Gálatas 5

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଆମ୍ଭେ ସମସ୍ତେ ଏବେ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ବର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।
1 Portanto, permaneçam firmes nessa liberdade, pois Cristo verdadeiramente nos libertou. Não se submetam novamente à escravidão da lei.
2 ଶୁଣ ! ମୁଁ ପାଉଲ କହୁଛି, ଯଦି ତୁମ୍ଭମାନେେ ସୁନ୍ନତ ହାଇେ ବ୍ଯବସ୍ଥା ନିକଟକୁ ଫରେି ୟିବ, ତା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ ହବେେ ନାହିଁ।
2 Prestem atenção! Eu, Paulo, lhes digo: se vocês se deixarem ser circuncidados, Cristo de nada lhes servirá.
3 ମୁଁ ପୁଣି ଥରେ ସମସ୍ତଙ୍କୁ ସତର୍କ କରାଇ ଦେଉଛି : ଯଦି ଜଣେ କହେି ସୁନ୍ନତକୁ ଗ୍ରହଣ କରିବ, ତା' ହେଲେ ସେ ସମ୍ପୂର୍ଣ୍ଣ ଭାବରେ ବ୍ଯବସ୍ଥା ପାଳନ କରିବାକୁ ବାଧ୍ଯ ହବେ।
3 Volto a dizer: todo aquele que se deixa ser circuncidado deve obedecer a toda a lei.
4 ଯଦି ତୁମ୍ଭମାନେେ ବ୍ଯବସ୍ଥା ଅନୁସାରେ ପରମେଶ୍ବରଙ୍କ ସହିତ ଧାର୍ମିକ ହବୋକୁ ଚେଷ୍ଟା କରୁଛ, ତା' ହେଲେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କ ଜୀବନ ସମାପ୍ତ ହେଲା, ଏହାର ଅର୍ଥ ତୁମ୍ଭମାନେେ ପରମେଶ୍ବରଙ୍କ ଅନୁଗ୍ରହକୁ ଅଗ୍ରାହ୍ଯ କଲ।
4 Pois, se vocês procuram tornar-se justos diante de Deus pelo cumprimento da lei, foram separados de Cristo e caíram para longe da graça.
5 ମୁଁ ଏହା କ ହେ କାରଣ ଆମେ ଆଶା କରୁ ଯେ, ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପ୍ରତି ଧାର୍ମିକ ହବେୁ।
5 Mas nós que vivemos pelo Espírito esperamos ansiosamente receber pela fé a justiça que Deus nos prometeu.
6 ଆତ୍ମାଙ୍କ ସାହାୟ୍ଯ ରେ ଆମେ ଏଥି ପାଇଁ ଅପେକ୍ଷା କରି ରହିଛୁ। ଯଦି କହେି ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛି, ତା ହେଲେ ସେ ସୁନ୍ନତ ହାଇେଛି ନା ନାହିଁ, ଏହା ମହତ୍ବପୂର୍ଣ୍ଣ ନୁହେଁ। ମହତ୍ବପୂର୍ଣ୍ଣ ବିଷୟ ହେଲା, ପ୍ ରମଜେନକ ବିଶ୍ବାସ, ଯାହା କାର୍ୟ୍ଯ ରେ ପରିପ୍ରକାଶ ହୁଏ।
6 Pois, em Cristo Jesus, não há benefício algum em ser ou não circuncidado. O que importa é a fé que se expressa pelo amor.
7 ମ୍ଭମାନେେ ପ୍ରତିୟୋଗିତା ରେ ଭଲ ଭାବରେ ଦୌଡ଼ୁଥିଲ। କିଏ ତବେେ ତୁମ୍ଭମାନଙ୍କୁ ସତ୍ଯପଥ ଅନୁସରଣ କରିବା ରେ ବାଧା ଦଲୋ ?
7 Vocês estavam indo bem na corrida; quem os impediu de seguir a verdade?
8 ତୁମ୍ଭକୁ ଯେଉଁ ପ୍ରକାର ପ୍ରବର୍ତ୍ତନା ଦିଆଯାଇଥାଉ ନା କାହିଁକି, ସହେି ପ୍ରବର୍ତ୍ତନା ପରମେଶ୍ବରଙ୍କଠାରୁ ଆସି ନାହିଁ, ଯେ ତୁମ୍ଭକୁ ମନୋନୀତ କରିଥିଲେ।
8 Certamente não foi Deus quem os levou a pensar assim, pois ele os chamou para serem livres.
9 ସାବଧାନ ରୁହ, ଅଳ୍ପ ଟିକିଏ ଖମୀର ଜନ୍ତା ହାଇେଥିବା ସବୁ ମଇଦାକୁ ଫୁଲାଇ ଦିଏ।279
9 Um pouco de fermento se espalha por toda a massa.
10 ପ୍ରଭୁଙ୍କଠା ରେ ମାରେ ବିଶ୍ବାସ ଅଛି ଯେ, ତୁମ୍ଭମାନେେ ଏହିଭଳି ଭିନ୍ନ ମତାମତକୁ ବିଶ୍ବାସ କରିବ ନାହିଁ। ଯେଉଁ ଲୋକ ତୁମ୍ଭମାନଙ୍କୁ ବିଚଳିତ କରୁଛି, ସେ ୟିଏ ହେଉ ନା କାହିଁକି ଦଣ୍ଡ ପାଇବ।
10 Confio que o Senhor os guardará de crer em falsos ensinamentos. Aquele que os perturbar, seja ele quem for, será julgado.
11 ମାେ ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭମାନଙ୍କୁ ଶିଖାଇ ନାହିଁ ଯେ, ଲୋକେ ସୁନ୍ନତ ହବୋ ନିହାତି ଆବଶ୍ଯକ। ଯଦି ମୁଁ ଏହା ଶିଖାଇଛି, ତା ହେଲେ ମାେତେ କାହିଁକି ତାଡ଼ନା ଆସୁଛି ? ମୁଁ ଯଦି ଏହା ପ୍ରଚାର କରିଥିଲି, ତା' ହେଲେ କ୍ରୁଶ ସମ୍ବନ୍ଧୀୟ ମାରେ ଶିକ୍ଷା ଲୋକଙ୍କୁ ବ୍ଯତିବ୍ଯସ୍ତ କରି ପକାଇ ନ ଥାନ୍ତା।
11 Irmãos, se eu ainda prego que vocês devem ser circuncidados, como dizem alguns, por que continuo a ser perseguido? Se eu não pregasse a salvação exclusivamente por meio da cruz, ninguém se ofenderia.
12 ମୁଁ କାମନା କରେ ଯେ, ଯେଉଁମାନେ ତୁମ୍ଭମାନଙ୍କୁ ଉତ୍ତଜେିତ କରୁଛନ୍ତି, ସମାନେେ ନିଜର ସୁନ୍ନତ କରିବା ସହିତ ଚକ୍ଷୁକୁ ଇନ୍ଦ୍ରିୟହୀନ କରୁ ନାହାଁନ୍ତି କାହିଁକି ?
12 Esses sujeitos que os perturbam deveriam castrar a si mesmos!
13 ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।
13 Porque vocês, irmãos, foram chamados para viver em liberdade. Não a usem, porém, para satisfazer sua natureza humana. Ao contrário, usem-na para servir uns aos outros em amor.
14 ସମସ୍ତ ନିୟମ ଗୋଟିଏ ଆଦେଶର ସାର ଭାବରେ ସମାହିତ ହାଇେଛି : ନିଜକୁ ପ୍ ରମେ କଲା ପରି ଅନ୍ୟ ସମସ୍ତ ଲୋକଙ୍କୁ ପ୍ ରମେ କର।280
14 Pois toda a lei pode ser resumida neste único mandamento: “Ame o seu próximo como a si mesmo”.
15 ଯଦି ତୁମ୍ଭେ ଏକ ଆ ରକେକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ବାରା ପରସ୍ପରକୁ ଗ୍ରାସ କରି ଚାଲ, ତା ହେଲେ ତୁମ୍ଭମାନେେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହାଇେ ୟିବ। ତେଣୁ ସାବଧାନ ରୁହ।
15 Mas, se vocês estão sempre mordendo e devorando uns aos outros, tenham cuidado, pois correm o risco de se destruírem.
16 ସେଥିପାଇଁ ମୁଁ କହୁଛି : ଆତ୍ମାଙ୍କର ଅନୁସରଣ କରି ଜୀବନ ଯାପନ କର। ତା ହେଲେ ତୁମ୍ଭମାନେେ ପାପମୟ ସ୍ବଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ୟ୍ଯ କରିବ ନାହିଁ।
16 Por isso digo: deixem que o Espírito guie sua vida. Assim, não satisfarão os anseios de sua natureza humana.
17 ଆମ୍ଭର ପାପମୟ ସ୍ବଭାବର ଇଚ୍ଛା ପବିତ୍ର ଆତ୍ମାଙ୍କର ବିରୋଧୀ ଓ ପବିତ୍ର ଆତ୍ମା ପାପମୟ ସ୍ବଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭମାନେେ ପ୍ରକୃତ ରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ।
17 A natureza humana deseja fazer exatamente o oposto do que o Espírito quer, e o Espírito nos impele na direção contrária àquela desejada pela natureza humana. Essas duas forças se confrontam o tempo todo, de modo que vocês não têm liberdade de pôr em prática o que intentam fazer.
18 କିନ୍ତୁ ଯଦି ତୁମ୍ଭମାନେେ ଆତ୍ମାଙ୍କର ପରିଚାଳିତ ପଥରେ ଚଳୁଛ, ତା' ହେଲେ ତୁମ୍ଭମାନେେ ବ୍ଯବସ୍ଥାର ଅଧୀନ ନୁହଁ।
18 Quando, porém, são guiados pelo Espírito, não estão debaixo da lei.
19 ଆମ୍ଭର ପାପମୟ ସ୍ବଭାବ ଦ୍ବାରା ହେଉଥିବା ପାପପୂର୍ଣ୍ଣ କ୍ରିଯାଗୁଡ଼ିକ ବିଷୟ ରେ ସମସ୍ତେ ଜାଣନ୍ତି। ସଗେୁଡ଼ିକ ହେଲା : ୟୌନ ପାପାଚାର, ଅପବିତ୍ରତା, ଭୋଗବିଳାସ,
19 Quando seguem os desejos da natureza humana, os resultados são extremamente claros: imoralidade sexual, impureza, sensualidade,
20 ମୂର୍ତ୍ତିପୂଜା, ଯାଦୁବିଦ୍ଯା, ଘୃଣା, ଝଗଡ଼ା, ଈର୍ଷା, କୋର୍ଧ, ସ୍ବାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ,
20 idolatria, feitiçaria, hostilidade, discórdias, ciúmes, acessos de raiva, ambições egoístas, dissensões, divisões,
21 ପରଶ୍ରୀକାତରତା, ନିଶାସକ୍ତ ହବୋ, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ଯ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମ ରେ ଲିପ୍ତ ରୁହନ୍ତି, ସମାନେେ କୌଣସି ପ୍ରକା ରେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାର ପାଇବେ ନାହିଁ।
21 inveja, bebedeiras, festanças desregradas e outros pecados semelhantes. Repito o que disse antes: quem pratica essas coisas não herdará o reino de Deus.
22 ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,
22 Mas o Espírito produz este fruto: amor, alegria, paz, paciência, amabilidade, bondade, fidelidade,
23 ଭଦ୍ରତା ଓ ଆତ୍ମ-ସଂୟମ। ଏହି ବିଷୟଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ।
23 mansidão e domínio próprio. Não há lei contra essas coisas!
24 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସମାନେେ ନିଜର ମନର ଆବଗେ ଓ ପାପମୟ ସ୍ବଭାବକୁ କ୍ରୁଶ ରେ ବିଦ୍ଧ କରିଛନ୍ତି। ସମାନେେ ନିଜର ସ୍ବାର୍ଥପର ମନୋଭାବ ଓ ମନ୍ଦକାର୍ୟ୍ଯ ସବୁକୁ ତ୍ଯାଗ କରିଛନ୍ତି।
24 Aqueles que pertencem a Cristo Jesus crucificaram as paixões e os desejos de sua natureza humana.
25 ସହେି ଆତ୍ମାଙ୍କଠାରୁ ଆମ୍ଭେ ନୂତନ ଜୀବନ ପାଇଅଛୁ। ଅତଏବ ଆମ୍ଭେ ଆତ୍ମାଙ୍କର ଅନୁସରଣ କରିବା ଉଚିତ୍।
25 Uma vez que vivemos pelo Espírito, sigamos a direção do Espírito em todas as áreas de nossa vida.
26 ଆମ୍ଭେ ବୃଥାଭିମାନୀ ହବୋ ନାହିଁ। ଏକ ଆ ରକେକୁ ଅସୁବିଧା ରେ ପକାଇବା ନାହିଁ ଏବଂ ଆମ୍ଭେ ପରସ୍ପରକୁ ଈର୍ଷା କରିବା ନାହିଁ।
26 Não nos tornemos orgulhosos, provocando e invejando uns aos outros.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gálatas 5, comparar traduções ou montar um estudo — tudo direto pelo WhatsApp.