Gálatas 4
Oriya Bible (GL_ORIYA) vs BKJ
1 ମୁଁ କହୁଛି ଯେ, ଯେପର୍ୟ୍ଯନ୍ତ ଜଣେ ଉତ୍ତରାଧିକାରୀ ଅବସ୍ଥା ରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହାଇେଥିଲେ ମଧ୍ଯ, ଜଣେ ଦାସଠାରୁ ବେଶି ଭିନ୍ନ ନୁହେଁ।
1 Agora digo, que o herdeiro, enquanto criança, em nada difere do servo, ainda que seja senhor de tudo;
2 କାରଣ ସହେି ଶିଶୁ ଆପଣା ପିତାଙ୍କ ଦ୍ବାରା ନିଶ୍ଚିତ କରାଯାଇଥିବା ସମୟ ପର୍ୟ୍ଯନ୍ତ ଅଭିଭାବକ ଓ ତାର ଯତ୍ନ ନ୍ଯସ୍ତ କରା ଯାଇଥିବା ବ୍ଯକ୍ତିମାନଙ୍କର ଅଧୀନ ରେ ଥାଏ।
2 mas está sob tutores e administradores, até ao tempo determinado por seu pai.
3 ଠିକ୍ ସହେିପରି ଆମ୍ଭମାନେେ ଶିଶୁଥିବା ସମୟରେ ଆମ୍ଭେ ମଧ୍ଯ ସଂସାରର ଅନୁପୟୋଗୀ ନୀତିନିୟମଗୁଡ଼ିକର ଦାସ ଥିଲୁ।
3 Assim também nós, quando éramos crianças, estávamos escravizados pelos rudimentos do mundo;
4 କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।
4 mas quando veio a plenitude dos tempos, Deus enviou o seu Filho, nascido de mulher, nascido sob a lei,
5 ବ୍ଯବସ୍ଥାର ଅଧୀନ ରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଓ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ସନ୍ତାନ ରୂପେ ଗଢି ତୋଳିବା ନିମନ୍ତେ ସେ ଏପରି କରିଥିଲେ।
5 para redimir os que estavam sob a lei, para que recebêssemos a adoção de filhos.
6 ତୁମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତ ରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସହେି ଆତ୍ମା ଆବବା, ପ୍ରିୟ ପିତା ବୋଲି ଡ଼ାକନ୍ତି।
6 E porque vós sois filhos, Deus enviou o Espírito de seu Filho aos vossos corações, que clama: Aba, Pai.
7 ଅତଏବ, ତୁମ୍ଭମାନେେ ପୂର୍ବଭଳି ଏବେ ଆଉ ଦାସ ନୁହଁ। ତୁମ୍ଭେ ପରମେଶ୍ବରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହାଇେଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ।
7 Portanto, já não és servo, mas filho; e se és filho, então és também herdeiro de Deus por meio de Cristo.
8 ପୂର୍ବରୁ ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ। ତୁମ୍ଭମାନେେ ମିଥ୍ଯା ଦବେତାମାନଙ୍କର ଦାସ ଥିଲ।
8 Outrora, quando não conhecíeis a Deus, servíeis aos que por natureza não são deuses.
9 କିନ୍ତୁ ଏବେ ତୁମ୍ଭମାନେେ ପ୍ରକୃତ ପରମେଶ୍ବରଙ୍କ ପରିଚୟ ପାଇଅଛ। ପ୍ରକୃତ ରେ ପରମେଶ୍ବରଙ୍କ ଦ୍ବାରା ପରିଚୟ ପାଇଅଛ। ତବେେ ତୁମ୍ଭମାନେେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ ? ତୁମ୍ଭମାନେେ କ'ଣ ପୁଣି ଦାସ ହବୋକୁ ଇଚ୍ଛା କର ?
9 Agora, porém, depois de conhecerdes a Deus, ou melhor, sendo conhecidos por Deus, como é que tornais aos elementos fracos e miseráveis, aos quais desejais novamente estar em escravidão?
10 ତୁମ୍ଭମାନେେ ଏବେ ମଧ୍ଯ ବିଶଷେ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ।
10 Observais dias, e meses, e tempos e anos.
11 ତୁମ୍ଭମାନଙ୍କ ପାଇଁ ଯେଉଁ ସବୁ ଚେଷ୍ଟା ଓ କାମ କରିଛି, ତାହା କାଳେ ବିଫଳ ହୁଏ, ଏଥିପାଇଁ ମୁଁ ଡ଼ରୁଛି।
11 Eu tenho receio por vós, de que eu tenha trabalhado convosco em vão.
12 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍ଭମାନେେ ବର୍ତ୍ତମାନ ମାେ ପରି ହୁଅ।
12 Irmãos, rogo-vos que sejais como eu; pois eu sou como vós sois; vós não me fizestes mal algum.
13 ତୁମ୍ଭମାନେେ ମାେ ପାଇଁ ଖୁବ୍ ଭଲ ଥିଲ। ତୁମ୍ଭମାନେେ ମନେ ପକାଅ, ମୁଁ ପ୍ରଥମ ଥର ତୁମ୍ଭମାନଙ୍କ ପାଖକୁ ଆସି ଥିଲି। ଯେ ହତେୁ ମୁଁ ଅସୁସ୍ଥ ଥିଲି। ସେ ସମୟରେ ମୁଁ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲି।
13 Vós sabeis como através de enfermidade na carne eu vos preguei o evangelho pela primeira vez.
14 ମାରେ ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ଥିଲା। କିନ୍ତୁ ତୁମ୍ଭମାନେେ ମାେତେ ଘୃଣା କରି ନ ଥିଲ। ତୁମ୍ଭମାନେେ ମାେତେ ଛାଡ଼ି ୟିବାକୁ କହି ନ ଥିଲ। ପରମେଶ୍ବରଙ୍କଠାରୁ ସ୍ବର୍ଗଦୂତ ଆସିବା ଭଳି ମାେତେ ତୁମ୍ଭମାନେେ ସ୍ବାଗତ ଜଣାଇ ଥିଲ। ତୁମ୍ଭମାନେେ ସ୍ବଯଂ ଖ୍ରୀଷ୍ଟ ଯୀଶୁ ଭଳି ମାେତେ ଗ୍ରହଣ କରିଥିଲ।
14 E minha tentação, que estava em minha carne, nem por isto me desprezastes, nem me rejeitastes, antes me acolhestes como a um anjo de Deus, até mesmo como Cristo Jesus.
15 ତୁମ୍ଭମାନେେ ସେତବେେଳେ ଅତ୍ଯଧିକ ଆନନ୍ଦିତ ଥିଲ। ଏବେ ସେ ଆନନ୍ଦ କୁଆଡ଼େ ଗଲା ? ମାରେ ମନେ ପଡ଼େ, ତୁମ୍ଭମାନେେ ତୁମ୍ଭମାନଙ୍କର ସାଧ୍ଯମତେ ମାେତେ ସାହାୟ୍ଯ କରିବା ପାଇଁ ଆଗଇେ ଆସିଥିଲ। ସମ୍ଭବ ହାଇେଥିଲେ, ତୁମ୍ଭମାନେେ ନିଜର ଆଖି ମଧ୍ଯ ତାଡ଼ି ମାେତେ ପ୍ରଦାନ କରି ଦଇେଥାଆନ୍ତ।
15 Onde está agora aquela bem-aventurança da qual falastes? Pois tenho em memória que, se possível fora, vós teríeis arrancado os teus próprios olhos e dado-os para mim.
16 କିନ୍ତୁ ଏବେ କ'ଣ ତୁମ୍ଭମାନଙ୍କୁ ସତ୍ଯ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ ହାଇଗଲିେ?
16 Tornei-me, portanto, vosso inimigo, porque vos disse a verdade?
17 ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦଖାେଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ଯ ରେ ନୁହେଁ। କାରଣ, ତାହାଦ୍ବାରା ସମାନେେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂ ରଇେ ନବୋକୁ ଇଚ୍ଛା କରନ୍ତି ଓ ସମାନଙ୍କେ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି।
17 Eles zelosamente têm afeto por vós, mas não para o bem; sim, eles vos excluiriam, a fim de que vós possais ter afeto por eles.
18 କିନ୍ତୁ ଉଦ୍ଦେଶ୍ଯ ଯଦି ଭଲ ହାଇେଥାଏ, ତବେେ କବଳେ ମୁଁ ତୁମ୍ଭମାନଙ୍କ ସଙ୍ଗ ରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥି ରେ ଉଦ୍ ଯୋଗୀ ହବୋ ଉଚିତ୍।
18 Mas é bom ser zelosamente sempre afetado por uma coisa boa, e não somente quando estou presente convosco.
19 ମାେ ପ୍ରିୟ ସନ୍ତାନଗଣ ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା' ପରି ପ୍ରସବବଦନୋ ଅନୁଭବ କରୁଛି ଓ ତୁମ୍ଭମାନେେ ଯେପର୍ୟ୍ଯନ୍ତ ପ୍ରକୃତ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହାଇେଛ, ସପେର୍ୟ୍ଯନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି।
19 Meus filhinhos, por quem de novo sinto dores de parto, até que Cristo seja formado em vós,
20 ମାରଇେଚ୍ଛା ହେଉଛି ମୁଁ ବର୍ତ୍ତମାନ ସଠାେରେ ତୁମ୍ଭମାନଙ୍କ ପାଖ ରେ ଥାଆନ୍ତି କି, ୟଦ୍ଦ୍ବାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକା ରେ କଥା ହାଇପୋରନ୍ତି। କାରଣ ତୁମ୍ଭମାନଙ୍କ ବିଷୟ ରେ କ'ଣ କରାୟିବ, ମୁଁ କିଛି ଜାଣିପାରୁ ନାହିଁ।
20 eu desejo estar presente agora convosco, e mudar o tom da minha voz; porquanto eu me encontro em dúvida a respeito de vós.
21 ଏବେ ମଧ୍ଯ ତୁମ୍ଭମାନଙ୍କ ଭିତରୁ କେତକେ ବ୍ଯବସ୍ଥା ଅଧିନ ରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭମାନେେ ଜାଣ କି ବ୍ଯବସ୍ଥା କ'ଣ କୁ ହେ ?
21 Dizei-me, vós que quereis estar sob a lei: Não ouvis a lei?
22 ଶାସ୍ତ୍ର କୁ ହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ବାଧୀନା ସ୍ତ୍ରୀ।
22 Porque está escrito, que Abraão teve dois filhos, um da escrava e outro de mulher livre.
23 ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ବଭାବର ପଦ୍ଧତି ରେ ଜନ୍ମ ହେଲା। କିନ୍ତୁ ସ୍ବାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ବର ଅବ୍ରହାମଙ୍କୁ ଦଇେଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା।
23 Mas aquele que nasceu da escrava nasceu segundo a carne, e aquele que nasceu da mulher livre nasceu da promessa.
24 ଏହି ସତ୍ଯ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠା ରେ ହାଇେଥିଲା। ଏହି ଚୁକ୍ତି ଉଦ୍ଦେଶ୍ଯ ରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସମାନେେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂୟୁକ୍ତ।
24 Tais coisas são uma alegoria; pois estes são os dois pactos: o do monte Sinai, que gerou para a escravidão, que é Agar.
25 ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ୟିରୁଶାଲମକୁ ସଂକତେ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ବ ରେ ପଡ଼ିଅଛି।
25 Porque Agar é o monte Sinai na Arábia, e corresponde à Jerusalém atual, que está em cativeiro com seus filhos.
26 କିନ୍ତୁ ସ୍ବର୍ଗସ୍ଥ ୟିରୁଶାଲମ ସ୍ବାଧୀନ ଅଟେ। ସେ ଆମ୍ଭର ମାତା।
26 Mas a Jerusalém que está lá no alto é livre, e é a mãe de todos nós.
27 ଶାସ୍ତ୍ର କୁ ହେ :
27 Porquanto está escrito: Alegra-te, tu estéril que não tens; esforça-te e clama, tu que não estás de parto, pois a desolada tem muito mais filhos do que aquela que tem um marido.
28 ଏବଂ ଅବୟହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ୟିସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ବାରା ଜାତ ହେଲା। ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନେେ ମଧ୍ଯ ୟିସ୍ହାକ ଭଳି ପ୍ରତିତୃତିର ସନ୍ତାନ ଅଟ।
28 Agora nós, irmãos, como Isaque o foi, somos os filhos da promessa.
29 ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ୟିସ୍ହାକ ସହିତ ମନ୍ଦ ବ୍ଯବହାର କଲା। ଆଜି ମଧ୍ଯ ସହେିଭଳି ଅବସ୍ଥା।
29 Como naquele tempo, aquele que era nascido segundo a carne perseguia o que havia nascido do Espírito, o mesmo se dá hoje.
30 କିନ୍ତୁ ଶାସ୍ତ୍ର କ'ଣ କୁ ହେ? ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ବାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହବେ। କିନ୍ତୁ ଦାସୀପୁତ୍ର କିଛି ପାଇବ ନାହିଁ।278
30 Todavia, o que diz a escritura? Lança fora a escrava e o seu filho, porque o filho da mulher escrava não será herdeiro com o filho da mulher livre.
31 ଅତଏବ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁଁ, ମାତ୍ର ସ୍ବାଧୀନ ସ୍ତ୍ରୀର ସନ୍ତାନ ଅଟୁ।
31 Assim então, irmãos, nós não somos filhos da mulher escrava, mas sim da que é livre.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gálatas 4, comparar traduções ou montar um estudo — tudo direto pelo WhatsApp.