Gênesis 16

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀଯ ଦାସୀ ଥିଲା।
1 Sarai, mulher de Abrão, não lhe tinha dado filho; mas, possuindo uma escrava egípcia, chamada Agar,
2 ସାରୀ ଅବ୍ରାମକୁ କହିଲା, ସଦାପ୍ରଭୁ ମାେତେ ସନ୍ତାନ ସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାଯ ତା' ମାଧ୍ଯମ ରେ ମୁଁ ଏକ ପୁତ୍ର ପାଇ ପାରିବି।
2 disse a Abrão: "Eis que o Senhor me fez estéril; rogo-te que tomes a minha escrava, para ver se, ao menos por ela, eu posso ter filhos." Abrão aceitou a proposta de Sarai.
3 ଅବ୍ରାମ କିଣାନ ଦେଶ ରେ ଦଶ ବର୍ଷ କଟାଇଲାପରେ ଏହିପରି ହାଇେଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀଯ ଦାସୀ ହାଗାରକୁ ତାଙ୍କ ସ୍ବାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳ ରେ ସେ ତା' ସହିତ ସହବାସ କରିପାରିବ।
3 Sarai tomou, pois, sua escrava, Agar, a egípcia, passado dez anos que Abrão habitava a terra de Canaã, e deu-a por mulher a Abrão, seu marido.
4 ହାଗାର ଅବ୍ରାମଙ୍କ ଦ୍ବାରା ଗର୍ଭବତୀ ହେଲା। ଯେତବେେଳେ ହାଗାର ଏପରି ଜାଣିଲା ତା'ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦଲୋ ନାହିଁ।
4 Este aproximou-se de Agar e ela concebeu. Agar, vendo que tinha concebido, começou a desprezar a sua senhora.
5 କିନ୍ତୁ ସାରା ଅବ୍ରାମଙ୍କୁ କହିଲା ଏହା ତୁମ୍ଭର ଭୁଲ ଯେ ମାରେ ଦାସୀ ମାେତେ ଖରାପ ବ୍ଯବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦଇେଥିଲି, ତା'ପରେ ସେ ଗର୍ଭବତୀ ହେଲା ଏବଂ ଏହାପରେ ସେ ମାେତେ ଯେତିକି ସମ୍ମାନ ଦବୋ ଉଚିତ୍ ସତେିକି ସମ୍ମାନ ଦେଉ ନାହିଁ। ମୁଁ ଚାହୁଁଛି ସଦାପ୍ରଭୁ ତୁମ୍ଭ ଓ ମାରେବିଚାର କରନ୍ତୁ।
5 Então Sarai disse a Abrão: "Caia sobre ti o ultraje que me é feito! Dei-te minha escrava, e ela, desde que concebeu, olha-me com desprezo. O Senhor seja juiz entre mim e ti!"
6 କିନ୍ତୁ ଅବ୍ରାମ ସାରୀକୁ କହିଲେ, ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା'ପ୍ରତି ଯାହା ଚାହଁ ତାହା କରିପାର। ତେଣୁ ସାରୀ ତା' ପ୍ରତି କଠିନ ବ୍ଯବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।
6 Abrão respondeu-lhe: "Tua escrava está em teu poder, faze dela o que quiseres." E Sarai maltratou-a de tal forma que ela teve de fugir.
7 ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।
7 O anjo do Senhor, encontrando-a no deserto junto de uma fonte que está no caminho de Sur,
8 ସଦାପ୍ରଭୁଙ୍କର ଦୂତ କହିଲେ, ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?
8 disse-lhe: "Agar, escrava de Sarai, donde vens? E para onde vais?" "Eu fujo de Sarai, minha senhora", respondeu ela.
9 ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, ତୁମ୍ଭର ମାଲିକାଣୀ ପାଖକୁ ଫରେିୟାଅ ଓ ନିଜକୁ ତା'ର ପାଖ ରେ ସମର୍ପଣ କର।
9 "Volta para a tua senhora, tornou o anjo do Senhor, e humilha-te diante dela."
10 ସଦାପ୍ରଭୁଙ୍କର ଦୂତ ହାଗାରକୁ ମଧ୍ଯ କହିଲେ, ତୁମ୍ଭର ଅନକେ ବଂଶଧର ଜନ୍ମ ହବେେ। ସମାନଙ୍କେୁ ଗଣି ହବେ ନାହିଁ।
10 E ajuntou: "Multiplicarei tua posteridade de tal forma, e será tão numerosa, que não se poderá contar."
11 ସଦାପ୍ରଭୁଙ୍କର ଦୂତ ମଧ୍ଯ ଏପରି କହିଲେ, ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ। ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ। ତୁମ୍ଭେ ତା'ର ନାମ ଇଶ୍ମାଯଲେ ଦବେ। କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତବେେଳେ ଦୁଃଖ ପାଉଥିଲ।
11 Disse ainda mais: "Estás grávida, e vais dar à luz um filho: dar-te-ás o nome de Ismael, porque o Senhor te ouviu na tua aflição.
12 ତୁମ୍ଭର ପୁତ୍ର ବନ୍ଯ ଗଦ୍ଧର୍ଭ ଭଳି ଜୀବନୟାପନ କରିବ। ତା'ର ହସ୍ତ ସମସ୍ତଙ୍କ ବିରୁଦ୍ଧ ରେ ଓ ସମସ୍ତଙ୍କର ହସ୍ତ ତା'ର ବିରୁଦ୍ଧ ରେ ଥିବ। ଏବଂ ସେ ତା'ର ଭାଇମାନଙ୍କ ସମ୍ମୁଖ ରେ ବାସ କରିବ।
12 Este menino será como um jumento bravo: sua mão se levantará contra todos e a mão de todos contra ele, e levantará sua tenda defronte de todos os seus irmãos."
13 ଏହାପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, ଯେଉଁ ପରମେଶ୍ବର ମାେତେ ଦେଖନ୍ତି ସେ (ସ୍ତ୍ରୀ) ଏହା କହିଲା, କାରଣ ସେ ଚିନ୍ତା କଲା, ମୁଁ କଣ ପ୍ରକୃତ ରେ ତାଙ୍କୁ ଏଠା ରେ ଦେଖିଲି ୟିଏ ମତେ ଦେଖନ୍ତି?
13 Agar deu ao Senhor, que lhe tinha falado, o nome: Vós sois El-roí, "porque, dizia ela, não vi eu aqui mesmo o Deus que me via?"
14 ତେଣୁ ସହେି କୂପର ନାମ ବରେଲହଯ-ରୋଯୀ ରଖିଲା। ସହେି କୂପ କାଦେଶ ଓ ବରଦେ ମଧିଅରେ ଅଛି।
14 E por isso deu-se àquele poço o nome de poço Lahai-roí; ele se encontra entre Cadés e Barad.
15 ହାଗାର ଅବ୍ରାମର ପୁତ୍ରକୁ ଜନ୍ମ ଦଲୋ ଏବଂ ଅବ୍ରାମ ତା'ର ନାମ ଇଶ୍ମାଯଲେ ଦେଲେ।
15 Agar deu à luz um filho a Abrão, o qual lhe pôs o nome de Ismael.
16 ଅବ୍ରାମ ଛଯାଅଶି ବର୍ଷ ହାଇେଥିଲେ, ଯେତବେେଳେ ଇଶ୍ମାଯଲେ ହାଗାର ଠାରୁ ଜନ୍ମ ଲାଭ କଲା।
16 Abrão tinha a idade de oitenta e seis anos quando Agar lhe deu à luz Ismael.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 16, comparar traduções ou montar um estudo — tudo direto pelo WhatsApp.