Ezequiel 7
Oriya Bible (GL_ORIYA) vs ARA
1 ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟକୁ ଆସିଲା।
1 Veio ainda a palavra do Senhor a mim, dizendo:
2 ସେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁ ଇଶ୍ରାୟେଲ ଭୂମିକୁ କହନ୍ତି, ସମଗ୍ର ଦେଶର ସମାପ୍ତି ଆସିୟାଇଛି।
2 Ó tu, filho do homem, assim diz o Senhor Deus acerca da terra de Israel: Haverá fim! O fim vem sobre os quatro cantos da terra.
3 ବର୍ତ୍ତମାନ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ମାରେ କୋର୍ଧ ପ୍ରକାଶ କରିବା। ତୁମ୍ଭର କର୍ମ ଅନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣା ଯୋଗ୍ଯ ସକଳ କର୍ମ ପାଇଁ ଆମ୍ଭେ ତୁମ୍ଭଙ୍କୁ ଦଣ୍ଡ ଦବୋ।
3 Agora, vem o fim sobre ti; enviarei sobre ti a minha ira, e te julgarei segundo os teus caminhos, e farei cair sobre ti todas as tuas abominações.
4 ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ, ଆମ୍ଭେ ତୁମ୍ଭକୁ ଅନୁକମ୍ପା କରିବା ନାହିଁ। କିନ୍ତୁ ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କାର୍ୟ୍ଯ ପାଇଁ ଓ ତୁମ୍ଭର ସମସ୍ତ ଘୃଣ୍ଯ ପ୍ରଥା ପାଇଁ ଦଣ୍ଡିତ କରିବା। ଯାହା ଫଳ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ହିଁ ସଦାପ୍ରଭୁ।
4 Os meus olhos não te pouparão, nem terei piedade, mas porei sobre ti os teus caminhos, e as tuas abominações estarão no meio de ti. Sabereis que eu sou o Senhor .
5 ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ଦେଖ, ଗୋଟିଏ ପ ରେ ଗୋଟିଏ ଅମଙ୍ଗଳ ଆସୁଅଛି।
5 Assim diz o Senhor Deus: Mal após mal, eis que vêm.
6 ଅନ୍ତିମ କାଳ ଆସୁଅଛି, ୟବନିକା ଆସୁଅଛି। ଏହା ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେଉଅଛି। ଏହା ତା'ର ବାଟରେ ଆସୁଅଛି।
6 Haverá fim, vem o fim, despertou-se contra ti;
7 ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିୟାଇଛି। ସହେି ସମୟ ଆସୁଅଛି, ତୁମ୍ଭର ଶଷେ ବିଚାର ଦିନ ଅତି ନିକଟ। ସହେି ଦିନଟି ସନ୍ଦହରେ ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପ ରେ ଆନନ୍ଦ ଧ୍ବନିର ଦିନ ନୁହେଁ।
7 vem a tua sentença, ó habitante da terra. Vem o tempo; é chegado o dia da turbação, e não da alegria, sobre os montes.
8 ବର୍ତ୍ତମାନ ଆମ୍ଭେ ଆପଣା କୋର୍ଧକୁ ତୁମ୍ଭ ଉପ ରେ ପ୍ରଯୋଗ କରିବା। ଯେପର୍ୟ୍ଯନ୍ତ ଏହା ପ୍ରାଧାନ୍ଯ ସେ ନ କରିଛୁ ଏବଂ ତୁମ୍ଭର କର୍ମାନୁସା ରେ ବିଚାର ନ କରିବୁ। ଆମ୍ଭେ ତୁମ୍ଭର ମନ୍ଦ କର୍ମ ଯୋଗୁ ତୁମ୍ଭକୁ ଦଣ୍ଡିତ କରିବା।
8 Agora, em breve, derramarei o meu furor sobre ti, cumprirei a minha ira contra ti, julgar-te-ei segundo os teus caminhos e porei sobre ti todas as tuas abominações.
9 ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ କି ତୁମ୍ଭକୁ ଅନୁକମ୍ପା କରିବା ନାହିଁ। ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କର୍ମ ୟୋଗୁ ଓ ତୁମ୍ଭ ମଧିଅରେ ଥିବା ଘୃଣା ପ୍ରଥା ଯୋଗୁଁ ଦଣ୍ଡିତ କରିବା। ଏବଂ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ୟିଏ ତୁମ୍ଭକୁ ଆଘାତ କରିଛନ୍ତି।
9 Os meus olhos não te pouparão, nem terei piedade; segundo os teus caminhos, assim te castigarei, e as tuas abominações estarão no meio de ti. Sabereis que eu, o Senhor , é que firo.
10 ଦେଖ, ସହେିଦିନ ଆସୁଅଛି। ତୁମ୍ଭର ଶଷେ ବିଚାରାଜ୍ଞା ନିର୍ଗତ ହେଲା, ୟଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହାଇେଅଛି।
10 Eis o dia, eis que vem; brotou a tua sentença, já floresceu a vara, reverdeceu a soberba.
11 ଜଣେ ଉଗ୍ର ବ୍ଯକ୍ତି ଏକ ଦୁଷ୍ଟ ଆଶାବାଡ଼ି ରେ ପରିଣତ ହାଇେଅଛି, ସେ ସମାନଙ୍କେ ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ଜନଗହଳି ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ବଂଶଧରମାନଙ୍କ ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ନେତାମାନଙ୍କ ମଧ୍ଯରୁ ଜଣେ ନୁହେଁ।
11 Levantou-se a violência para servir de vara perversa; nada restará deles, nem da sua riqueza, nem dos seus rumores, nem da sua glória.
12 ସମୟ ଆସିଅଛି, ସହେିଦିନ ନିକଟବର୍ତ୍ତୀ ହେଉଅଛି। କ୍ ରତାେ ଆନନ୍ଦ ନ କରୁ ଓ ବିକ୍ ରତାେ ଶାେକ ନ କରୁ। କାରଣ ଭୟଙ୍କର ଦଣ୍ଡ ଜନଗହଳି ମଧିଅରେ ଥିବା ପ୍ରେତ୍ୟକକଙ୍କ ଉପ ରେ ଆସିୟାଇଛି।
12 Vem o tempo, é chegado o dia; o que compra não se alegre, e o que vende não se entristeça; porque a ira ardente está sobre toda a multidão deles.
13 ବିକ୍ ରତାେ ବିକ୍ରଯ କରିଥିବା ସମ୍ପତ୍ତିରୁ, ସେ ବଞ୍ଚିଥିବା ପର୍ୟ୍ଯନ୍ତ ସମାନଙ୍କେଠାରୁ ଫରେିପାଇବ ନାହିଁ। କାରଣ ଏହି ଦର୍ଶନ ସମସ୍ତ ଲୋକାରଣ୍ଯ ପାଇଁ ଉଦ୍ଦିଷ୍ଟ। ଏହା ବଦଳା ୟାଇପାରିବ ନାହିଁ। ସମାନଙ୍କେର ପାପ ସକାେଶ, କହେି ଆପଣା ଜୀବନକୁ ଧରି ରଖିବାକୁ ସକ୍ଷମ ହବେେ ନାହିଁ।
13 Porque o que vende não tornará a possuir aquilo que vendeu, por mais que viva; porque a profecia contra a multidão não voltará atrás; ninguém fortalece a sua vida com a sua própria iniquidade.
14 ସମାନେେ ତୂରୀଗୁଡ଼ିକ ବଜାଇ ସମସ୍ତଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କରିବେ। କିନ୍ତୁ ୟୁଦ୍ଧକୁ କହେି ଯିବେ ନାହିଁ କାରଣ ଆମ୍ଭର କୋର୍ଧ ସମସ୍ତ ଜନଗହଳି ଉପ ରେ ଅଛି।
14 Tocaram a trombeta e prepararam tudo, mas não há quem vá à peleja, porque toda a minha ira ardente está sobre toda a multidão deles.
15 ବାହା ରେ ଶତ୍ରୁର ଖଡ୍ଗ ଓ ଭିତ ରେ ମହାମାରୀ ଓ ଦୁର୍ଭିକ୍ଷ ଅଛି। ଯେଉଁ ଲୋକ କ୍ଷେତ୍ରକୁ ୟିବ ସେ ଖଡ୍ଗ ରେ ମରିବ ଓ ଯେ ନଗର ମଧିଅରେ ରହିବ, ସେ ଦୁର୍ଭିକ୍ଷ ଓ ମହାମାରୀ ରେ ବିନାଶ ହବେ।
15 Fora está a espada; dentro, a peste e a fome; o que está no campo morre à espada, e o que está na cidade, a fome e a peste o consomem.
16 କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।
16 Se alguns deles, fugindo, escaparem, estarão pelos montes, como pombas dos vales, todos gemendo, cada um por causa da sua iniquidade.
17 ସମସ୍ତଙ୍କର ହସ୍ତ ଏତେ ଦୁର୍ବଳ ହବେ ଯେ, ତାହା ଉପରକୁ ଉତ୍ତାଳେିତ ହବେ ନାହିଁ। ଆଉ ମଧ୍ଯ ସମସ୍ତଙ୍କର ଅଶ୍ରୁ ଜଳପରି ତରଳ ହବେ।
17 Todas as mãos se tornarão débeis, e todos os joelhos, em água.
18 ଏବଂ ସମାନେେ ଚଟବସ୍ତ୍ର ପରିଧାନ କରିବେ। ସମାନେେ ଭୟ ରେ ଥରିବେ। ସମସ୍ତଙ୍କର ମୁଖ ଲଜ୍ଜା ରେ ଆଚ୍ଛାଦିତ ହବେ ଓ ଦୁଃଖର ଚିହ୍ନ ସ୍ବରୂପ ସମାନେେ ସମାନଙ୍କେର ମସ୍ତକ ଲଣ୍ଡିତ କରିବେ।
18 Cingir-se-ão de pano de saco, e o horror os cobrirá; em todo rosto haverá vergonha, e calva, em toda a cabeça.
19 ସମାନେେ ନିଜ ନିଜର ରୂପାକୁ ଦାଣ୍ଡ ରେ ପକାଇ ଦବେେ ଓ ସମାନଙ୍କେର ସୁନା ଅଶୁଚି ବସ୍ତୁ ତୁଲ୍ଯ ହବେ। ସେ ସବୁ କିନ୍ତୁ ସମାନଙ୍କେୁ ସଦାପ୍ରଭୁ ଯେତବେେଳେ ତାଙ୍କର କୋରଧ ରେ ପ୍ରକାଶ କଲେ, ତାଙ୍କ କୋପରୁ ରକ୍ଷା କରିବ ନାହିଁ। ସମାନେେ ସମାନଙ୍କେର କ୍ଷୁଧାକୁ ସନ୍ତୁଷ୍ଟ କରିପାରିବେ ନାହିଁ। କିଅବା ସମାନଙ୍କେର ଉଦର ପୂର୍ଣ୍ଣ କରିପାରିବେ ନାହିଁ। କାରଣ ଏହିସବୁ ଜିନିଷଗୁଡ଼ିକ ପାପ କରିବାକୁ ସମାନଙ୍କେର କାରଣ ଥିଲା।
19 A sua prata lançarão pelas ruas, e o seu ouro lhes será como sujeira; nem a sua prata, nem o seu ouro os poderá livrar no dia da indignação do Senhor ; eles não saciarão a sua fome, nem lhes encherão o estômago, porque isto lhes foi o tropeço para cair em iniquidade.
20 ସହେି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାର ରେ ଘୃଣ୍ଯ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସମାନେେ ଗର୍ବ କରୁଥିଲେ ଏବଂ ସମାନେେ ସହେି ମୂର୍ତ୍ତିଗୁଡ଼ିକ ପରମେଶ୍ବରଙ୍କ ମନ୍ଦିର ରେ ରଖିଲେ। ତେଣୁ ଆମ୍ଭେ ସଗେୁଡ଼ିକ ସମାନଙ୍କେ ପାଇଁ କଳୁଷିତ ସାମଗ୍ରୀ ରେ ପରିଣତ କରିଦବୋ।
20 De tais preciosas joias fizeram seu objeto de soberba e fabricaram suas abomináveis imagens e seus ídolos detestáveis;
21 ତା'ପ ରେ ଆମ୍ଭେ ସହେି ମନ୍ଦିରରୁ ଲୁଣ୍ଠନ ସାମଗ୍ରୀ ରୂପେ ବିଦେଶୀମାନଙ୍କ ହସ୍ତ ରେ ଓ ଲୁଟ ଦ୍ରବ୍ଯରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତ ରେ ସମର୍ପଣ କରିବା ଓ ସମାନେେ ଏହାକୁ କଳୁଷିତ କରିବେ।
21 portanto, eu fiz que isso lhes fosse por sujeira e o entregarei nas mãos dos estrangeiros, por presa, e aos perversos da terra, por despojo; eles o profanarão.
22 ଆଉ ଆମ୍ଭେ ସମାନଙ୍କେଠାରୁ ଆପଣା ମୁଖ ଫରୋଇବା। ସମାନେେ ଆମ୍ଭର ନିବୃତସ୍ଥାନ ଅପବିତ୍ର କରିବେ। ଆଉ ଡ଼କାଯତମାନେ ତାହା ମଧିଅରେ ପ୍ରବେଶ କରି ତାହା ଅପବିତ୍ର କରିବେ।
22 Desviarei deles o rosto, e profanarão o meu recesso; nele, entrarão profanadores e o saquearão.
23 ବନ୍ଦୀମାନଙ୍କ ପାଇଁ ଶିକୁଳି ପ୍ରସ୍ତୁତ କର। କାରଣ ରକ୍ତପାତରୂପ ଅପରାଧ ରେ ଦେଶ ପରିପୂର୍ଣ୍ଣ ଓ ଦୌରାତ୍ମ୍ଯ ରେ ନଗର ପରିପୂର୍ଣ୍ଣ ହବେ।
23 Faze cadeia, porque a terra está cheia de crimes de sangue, e a cidade, cheia de violência.
24 ତେଣୁ ଆମ୍ଭେ ଦୁଷ୍ଟ ଜାତିମାନଙ୍କୁ ଆଣିବା। ତହିଁରେ ସମାନେେ ଏହି ଲୋକମାନଙ୍କର ଗୃହସବୁ ଅଧିକାର କରିବେ। ଆଉ ମଧ୍ଯ ଆମ୍ଭେ ବଳବାନ ଲୋକମାନଙ୍କର ଗର୍ବ ଚୂର୍ଣ୍ଣ କରିବା। ଆଉ ସମାନଙ୍କେର ପବିତ୍ର ପୂଜାସ୍ଥାନ କଳୁଷିତ ହବେ।
24 Farei vir os piores de entre as nações, que possuirão as suas casas; farei cessar a arrogância dos valentes, e os seus lugares santos serão profanados.
25 ତୁମ୍ଭମାନେେ ବିନାଶ ପାଇଁ ଭୟଭୀତ ହବେ ଓ ତୁମ୍ଭମାନେେ ଶାନ୍ତି ଅନ୍ବଷେଣ କରିବ ମାତ୍ର କିଛି ପାଇବ ନାହିଁ।
25 Vem a destruição; eles buscarão paz, mas não há nenhuma.
26 ଗୋଟିଏ ବିପର୍ୟ୍ଯଯ ପ ରେ ଆଉ ଗୋଟିଏ ବିପର୍ୟ୍ଯଯ ଘଟିବ ଓ ଜନରବ ଉପ ରେ ଜନରବ ହବେ। ତେଣୁ ତୁମ୍ଭମାନେେ ଭବିଷ୍ଯଦବକ୍ତାର ନିକଟରୁ ଦର୍ଶନର ଚେଷ୍ଟା କରିବ। କିନ୍ତୁ ଯାଜକମାନଙ୍କର ଶିକ୍ଷା ଓ ପ୍ରାଚୀନ ଲୋକମାନଙ୍କର ଜ୍ଞାନ ଲୋପ ପାଇବ।
26 Virá miséria sobre miséria, e se levantará rumor sobre rumor; buscarão visões de profetas; mas do sacerdote perecerá a lei, e dos anciãos, o conselho.
27 ତୁମ୍ଭମାନଙ୍କର ରାଜା ଶାେକ କରିବେ ଓ ନତେୃବର୍ଗ ଶାେକର ବସ୍ତ୍ର ପରିଧାନ କରିବେ। ଦେଶର ଲୋକମାନଙ୍କର ହସ୍ତ କମ୍ପିତ ହବେ। ଯେ ହତେୁ ଆମ୍ଭେ ସମାନଙ୍କେର ନିଜ ଆଚରଣ ଓ ଆଦର୍ଶ ଅନୁସାରେ ସମାନଙ୍କେ ପ୍ରତି ବ୍ଯବହାର କରିବା। ସମାନଙ୍କେର କର୍ମ ଅନୁସାରେ ସମାନଙ୍କେର ବିଚାର କରାୟିବ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ହୃଦଯଙ୍ଗମ କରିବେ।
27 O rei se lamentará, e o príncipe se vestirá de horror, e as mãos do povo da terra tremerão de medo; segundo o seu caminho, lhes farei e, com os seus próprios juízos, os julgarei; e saberão que eu sou o Senhor .
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 7, comparar traduções ou montar um estudo — tudo direto pelo WhatsApp.