Ezequiel 41
Oriya Bible (GL_ORIYA) vs NVT
1 ତାପ ରେ ସେ ମାେତେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନକୁ କଢ଼ାଇ ନେଲେ। ସେ ତାହାର ପାଶର୍ବ କାନ୍ଥକୁ ମାପିଲେ। ଏହାର ଉଭୟ ପାଶର୍ବ ରେ ପ୍ରାଯ ଛଅ ହାତ ଲଖାଏଁେ ଥିଲା। ଆଉ ତମ୍ବୁର ପ୍ରସ୍ଥ ହିଁ ଏତିକି।
1 Depois disso, o homem me levou ao santuário do templo. Mediu as paredes de cada lado de sua porta, e tinham 3 metros de espessura.
2 ପ୍ରବେଶ ସ୍ଥାନ ପ୍ରସ୍ଥ ଦଶ ହାତ ଓ ସହେି ପ୍ରବେଶ ସ୍ଥାନର ପାଶର୍ବ ଏପାଖେ ପାଞ୍ଚହାତ ଓ ସପୋଖେ ପାଞ୍ଚ ହାତ ଥିଲା। ଏବଂ ସେ ତାହାର ର୍ଦୈଘ୍ଯ ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।
2 A entrada tinha 5 metros de largura, e as paredes de cada lado tinham 2,5 metros de comprimento. O santuário propriamente dito tinha 20 metros de comprimento e 10 metros de largura.
3 ତା'ପ ରେ ସେ ଶଷେ କଠାେରୀ ରେ ପ୍ରବେଶ କଲେ। ସେ ଉଭୟ ପାଶର୍ବର କବାଟ ପାଖର କାନ୍ଥଗୁଡ଼ିକୁ ମାପିଲେ। ପ୍ରେତ୍ୟକକ ପାଖ ଦୁଇ ଇଞ୍ଚ ମାଟୋ ଏବଂ ସାତ ହାତ ପ୍ରସ୍ଥ ଥିଲା।
3 Então ele passou do santuário para a sala interna. Mediu as paredes de cada lado de sua entrada, e tinham 1 metro de espessura. A entrada tinha 3 metros de largura, e as paredes de cada lado da entrada tinham 3,5 metros de comprimento.
4 ତା'ପ ରେ ସେ ତା'ର ର୍ଦୈଘ୍ଯ ମାପିଲେ। ଏହାର ର୍ଦୈଘ୍ଯ କୋଡ଼ିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଆଉ ସେ ଲୋକଟି ମାେତେ କହିଲା, ଏହା ମହାପବିତ୍ର ସ୍ଥାନ ଅଟେ।
4 A sala interna do santuário tinha 10 metros de comprimento e 10 metros de largura. Ele me disse: “Este é o lugar santíssimo”.
5 ତା'ପ ରେ ସେ ମନ୍ଦିରର କାନ୍ଥ ମାପିଲେ। ଏହା ଛଅ ହାତ ଓସାର ଥିଲା ଓ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ କଠାେରୀଗୁଡ଼ିକ ଥିଲା ଏବଂ ସଗେୁଡ଼ିକର ପ୍ରସ୍ଥ ଚାରି ହାତ ଲଖାଏଁେ ଥିଲା।
5 Então ele mediu a parede do templo, e tinha 3 metros de espessura. Junto à parte externa da parede havia uma fileira de salas; cada sala tinha 2 metros de largura.
6 ପାଶର୍ବସ୍ଥ କଠାେରୀଗୁଡ଼ିକ ତିନି ମହଲା ପୃଥକ୍ ଭାବରେ ଥିଲା ଓ ଗୋଟିଏ ଉପ ରେ ଆଉ ଗୋଟିଏ ମହଲା ଥିଲା। ପ୍ରେତ୍ୟକକ ମହଲା ରେ ତିରିଶଟି କଠାେରୀ ଥିଲା। କାନ୍ଥଟି ଥାକ ହାଇେ ନିର୍ମିତ ହାଇେଥିଲା। ପାଶର୍ବ କଠାେରୀଗୁଡ଼ିକ ଥାକରେ ନିର୍ମିତ ହାଇେଥିଲା। କଠାେରୀଗୁଡ଼ିକର ଭାର ମନ୍ଦିର କାନ୍ଥ ରେ ରହିବା ପରିବର୍ତେ ତାହା ସଗେୁଡ଼ିକ ଉପ ରେ ନ୍ଯସ୍ତ ଥିଲା।
6 Essas salas laterais ficavam em três andares, uma acima da outra, e havia trinta salas em cada andar. Os pontos de sustentação das salas laterais ficavam apoiados em saliências externas na parede do templo; não se estendiam para dentro da parede.
7 ପୁଣି ପାଶର୍ବସ୍ଥ କଠାେରୀସବୁ ଉଚ୍ଚତା ରେ ମନ୍ଦିରକୁ ବେଷ୍ଟନ କରି ଅଧିକ ପ୍ରଶସ୍ତ ହେଲା। କାରଣ ମନ୍ଦିରର ବେଷ୍ଟନ ଚତୁର୍ଦ୍ଦିଗ ରେ କ୍ରମଶଃ ଅଧିକ ଉଚ୍ଚ ହେଲା। ଏଥିପାଇଁ ଉଚ୍ଚତାର ଅନୁକ୍ରମେ ମନ୍ଦିର ଆହୁରି ଆହୁରି ପ୍ରଶସ୍ତ ହେଲା। ଆଉ ନିମ୍ନତମ କଠାେରୀରୁ ଉଚ୍ଚତମ କଠାେରୀକୁ ୟିବାର ପଥ ମଧ୍ଯମ କୋଠରୀ ଦଇଗେଲା।
7 Cada andar era mais largo que o andar abaixo, acompanhando a inclinação da parede do templo. Uma escada subia do andar inferior para os andares do meio e de cima.
8 ମୁଁ ଦେଖିଲି ଯେ ମନ୍ଦିରର ଚତୁର୍ଦ୍ଦିଗ ରେ ଉଚ୍ଚୀକୃତ ମଜେିଆ ଥିଲା। ପାଶର୍ବସ୍ଥ କଠାେରୀଗୁଡ଼ିକର ମୂଳଭିତ୍ତି ଛଅହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା।
8 Vi que o templo era construído sobre uma plataforma que servia de base para as salas laterais. Essa plataforma tinha 3 metros de altura.
9 ପାଶର୍ବ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚହାତ ପ୍ରସ୍ଥ ଥିଲା। ମନ୍ଦିରର ପାଶର୍ବସ୍ଥ କଠାେରୀ ମଧିଅରେ ଏକ ଖାେଲା ସ୍ଥାନ ଅବଶିଷ୍ଟ ଥିଲା।
9 A parede externa das salas laterais do templo tinha 2,5 metros espessura. Havia, portanto, uma área aberta entre essas salas laterais
10 ଆଉ ଯାଜକମାନଙ୍କର କୋଠରୀଗୁଡ଼ିକ କୋଡ଼ିଏ ହାତ ପ୍ରସ୍ଥ ଥିଲା ଏବଂ ମନ୍ଦିର ଚାରିପଟେ ଥିଲା।
10 e a fileira de salas junto à parede externa do pátio interno. Essa área aberta tinha 10 metros de largura e se estendia ao redor de todo o templo.
11 ପାଶର୍ବସ୍ଥ କଠାେରୀଗୁଡ଼ିକର ଦ୍ବାର ସହେି ଅବଶିଷ୍ଟ ଖାେଲାସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ବାର ଉତ୍ତର ଆଡ଼େ ଓ ଅନ୍ୟ ଗୋଟିଏ ଦ୍ବାର ଦକ୍ଷିଣ ଆଡ଼େ ଥିଲା। ଆଉ ସହେି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗ ରେ ପାଞ୍ଚ ହାତ ଥିଲା।
11 Duas portas nas salas laterais davam para a área aberta da plataforma, que tinha 2,5 metros de largura. Uma porta ficava voltada para o norte, e a outra, para o sul.
12 ପଶ୍ଚିମ ପାଖର ଅଗଣା ରେ ମନ୍ଦିର ଆଡ଼କୁ ମୁଖକରି ଗୋଟିଏ କୋଠାଘର ଥିଲା। ଏହି ମନ୍ଦିର ସତୁରି ହାତ ପ୍ରସ୍ଥ ଥିଲା ଓ ନବେ ହାତ ର୍ଦୈଘ୍ଯ ଥିଲା। ଆଉ କାନ୍ଥର ମାଟଇେେ ପାଞ୍ଚ ହାତ ଥିଲା।
12 Havia um edifício grande a oeste, voltado para o pátio do templo. Tinha 35 metros de largura e 45 metros de comprimento, e suas paredes tinham 2,5 metros de espessura.
13 ତା'ପ ରେ ସେ ମନ୍ଦିରର ର୍ଦୈଘ୍ଯ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ଯ 100 ହାତ ଥିଲା।
13 Então o homem mediu o templo, e tinha 50 metros de comprimento. O pátio ao redor do edifício, incluindo suas paredes, tinha mais 50 metros de comprimento.
14 ଆହୁରି ମନ୍ଦିରର ପୂର୍ବ ଦିଗ ରେ ନିଷେଦ୍ଧାଞ୍ଚଳ 100 ହାତ ପ୍ରସ୍ଥ ଥିଲା।
14 O pátio interno do lado leste do templo tinha 50 metros de largura.
15 ତା'ପ ରେ ସେ ମନ୍ଦିର ସମ୍ମୁଖ ରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା।
15 O edifício a oeste, incluindo suas duas paredes, também tinha 50 metros de largura. O santuário, a sala interna e o pórtico do templo
16 କାଷ୍ଠ ଆଚ୍ଛାଦିତ ଦ୍ବାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ବାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ୟ୍ଯନ୍ତ ସବୁଗୁଡ଼ିକୁ ମାପିଲେ।
16 eram todos revestidos de madeira, assim como as armações das janelas embutidas. As paredes internas eram revestidas de madeira acima e abaixo das janelas.
17 ଦ୍ବାରର ଉପରି ଭାଗ, ଅନ୍ତଃସ୍ଥ ଓ ବହିଃସ୍ଥ କାନ୍ଥସବୁର ଚାରିଆଡ଼େ ଭିତ ରେ ଓ ବାହା ରେ ସଗେୁଡ଼ିକରେ ବିଶଷେ କାରୁକାର୍ୟ୍ଯ ଖାଦେିତ ହାଇେଥିଲା।
17 O espaço acima da porta que dava para a sala interna e suas paredes internas e externas também eram revestidos de madeira.
18 ପୁଣି ତହିଁରେ କିରୂବ ଓ ଖଜୁର୍ର ବୃକ୍ଷର ଶିଳ୍ପକାର୍ୟ୍ଯ ଥିଲା ଓ ଦୁଇ କିରୂବ ମଧିଅରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରେତ୍ୟକକ କିରୂବର ଦୁଇ ଦୁଇ ମୁଖ ଥିଲା।
18 Todas as paredes eram enfeitadas com entalhes de querubins, cada um com dois rostos, alternados com entalhes de palmeiras.
19 ଗୋଟିଏ ମୁହଁ ସିଂହର ଓ ଅନ୍ୟ ଗୋଟିଏ ମୁହଁ ମନୁଷ୍ଯର ଉଭୟ ପାଶର୍ବର ଖଜୁର୍ର ବୃକ୍ଷକୁ ଅନାଇଥିଲେ।
19 Um dos rostos do querubim, o rosto de homem, ficava voltado para a palmeira de um lado. O outro rosto, o de leão forte, ficava voltado para a palmeira do outro lado. Havia figuras entalhadas ao redor de todo o templo,
20 ଭୂମିଠାରୁ ଦ୍ବାରର ଉପରଭାଗ ପର୍ୟ୍ଯନ୍ତ କିରୂବଦୂତ ଓ ଖଜୁର୍ର ବୃକ୍ଷର କାରୁକାର୍ୟ୍ଯ ହାଇେଥିଲା। ଏହିରୂପେ ମନ୍ଦିରର କାନ୍ଥଗୁଡ଼ିକ ଶିଳ୍ପିତ ହାଇେଥିଲା।
20 desde o chão até o alto das paredes, inclusive na parede externa do santuário.
21 ପବିତ୍ରସ୍ଥାନର କାନ୍ଥଗୁଡ଼ିକ ବର୍ଗାକାର ଥିଲା। ମହାପବିତ୍ର ସ୍ଥାନର ସମ୍ମୁଖ ରେ କାଠ ରେ ନିର୍ମିତ ବଦେୀ ପରି ଦଖାଯାେଉଥିବା କିଛି ଗୋଟିଏ ଥିଲା।
21 Na entrada do santuário havia colunas quadradas, e as colunas na entrada do lugar santíssimo eram semelhantes.
22 ୟଜ୍ଞବଦେୀ କାଷ୍ଠ ନିର୍ମିତ ତିନିହାତ ଉଚ୍ଚ ଥିଲା ଓ ତାହାର ର୍ଦୈଘ୍ଯ ଦୁଇହାତ ଥିଲା। ଆଉ ତାହାର କଣସବୁ ତହିଁର ର୍ଦୈଘ୍ଯ। ତହିଁର ଚାରିପାଖ କାଷ୍ଠମଯ ଥିଲା। ପୁଣି ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ମଜେ ଏହି।
22 Havia um altar de madeira com 1,5 metros de altura e 1 metro de cada lado. Seus cantos, sua base e seus lados eram de madeira. O homem me disse: “Esta é a mesa que fica na presença do S enhor ”.
23 ମନ୍ଦିର ଓ ମହାପବିତ୍ରସ୍ଥାନର ଦୁଇଟି ଲଖାଏଁେ ଦ୍ବାର ଥିଲା।
23 Tanto o santuário como o lugar santíssimo tinham portas duplas,
24 ପ୍ରେତ୍ୟକକ କବାଟରେ ଦୁଇଟି ପଟା ଥିଲା। ପ୍ରେତ୍ୟକକ କବାଟ ଦୁଇଟି କବ୍ଜା ବିଶିଷ୍ଟ ପଟା ରେ ତିଆରି ହାଇେଥିଲା।
24 cada uma com duas folhas que se abriam para os dois lados.
25 ପୁଣି କାନ୍ଥ ରେ ଯେପରି କିରୂବଦୂତଗଣର ଓ ଖଜୁର୍ର ବୃକ୍ଷର କାରୁକାର୍ୟ୍ଯ ହାଇେଥିଲା ସହେିପରି ମନ୍ଦିର କବାଟରେ ମଧ୍ଯ ହାଇେଥିଲା। ବାହାର ବାରଣ୍ଡାର ଅଗ୍ର ଭାଗ ରେ ମାଟେ କଡ଼ିକାଠର ଛାତ ଥିଲା।
25 As portas que davam para o santuário eram enfeitadas com entalhes de querubins e de palmeiras, assim como as paredes. E havia uma cobertura de madeira na frente do pórtico do templo.
26 ବାରଣ୍ଡାର ପାଶର୍ବ ରେ ଏ ପାଖ ରେ ଓ ସେ ପାଖ ରେ ବନ୍ଦ ଜଳାକବାଟି ଓ ଖଜୁର୍ର ବୃକ୍ଷର ଆକୃତି ଥିଲା। ଆଉ ମନ୍ଦିରସ୍ଥ ପାଶର୍ବ କଠାେରୀ ଓ ମାଟେ କଡ଼ିକାଠସବୁ ଏହି ପ୍ରକାର ଥିଲା।
26 Dos dois lados do pórtico havia janelas embutidas enfeitadas com entalhes de palmeiras. As salas laterais junto à parede externa também tinham coberturas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 41, comparar traduções ou montar um estudo — tudo direto pelo WhatsApp.