Gênesis 1
Oriya Bible (GL_ORIYA) vs ACF
1 ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।
1 No princípio criou Deus o céu e a terra.
2 ପୃଥିବୀ ସେତବେେଳେ ସଂପୂରନ୍ଭାବେ ଶୂନ୍ଯ ଓ କିଛି ନଥିଲା। ଜଳଭାଗ ଉପରେ ଅନ୍ଧକାର ଘାଡ଼ଇେେ ରଖିଥିଲା ଏବଂ ପରମେଶ୍ବରଙ୍କର ଆତ୍ମା ଜଳଭାଗ
2 E a terra era sem forma e vazia; e havia trevas sobre a face do abismo; e o Espírito de Deus se movia sobre a face das águas.
3 ଉପରେ ବ୍ଯାପ୍ତ ଥିଲା।
3 E disse Deus: Haja luz; e houve luz.
4 ପରମେଶ୍ବର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହାପ ରେ ପରମେଶ୍ବର ଆଲୋକକୁ ଅନ୍ଧକାରରୁ ଅଲଗା କଲେ।
4 E viu Deus que era boa a luz; e fez Deus separação entre a luz e as trevas.
5 ପରମେଶ୍ବର ସହେି ଆଲୋକର ନାମ ଦେଲେ ଦିନ ଏବଂ ଅନ୍ଧକାରର ନାମ ଦେଲେ ରାତି।
5 E Deus chamou à luz Dia; e às trevas chamou Noite. E foi a tarde e a manhã, o dia primeiro.
6 ଏହାପରେ ପରମେଶ୍ବର କହିଲେ, ଜଳ ମଧିଅରେ ବୃହତ ଗମ୍ବୁଜ ଜାତ ହାଇେ ଜଳକୁ ଦୁଇଭାଗ କରୁ!
6 E disse Deus: Haja uma expansão no meio das águas, e haja separação entre águas e águas.
7 ଏହିପରି ପରମେଶ୍ବର ତାରଣେ ନିର୍ମାଣ କଲେ ଏବଂ ତାଣେ ଉପର ଜଳଠାରୁ ତାରଣେ ତଳ ଜଳକୁ ଅଲଗା କଲେ। ତହିଁରେ ସହେିପରି ହେଲା।
7 E fez Deus a expansão, e fez separação entre as águas que estavam debaixo da expansão e as águas que estavam sobre a expansão; e assim foi.
8 ପରମେଶ୍ବର ସହେି ତାରଣେ ନାମ ଦେଲେ ଆକାଶ ତା'ପରେ ସଠାେ ରେ ପ୍ରଭାତ ଏବଂ ସଠାେରେ ସୁର୍ୟ୍ଯାସ୍ତ ହେଲା। ଏବଂ ଏହା ଦି୍ବତୀଯ ଦିନ ଥିଲା।
8 E chamou Deus à expansão Céus, e foi a tarde e a manhã, o dia segundo.
9 ଏହାପରେ ପରମେଶ୍ବର କହିଲେ, ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନ ରେ ସଂଗୃହିତ ହେଉ। ୟଦ୍ବାରା ଭୂମି ଶୁଖିଲା ଦଖାୟିବେ। ଏବଂ ଏହିପରି ହେଲା।
9 E disse Deus: Ajuntem-se as águas debaixo dos céus num lugar; e apareça a porção seca; e assim foi.
10 ପରମେଶ୍ବର ଶୁଖିଲା ଭୂମିର ନାମ ପୃଥିବୀ ଦେଲେ। ଏବଂ ଜଳସମୁହ ଭାଗର ନାମ ଦେଲେ, ସମୁଦ୍ର। ଏହା ପରମେଶ୍ବରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
10 E chamou Deus à porção seca Terra; e ao ajuntamento das águas chamou Mares; e viu Deus que era bom.
11 ପରମେଶ୍ବର କହିଲେ, ପୃଥିବୀ ତୃଣ ଓ ସଜୀବ ଶାକ, ଜୀବ ସମ୍ବଳିତ ନିଜ ନିଜ ଜାତି ଅନୁୟାଯୀ ଫଳ ଉତ୍ପନ୍ନ କରୁ, ଏହିପରି ହେଲା।
11 E disse Deus: Produza a terra erva verde, erva que dê semente, árvore frutífera que dê fruto segundo a sua espécie, cuja semente está nela sobre a terra; e assim foi.
12 ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ଜୀବ ଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସଜୀବ ଫଳ ଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶୁଥିଲା।
12 E a terra produziu erva, erva dando semente conforme a sua espécie, e a árvore frutífera, cuja semente está nela conforme a sua espécie; e viu Deus que era bom.
13 ତହିଁରେ ସଂନ୍ଧ୍ଯା ଓ ପ୍ରାତଃକାଳ ହାଇେ ତୃତୀୟ ଦିବସ ହେଲା।
13 E foi a tarde e a manhã, o dia terceiro.
14 ଏହାପରେ ପରମେଶ୍ବର କହିଲେ, ଆକାଶର ତାରଣେ ରେ ଜ୍ଯୋତିଗଣ ଉତ୍ପନ୍ନ ହୁଅନ୍ତୁ। ସହେି ଜ୍ଯୋତିଗଣ ରାତ୍ରରୁ ଦିନକୁ ପୃଥକ୍ କରିବେ। ସହେି ଜାତିଗେଣ ଋତୁ, ଦିନ ଓ ବର୍ଷଗୁଡ଼ିକର ସମୟକାଳ ଦଖାଇବୋ ପାଇଁ ଚ଼ିହ୍ନ ରୂପେ ବ୍ଯବହୃତ ହବେ।
14 E disse Deus: Haja luminares na expansão dos céus, para haver separação entre o dia e a noite; e sejam eles para sinais e para tempos determinados e para dias e anos.
15 ସହେି ଜାତିଗେଣ ପୃଥିବୀ ରେ ଆଲୋକ ଦବୋ ପାଇଁ ସମାନେେ ତାରଣେ ମଧିଅରେ ଥାନ୍ତୁ। ଏବଂ ଏହିପରି ହେଲା।
15 E sejam para luminares na expansão dos céus, para iluminar a terra; e assim foi.
16 ତେଣୁ ପରମେଶ୍ବର ଦୁଇଟି ମହାଜାତିେ ସୃଷ୍ଟି କଲେ। ପରମେଶ୍ବର ଦିନ ରେ କତ୍ତୁର୍ତ୍ବ କରିବା ପାଇଁ ବଡ଼ ଜ୍ଯୋତି ଓ ରାତ୍ରି ରେ କତ୍ତୁର୍ତ୍ବ କରିବା ପାଇଁ ସାନ ଜାତିେ ନିର୍ମାଣ କଲେ। ପରମେଶ୍ବର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।
16 E fez Deus os dois grandes luminares: o luminar maior para governar o dia, e o luminar menor para governar a noite; e fez as estrelas.
17 ପରମେଶ୍ବର ପୃଥିବୀକୁ ଆଲୋକିତ କରିବା ପାଇଁ ଆକାଶର ତୋରଣର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।
17 E Deus os pôs na expansão dos céus para iluminar a terra,
18 ପରମେଶ୍ବର ଦୀପ୍ତିଗଣଙ୍କୁ ଆକାଶ ମଣ୍ଡଳ ରେ ଦିନ ଓ ରାତ୍ରିକୁ କତ୍ତୁର୍ତ୍ବ କରିବା ପାଇଁ ସ୍ଥାପନ କଲେ। ଏହି ଜାତିଗେଣ ଅନ୍ଧକାରରୁ ଆଲୋକକୁ ପୃଥକ୍ କଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।
18 E para governar o dia e a noite, e para fazer separação entre a luz e as trevas; e viu Deus que era bom.
19 ଏହାପରେ ସଂନ୍ଧ୍ଯା ଏବଂ ସକାଳ ହେଲା। ଏହା ଚ଼ତୁର୍ଥ ଦିବସ ଥିଲା।
19 E foi a tarde e a manhã, o dia quarto.
20 ଏହାପରେ ପରମେଶ୍ବର କହିଲେ, ଜଳ ଜୀବିତ ପ୍ରାଣୀ ରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତାରଣେ ତଳେ ଉଡ଼ନ୍ତୁ।
20 E disse Deus: Produzam as águas abundantemente répteis de alma vivente; e voem as aves sobre a face da expansão dos céus.
21 ତେଣୁ ପରମେଶ୍ବର ନିଜ ନିଜ ଜାତି ପ୍ରକା ରେ ସୃଷ୍ଟି କଲେ, ବୃହତ୍ ସାମୁଦ୍ରିକ ଜୀବ ଓ ଅନ୍ୟ ଜୀବ ଯେଉଁମାନେ ସମୁଦ୍ର ରେ ରହନ୍ତି। ପରମେଶ୍ବର ଆକାଶ ରେ ଉଡ଼ୁଥିବା ବିଭିନ୍ନ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ। ଏହା ପରମେଶ୍ବର ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।
21 E Deus criou as grandes baleias, e todo o réptil de alma vivente que as águas abundantemente produziram conforme as suas espécies; e toda a ave de asas conforme a sua espécie; e viu Deus que era bom.
22 ପରମେଶ୍ବର ପ୍ରାଣୀମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ବର ସମାନଙ୍କେୁ କହିଲେ, ବହୁବଂଶ ହାଇେ ସମୁଦ୍ର ଜଳକୁ ପରିପୂର୍ଣ୍ଣ କର। ପୃଥିବୀ ରେ ପକ୍ଷୀଗଣ ବହୁସଂଖ୍ଯକ ହୁଅନ୍ତୁ।
22 E Deus os abençoou, dizendo: Frutificai e multiplicai-vos, e enchei as águas nos mares; e as aves se multipliquem na terra.
23 ସଂନ୍ଧ୍ଯା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା।
23 E foi a tarde e a manhã, o dia quinto.
24 ଏହାପରେ ପରମେଶ୍ବର କହିଲେ, ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ ରଣେୀ ଅନୁସାରେ ବନ୍ଯଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ। ଏହାପରେ ସହେିପରି ହେଲା।
24 E disse Deus: Produza a terra alma vivente conforme a sua espécie; gado, e répteis e feras da terra conforme a sua espécie; e assim foi.
25 ଏହିପରି ପରମେଶ୍ବର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟିକେଲ। ପରମେଶ୍ବର ସମସ୍ତ ଜିବୀତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରେତ୍ୟକକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।
25 E fez Deus as feras da terra conforme a sua espécie, e o gado conforme a sua espécie, e todo o réptil da terra conforme a sua espécie; e viu Deus que era bom.
26 ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।
26 E disse Deus: Façamos o homem à nossa imagem, conforme a nossa semelhança; e domine sobre os peixes do mar, e sobre as aves dos céus, e sobre o gado, e sobre toda a terra, e sobre todo o réptil que se move sobre a terra.
27 ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।
27 E criou Deus o homem à sua imagem; à imagem de Deus o criou; homem e mulher os criou.
28 ସେଥିପାଇଁ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କଲେ ଏବଂ କହିଲେ, ବହୁତ ସନ୍ତାନ ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀ ରେ ଶାସନ କର, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳ ରେ ଥିବା ମତ୍ସ୍ଯଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚ଼ର ପ୍ରାଣୀ ଗଣ ଉପରେ ଶାସନ କର।
28 E Deus os abençoou, e Deus lhes disse: Frutificai e multiplicai-vos, e enchei a terra, e sujeitai-a; e dominai sobre os peixes do mar e sobre as aves dos céus, e sobre todo o animal que se move sobre a terra.
29 ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜ ଉତ୍ପାଦକ ଗଛ ଦେଉଛି ଏବଂ ପ୍ରେତ୍ୟକକ ଗଛ ଯାହାର ଫଳ ମଧିଅରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହବେ।
29 E disse Deus: Eis que vos tenho dado toda a erva que dê semente, que está sobre a face de toda a terra; e toda a árvore, em que há fruto que dê semente, ser-vos-á para mantimento.
30 ସମସ୍ତ ଚ଼ାରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦଲେି, ଆକାଶ ରେ ଉଡ଼ୁଥିବା ପ୍ରେତ୍ୟକକ ପକ୍ଷୀ, ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ଏବଂ ପ୍ରେତ୍ୟକକ ଜୀବନ୍ତ ଏବଂ ନିଶ୍ବାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦଲେି। ଏବଂ ଏହିପରି ହେଲା।
30 E a todo o animal da terra, e a toda a ave dos céus, e a todo o réptil da terra, em que há alma vivente, toda a erva verde será para mantimento; e assim foi.
31 ପରମେଶ୍ବର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।
31 E viu Deus tudo quanto tinha feito, e eis que era muito bom; e foi a tarde e a manhã, o dia sexto.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 1, comparar traduções ou montar um estudo — tudo direto pelo WhatsApp.