Ezequiel 44
Oriya Bible (GL_ORIYA) vs VC
1 ତା'ପ ରେ ସେ ମାେତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫରୋଇ ଆଣିଲେ।
1 Ele reconduziu-me ao pórtico exterior do santuário, que fica fronteiro ao oriente, o qual se achava fechado.
2 ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଏହି ଫାଟକ ବନ୍ଦ ରହିବ। ତାହା ମୁକ୍ତ ହବେ ନାହିଁ କିମ୍ବା କୌଣସି ମନୁଷ୍ଯ ତାହାଦଇେ ପ୍ରବେଶ କରିବ ନାହିଁ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ତାହାଦଇେ ପ୍ରବେଶ କରିଅଛନ୍ତି, ଏଥିପାଇଁ ତାହା ବନ୍ଦ ରହିବ।
2 O Senhor disse-me: Este pórtico ficará fechado. Ninguém o abrirá, ninguém aí passará, porque o Senhor, Deus de Israel, aí passou; ele permanecerá fechado.
3 କବଳେ ଅଧିପତି ସଦାପ୍ରଭୁଙ୍କ ସମ୍ମୁଖ ରେ ଆହାର କରିବା ପାଇଁ ତହିଁ ମଧିଅରେ ବସିବେ। ସେ ଦ୍ବାରର ବାରଣ୍ଡା ପଥଦଇେ ପ୍ରବେଶ କରିବେ ଓ ସହେି ପଥଦଇେ ବାହାରିଯିବେ।
3 O príncipe, entretanto, enquanto tal, poderá aí assentar-se para tomar sua refeição diante do Senhor. Ele entrará pelo vestíbulo do pórtico e sairá pelo mesmo caminho.
4 ତା'ପ ରେ ସେ ମାେତେ ଉତ୍ତର ଦ୍ବାର ଦଇେ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା'ପ ରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି।
4 Ele conduziu-me em seguida pelo pórtico norte, diante do templo. Lá, pude contemplar a glória do Senhor que enchia o templo do Senhor; a essa vista, caí com a face em terra.
5 ପୁଣି ସଦାପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁଙ୍କ ମନ୍ଦିରର ସକଳ ବିଧି ଓ ତହିଁର ସକଳ ବ୍ଯବସ୍ଥା ବିଷଯ ରେ ଯାହା ଯାହା ମୁଁ ତୁମ୍ଭକୁ କହିଅଛୁ, ତୁମ୍ଭେ ମନୋୟୋଗ ସହକା ରେ ଧ୍ଯାନ ଦିଅ, ଦେଖ ଓ ଶୁଣ। ଆଉ ମନ୍ଦିର ରେ ପ୍ରବେଶ ଓ ପ୍ରସ୍ଥାନ ଉତ୍ତମରୂପେ ଅନୁଧ୍ଯାନ କର।
5 O Senhor disse-me: Filho do homem, presta bem atenção; olha bem com teus olhos. Fica com o ouvido atento ao que te vou dizer: são as leis e as ordens concernentes ao templo do Senhor. Vela com cuidado a admissão no templo, assim como a exclusão do santuário.
6 ଆଉ ଇଶ୍ରାୟେଲର ଅବଜ୍ଞାକାରୀଙ୍କୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି। ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ କରିଥିବା ଘୃଣ୍ଯକର୍ମ ତୁମ୍ଭମାନଙ୍କର ୟଥେଷ୍ଟ ହାଇେଛି।
6 Dirás a esses rebeldes israelitas: eis o que diz o Senhor Javé: israelitas, basta! Chega de abominações!
7 କାରଣ ତୁମ୍ଭମାନେେ ଶାରୀରିକ ଓ ହୃଦଯ ରେ ଅସୁନ୍ନତ ବିଦେଶୀମାନଙ୍କୁ ମାରେ ମନ୍ଦିର ଅଗଣାକୁ ଆଣିଲେ ଓ ମାରେ ମନ୍ଦିରକୁ ଅପବିତ୍ର କଲ। ତୁମ୍ଭମାନେେ ମାରେ ଖାଦ୍ୟ ତିଆରି କଲ, ମଦେ ଏବଂ ରକ୍ତକୁ ଅପବିତ୍ର କଲ। ଯେ ହତେୁ ତୁମ୍ଭମାନେେ ସଗେୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭମାନେେ, ତୁମ୍ଭମାନଙ୍କ ସହିତ ହାଇେଥିବା ମାରେନିଯମ ଭଙ୍ଗ କଲ।
7 Quando fazíeis a oferenda do meu pão, da gordura e do sangue, introduzistes no meu santuário para profaná-lo estrangeiros cujo coração não é menos incircunciso que a carne; violastes, dessa forma, a minha aliança com todas as vossas abominações.
8 ପୁଣି ତୁମ୍ଭମାନେେ ମାରେ ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନବୋକୁ ଧ୍ଯାନ ଦଇେ ନାହଁ। ଏବଂ ତୁମ୍ଭମାନେେ ବିଦେଶୀଯମାନଙ୍କ ହସ୍ତ ରେ ପବିତ୍ର ସ୍ଥାନ ରକ୍ଷାର ଦାଯିତ୍ବ ଦଇେଅଛ।'
8 Em vez de vos ocupardes vós mesmos com o serviço do meu santuário, encarregastes esses estrangeiros de fazê-lo em vosso lugar.
9 ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଇଶ୍ରାୟେଲ ସନ୍ତାନମାନଙ୍କ ମଧିଅରେ ଯେଉଁ ବିଦେଶୀଯମାନେ ଅଛନ୍ତି ସମାନଙ୍କେ ମଧ୍ଯରୁ ଶାରୀରିକ ବା ହୃଦଯ ରେ ଅସୁନ୍ନତ କୌଣସି ବିଦେଶୀଯ ଲୋକ ମାେ ପବିତ୍ର ମନ୍ଦିର ରେ ପ୍ରବେଶ କରିବ ନାହିଁ।
9 Eis o que diz o Senhor Javé: nenhum estrangeiro, cujo coração é incircunciso tanto quanto a carne, penetrará em meu santuário; não, nenhum dos estrangeiros que residem entre os israelitas.
10 ଯେତବେେଳେ ଇଶ୍ରାୟେଲ ମାଠାରୁେ ବିପଥଗାମୀ ହେଲେ, ଲବେୀୟମାନେ ମାଠାରୁେ ଦୂ ରଇେ ଗଲେ ଏବଂ ୟିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବହନ କରିବେ।
10 Os levitas, que me deixaram desde o tempo em que Israel se desviava, abandonando-me para seguir os ídolos, esses levitas levarão a pena de sua falta.
11 ଲବେୀୟମାନେ ମାରେ ପବିତ୍ରସ୍ଥାନ ସବୋ କରିବା ପାଇଁ ବଚ୍ଛା ୟାଇଥିଲେ। ସମାନେେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସମାନେେ ମନ୍ଦିର ରେ ସବୋ କଲେ। ସମାନେେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହାମେପଳି କଲେ। ସମାନେେ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଏବଂ ସମାନଙ୍କେୁ ସବୋ କରିବା ପାଇଁ ବଛା ୟାଇଥିଲେ।
11 Servirão em meu santuário na qualidade de porteiros e farão o serviço da casa; degolarão para o povo as vítimas destinadas aos holocaustos ou aos sacrifícios, e ficarão à disposição do povo para todo o serviço.
12 କିନ୍ତୁ ସମାନେେ ସମାନଙ୍କେର ପ୍ରତିମାଗଣଙ୍କୁ ପୂଜା କଲେ, ସେଥିପାଇଁ ଇଶ୍ରାୟେଲର ଲୋକମାନଙ୍କର ଝୁଣ୍ଟି ପଡ଼ିବାର ଓ ପାପର କାରଣ ହେଲା। ଏଣୁ, ମୁଁ ସମାନଙ୍କେ ବିରୁଦ୍ଧ ରେ ପ୍ରତିଜ୍ଞା କରୁଛି : ' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବୋହିବେ।' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।
12 Porque se puseram a seu serviço diante dos seus infames ídolos, e arrastaram os israelitas ao pecado, por causa disso - oráculo do Senhor Javé - ergo a mão contra eles, e sofrerão a pena de sua falta.
13 ପୁଣି ସମାନେେ ମାରେ ଯାଜକମାନଙ୍କ ପରି ମାରେ ନିକଟକୁ ବଳିଦାନ ଆଣିବେ ନାହିଁ। ସମାନେେ ମାରେ ଦ୍ରବ୍ଯଗୁଡ଼ିକ ମଧ୍ଯରୁ କୌଣସି ପବିତ୍ର ଦ୍ରବ୍ଯ ନିକଟକୁ କିମ୍ବା ଅତି ପବିତ୍ର ଦ୍ରବ୍ଯଗୁଡ଼ିକ ନିକଟକୁ ଆସିବେ ନାହିଁ। କିନ୍ତୁ ସମାନେେ ନିଜର ଭୟଙ୍କର ପାପଗୁଡ଼ିକ ପାଇଁ ଅପମାନ ସହ୍ଯ କରିବେ।
13 Não poderão mais aproximar-se de mim para exercer diante de mim as funções sacerdotais, nem para tocar em minhas coisas santas, nem para entrar no lugar santíssimo: mas carregarão a vergonha que lhes mereceram suas práticas abomináveis.
14 ତଥାପି ମନ୍ଦିରର ସବୋକାର୍ୟ୍ଯ ପାଇଁ ଓ ତାହା ମଧିଅରେ ସମସ୍ତ କାର୍ୟ୍ଯ କରିବା ପାଇଁ ମନ୍ଦିରର ଯତ୍ନ ନବୋକୁ ମୁଁ ସମାନଙ୍କେୁ ନିୟୁକ୍ତ କରିବି।
14 Eu os encarregarei da guarda do templo, de seu serviço e de todos os trabalhos que devem ser feitos aí.
15 କିନ୍ତୁ ସମସ୍ତ ଲବେୀୟ ଯାଜକଗଣ, ସାଦୋକର ଭବିଷ୍ଯତ ବଂଶଧରଗଣ ଯେଉଁମାନେ ମାରେ ପବିତ୍ର ସ୍ଥାନ ନିଯମ ଅନୁସରଣ କଲେ, ଯେତବେେଳେ ଇଶ୍ରାୟେଲୀୟମାନେ ମାଠାରୁେ ବିପଥଗାମୀ ହେଲେ, ସମାନେେ ମାେ ପାଖକୁ ସବୋ କରିବା ପାଇଁ ଆସିବାକୁ ସମର୍ଥ ହବେ। ସମାନେେ ମାେ ଉଦ୍ଦେଶ୍ଯ ରେ ମଦେ ଓ ରକ୍ତ ବଳିଦାନ ହାଇେଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମାେ ସମ୍ମୁଖ ରେ ଠିଆ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
15 Os sacerdotes levíticos, descendentes de Sadoc, que asseguraram a guarda do meu santuário no tempo em que os israelitas se afastavam para longe de mim, são eles que se aproximarão de mim para me servir, são eles que ficarão em minha presença para me oferecerem a gordura e o sangue - oráculo do Senhor Javé.
16 ସମାନେେ ମାରେ ପବିତ୍ର ସ୍ଥାନ ରେ ପ୍ରବେଶ କରିବେ। ସମାନେେ ମାେତେ ସବୋ କରିବା ପାଇଁ ମାେ ମଜେ ନିକଟକୁ ଆସିବେ ଓ ସମାନେେ ମାରେ ସବୋ ରେ ଯତ୍ନଶୀଳ ହବେ।
16 São eles que penetrarão em meu santuário, eles que se aproximarão da minha mesa para o meu serviço, que o cumprirão com fidelidade.
17 ଯେତବେେଳେ ସମାନେେ ଭିତର ପ୍ରାଙ୍ଗଣର ଫାଟକ ନିକଟକୁ ଆସନ୍ତି, ସମାନେେ ନାଇଲନ୍ ପୋଷାକ ପିନ୍ଧିବେ, ଯେତବେେଳେ ସମାନେେ ମନ୍ଦିରର ଭିତର ପ୍ରାଙ୍ଗଣର ସବୋ କରନ୍ତି, ସମାନେେ ନିଶ୍ଚଯ ପଶମ ବସ୍ତ୍ର ପରିଧାନ କରିବେ ନାହିଁ।
17 Ao passarem as portas do átrio interior, deverão estar vestidos de linho; não terão lã sobre si, quando oficiarem nos pórticos do átrio interior e no templo.
18 ସମାନଙ୍କେ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶ ରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ବଦେ ଜାତ ହେଲାଭଳି କୌଣସି ପୋଷାକ ସମାନେେ ପିନ୍ଧିବେ ନାହିଁ।
18 Trarão na cabeça turbantes de linho, e sobre os rins calções de linho; não trarão cinto que possa provocar a transpiração
19 ପୁଣି ସମାନେେ ବାହାର ପ୍ରାଙ୍ଗଣ ରେ ଲୋକମାନଙ୍କ ନିକଟକୁ ୟିବା ପୂର୍ବରୁ, ସମାନେେ ଉପାସନା ସମୟରେ ବ୍ଯବହୃତ ବସ୍ତ୍ର କାଢ଼ି ଦବୋ ଉଚିତ୍ ଏବଂ ପବିତ୍ର କଠାେରୀ ରେ ସଗେୁଡ଼ିକୁ ରଖିବେ। ଲୋକମାନେ ଯେପରି ସହେି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସମାନେେ ଅନ୍ୟ ବସ୍ତ୍ର ପରିଧାନ କରିବେ।
19 Quando passarem ao átrio exterior, lá onde o povo se encontra, despirão suas vestimentas litúrgicas e as deporão nas câmaras do santuário, e se revestirão de outros hábitos, a fim de que não toquem os leigos com suas vestimentas consagradas.
20 ଏହି ଯାଜକଗଣ ସମାନଙ୍କେର ମସ୍ତକ ନିଶ୍ଚଯ କ୍ଷୌର କରିବେ ନାହିଁ। କିମ୍ବା ସମାନଙ୍କେର କେଶକୁ ଲମ୍ବା ହବୋକୁ ଦବେେ ନାହିଁ। ସମାନେେ କବଳେ ସମାନଙ୍କେର କେଶ କର୍ତ୍ତନ କରିବା ଉଚିତ୍।
20 Não rasparão a cabeça, não deixarão crescer livremente sua cabeleira; apararão porém os cabelos.
21 କୌଣସି ଯାଜକ ଭିତର ପ୍ରାଙ୍ଗଣ ରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ।
21 Nenhum sacerdote beberá vinho quando tiver de penetrar no átrio interior.
22 ପୁଣି ସମାନେେ ବିଧବା କିମ୍ବା ସ୍ବାମୀ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ। ସମାନେେ ଇଶ୍ରାୟେଲ ବଂଶଜାତ ଅନୁଢ଼ା କୁମାରୀ କିମ୍ବା ମୃତ ଯାଜକର ବିଧବାକୁ ବିବାହ କରିବେ।
22 Eles não desposarão viúvas nem mulheres repudiadas, mas somente virgens de descendência israelita; poderão, entretanto, casar com a viúva de um sacerdote.
23 ଆଉ ମଧ୍ଯ ଯାଜକମାନେ ମାରେ ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ଶିଖାଇବେ।
23 Ensinarão meu povo a distinguir o sagrado do profano, a discernir o que é imundo do que é puro.
24 ବିବାଦ ଉପସ୍ଥିତ ହେଲେ ସମାନେେ ବିଚାରପତି ଭାବରେ ବିଚାର କରିବେ। ମାରେ ସମସ୍ତ ଶାସନ ବିଧି ଅନୁସାରେ ସମାନେେ ବିଚାର ନିଷ୍ପତ୍ତି କରିବେ ଏବଂ ସମାନେେ ମାରେ ନିରୂପିତ ସମସ୍ତ ପର୍ବ ରେ ମାରେ ବ୍ଯବସ୍ଥା ଓ ମାରେ ବିଧିସବୁ ପାଳନ କରିବେ। ଆଉ ସମାନେେ ମାରେ ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍।
24 Nos debates, terão de julgar; e o farão conforme ao meu direito. Em todas as solenidades observarão as minhas leis e ordenações e santificarão os meus sábados.
25 କାରଣ ସମାନେେ ଅଶୁଚି କରିବା ପାଇଁ କୌଣସି ମୃତ ଲୋକ ଶବ ନିକଟକୁ ଆସିବେ ନାହିଁ। କିନ୍ତୁ ସମାନେେ ନିଜର ପିତା, ମାତା, ପୁତ୍ର, କନ୍ଯା, ଭ୍ରାତା କିମ୍ବା ଅବିବାହିତା ଭଗିନୀ ନିମନ୍ତେ ନିଜକୁ ଅଶୁଚି କରିପାରିବେ।
25 Não tocarão em cadáver, para não se contaminarem; entretanto, essa mancha será tolerável para um pai ou uma mãe, um filho ou uma filha, um irmão ou uma irmã não casada.
26 ପୁଣି ଯାଜକ ଶୁଚି ହେଲା ପ ରେ ଗଣିତ ହବୋ ପାଇଁ ସାତଦିନ ଅପେକ୍ଷା କରିବ।
26 Após sua purificação, contar-se-ão sete dias;
27 ସେ ଯେଉଁଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ୟିବ ସଦେିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ। ସଦାପ୍ରଭୁ, ମାରେ ପ୍ରଭୁ ଏହିସବୁ କହନ୍ତି।
27 depois, no dia em que entrar de novo para o seu serviço no santuário ou no átrio interior, oferecerá um sacrifício de expiação, - oráculo do Senhor Javé.
28 ଆଉ ଲବେୀୟମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହବେେ। ମୁଁ ସମାନଙ୍କେର ସମ୍ପତ୍ତି, ତୁମ୍ଭମାନେେ ଇଶ୍ରାୟେଲ ଭିତ ରେ କୌଣସି ଭୂମି ସମାନଙ୍କେୁ ଦବେ ନାହିଁ। କାରଣ ମୁଁ ସମାନଙ୍କେର ଅଧିକାର ଅଟେ।
28 Quanto ao seu patrimônio, sou eu que serei o seu patrimônio: não lhes assinalareis propriedade em Israel; sou eu que serei a sua propriedade.
29 ସମାନେେ ଶସ୍ଯ ବଳି, ପାପାର୍ଥକ ବଳି ଓ ଦୋଷର୍ଥକ ବଳି ଭୋଜନ କରିବେ। ଇଶ୍ରାୟେଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସମାନଙ୍କେର ହବେ।
29 Eles se nutrirão das oferendas e das vítimas oferecidas pelos pecados e pelo delito: será para eles tudo o que tiver sido votado a interdito em Israel.
30 ତୁମ୍ଭମାନଙ୍କର ସମସ୍ତ ଶସ୍ଯ ଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧିଅରେ ପ୍ରେତ୍ୟକକ ଉପହାର ଯାଜକମାନଙ୍କର ହବେ। ଆଉ ମଧ୍ଯ ତୁମ୍ଭମାନେେ ନିଜ ନିଜ ଗୃହ ରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦବେ।
30 O melhor de todas as primícias e de todas as espécies de oferendas será dos sacerdotes. Vós lhes dareis também as primícias de vossa farinha, para que possais merecer a bênção sobre a vossa casa.
31 ପୁଣି ଯାଜକମାନେ କୌଣସି ସ୍ବଯଂ ମୃତ ବା ପଶୁ ପକ୍ଷୀ ଦ୍ବାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷଣ କରିବେ ନାହିଁ।
31 Os sacerdotes não comerão carne de nenhum animal morto ou despedaçado, quer seja de um pássaro quer de outro qualquer animal.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 44, comparar traduções ou montar um estudo — tudo direto pelo WhatsApp.