Gênesis 13
Oriya Bible (GL_ORIYA) vs VC
1 ତେଣୁ ଅବ୍ରାମ ମିଶର ପରିତ୍ଯାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷଧରି ଲୋଟ ସହିତ ନଗେଭେକୁ ୟାତ୍ରା କଲେ।
1 Abrão voltou do Egito para Negeb com sua mulher e tudo o que lhe pertencia. Lot o acompanhava.
2 ଅବ୍ରାମ ପଶୁ ଓ ସୁନାରୂପା ରେ ଅତି ଧନବାନ ଥିଲେ।
2 Abrão era muito rico em rebanhos, prata e ouro.
3 ଅବ୍ରାମ ତାଙ୍କର ୟାତ୍ରା ଚ଼ାଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥଲେ ଆଡ଼କୁ ଗଲେ। ସେ ବୈଥଲେ ଓ ଅଯର ମଧ୍ଯବର୍ତ୍ତୀ ଯେଉଁ ସ୍ଥାନ ରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହାଇେଥିଲା ସହେିଠାକୁ ଗଲେ।
3 Ele foi de acampamento em acampamento de Negeb até Betel, ao lugar onde já uma vez armara sua tenda, entre Betel e Hai,
4 ସହେି ସ୍ଥାନ ରେ ପୂର୍ବରୁ ଅବ୍ରାମ ଏକ ୟଜ୍ଞବଦେୀ ନିର୍ମାଣ କରିଥିଲେ। ତେଣୁ ସଠାେରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା କଲେ।
4 no lugar onde se encontrava o altar que havia edificado antes. Ali invocou o nome do Senhor.
5 ସହେି ସମୟରେ ଲୋଟ ମଧ୍ଯ ଅବ୍ରାମଙ୍କ ସହିତ ୟାତ୍ରା କରୁଥିଲେ। ଲୋଟଙ୍କର ମଧ୍ଯ ମଷେ, ପଶୁପଲ ଓ ତମ୍ବୁ ଥିଲା।
5 Lot, que acompanhava Abrão, possuía também ovelhas, bois e tendas,
6 ଅବ୍ରାମ ଓ ଲୋଟଙ୍କର ବହୁତ ପଶୁ ଓ ତମ୍ବୁମାନ ଥିବାରୁ ସମାନେେ ସଠାେରେ ଆଉ ଏକତ୍ର ବାସ କରିବା ଉପଯୋଗୀ ହେଲାନାହିଁ।
6 e a região não lhes bastava para aí se estabelecerem juntos.
7 ସହେି ସମୟରେ ସଠାେରେ କିଣାନୀଯ ଓ ପିରିଜୀଯ ଲୋକମାନେ ସଠାେରେ ବାସ କରୁଥିଲେ। ଅବ୍ରାମଙ୍କର ଓ ଲୋଟଙ୍କର ମଷେପାଳକମାନଙ୍କ ମଧିଅରେ ଝଗଡ଼ା ହେଲା।
7 Por isso houve uma contenda entre os pastores dos rebanhos de Abrão e os dos rebanhos de Lot. Os cananeus e os ferezeus habitavam então naquela terra.
8 ତେଣୁ ଅବ୍ରାମ ଲୋଟଙ୍କୁ କହିଲେ, ତୁମ୍ଭେ ଆମ୍ଭ ମଧିଅରେ କଳହ ହବୋ ଉଚ଼ିତ ନୁହେଁ। ତୁମ୍ଭର ଲୋକ ଓ ମାେ ଲୋକ ମଧିଅରେ କଳହ ହବୋ ଠାକ୍ ନୁହେଁ କାରଣ ଆମ୍ଭମାନେେ ପରସ୍ପର ଭାଇ।
8 Abrão disse a Lot: "Rogo-te que não haja discórdia entre mim e ti, nem entre nossos pastores, pois somos irmãos.
9 ଏହା ଉତ୍ତମ ଯେ, ଆମ୍ଭେ ଅଲଗା ଭାବରେ ବାସ କରିବା ଉଚ଼ିତ୍। ତୁମ୍ଭର ଇଛା ଅନୁସାରେ ତୁମ୍ଭେ ସ୍ଥାନ ବାଛ। ତୁମ୍ଭେ ଯଦି ଉତ୍ତରକୁ ୟିବ ତବେେ ମୁଁ ଦକ୍ଷିଣକୁ ୟିବି। ତୁମ୍ଭେ ଯଦି ଦକ୍ଷିଣକୁ ୟିବ ତବେେ ମୁଁ ଉତ୍ତରକୁ ୟିବି।
9 Eis aí toda a terra diante de ti; separemo-nos. Se fores para a esquerda, eu irei para a direita; se fores para a direita, eu irei para esquerda."
10 ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।
10 Lot, levantando os olhos, viu que a toda a planície de Jordão era regada de água {o Senhor não tinha ainda destruído Sodoma e Gomorra} como o jardim do Senhor, como a terra do Egito ao lado de Tsoar.
11 ତେଣୁ ଲୋଟ ୟର୍ଦ୍ଦନ ଉପତ୍ୟକାକୁ ବାଛିଲେ। ଏହି ଦୁଇଲୋକ ଅଲଗା ହାଇଗେଲେ ଓ ଲୋଟ ପୂର୍ବଦିଗକୁ ୟାତ୍ରା କଲେ।
11 Lot escolheu toda a planície do Jordão e foi para o oriente. Foi assim que se separam um do outro.
12 ଅବ୍ରାମ କିଣାନୀଯଙ୍କ ଦେଶ ରେ ରହିଲେ ଏବଂ ଲୋଟ ଉପତ୍ୟକା ନଗରୀ ରେ ବାସ କଲେ। ଲୋଟ ଅଧିକରୁ ଅଧିକ ସଦୋମ ପାଖକୁ ତାଙ୍କର ଛାଉଣୀକୁ ନଇଗେଲେ।
12 Abrão fixou-se na terra de Canaã, e Lot nas cidades da planície, onde levantou suas tendas até Sodoma.
13 ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।
13 Ora, os habitantes de Sodoma eram perversos, e grandes pecadores diante do Senhor.
14 ଲୋଟ ଗଲାପରେ, ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭର ଚ଼ତୁପାଶର୍ବକୁ ଦେଖ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ଦେଖ।
14 O Senhor disse a Abrão depois que Lot o deixou: "Levanta os olhos, e do lugar onde estás, olha para o norte e para o sul, para o oriente e para o ocidente.
15 ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖ ରେ ତୁମ୍ଭେ ଚ଼ିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦବେି।
15 Toda a terra que vês, eu a darei a ti e aos teus descendentes para sempre.
16 ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।
16 Tornarei tua posteridade tão numerosa como o pó da terra: se alguém puder contar os grãos do pó da terra, então poderá contar a tua posteridade.
17 ତେଣୁ ତୁମ୍ଭମାନେେ ୟାଅ ଏବଂ ସମସ୍ତ ଦେଶ ରେ ଭ୍ରମଣ କର। ବର୍ତ୍ତମାନ ମୁଁ ଏହା ତୁମ୍ଭକୁ ଦଲେି।
17 Levanta-te, percorre a terra em toda a sua extensão, porque eu te hei de dar."
18 ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରି ରେ ଆଲୋନ୍ ବୃକ୍ଷମୂଳକୁ ୟାଇ ସଠାେରେ ବାସ କଲେ। ସହେି ସ୍ଥାନ ରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ୟଜ୍ଞବଦେୀ ସ୍ଥାପନ କଲେ।
18 Abrão levantou as suas tendas e veio fixar-se no vale dos carvalhos de Mambré, que estão em Hebron; e ali edificou um altar ao Senhor.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gênesis 13, comparar traduções ou montar um estudo — tudo direto pelo WhatsApp.