Gálatas 6

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଏକଆ ରକରେ ସାହାୟ୍ଯ କର ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରି ପା ରେ। ସେତବେେଳେ ତୁମ୍ଭମାନେେ ଆତ୍ମିକ ଲୋକ ହାଇେଥିବାରୁ, ଭଦ୍ରତା ସହକା ରେ ଭୁଲକାର୍ୟ୍ଯ କରୁଥିବା ଲୋକଟିକୁ ସଂଶୋଧନ ହବୋ ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭମାନେେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷା ରେ ପଡ଼ି ନ ଯାଅ।
1 Irmãos, se alguém for surpreendido numa falta, vós, que sois animados pelo Espírito, admoestai-o em espírito de mansidão. E tem cuidado de ti mesmo, para que não caias também em tentação!
2 ନିଜର କର୍ତ୍ତବ୍ଯ କରିବା ସହ ପର'ରକୁ ସାହାୟ୍ଯ କର। ଏଭଳି କରିବା ଦ୍ବାରା ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତ ରେ ପାଳନ କରି ପାରିବ।
2 Ajudai-vos uns aos outros a carregar os vossos fardos, e deste modo cumprireis a lei de Cristo.
3 ଯଦି ଜଣେ ଅତି ନଗଣ୍ଯ ହାଇେଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତବେେ ସେ ନିଜକୁ ପ୍ରତାରଣା କରେ।
3 Quem pensa ser alguma coisa, não sendo nada, engana-se a si mesmo.
4 ଜଣେ ଲୋକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁହେଁ। ମାତ୍ର ପ୍ରେତ୍ୟକକ ଲୋକ ନିଜର କାର୍ୟ୍ଯଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା' ହେଲେ ସେ ନିଜର କାମ ପାଇଁ ଗର୍ବ ଅନୁଭବ କରିପାରିବ।
4 Cada um examine o seu procedimento. Então poderá gloriar-se do que lhe pertence e não do que pertence a outro.
5 ପ୍ରେତ୍ୟକକ ଲୋକ ନିଜ ନିଜର ଦାଯିତ୍ବ ବହନ କରିବା ଉଚିତ୍।
5 Pois cada um deve carregar o seu próprio fardo.
6 ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା' ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।
6 Aquele que recebe a catequese da palavra, reparta de todos os seus bens com aquele que o instrui.
7 ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।
7 Não vos enganeis: de Deus não se zomba. O que o homem semeia, isso mesmo colherá.
8 ଯେଉଁ ଲୋକ ନିଜର ପାପମୟ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ଯ କାଟିବ।
8 Quem semeia na carne, da carne colherá a corrupção; quem semeia no Espírito, do Espírito colherá a vida eterna.
9 ଆମ୍ଭେ ଉତ୍ତମ କାର୍ୟ୍ଯ କରିବା ରେ ଥକିୟିବା ନାହିଁ। କାରଣ ଉପୟୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।
9 Não nos cansemos de fazer o bem, porque a seu tempo colheremos, se não relaxarmos.
10 ତେଣୁ ଯେତବେେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁ ଯୋଗ ପାଉ, ଆମ୍ଭେ ଅବଶ୍ଯ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ବାସୀ ଅଟନ୍ତି, ସମାନଙ୍କେ ପ୍ରତି ଆମ୍ଭକୁ ବିଶଷେ ଧ୍ଯାନ ଦବୋକୁ ପଡ଼ିବ।
10 Por isso, enquanto temos tempo, façamos o bem a todos os homens, mas particularmente aos irmãos na fé.
11 ଦେଖ ! ମୁଁ ନିଜ ହାତ ରେ ଓ କେତେ ବଡ଼ବଡ଼ ଅକ୍ଷର ରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି।
11 Vede com que tamanho de letras vos escrevo, de próprio punho!
12 କେତକେ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହବୋ ପାଇଁ ବାଧ୍ଯ କରୁଛନ୍ତି। ଯିହୂଦୀମାନେ ଯେପରି ସମାନଙ୍କେୁ ଗ୍ରହଣ କରିପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସମାନଙ୍କେୁ ନିର୍ୟ୍ଯାତନା ସହିବାକୁ ହବେ, ସେଥିପାଇଁ ସମାନେେ ଭୟ କରୁଛନ୍ତି।
12 Os que vos obrigam à circuncisão são homens que se querem impor, só para não serem perseguidos por causa da cruz de Cristo.
13 ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସମାନେେ ନିଜେ ବ୍ଯବସ୍ଥା ପାଳନ କରୁ ନାହାଁନ୍ତି। କିନ୍ତୁ ସମାନେେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ଯ କରି, ସମାନେେ ଗର୍ବ କରି ପାରିବେ।
13 Pois nem os próprios circuncisos observam a lei. E se fazem questão de que vos mandeis circuncidar, é para terem motivo de se gloriarem na vossa carne.
14 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶ ହିଁ ମାରେ ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠା ରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ଯୁ ଦ୍ବାରା ମାେ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ଯ ଜଗତ ପାଇଁ ମୃତ।
14 Quanto a mim, não pretendo, jamais, gloriar-me, a não ser na cruz de nosso Senhor Jesus Cristo, pela qual o mundo está crucificado para mim e eu para o mundo.
15 ଜଣେ ମନୁଷ୍ଯ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥି ରେ କିଛି ଗୁରୁତ୍ବ ନାହିଁ। କବଳେ ପରମେଶ୍ବରଙ୍କ ଦ୍ବାରା ସୃଷ୍ଟ ନୂତନ ମନୁଷ୍ଯ ହବୋ ଗୁରୁତ୍ବପୂର୍ଣ୍ଣ।
15 Porque a circuncisão e a incircuncisão de nada valem, mas sim a nova criatura.
16 ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସମାନଙ୍କେୁ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।
16 A todos que seguirem esta regra, a paz e a misericórdia, assim como ao Israel de Deus.
17 ଅତଏବ ମାେତେ ଅଧିକ କଷ୍ଟ ଦିଅ ନାହିଁ। ମାେ ଶରୀର ରେ ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ ଯେ ଯୀଶୁଖ୍ରୀଷ୍ଟଙ୍କର ଅଟେ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି।
17 De ora em diante ninguém me moleste, porque trago em meu corpo as marcas de Jesus.
18 ମାେ ଭାଇ ଓ ଭଉଣୀମାନେ ! ମୁଁ ପ୍ରାର୍ଥନା କରେ ଯେ, ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମା ସହିତ ସଦାସର୍ବଦା ରହିଥାଉ। ଆମେନ୍।
18 A graça de nosso Senhor Jesus Cristo esteja com vosso espírito, irmãos. Amém.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gálatas 6, comparar traduções ou montar um estudo — tudo direto pelo WhatsApp.