Gênesis 14

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଶିନିଯରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରିଯୋକ ରାଜା ଥିଲେ। କଦର୍ଲାଯୋମର ଇଲାମର ରାଜା ଥିଲେଓ ଗୋଯିମର ତିଦିଯଲର ରାଜା ଥିଲେ।
1 Naquele tempo Anrafel, rei de Sinar, Arioque, rei de Elasar, Quedorlaomer, rei de Elão, e Tidal, rei de Goim,
2 ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହ ମାରେର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋଯିମର ରାଜା ଶିମବରେ ଓ ବିଲାର, ସୋଯରର ରାଜାଙ୍କ ସହିତ ୟୁଦ୍ଧ କଲେ।
2 fizeram guerra contra Bera, rei de Sodoma, contra Birsa, rei de Gomorra, contra Sinabe, rei de Admá, contra Semeber, rei de Zeboim, e contra o rei de Bela, também chamada de Zoar.
3 ଏହି ସମସ୍ତ ରାଜାମାନେ ସମାନଙ୍କେର ସୈନ୍ଯମାନଙ୍କୁ ସୀଦ୍ଦୀମ ଉପତ୍ୟକା ରେ ଉପସ୍ଥିତ କରାଇଲେ। ସହେି ସୀଦ୍ଦୀମ ଉପତ୍ୟକା ବର୍ତ୍ତମାନ ଲବଣ ସମୁଦ୍ର।
3 Todos estes se ajuntaram no vale de Sidim, onde fica o mar Salgado.
4 ଏହି ରାଜାମାନେ ବାରବର୍ଷ ପର୍ୟ୍ଯନ୍ତ କଦର୍ଲାଯୋମର ରାଜାଙ୍କର ବଶୀଭୂତ ରହି ତ୍ରଯୋଦଶ ବର୍ଷ ରେ ତାଙ୍କର ବିଦ୍ରୋହି ହାଇେଥିଲେ।
4 Durante doze anos serviram Quedorlaomer, porém no décimo terceiro eles se rebelaram.
5 ଏହିପରି ଚତୁର୍ଦ୍ଦଶ ବର୍ଷ ରେ କଦର୍ଲାଯୋମର ରାଜା ଓ ୟୋଉଁ ରାଜାମାନେ ତାଙ୍କ ସହିତ ଥିଲେ ଆସି ଅସ୍ତରୋତ୍କର୍ଣ୍ଣଯିମ ରେ ରଫାଯୀମ ଲୋକମାନଙ୍କୁ ଏବଂ ହମ ରେ ସୁଷୀଯ ଲୋକମାନଙ୍କୁ ପରାସ୍ତ କଲେ। ଶାବିକିରିଯାଥଯିମ ରେ ଏମୀଯ ଲୋକମାନଙ୍କୁ ପରାସ୍ତ କଲେ।
5 No décimo quarto ano, veio Quedorlaomer e os reis que estavam com ele e derrotaram os refains em Asterote-Carnaim, e os zuzins em Hã, e os emins em Savé-Quiriataim,
6 ପ୍ରାନ୍ତର ନିକଟସ୍ଥ ଏଲ୍ପାରଣ ପର୍ୟ୍ଯନ୍ତ ସଯେୀର ପର୍ବତ ନିବାସୀ ହୋରୀଯ ଲୋକମାନଙ୍କୁ ଜଯ କଲେ।
6 e os horeus no seu monte Seir, até El-Parã, que está junto ao deserto.
7 ଏବାପରେ ରାଜା କଦର୍ଲାଯୋମର ସଠାରୁେ ଫରେି ଐଣ୍ମିସ୍ପଟ୍ ଅର୍ଥାତ କାଦେଶକୁ ୟାଇ ଅମାଲାକୀଯ ଲୋକମାନଙ୍କୁ ସମସ୍ତ ଦେଶ ଏବଂ ହତ୍-ସସୋନ୍ ତାମର ନିବାସୀ ଇ ମାରେୀଯ ଲୋକମାନଙ୍କୁ ପରାସ୍ତ କଲେ।
7 De volta passaram em En-Mispate, que é Cades, e conquistaram toda a terra dos amalequitas e dos amorreus, que moravam em Hazazom-Tamar.
8 ସହେି ସମୟରେ ସଦୋମର ରାଜା, ହ ମାରେର ରାଜା, ଅଦ୍ମାର ରାଜା, ସବୋଯିମର ରାଜା ଓ ବଲାର ଅର୍ଥାତ୍ ସୋଯ ରେ ରାଜା ଏହି ପାଞ୍ଚ ରାଜା ଏବଂ ତାଙ୍କର ସୈନ୍ଯଗଣ ଏକତ୍ରିତ ହେଲେ। ସମାନେେ ସୀଦ୍ଦୀମ ଉପତ୍ୟକାକୁ ୟୁଦ୍ଧ କରିବାକୁ ଗଲେ।
8 Então saíram os reis de Sodoma, de Gomorra, de Admá, de Zeboim e de Bela, que é Zoar, e se prepararam para a batalha contra eles no vale de Sidim,
9 ସମାନେେ ଏଲମର ରାଜା କଦର୍ଲାଯୋମର ଓ ଗୋଯିମର ତିଦିଯଲର ରାଜା ଓ ଶିନିଯରର ଅମ୍ରାଫଲ୍ର ରାଜା ଓ ଇଲ୍ଲାସରର ରାଜା। ଏହି ଚ଼ାରି ଜଣ ରାଜା ପାଞ୍ଚଙ୍କ ବିରୁଦ୍ଧ ରେ।
9 contra Quedorlaomer, rei de Elão, contra Tidal, rei de Goim, contra Anrafel, rei de Sinar, contra Arioque, rei de Elasar. Eram quatro reis contra cinco.
10 ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।
10 Ora, o vale de Sidim estava cheio de poços de betume. Os reis de Sodoma e de Gomorra fugiram. Alguns caíram nesses poços, e os restantes fugiram para um monte.
11 ଏଥିପାଇଁ ସମାନେେ ସଦୋମ ଓ ହ ମାରୋର ସମସ୍ତ ସମ୍ପତ୍ତି ଏବଂ ଭକ୍ଷ ଲୁଟିନଇେ ପଳାଇଗଲେ।
11 Os reis vitoriosos pegaram todos os bens de Sodoma e de Gomorra e todo o seu mantimento e se foram.
12 ଅବ୍ରାମର ଭାତୃ ପୁତ୍ର ଲୋଟ ସଦୋମ ରେ ବାସ କରୁଥିଲା ଏବଂ ଶତୃମାନେ ତାହାକୁ ବନ୍ଦୀ କଲେ। ଏବଂ ଶତୃଗଣ ତାଙ୍କର ସମସ୍ତ ସମ୍ପତ୍ତି ଲୁଟି ନେଲେ।
12 Apossaram-se também de Ló, sobrinho de Abrão, que morava em Sodoma, e dos seus bens; e partiram.
13 ସେତବେେଳେ ଜଣେ ପଳାତକ ଏବ୍ରୀଯ ଅବ୍ରାମଙ୍କୁ ସମାଚ଼ାର ଦଲୋ। ସହେି ସମୟରେ ଅବ୍ରାମ ଇଷ୍କୋଲର ଓ ଆନରରେ ଭ୍ରାତା ଇ ମାରେୀଯ ମମ୍ରିର ଆଲୋନ ବୃକ୍ଷମୂଳେ ବାସ କରୁଥିଲେ। ସମାନେେ ମଧ୍ଯ ଅବ୍ରାମଙ୍କର ସହାୟ ଥିଲେ।
13 Porém um homem que conseguiu escapar veio e contou tudo a Abrão, o hebreu. Este morava junto dos carvalhais de Manre, o amorreu, irmão de Escol e de Aner, os quais eram aliados de Abrão.
14 ଯେତବେେଳେ ଅବ୍ରାମ ନିଜର ଜ୍ଞାତି ଧରା ହାଇେ ୟିବାର ସମାଚ଼ାର ଶୁଣିଲେ। ଅବ୍ରାମ ତା'ର ସମସ୍ତ ପରିବାରକୁ ଏକତ୍ରିତ କଲେ। ସଠାେରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତୃମାନଙ୍କ ପେଛ ପେଛ ଗୋଡ଼ଇେ ଗୋଡ଼ଇେ ଦାନ ନଗର ପର୍ୟ୍ଯନ୍ତ ଗଲେ।
14 Quando Abrão soube que o seu sobrinho estava preso, fez sair trezentos e dezoito homens dos mais capazes, nascidos em sua casa, e perseguiu os inimigos até Dã.
15 ସହେି ରାତ୍ରି ରେ ସିଏ ଓ ତାଙ୍କର ସୈନ୍ଯମାନେ ସମସ୍ତେ ମିଶି ତାଙ୍କର ଶତୃମାନଙ୍କ ବିରୁଦ୍ଧ ରେ ଅତର୍କିତ ଆକ୍ରମଣ କଲେ। ସମାନେେ ତାଙ୍କୁ ପରାସ୍ତ କରି ତାଙ୍କୁ ଗୋଡ଼ଇେ ଗୋଡ଼ଇେ ଦମ୍ମସକରେ ଉତ୍ତର ସ୍ଥିତ ହାବୋ ପର୍ୟ୍ଯନ୍ତ ଗୋଡ଼ାଇଲେ।
15 E, de noite, Abrão dividiu os seus homens em grupos, derrotou os inimigos e os perseguiu até Hobá, que fica ao norte de Damasco.
16 ଏହାପରେ ସେ ତାଙ୍କର ଭାତୃ ପୁତ୍ର ଲୋଟ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଏବଂ ସୈନ୍ଯଗଣଙ୍କୁ ବାହୁଡ଼ାଇ ଆଣିଲେ।
16 Trouxe de novo todos os bens, e também o seu sobrinho Ló, os bens dele, e ainda as mulheres, e o povo.
17 ତା'ପରେ ଅବ୍ରାମ କଦର୍ଲାଯୋମରକୁ ଓ ତାଙ୍କର ସହାୟ ରାଜାଗଣଙ୍କୁ ଜଯ କରି ବାହୁଡ଼ିବା ପରେ ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍ ରାଜାର ପଦାକୁ ଗମନ କଲେ।
17 Quando Abrão regressava, depois de derrotar Quedorlaomer e os reis que estavam com ele, o rei de Sodoma foi ao encontro dele no vale de Savé, que é o vale do Rei.
18 ଶାଲମର ରାଜା ମଲ୍କୀଷଦକେ ଅବ୍ରାହାମକୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ବରଙ୍କର ଯାଜକ। ମଲକୀଷଦକେ ରୋଟୀ ଓ ଦ୍ରାକ୍ଷାରସ ଘନେି ଆସିଲେ।
18 E Melquisedeque, rei de Salém, trouxe pão e vinho. Ele era sacerdote do Deus Altíssimo.
19 ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, ଅବ୍ରାମ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ବରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।
19 Ele abençoou Abrão e disse: “Abrão seja abençoado pelo Deus Altíssimo, que criou os céus e a terra.
20 ସର୍ବୋପରିସ୍ଥ ପରମେଶ୍ବର ଧନ୍ଯ ହୁଅନ୍ତୁ ୟିଏ ତୁମ୍ଭର ଶତୃଗଣଙ୍କୁ ତୁମ୍ଭ ହସ୍ତ ରେ ଦେଲେ।
20 E bendito seja o Deus Altíssimo, que entregou os adversários de você nas suas mãos.” E Abrão deu a Melquisedeque o dízimo de tudo.
21 ଏହାପରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ ମାତ୍ର ମନୁଷ୍ଯସକଳ ଆମ୍ଭକୁ ଦିଅ।
21 Então o rei de Sodoma disse a Abrão: — Dê-me as pessoas e fique com os bens para você.
22 କିନ୍ତୁ ଅବ୍ରାମ ସଦୋମର ରାଜାଙ୍କୁ ଉତ୍ତର ଦଇେ କହିଲେ, ମୁଁ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ହସ୍ତ ଉଠାଇ କହିଅଛି ଯେ,
22 Mas Abrão lhe respondeu: — Juro pelo
23 ମୁଁ ପ୍ରତିଜ୍ଞା କରିଛି ଯେ ମୁଁ ତୁମ୍ଭର କିଛି ରଖିବୀ ନାହିଁ। ଏପରିକି ତୁମ୍ଭ ପାଖ ରେ ଥିବା ସୂତା କିମ୍ବା ଜୋତାର ବନ୍ଧନୀ ମଧ୍ଯ ନବେି ନାହିଁ। ମୁଁ ତୁମ୍ଭକୁ କହିବାକୁ ଚା ହେଁ ନାହିଁ, 'ମୁଁ ଅବ୍ରାମଙ୍କୁ ଧନି କରିଛି।'
23 que nada tomarei de tudo o que é seu, nem um fio, nem uma correia de sandália, para que você não diga: “Fui eu que enriqueci Abrão.”
24 କବଳେ ମାରେ ୟୁବକମାନେ ଯାହା ଭୋଜନ କରି ଅଛନ୍ତି ତାହା ନବେି। ପୁଣି ମାହେର ଯେଉଁ ସହାୟକଗଣ ସଙ୍ଗ ରେ ୟାଇଥିଲେ ସମାନେେ ଅର୍ଥାତ୍ ଆନରେ ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ଯ ଗ୍ରହଣ କରନ୍ତୁ।
24 Nada quero para mim, a não ser o que os rapazes comeram e a parte que toca a Aner, Escol e Manre, os homens que foram comigo; que estes fiquem com a parte deles.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gênesis 14, comparar traduções ou montar um estudo — tudo direto pelo WhatsApp.