abraão: Eu dizia comigo mesmo: Certamente não há temor de Deus neste lugar, e eles me matarão por causa de minha mulher.
12 ସେ ମାରେ ସ୍ତ୍ରୀ, କିନ୍ତୁ ସେ ମଧ୍ଯ ମାରେ ଭଉଣୀ। ସେ ହେଉଛନ୍ତି ମାେ ବାପାଙ୍କର ଏକ ଝିଅ। କିନ୍ତୁ ସେ ମାେ ମାର ଝିଅ ନୁହେଁ।
12 Por outro lado, ela, de fato, é também minha irmã, filha de meu pai e não de minha mãe; e veio a ser minha mulher.
13 ପରମେଶ୍ବର ମାେତେ ମାରେ ପିତାଙ୍କ ଗୃହରୁ ଦୂରକୁ ଆଗଇେ ନେଲେ। ପରମେଶ୍ବର ମାେତେ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ବୁଲାଇଲେ। ଏପରି ଯେତବେେଳେ ହେଲା ମୁଁ ସାରାକୁ କହିଲି, 'ଦୟାକରି ମାେ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ୟିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।
13 Quando Deus me fez andar errante da casa de meu pai, eu disse a ela: Este favor me farás: em todo lugar em que entrarmos, dirás a meu respeito: Ele é meu irmão.
14 ତେଣୁ ଅବିମଲକେ ସାରାକ ଅବ୍ରହାମକୁ ଫରୋଇ ଦେଲେ। ଅବିମଲକେ ମଧ୍ଯ ତାଙ୍କୁ କିଛି ମଷେ, ଗାଇ, ଗୋରୁ ଏବଂ କିଛି ସବେକ ଓ ସବେିକାଗଣଙ୍କୁ ଦେଲେ।
14 Então, Abimeleque tomou ovelhas e bois, e servos e servas e os deu a Abraão; e lhe restituiu a Sara, sua mulher.
15 ଏବଂ ଅବିମଲକେ କହିଲେ, ତୁମ୍ଭ ଚତୁପାଶର୍ବକୁ ଚାହଁ ଏହା ମାରେଭୂମି, ତୁମ୍ଭେ ଯେଉଁଠା ରେ ଚାହଁ ସଠାେରେ ରହିପାର।
15 Disse Abimeleque: A minha terra está diante de ti; habita onde melhor te parecer.
16 ଅବିମଲକେ ସାରାକୁ କହିଲା, ମୁଁ ତୁମ୍ଭର ଭାଇକୁ ସହସ୍ର ରୂପା ଖଣ୍ଡ ଦେଉଛି। ମୁଁ ଏପରି କରୁଛି କାରଣ ମୁଁ ଅନୁତପ୍ତ ଯେ ଯାହାକରିଛି ଭୁଲ କରିଛି। ମୁଁ ଚା ହେଁ ପ୍ରେତ୍ୟକକ ଦେଖନ୍ତୁ ଓ ହୃଦ୍ବୋଧ କରନ୍ତୁ ଯେ, ମୁଁ ଠିକ୍ କରୁଛି ବୋଲି।
16 E a Sara disse: Dei mil siclos de prata a teu irmão; será isto compensação por tudo quanto se deu contigo; e perante todos estás justificada.
17 ସଦାପ୍ରଭୁ ଅବିମଲକଙ୍କେର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ଯା କଲେ। ପରମେଶ୍ବର ଏପରି କଲେ କାରଣ ଅବିମଲକେ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନଇେଥିଲେ।
17 E, orando Abraão, sarou Deus Abimeleque, sua mulher e suas servas, de sorte que elas pudessem ter filhos;
18 କିନ୍ତୁ ଅବ୍ରହାମ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ଅବିମଲକେ ତାଙ୍କର ସମସ୍ତ ସ୍ତ୍ରୀ ଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସମାନଙ୍କେର ସନ୍ତାନ ସନ୍ତତି ଜାତ ହେଲ।
18 porque o Senhor havia tornado estéreis todas as mulheres da casa de Abimeleque, por causa de Sara, mulher de Abraão.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 20, comparar traduções ou montar um estudo — tudo direto pelo WhatsApp.