Gálatas 3
Oriya Bible (GL_ORIYA) vs AAI
1 ପରମେଶ୍ବରଙ୍କ ଆଶୀର୍ବାଦ ବିଶ୍ବାସ ଦ୍ବାରା ମିଳେ ହେ ଗାଲାତୀୟ ଲୋକେ! ଯୀଶୁଖ୍ରୀଷ୍ଟଙ୍କୁ କିପରି ଭାବରେ କ୍ରୁଶ ଉପରେ ମୃତ୍ଯୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବରେ କୁହା ଯାଇଥିଲା। କିନ୍ତୁ ତୁମ୍ଭମାନେେ ମୂର୍ଖ। ତୁମ୍ଭେ କାହାର ଛଳନା ରେ ପଡ଼ିଗଲ।
1 Kwa Galasia sabuw i kwabikoko’aw! Yait rarafi kwabi’afesair? Kwa etei matamaim Jesu Keriso onaf afe’en momorob isan, ayu bebeyan maiyow ana morob mi’itube i akubunabuna kwanowar.
2 ତୁମ୍ଭମାନେେ ମାେତେ ଗୋଟିଏ କଥା କୁହ : ତୁମ୍ଭମାନେେ ପବିତ୍ର ଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ ? କ'ଣ ତୁମ୍ଭମାନେେ ବ୍ଯବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ ? ନା! ତୁମ୍ଭମାନେେ ସୁସମାଚାର ଶୁଣି ଓ ବିଶ୍ବାସ କରି ପବିତ୍ର ଆତ୍ମାଙ୍କୁ ସ୍ବୀକାର କରିଥିଲ।
2 Imih au baibat ta’imon anibat kwanao ana nowar. Anun Kakafiyin kwabaib i ofafar eo na’atube kwasisinaf imih kwabai, o Tur Gewasin kwanowar kwaitumatum imih kwabai?
3 ତୁମ୍ଭମାନେେ ଆତ୍ମାଙ୍କ ସହିତ ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ। ଏବେ କ'ଣ ତୁମ୍ଭମାନେେ ଭାବୁଛ ଯେ ତୁମ୍ଭମାନେେ ନିଜର ଶକ୍ତି ବଳ ରେ ଶଷେ ପର୍ୟ୍ଯନ୍ତ ଚଳି ପାରିବ ? ତୁମ୍ଭମାନେେ କ'ଣ ଏତେ ବୋକା ?
3 Kwa mi’itube’emih kwabikoko’aw! Kwa i Anun Kakafiyinamaim kwabusuruf; naatu boun i kwakokok taiyuw a fairamaim kwanakusouwimih kwabiwa’an?
4 ତୁମ୍ଭମାନେେ ଅନକେ କଥା ଅନୁଭବ କରିଛ। କଣ ସେ ସବୁ ବିଫଳ ହାଇଗେଲା ? ନା!
4 Kwa iti biyababan kwabai kwabi’akir kwanotanot i yabin en ai ana yasisir en? Ige, iti sawar ibo anayabin auman o ana’an auman.
5 ସେ ସବୁ ବିଫଳ ହାଇେ ନାହିଁ। ତୁମ୍ଭମାନେେ ବ୍ଯବସ୍ଥା ପାଳନ କର ବୋଲି କ'ଣ ପରମେଶ୍ବର ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧିଅରେ ପରମେଶ୍ବର ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି, ତାହା କଣ ବ୍ଯବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭମାନେେ ସୁସମାଚାର ଶୁଣି ସଗେୁଡ଼ିକରେ ବିଶ୍ବାସ କଲ ବୋଲି, ପରମେଶ୍ବର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧିଅରେ ଆଶ୍ଚର୍ୟ୍ଯଜନକ କର୍ମମାନ କରିଛନ୍ତି।
5 God Anun Kakafiyin ebit naatu wanawanamaim ina’inan ebiwa’an, anayabin ofafar eo na’atube kwasisinaf imih ebit o Tur Gewasin kwanowar kwabitumatum imih ebit?
6 ଅବ୍ରହାମଙ୍କ ବିଷୟ ରେ ଶାସ୍ତ୍ର ମଧ୍ଯ ଏହି କଥା କୁ ହେ : ଅବ୍ରହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ ଓ ପରମେଶ୍ବର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ।
6 Abraham ana yawas mi’itube ma’am i kwana’itin; Buk eo na’atube, Abraham God itumitum, naatu i ana baitumatumamaim God bai, anayabin ana ef mutufurin God matanamaim.
7 ଅତଏବ ତୁମ୍ଭମାନେେ ଜାଣି ରଖ ଯେ, ବିଶ୍ବାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ।
7 Imih kwa i kwanaso’ob, Abraham wawawan anababatun i sabuw iyab aurih baitumatum ema’am.
8 ଶାସ୍ତ୍ରଗୁଡ଼ିକ ଏହା ମଧ୍ଯ କ ହେ ଯେ, ଭବିଷ୍ଯତ ରେ କ'ଣ ହବେ ? ଲଖାେଅଛି, ପରମେଶ୍ବର ଅଣଯିହୂଦୀମାନଙ୍କୁ ମଧ୍ଯ ସମାନଙ୍କେର ବିଶ୍ବାସ ପାଇଁ ଧାର୍ମିକ କରିବେ। ସୁସମାଚାର ଅବ୍ରାହମଙ୍କୁ ଆଗରୁ କୁହାୟାଇଥିଲା। ଶାସ୍ତ୍ର କ ହେ : ପରମେଶ୍ବର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ଯବହାର କରିବେ।271
8 Buk marasika eo baiman na’atube, God Ufun Sabuw baitumatumamaim boro nayamutufurih. Naatu imih Tur Gewasin Abraham isan eorereb. “O wanawanamaim God boro sabuw etei nigegewasinih.”
9 ଅବ୍ରହାମ ଏହାକୁ ବିଶ୍ବାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସହେିପରି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।
9 Abraham itumatum naatu baigegewasin bai, imih sabuw iyab tibitumatum i baigegewasin tebaib i baib na’atube.
10 କିନ୍ତୁ ଯେଉଁମାନେ ବ୍ଯବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସମାନେେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ଯବସ୍ଥାମାନଙ୍କ ରେ ଲଖାେଅଛି : ଯାହା ବ୍ଯବସ୍ଥା272 ରେ ଲଖାେଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହବେ।273
10 Sabuw iyab ofafar tafan hitumatum hima tibi’ufunun, nati sabuw i o rarafen babanamaim tema’am. Anayabin Bukamaim eo, “Orot yait Ofafar Bukamaim hikirum inu’in mar etei men nati tur eo na’atube ebi’ufunun, nati orot i God ana orarafen babanamaim ema’am!”
11 ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ଯବସ୍ଥା ପାଳନ ଦ୍ବାରା ପରମେଶ୍ବରଙ୍କଠା ରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କ ହେ : ବିଶ୍ବାସକୁ ଆଧାର କରି ଧାର୍ମିକ ବ୍ଯକ୍ତି ସଦାକାଳ ପାଇଁ ଜୀବିତ ରହିବ।274
11 Imih boun i bebeyan ebi’obaiyit men yait ta ofafar eo’omaim boro ana ef nayamutufur nan God biyan natitamih. Anayabin Bukamaim eo, “Orot yait baitumatumamaim ana ef yamutufur na God baib, i akisinamo boro nama.”
12 କିନ୍ତୁ ବ୍ଯବସ୍ଥା ବିଶ୍ବାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳ ରେ ଶାସ୍ତ୍ର କୁ ହେ : ଯେଉଁ ଲୋକ ବ୍ଯବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସଗେୁଡ଼ିକ ମାଧ୍ଯମ ରେ ବଞ୍ଚିବ।275
12 Ofafar ana bowabow i men ta baitumatumamaim ema’am, baise Bukamaim eo, “Orot yait sawar etei ofafar eo na’atube nasisinaf na’at boro nama.”
13 ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କଲେ। ଶାସ୍ତ୍ର କୁ ହେ: ଯେଉଁ ଲୋକର ଶରୀରକୁ ଗଛ ରେ ଟାଙ୍ଗି ଦିଆ ଯାଏ,276 ସେ ଲୋକଟି ଅଭିଶାପଗ୍ରସ୍ତ।277
13 Baise it etei ofafar ana orarafen babanamaim tama’am Keriso tubunit it ata orarafen i bai; anayabin Bukamaim eo, “Orot yait ai afe’en teo’onaf nati orot
14 ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ଯ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ବାସ ଦ୍ବାରା ଆମ୍ଭେ ସମସ୍ତେ ସହେି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇପାରିବା।
14 Keriso iti sinaf saise baigegewasin God Abraham eo’omatan i Keriso Jesu’umaim tan Ufun Sabuw hitab, saise baitumatumamaim Anun Kakafiyin tatab God eo’omatanit na’atube.
15 ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି : ଜଣେ ଲୋକ ଅନ୍ୟ ଜଣଙ୍କ ସହିତ କରିଥିବା ଚୁକ୍ତି ବିଷୟ ରେ ଭାବ। ସହେି ଚୁକ୍ତିଟି ଅନୁମାଦେିତ ହାଇଗେଲା ପରେ, ସେଥି ରେ କୌଣସି ପରିବର୍ତ୍ତନ ହାଇପୋ ରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥି ରେ ୟୋଡ଼ା ଯାଇପା ରେ ନାହିଁ।
15 Taitu tuwai’inah, ayu i boro mar etei tasisinafumaim ao kwana’itin. Orot rou’ab sawar ta isan hairi hio hibasit wabih obaibasit ana fefemaim hikikirum boro men yait ta na’astu’ub o tafan naya’abar.
16 ସେ ଚୁକ୍ତିକୁ ମଧ୍ଯ ଏଡ଼ାଇ ଦଇେ ହୁଏ ନାହିଁ। ସହେିପରି ପରମେଶ୍ବର ଅବ୍ରହାମ ଓ ତାହାଙ୍କ ସନ୍ତାନଙ୍କୁ ପ୍ରତିଶୃତି ଦଇେଥିଲେ। କିନ୍ତୁ ସେ ତାହାଙ୍କର ସମସ୍ତ ବଂଶଧର ପାଇଁ ଏହି ପ୍ରତିଜ୍ଞା ଦଇେ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ଯକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସହେି ବ୍ଯକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ।
16 Naatu boun kwana’itin, God ana omatanen ta Abraham eomatan, naatu uwan auman eomatan, Bukamaim i men hikirum hio wawawan, nati i men wanawan moumurih isah eo, baise uwan ta’imon isan eo. Nati uwan i Keriso.
17 ମାେ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ବର ପୂର୍ବରୁ ଅନୁମାଦେନ କରିସାରିଥିଲେ, ତାହା ଚାରିଶହ ତିରିସ ବର୍ଷ ପରେ ଆସିଥିବା ବ୍ଯବସ୍ଥା ଦ୍ବାରା ମୂଲ୍ଯହୀନ ହାଇେ ଗଲା ନାହିଁ। ସହେି ବ୍ଯବସ୍ଥା ମଧ୍ଯ ସହେି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।
17 Abisa ao anayabin i God Abraham hairi obaibasit ta hikirum in, imaibo kwamur 430 sasawar ufunamaim ofafar matar, imih men karam God ana obaibasit marasika kikirum boro ta’astu’ub naatu ana omatanen tabosair.
18 ଯଦି ଉତ୍ତରାଧିକାର ବ୍ଯବସ୍ଥା ଆଧାରିତ ଅଟେ, ତବେେ ତାହା 'ପ୍ରତିଶୃତି ଆଧାରିତ ହାଇେ ପାରିବ ନାହିଁ। କିନ୍ତୁ ପରମେଶ୍ବର ଆପଣା ପ୍ରତିଶୃତି ମାଧ୍ଯମ ରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ।
18 Anayabin God ana siwar ofafar tafanamaim tabatabat na’at, nati i ana omatanen tafanamaim boro men tabat, baise God ana bosiyasiyaramaim ana omatanen kaif Abraham baigegewasin itin.
19 ତା' ହେଲେ ବ୍ଯବସ୍ଥାର ପ୍ରଯୋଜନ କ'ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦଖାଇବୋ ଲାଗି ବ୍ଯବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶଷେ ସନ୍ତାନଙ୍କ ଆସିବା ପର୍ୟ୍ଯନ୍ତ ବ୍ଯବସ୍ଥା ଜାରି ରହିବାର ଥିଲା। ପରମେଶ୍ବରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧ ରେ ଥିଲା। ବ୍ଯବସ୍ଥାଗୁଡ଼ିକ ସ୍ବର୍ଗଦୂତମାନଙ୍କ ଜରିଆ ରେ ଦିଆଯାଇଥିଲା। ସ୍ବର୍ଗଦୂତମାନେ ମାଶାଙ୍କେ ମଧ୍ଯସ୍ଥତା ରେ ମନୁଷ୍ଯମାନଙ୍କୁ ଦେଲେ।
19 Imih ofafar ana’an i abisa isan matar? Ofafar mamatar ana’an i kakafih imaim itinin so’ob isan. Naatu imaim tabonawiyit tanan Abraham uwan isan God eo’omatan tan tatit. Iti ofafar i tounamatar hibai hire orot foun batayan hitin.
20 ଗୋଟିଏ ପଟ ଥିଲେ, ମଧ୍ଯସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ବର ହେଉଛନ୍ତି ମାତ୍ର ଜଣେ।
20 Naatu God Abraham omatanen bitin ana veya i men foun batayan orot biyanamaim sinaf, baise God akisin foun bat sinaf.
21 ଏହାର ଅର୍ଥ କ'ଣ ଏହା ଯେ ବ୍ଯବସ୍ଥା ପରମେଶ୍ବରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତ ରେ ଜୀବନ ଭଳି ବ୍ଯବସ୍ଥା ଯଦି ଦିଆଯାଇ ପାରିଥାଆନ୍ତା, ତବେେ ସହେି ବ୍ଯବସ୍ଥା ଦ୍ବାରା ପରମେଶ୍ବରଙ୍କ ସହିତ ଆମ୍ଭେ ପ୍ରକୃତ ରେ ଧାର୍ମିକ ହାଇେ ପାରିଥାଆନ୍ତୁ।
21 Kwanotanot ofafar naatu God ana omatanen hairi i tibigamigam? En anababatun, anayabin ofafaramaim orot ana yawas tabaib na’at, turobe orot ana ef yamutufurin isan boro ofafaramaim tan.
22 କିନ୍ତୁ ଏହା ସତ୍ଯ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘାଷେଣାର ଉଦ୍ଦେଶ୍ଯ ହେଲା ଯେ, ବିଶ୍ବାସ ମାଧ୍ଯମ ରେ ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି, ସହେି ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ।
22 Baise Bukamaim eorereb tanowar, tafaram tutufin etei i bowabow kakafin ana fair bai karatan. Imih ef ta’imon God ana omatanen bain nowatamih matar isan i Jesu Keriso akisinamo tanitumitum.
23 ଏହି ବିଶ୍ବାସ ପ୍ରକାଶ ହବୋ ପର୍ୟ୍ଯନ୍ତ ଆମ୍ଭେ ବ୍ଯବସ୍ଥା ଦ୍ବାରା ବନ୍ଦୀ ଓ ପରିଚାଳିତ ହାଇେଥିଲୁ। ଆମ୍ଭର ସେତବେେଳେ କୌଣସି ସ୍ବାଧୀନତା ନ ଥିଲା।
23 Baitumatum i ufibo natit, baise wantoro’ot i ofafar buwit ana dibur yariyit tama nan imaibo baitumatum natit irerereb.
24 ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ଯବସ୍ଥା ଆମ୍ଭର ସ୍ବାମୀ ଥିଲା। ତା'ପରେ ଆମ୍ଭେ ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହେଲୁ।
24 Isan imih ofafar i ata bai’obaiyen orot na’atube bonawiyit tana Keriso biyan tatit, naatu boun i baitumatumamaim ata ef yamutufur God nanamaim tatit.
25 ଏବେ ବିଶ୍ବାସର ରାସ୍ତା ଉପସ୍ଥିତ ହାଇେଅଛି ଓ ଆମ୍ଭେ ଏଣିକି ବ୍ଯବସ୍ଥାର ଅଧୀନ ନୋହୁଁ।
25 Imih it boro men ofafar ana bonawiyenamaim tanama’amih, nati i sawar, anayabin boun i baitumatum ana veya tit.
26 ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଦ୍ବାରା ତୁମ୍ଭେ ସମସ୍ତେ ପରମେଶ୍ବରଙ୍କ ସନ୍ତାନଗଣ ଅଟ।
26 Naatu kwa etei’imak baitumatumamaim kwana Jesu Keriso bairi kwaita’imon God natunatun kwamatar.
27 ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠା ରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭମାନେେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ।
27 Keriso wabinamaim bapataito kwabai ata kou’ay ta’imon matar, imih Keriso ana yawas a faifuwamih kwa’us.
28 ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।
28 Imih kwa i men a itinin tata’amih, men Jew o Ufun Sabuw, men akir o roufamen sabuw, men orot o babin, kwa etei i ta’imon Keriso Jesu ana baita’imonin wanawananamaim kwama’am.
29 ଯଦି ତୁମ୍ଭମାନେେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତବେେ ସ୍ବଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ଯ ଅଟ, ଓ ପରମେଶ୍ବର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦଇେଥିଲେ, ସହେି ପ୍ରତିଶୃତିର ମଧ୍ଯ ତୁମ୍ଭେ ଉତ୍ତରାଧିକାରୀ ଅଟ।
29 Keriso kwa nowa namamatar na’at, kwa i Abraham wawawan naatu God abisa eo’omatan boro kwanab.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gálatas 3, comparar traduções ou montar um estudo — tudo direto pelo WhatsApp.