Ezequiel 43

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଏହାପ ରେ ସେ ମାେତେ ପୂର୍ବଦ୍ବାର ନିକଟକୁ ଆଣିଲେ।
1 Então, me levou à porta, à porta que olha para o caminho do oriente.
2 ଏବଂ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ପୂର୍ବ ଦିଗରୁ ଆସୁଥିବାର ମୁଁ ଦେଖିପାରିଲି ଏବଂ ତାଙ୍କର ସ୍ବର ସମୁଦ୍ରର ଗର୍ଜ୍ଜନର ସ୍ବର ପରି ଥିଲା ଏବଂ ଦେଶଟି ତାଙ୍କ ମହିମା ରେ ଆଲୋକିତ ହାଇଗେଲା।
2 E eis que a glória do Deus de Israel vinha do caminho do oriente; e a sua voz era como a voz de muitas águas, e a terra resplandeceu por causa da sua glória.
3 ମୁଁ ଯେଉଁ ଦର୍ଶନ ସଠାେ ରେ ଦେଖିଲି, ତାହା ଯେତବେେଳେ ସହରକୁ ଧ୍ବଂସ କରିବାକୁ ଆସିଲାପରି ଦଖାଯାେଉଥିଲା ଓ ମୁଁ କବାର ନଦୀ ରେ ଦେଖିଥିବା ଦର୍ଶନ ପରି ଥିଲା। ମୁଁ ଭୂମିଶାଯୀ ହାଇେ ପ୍ରଣିପାତ କଲି।
3 E o aspecto da visão que vi era como o da visão que eu tinha visto quando vim destruir a cidade; e eram as visões como a que vi junto ao rio Quebar; e caí sobre o meu rosto.
4 ଆଉ ପୂର୍ବ ଦ୍ବାର ଦଇେ ସଦାପ୍ରଭୁଙ୍କର ମହିମା ମନ୍ଦିର ମଧିଅରେ ପ୍ରବେଶ କଲା।
4 E a glória do Senhor entrou no templo pelo caminho da porta cuja face está para o lado do oriente.
5 ତା'ପ ରେ ଆତ୍ମାଟି ମାେତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ସଦାପ୍ରଭୁଙ୍କ ମହିମା ରେ ମନ୍ଦିର ପରିପୂର୍ଣ୍ଣ ହେଲା।
5 E levantou-me o Espírito e me levou ao átrio interior; e eis que a glória do Senhor encheu o templo.
6 ତା'ପ ରେ କହେି ଜଣେ ମାେତେ କହିବାର ମୁଁ ଶୁଣିଲି, ଯେତବେେଳେ ଲୋକଟି ମାେ ପାଖ ରେ ଛିଡ଼ା ହେଉଥିଲେ।
6 E ouvi uma voz que me foi dirigida de dentro do templo; e um homem se pôs junto de mim
7 ଆଉ ସେ ମାେତେ ମନ୍ଦିର ମଧ୍ଯରୁ କହିଲେ, ହେ ମନୁଷ୍ଯ ପୁତ୍ର ଏହା ମାରେ ସିଂହାସନର ସ୍ଥାନ ଓ ମାରେ ପାଦପୀଠର ସ୍ଥାନ। ମୁଁ ଇଶ୍ରାୟେଲ ପରିବାର ମଧିଅରେ ସଦାକାଳ ବାସ କରିବି। ଆଉ ଇଶ୍ରାୟେଲର ଲୋକମାନେ ଏବଂ ସମାନଙ୍କେ ରାଜାଗଣ ସମାନଙ୍କେର ଶାରୀରିକ ପାପସବୁ ସହିତ ଏହି ସ୍ଥାନ ରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦବୋଦ୍ବାରା ଏହି ସ୍ଥାନକୁ ମାରେ ପବିତ୍ର ନାମକୁ ଅପମାନିତ କରିବେ ନାହିଁ।
7 e me disse: Filho do homem, este é o lugar do meu trono e o lugar das plantas dos meus pés, onde habitarei no meio dos filhos de Israel para sempre; e os da casa de Israel não contaminarão mais o meu nome santo, nem eles nem os seus reis, com as suas prostituições e com os cadáveres dos seus reis, nos seus altos,
8 ସମାନେେ ମାରେ ଦ୍ବାର ପ୍ରବେଶ ସ୍ଥାନ ନିକଟରେ ସମାନଙ୍କେର ଦ୍ବାର ପ୍ରବେଶ ସ୍ଥାନ ରଖିଲେ ଓ ମାରେ ଦ୍ବାରବନ୍ଧ ନିକଟରେ ସମାନଙ୍କେର ଦ୍ବାରବନ୍ଧ ରଖିଲେ। କବଳେ ମାରେ ଓ ସମାନଙ୍କେ ମଧିଅରେ ଏକ କାନ୍ଥ ପୃଥକ କରୁଥିଲା। ପୁଣି ନିଜର ଜଘନ୍ଯ କର୍ମ ଦ୍ବାରା ମାରେ ପବିତ୍ର ନାମ ସମାନେେ ଅପବିତ୍ର କରିଅଛନ୍ତି। ଏଣୁ ମୁଁ ଆପଣା କୋରଧ ରେ ସମାନଙ୍କେୁ ବିନାଶ କରିଅଛିା
8 pondo o seu umbral ao pé do meu umbral e a sua ombreira junto à minha ombreira, e havendo uma parede entre mim e entre eles; e contaminaram o meu santo nome com as suas abominações que faziam; por isso, eu os consumi na minha ira.
9 ପୁତ୍ର, ବର୍ତ୍ତମାନ ସମାନଙ୍କେୁ ସମାନଙ୍କେର ଶାରୀରିକ ପାପସବୁରୁ ଦୂ ରଇେ ରୁହନ୍ତୁ ଓ ସମାନଙ୍କେର ରାଜାମାନଙ୍କର ମୃତ ଶରୀର ଆମ୍ଭ ନିକଟରୁ ଦୂର କରନ୍ତୁ, ତେଣୁ ମୁଁ ସଦାକାଳ ସମାନଙ୍କେ ମଧିଅରେ ବାସ କରିବି।
9 Agora, lancem eles para longe de mim a sua prostituição e os cadáveres dos seus reis, e habitarei no meio deles para sempre.
10 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ବଂଶକୁ ଏହି ମନ୍ଦିର ବିଷଯ ରେ ବର୍ଣ୍ଣନା କର। ସମାନେେ ସହେି ଗୃହର ଯୋଜନା ଜାଣିଲେ ନିଜର ପାପ କାର୍ୟ୍ଯ ପାଇଁ ହୁଏତ ଲଜ୍ଜିତ ହାଇପୋରନ୍ତି।
10 Tu, pois, ó filho do homem, mostra à casa de Israel esta casa, para que se envergonhe das suas maldades; sirva-lhe ela de modelo.
11 ଯଦି ସମାନେେ ସମାନଙ୍କେର କୃତ କୁକର୍ମ ପାଇଁ ଲଜ୍ଜିତ ହୁଅନ୍ତି, ସେଥିପାଇଁ ସମାନଙ୍କେୁ ମନ୍ଦିରର ନକ୍ସା ବିଷଯ ରେ ଜଣାଅ। ଆଉ ସମାନେେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷାକରି ତଦନୁସାର କର୍ମ କରିବେ ଏଥିପାଇଁ ସମାନଙ୍କେୁ ଗୃହର ଆକାର, ତାହାର ଗଠନ ନିର୍ଗମ ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତାହାର ସମସ୍ତ ବିଧି, ସମସ୍ତେ ଆକୃତି ଓ ତହିଁର ସମସ୍ତ ବ୍ଯବସ୍ଥା ସମାନଙ୍କେୁ ଜଣାଅ। ଏବଂ ସମାନଙ୍କେ ଉପସ୍ଥିତି ରେ ସେସବୁ ଲେଖ।
11 E, envergonhando-se eles de tudo quanto fizeram, faze-lhes saber a forma desta casa, e a sua figura, e as suas saídas, e as suas entradas, e todas as suas formas, e todos os seus estatutos, e todas as suas formas, e todas as suas leis; e escreve isto aos seus olhos, para que guardem toda a sua forma e todos os seus estatutos e os cumpram.
12 ସଦାପ୍ରଭୁଙ୍କ ମନ୍ଦିରର ବ୍ଯବସ୍ଥା, ଏହି ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାଯ ସୀମା ମହାପବିତ୍ର ଅଟେ। ଏହାହିଁ ମନ୍ଦିରର ବ୍ଯବସ୍ଥା ଅଟେ।
12 Esta é a lei da casa. Sobre o cume do monte, todo o seu contorno em redor será santíssimo; eis que esta é a lei da casa.
13 ଦୀର୍ଘ ହାତର ମାପ ବ୍ଯବହାର କରି ଏଗୁଡ଼ିକ ୟଜ୍ଞବଦେୀର ମାପ। ପ୍ରତିହାତ ଏକ ହାତ ଚାରି ଅଙ୍ଗୁଳି ପରିମାଣ ବଦେୀର ମୂଳ ଏକ ହାତ ଗଭୀର ଓ ପ୍ରସ୍ଥ ଏକ ହାତ। ଆଉ ଚତୁର୍ଦ୍ଦିଗ ରେ ତହିଁର ପ୍ରାନ୍ତ ଧାର ଏକ ଚାଖଣ୍ଡ ପରିମିତ ହବେ। ଏହା ୟଜ୍ଞବଦେୀର ଉଚ୍ଚତା ଅଟେ।
13 E estas são as medidas do altar, por côvados (o côvado é um côvado e quatro dedos); a parte inferior será de um côvado de altura e um côvado de largura, e a sua borda, em todo o seu contorno, de um palmo; e esta é a base do altar.
14 ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ୟ୍ଯନ୍ତ ଦୁଇହାତ ଓ ପ୍ରସ୍ଥ ଏକ ହାତ ହବେ। ସହେି କ୍ଷୁଦ୍ରତମ ଥାକଠାରୁ ବଡ଼ଥାକ ପର୍ୟ୍ଯନ୍ତ ଚାରିହାତ ଓ ପ୍ରସ୍ଥ ଏକ ହାତ ହବେ।
14 Do fundo, desde a terra até à listra de baixo, dois côvados, e de largura, um côvado; e, desde a pequena listra até à listra grande, quatro côvados, e a largura, um côvado.
15 ୟଜ୍ଞବଦେୀର ହାମେ ପାଇଁ ସ୍ଥାନ ଚାରିହାତ ଉଚ୍ଚ ହବେ ଏବଂ ଏହାର ଚାରିକୋଣ ଶିଙ୍ଗ ସଦୃଶ ହବେ।
15 E o Harel, de quatro côvados; e, desde o Ariel até cima, havia quatro chifres.
16 ୟଜ୍ଞବଦେୀର ଅଗ୍ନିସ୍ଥାନର ର୍ଦୈଘ୍ଯ ବାର ହାତ ଓ ପ୍ରସ୍ଥ ବାର ହାତ ଓ ତାହା ସମ୍ପୂର୍ଣ୍ଣ ବର୍ଗାକାର।
16 E o Ariel terá doze côvados de comprimento e doze de largura, quadrado nos quatro lados.
17 ପାଶର୍‌ବଗୁଡ଼ିକ ମଧ୍ଯ ବର୍ଗାକାର ପୁଣି ଥାକର ଚାରିପାଖର ର୍ଦୈଘ୍ଯ ଚଉଦ ହାତ ଓ ପ୍ରସ୍ଥ ଚଉଦ ହାତ ହବେ। ତହିଁର ଧାର ଚାରି ଦିନ ରେ ଅଧହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହବେ। ତା'ର ପାବଚ୍ଛଗୁଡ଼ିକ ପୂର୍ବାଭିମୁଖ ହବେ।
17 E a listra, catorze côvados de comprimento e catorze de largura, nos seus quatro lados; e o contorno, ao redor dela, de meio côvado, e o fundo dela, de um côvado, ao redor; e os seus degraus olhavam para o oriente.
18 ଆଉ ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। 'ଯେତବେେଳେ ସମାନେେ ୟଜ୍ଞବଦେୀ ନିର୍ମାଣ କରନ୍ତି ଓ ଯେଉଁ ସମୟରେ ତାହା ଉପ ରେ ହାମବେଳି ଓ ରକ୍ତ ସଚେନ କରନ୍ତି, ସମାନଙ୍କେୁ ଏହି ନିଯମ ମାନିବାକୁ ପଡ଼ିବ।
18 E me disse: Filho do homem, assim diz o Senhor Jeová : Estes são os estatutos do altar, no dia em que o farão, para oferecerem sobre ele holocausto e para espalharem sobre ele sangue.
19 ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲବେୀୟ ଯାଜକଗଣ ଆମ୍ଭର ପରିଚର୍ୟ୍ଯା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି ସମାନଙ୍କେୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ୟୁବା ବୃଷଭ ଦବେ।'
19 E aos sacerdotes levitas, que são da semente de Zadoque, que se chegam a mim (diz o Senhor Jeová ) para me servirem, darás um bezerro, para expiação do pecado.
20 ଆଉ ତୁମ୍ଭେ ତାହାର ରକ୍ତ ନଇେ ୟଜ୍ଞବଦେୀର ଚାରିକଣ ରେ ଥିବା ଚାରି ଶିଙ୍ଗ ରେ, ଥାକର ଚାରିକୋଣ ଉପ ରେ ଓ ଧାରର ଚାରିଆଡ଼େ ଦବେ। ଏହିରୂପେ ତୁମ୍ଭେ ବଦେୀକି ଶୁଚି କରି ତାହା ପାଇଁ ପ୍ରାଯଶ୍ଚିତ କରିବ।
20 E tomarás do seu sangue, e o porás sobre os seus quatro ângulos, e, nas quatro esquinas da listra e no contorno ao redor, assim farás a purificação e a expiação.
21 ଏବଂ ତୁମ୍ଭେ ସହେି ପାପାର୍ଥକ ବଳି ବୃଷଭକୁ ନଇେ ପବିତ୍ର ସ୍ଥାନର ବାହା ରେ ମନ୍ଦିରର ନିରୂପିତ ସ୍ଥାନ ରେ ତାହା ଦଗ୍ଧ କରିବ।
21 Então, tomarás o bezerro da expiação do pecado, o qual será queimado no lugar da casa para isso ordenado, fora do santuário.
22 ତୁମ୍ଭେ ଦ୍ବିତୀୟ ଦିନ ରେ ପାପାର୍ଥକ ବଳିରୂପେ ଏକ ନିଖୁଣ ପୁଂଛାଗ ଉତ୍ସର୍ଗ କରିବ। ଷଣ୍ଢ ଦ୍ବାରା ଯେପରି ଶୁଚି କରିଥିଲେ ସପରେି ୟଜ୍ଞବଦେୀକୁ ଶୁଚି କରିବା ଉଚିତ୍।
22 E, no segundo dia, oferecerás um bode sem mancha, para expiação do pecado; e purificarão o altar, como o purificaram com o bezerro.
23 ତୁମ୍ଭେ ଏହି ଶୁଚିକାର୍ୟ୍ଯ ସମାପ୍ତ କରିବା ପ ରେ ଗୋଟିଏ ନିଖୁଣ ୟୁବା ଷଣ୍ଢ ଓ ପଲରୁ ଏକ ନିଖୁଣ ଅଣ୍ଡିରା ମଷେ ଉତ୍ସର୍ଗ କରିବ।
23 E, acabando tu de o purificar, oferecerás um bezerro sem mancha e um carneiro do rebanho sem mancha.
24 ପୁଣି ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ଆଉ ଯାଜକମାନେ ସମାନଙ୍କେ ଉପ ରେ ଲବଣ ଛିଞ୍ଚିବେ ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସେସବୁକୁ ହାମବେଳି ଉତ୍ସର୍ଗ କରିବେ।
24 E os oferecerás perante a face do Senhor ; e os sacerdotes deitarão sal sobre eles e os oferecerão em holocausto ao Senhor .
25 ସାତଦିନ ପର୍ୟ୍ଯନ୍ତ ପାପାର୍ଥକ ବଳିରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ। ତୁମ୍ଭମାନେେ ଉଭୟ ଏକ ନିଖୁଣ ୟୁବା ବୃଷଭ ଏବଂ ଏକ ନିଖୁଣ ମଷେଛୁଆ ଉତ୍ସର୍ଗ କରିବ।
25 Durante sete dias, prepararás cada dia um bode para expiação; também prepararão um bezerro, e um carneiro do rebanho sem mancha.
26 ସାତଦିନ ୟାଏ ଯାଜକମାନେ ୟଜ୍ଞବଦେୀ ନିମନ୍ତେ ପୂଜା କରି ତାହା ଶୁଚି କରିବେ।
26 Por sete dias, expiarão o altar, e o purificarão, e assim o consagrarão.
27 ସାତଦିନ ପ ରେ ଅଷ୍ଟମ ଦିନରୁ ଯାଜକମାନେ ୟଜ୍ଞବଦେୀ ଉପ ରେ ତୁମ୍ଭମାନଙ୍କର ହାମାେର୍ଥକ ବଳି ଓ ସହଭାଗିତାର ବଳି ଉତ୍ସର୍ଗ କରିବେ। ତା'ପ ରେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
27 E, cumprindo eles estes dias, será que, ao oitavo dia e dali em diante, prepararão os sacerdotes sobre o altar os vossos holocaustos e os vossos sacrifícios pacíficos; e eu me deleitarei em vós, diz o Senhor Jeová .

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 43, comparar traduções ou montar um estudo — tudo direto pelo WhatsApp.