Gálatas 2

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ମୁଁ ଚଉଦ ବର୍ଷ ପଲର ପୁଣି ଥଲର ୟିରୁଶାଲମକୁ ଗଲି। ବର୍ଣ୍ଣବବା ଓ ତିତସଙ୍କୁ ମଧ୍ଯ ସାଙ୍ଗସରସନଇ ଥିଲି।
1 Depois, passados catorze anos, subi outra vez a Jerusalém com Barnabé, levando também comigo Tito.
2 ୟିରୁଶାଲମ ୟିବା ପାଇଁ ପରଲମଶ୍ବରସମାଲତ ପ୍ରକାଶ କରିଥିବାରୁ ମୁଁସସଠାକୁ ଯାଇଥିଲି। ବିଶ୍ବାସୀସଲାକମାନଙ୍କ ମଧିଅଲର ଥିବା ନଲତୃସ୍ଥାନୀୟସଲାକମାନଙ୍କ ପାଖକୁ ମୁଁ ଗଲି।ସଯଲତଲବଲଳ ଆମ୍ଲଭମାଲନ ଏକାନ୍ତସର ଥିଲୁ,ସସଲତଲବଲଳସସମାନଙ୍କୁ ମୁଁ ପ୍ରଚାର କରୁଥିବା ସୁସମାଚାର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଚାର ଶୁଣାଇ ସାରି ଥିଲି। ଏହାଦ୍ବାରା ମୁଁ ଇଚ୍ଛା କଲିସଯ, ମୁଁସଯଉଁ କାମ ପୂର୍ବରୁ କରି ସାରିଥିଲି ଓ ଏଲବ ଯାହା କରୁଛି,ସଯପରିସସ ସବୁ ବିଫଳ ନ ହୁଏ।
2 E subi por uma revelação, e lhes expus o evangelho, que prego entre os gentios, e particularmente aos que estavam em estima; para que de maneira alguma não corresse ou não tivesse corrido em vão.
3 ତିତସସମା ସହିତ ଥିଲଲ।ସସ ଜଲଣ ଅଣଯିହୂଦୀସଲାକ ଥିଲଲ। କିନ୍ତୁ ଏହିସଲାକମାଲନ ତିତସଙ୍କୁ ମଧ୍ଯ ସୁନ୍ନତସହବା ପାଇଁ ବାଧ୍ଯ କଲଲ ନାହିଁ।
3 Mas nem ainda Tito, que estava comigo, sendo grego, foi constrangido a circuncidar-se;
4 ଆମ୍ଲଭ ଏହି ସମସ୍ଯା ବିଷୟସର କଥାବାର୍ତ୍ତାସହବାକୁ ଆବଶ୍ଯକ ମଲନ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁସକଲତକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲଲ, ଓ ଯୀଶୁଖ୍ରୀଷ୍ଟଙ୍କଠାସର ଥିବା ଆମ୍ଭର ସ୍ବାଧୀନତା ଉପଲର ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁସଚଷ୍ଟା କରୁଥିଲଲ।
4 E isto por causa dos falsos irmãos que se intrometeram, e secretamente entraram a espiar a nossa liberdade, que temos em Cristo Jesus, para nos porem em servidão;
5 କିନ୍ତୁସସହି ଭଣ୍ଡ ଭାଇମାଲନ ଯାହା କରିବାକୁ ଚାହୁଁଥିଲଲ,ସସଥିସର ଆମ୍ଲଭସକୗଣସି ମଲତ ସମ୍ମତସହଲୁ ନାହିଁ। ଆମ୍ଲଭ ଇଚ୍ଛା କଲୁସଯ, ତୁମ୍ଭମାନଙ୍କ ଭିତସର ସୁସମାଚାର ସତ୍ଯ ରହିଥାଉ।
5 Aos quais nem ainda por uma hora cedemos com sujeição, para que a verdade do evangelho permanecesse entre vós.
6 କିନ୍ତୁସସହି ପ୍ରତିଷ୍ଠିତସଲାକମାଲନ ମୁଁ କହିଥିବା ସୁସମାଚାରର ପରିବର୍ତ୍ତନ କଲଲ ନାହିଁ।ସମା ପାଇଁ କିଏ ପ୍ରତିଷ୍ଠିତ ବା ନୁଲହଁ, ତାହାର କିଛି ଅର୍ଥ ନାହିଁ। ପରଲମଶ୍ବରଙ୍କ ନିକଟଲର ସମସ୍ଲତ ସମାନ।
6 E, quanto àqueles que pareciam ser alguma coisa (quais tenham sido noutro tempo, não se me dá; Deus não aceita a aparência do homem), esses, digo, que pareciam ser alguma coisa, nada me comunicaram;
7 ଏହିସଲାକମାଲନସଦଖିଲଲସଯ, ପରଲମଶ୍ବର ପିତରଙ୍କ ଭଳିସମାଲତସଗାଟିଏ ବିଶଲଷ କାମସଦଇଛନ୍ତି। ପରଲମଶ୍ବର ଯିହୂଦୀମାନଙ୍କୁ ସୁସମାଚାର କହିବା ପାଇଁ ପିତରଙ୍କୁ ନିୟୁକ୍ତ କରିଛନ୍ତି। କିନ୍ତୁ ପରଲମଶ୍ବରସମାଲତ ଅଣଯିହୂଦୀମାନଙ୍କୁ ସୁସମାଚାର କହିବା କାମସଦଇଛନ୍ତି।
7 Antes, pelo contrário, quando viram que o evangelho da incircuncisão me estava confiado, como a Pedro o da circuncisão
8 ପରଲମଶ୍ବର ପିତରଙ୍କୁ ଜଲଣ ପ୍ସରରିତ ରୂଲପର କାମ କରିବା ଶକ୍ତି ପ୍ରଦାନ କରିଥିଲଲ।ସସ ଯିହୂଦୀମାନଙ୍କର ଜଲଣ ପ୍ସରରିତ। ପରଲମଶ୍ବରସମାଲତ ମଧ୍ଯ ଜଲଣ ପ୍ସରରିତ ଭାବଲର କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ମୁଁ ଅଣଯିହୂଦୀମାନଙ୍କ ପାଇଁ ପ୍ସରରିତ ଅଲଟ।
8 (Porque aquele que operou eficazmente em Pedro para o apostolado da circuncisão, esse operou também em mim com eficácia para com os gentios),
9 ଯାକୁବ, ପିତର ଓସଯାହନସନତା ରୂଲପ ପରିଗଣିତସହଉଥିଲଲ।ସସମାଲନସଦଖିଲଲସଯ, ପରଲମଶ୍ବରସମାଲତ ଏହି ବିଶଲଷ ଅନୁଗ୍ରହ ପ୍ରଦାନ କରିଛନ୍ତି।ସସଥିପାଇଁସସମାଲନ ବର୍ଣ୍ଣବବା ଓସମାଲତ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲଲ। ଯାକୁବ, ପିତର ଓସଯାହନ କହିଲଲ, ପାଉଲ ଓ ବର୍ଣ୍ଣବବା, ତୁମ୍ଲଭମାଲନ ଅଣଯିହୂଦୀମାନଙ୍କ ପାଖକୁ ୟିବା କଥାସର ଆମ୍ଲଭମାଲନ ରାଜି ଅଛୁ। ମାତ୍ର ଆମ୍ଲଭମାଲନ ଯିହୂଦୀମାନଙ୍କ ପାଖକୁ ୟିବୁ।
9 E conhecendo Tiago, Cefas e João, que eram considerados como as colunas, a graça que me havia sido dada, deram-nos as destras, em comunhão comigo e com Barnabé, para que nós fôssemos aos gentios, e eles à circuncisão;
10 ସସମାଲନ ଆମ୍ଭକୁସଗାଟିଏ କଥା କହିବା ଉପଲରସଜାରସଦଲଲସଯ, ଆମ୍ଲଭସଯପରି ଅଭାବଲର ଥିବା ଗରୀବସଲାକମାନଙ୍କୁ ସାହାୟ୍ଯ କରିବା କଥା ମଲନ ରଖୁ। ଏହି କାମଟି କରିବା ପାଇଁ ମୁଁସଯ କଲବଳ ଇଚ୍ଛା କରୁଥିଲି ତା ନୁଲହଁ, ବରଂ ଏଥିପାଇଁସମାର ଉଦ୍ୟୋଗ ମଧ୍ଯ ଥିଲା।
10 Recomendando-nos somente que nos lembrássemos dos pobres, o que também procurei fazer com diligência.
11 ପିତର ଆନ୍ତିୟଖିଆ ନଗରକୁ ଆସିଲଲ।ସସସସଠାଲର କିଛି ଭୂଲ୍ କାମ କଲଲ। ମୁଁ ତାଙ୍କ ବିସରାଧସର ସିଧାସଳଖ କହିଲି, କାରଣସସସଦାଷୀ ଥିଲଲ। ଘଟଣାଟି ଏହା :
11 E, chegando Pedro à Antioquia, lhe resisti na cara, porque era repreensível.
12 ସଯଲତଲବଲଳ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲଲ,ସସ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲଲ ଓ ସଂମ୍ପର୍କ ରଖିଥିଲଲ। ମାତ୍ରସଯଲତଲବଲଳ ଯାକୁବଙ୍କ ନିକଟରୁସକଲତକ ଯିହୂଦୀଲଲାକ ଆସିଲଲ,ସସମାଲନ ଆସିଲା ପଲର ପିତର ଅଣଯିହୂଦୀଲଲାକଙ୍କ ସହିତ ଖିଆପିଆ ବନ୍ଦ କରିସଦଲଲ, ଓସସମାନଙ୍କଠାରୁ ଦୂରସର ରହିଲଲ। ସୁନ୍ନତସହବା କଥାସର ବିଶ୍ବାସ କରୁଥିବାସଲାକମାନଙ୍କ ଭୟସର ପିତର ଏପରି ଆଚରଣ କଲଲ।
12 Porque, antes que alguns tivessem chegado da parte de Tiago, comia com os gentios; mas, depois que chegaram, se foi retirando, e se apartou deles, temendo os que eram da circuncisão.
13 ଅତଏବ ପିତର ଜଲଣ କପଟାଚାରୀ ଭାବଲର ଛଳନା ପୂର୍ବକ ଆଚରଣ କଲଲ। ପିତରଙ୍କ ସହିତ ଅନ୍ୟ ଯିହୂଦୀ ବିଶ୍ବାସୀମାଲନ ମଧ୍ଯ ୟୋଗସଦଲଲ।ସସଠାଲରସସମାଲନ ମଧ୍ଯ କପଟାଚାରୀ ଭାବଲର ଛଳନା ପୂର୍ବକ ଆଚରଣ କଲଲ।ସସଠାଲରସସମାଲନ ୟହା କଲଲ, ତଦ୍ଦ୍ବାରା ବର୍ଣ୍ଣବବା ମଧ୍ଯ ପ୍ରଭାବିତସହାଇଗଲଲ।
13 E os outros judeus também dissimulavam com ele, de maneira que até Barnabé se deixou levar pela sua dissimulação.
14 ଏହି ଯିହୂଦୀମାଲନ ଯାହାୟାହା କଲଲ, ମୁଁସଦଖିଲି।ସସମାଲନ ସୁସମାଚାର ସତ୍ଯର ପାଳନ କରୁ ନ ଥିଲଲ।ସତଣୁ ସମସ୍ତ ଅନ୍ୟ ଯିହୂଦୀମାଲନ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି : ପିତର ! ତୁମ୍ଲଭ ଜଲଣ ଯିହୂଦୀ ! କିନ୍ତୁ ତୁମ୍ଲଭ ଜଲଣ ଯିହୂଦୀଙ୍କ ଭଳି ଜୀବନ ଯାପନ କରୁ ନାହଁ। ତୁମ୍ଲଭ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଲଭ ଅଣଯିହୂଦୀମାନଙ୍କୁ, ଯିହୂଦୀଲଲାକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ଯ କରୁଛ ?
14 Mas, quando vi que não andavam bem e direitamente conforme a verdade do evangelho, disse a Pedro na presença de todos: Se tu, sendo judeu, vives como os gentios, e não como judeu, por que obrigas os gentios a viverem como judeus?
15 ଆମ୍ଲଭମାଲନ ଯିହୂଦୀ ରୂଲପ ଜନ୍ମସହାଇଛୁ, ଏବଂ ଆମ୍ଲଭମାଲନ ପାପୀ ଅଣଯିହୂଦୀମାନଙ୍କ ପରିସନାହୁଁ।
15 Nós somos judeus por natureza, e não pecadores dentre os gentios.
16 ଆମ୍ଲଭ ଜାଣୁସଯ ନିୟମପାଳନ ଦ୍ବାରାସକହି ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିବା ଦ୍ବାରା ଜଲଣ ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ।ସସଥିପାଇଁ ଆମ୍ଲଭ ପରଲମଶ୍ବରଙ୍କ ନିକଟଲର ଧାର୍ମିକସହବା ପାଇଁ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିଅଛୁ। ଆମ୍ଲଭ ନିୟମ ପାଳନ ପାଇଁ ନୁଲହଁ ବରଂ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ ରଖିଥିବାରୁ ପରଲମଶ୍ବରଙ୍କ ପ୍ରତି ଧାର୍ମିକସହାଇଛୁ। କଲବଳ ବ୍ଯବସ୍ଥା ପାଳନ ଦ୍ବାରାସକୗଣସିସଲାକ ଧାର୍ମିକସହାଇପାସର ନାହିଁ।
16 Sabendo que o homem não é justificado pelas obras da lei, mas pela fé em Jesus Cristo, temos também crido em Jesus Cristo, para sermos justificados pela fé em Cristo, e não pelas obras da lei; porquanto pelas obras da lei nenhuma carne será justificada.
17 ଆମ୍ଲଭ ଯିହୂଦୀମାଲନ ପରଲମଶ୍ବରଙ୍କ ପ୍ରତି ଧାର୍ମିକସହବା ପାଇଁ ଯୀଶୁଙ୍କ ପାଖକୁ ଯାଇଛୁ। ଅତଏବ ଆମ୍ଲଭ ମଧ୍ଯ ପାପୀ। ଏହାର ଅର୍ଥ କ'ଣ ଏହାସଯ ଯୀଶୁ ଆମ୍ଭକୁ ପାପୀ କରୁଛନ୍ତି ? ନା!
17 Pois, se nós, que procuramos ser justificados em Cristo, nós mesmos também somos achados pecadores, é porventura Cristo ministro do pecado? De maneira nenhuma.
18 କିନ୍ତୁସଯଉଁ ବିଷୟଗୁଡ଼ିକୁ ଆମ୍ଲଭ ଛାଡ଼ିସଦଇ ସାରିଛୁ, ମୁଁ ଯଦିସସହିଗୁଡ଼ିକର ପୁନଃ ପ୍ରଚାର ଆରମ୍ଭ କଲର, ତାସହଲଲ ଏହା ଭୂଲସହବ।
18 Porque, se torno a edificar aquilo que destruí, constituo-me a mim mesmo transgressor.
19 ମୁଁ ବ୍ଯବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ। କାରଣ ବ୍ଯବସ୍ଥାସମାର ମୃତ୍ଯୁ ଘଟାଇଲା। କିନ୍ତୁ ମୁଁ ପରଲମଶ୍ବରଙ୍କ ପାଇଁ ଜୀବନଯାପନ କରୁଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପଲର ମୃତ୍ଯୁଲଭାଗ କରିସାରିଛି।
19 Porque eu, pela lei, estou morto para a lei, para viver para Deus.
20 ଅତଏବ ଏଲବ ମୁଁ ନିଲଜ ଜୀବିତ ନାହିଁ, ମାତ୍ରସମା ମଧିଅଲର ଯୀଶୁଖ୍ରୀଷ୍ଟ ଜୀବିତ ଅଛନ୍ତି।ସମାର ଶରୀର ମଧିଅଲର ମୁଁ ଏ ପର୍ୟ୍ଯନ୍ତ ଜୀବିତ ଅଛି ଓ ପରଲମଶ୍ବରଙ୍କ ପୁତ୍ରଙ୍କଠାସରସମାର ବିଶ୍ବାସ ପାଇଁ ମୁଁ ଜୀବିତ ଅଛି।ସସସମାଲତ ଭଲ ପାଇଲଲ।ସସସମା ଉଦ୍ଧାର ପାଇଁ ନିଜକୁ ସମର୍ପିତ କରିସଦଇଛନ୍ତି।
20 Já estou crucificado com Cristo; e vivo, não mais eu, mas Cristo vive em mim; e a vida que agora vivo na carne, vivo-a pela fé do Filho de Deus, o qual me amou, e se entregou a si mesmo por mim.
21 ଏହି ଅନୁଗ୍ରହସହଉଛି ପରଲମଶ୍ବରଙ୍କର। ଏହାସମା ପାଇଁ ବହୁତ ମହତ୍ବପୂର୍ଣ୍ଣ ଅଲଟ। କାରଣ ଯଦି ନିୟମ ଦ୍ବାରା ଧାର୍ମିକ ଗଣିତସହବା ସମ୍ଭବସହାଇଥାଆନ୍ତା, ତାସହଲଲ ଖ୍ରୀଷ୍ଟ ବିନା କାରଣସର ନିଜର ପ୍ରାଣ ବିସର୍ଜନ କରି ନ ଥାଆନ୍ତଲ।
21 Não aniquilo a graça de Deus; porque, se a justiça provém da lei, segue-se que Cristo morreu debalde.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Gálatas 2, comparar traduções ou montar um estudo — tudo direto pelo WhatsApp.