Ezequiel 39

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ରୋଶ, ମେଶକ ଓ ତୁବଲର ମୁଖ୍ଯ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଛି।
1 O Senhor Deus disse: —
2 ମୁଁ ତୁମ୍ଭକୁ ବନ୍ଦୀ କରିବି ଓ ତୁମ୍ଭକୁ ଫରୋଇ ଆଣିବି। ଆଉ ଉତ୍ତର ଦିଗର ପ୍ରାନ୍ତ ଭାଗରୁ ତୁମ୍ଭକୁ ଅଣାଇବି। ପୁଣି ଇଶ୍ରାୟେଲର ପର୍ବତସମୂହର ବିରୁଦ୍ଧ ରେ ତୁମ୍ଭକୁ ଆଣିବି।
2 Eu o farei virar para outra direção e o guiarei do Norte distante até que chegue às montanhas de Israel.
3 ମୁଁ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବି।
3 Aí arrancarei o arco da mão esquerda dele; e as flechas, da mão direita.
4 ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ତୁମ୍ଭେ ପତିତ ହବେ। ତୁମ୍ଭର ସମସ୍ତ ସୈନ୍ଯ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ଯ ପତିତ ହବେେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି।
4 Gogue e o seu exército e as nações que estão do lado dele cairão mortos nas montanhas de Israel. E eu deixarei que os seus corpos sejam comidos por todas as aves e animais ferozes.
5 ତୁମ୍ଭେ ଖାେଲା ପଡ଼ିଆ ରେ ପତିତ ହବେ।' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।
5 Eles cairão mortos em campo aberto. Sou eu, o Senhor Deus, quem está falando.
6 ପରମେଶ୍ବର କହିଲେ, ପୁଣି ନିରାପଦ ରେ ବାସ କରୁଛନ୍ତି ବୋଲି ମନେ କରୁଥିବା ମାଗୋଗର ଓ ଦ୍ବୀପ ସମୂହ ଉପରକୁ ମୁଁ ଅଗ୍ନି ପ୍ ରରଣେ କରିବି। ତହିଁରେ ଏହା ସମାନେେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
6 Começarei um incêndio na terra de Magogue e no litoral, onde o povo vive seguro, e todos ficarão sabendo que eu sou o Senhor .
7 ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ମାରେପବିତ୍ର ନାମକୁ ଜ୍ଞାତ କରାଇବି। ମାରେ ପବିତ୍ର ନାମକୁ ଆଉ ଅପବିତ୍ର ହବୋକୁ ଦବେି ନାହିଁ। ତାହା ହେଲେ ମୁଁ ଯେ ଇଶ୍ରାୟେଲ ମଧିଅରେ ଧର୍ମମଯ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀଯମାନେ ଜାଣିବେ।
7 Farei com que o meu povo de Israel conheça o meu santo nome e nunca mais deixarei que o meu nome seja profanado . Então as nações ficarão sabendo que eu, o Senhor , sou o Deus Santo de Israel.
8 ଆଉ ଦେଖ, ସହେିଦିନ ଆସୁଅଛି ଓ ତାହା ନିଶ୍ଚିତ ଭାବରେ ଆସିବ। ଏହା ସଦାପ୍ରଭୁ କହନ୍ତି। ପୁଣି ଯେଉଁ ଦିନର ବିଷଯ ମୁଁ କହିଅଛି, ଏହା ସହେି ଦିନ।
8 O Senhor Deus disse: — O dia do qual eu falei vai chegar mesmo.
9 ସହେି ସମୟରେ ଇଶ୍ରାୟେଲର ନଗରବାସୀ ପ୍ରାନ୍ତରକୁ ଆସି ଢ଼ାଲ, ଫଳକ, ଧନୁ, ତୀର ଆଶାବାଡ଼ି ଓ ବର୍ଚ୍ଛା ଆଦି ଅସ୍ତ୍ର ଶସ୍ତ୍ର ନଇେ ନିଆଁ ଲଗାଇ ଜାଳି ଦବେେ। ସମାନେେ ସାତବର୍ଷ ପର୍ୟ୍ଯନ୍ତ ସେ ସବୁକୁ ନଇେ ଜାଳଣେି କରିବେ।
9 O povo que vive nas cidades de Israel sairá e ajuntará as armas abandonadas, para fazer fogo com elas. E durante sete anos acenderão fogo com os escudos , arcos, flechas, porretes e lanças.
10 ଆଉ ସମାନେେ ପଦାରୁ କାଠ ଆଣିବେ ନାହିଁ କିମ୍ବା ବନରୁ କିଛି କାଠ କାଟିବେ ନାହିଁ। କାରଣ ସମାନେେ ସହେି ଅସ୍ତ୍ରଶସ୍ତ୍ରକୁ ଜାଳଣେି ରୂପେ ବ୍ଯବହାର କରିବେ। ଆଉ ସମାନେେ ଲୁଣ୍ଠନକାରୀଙ୍କଠାରୁ ଧନ ଲୁଣ୍ଠନ କରିବେ ଓ ସମାନଙ୍କେର ଅପହରଣକାରୀଙ୍କଠାରୁ ସମ୍ପତ୍ତି ଅପହରଣ କରିବେ। ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି।
10 Não terão de ajuntar lenha nos campos, nem de cortar árvores na floresta, pois terão as armas abandonadas para queimar. Eles roubarão e tirarão as coisas daqueles que os roubaram e tiraram as suas coisas. O
11 ପରମେଶ୍ବର କହନ୍ତି ମୁଁ ସହେିଦିନ ଗୋଗର ସମାଧି ସ୍ଥାନ ନିମନ୍ତେ ଇଶ୍ରାୟେଲ ମଧିଅରେ ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ବାଛିବି ଏବଂ ତାହା ପଥିକମାନଙ୍କର ଗମନ ରୋଧ କରିବ। ସହେି ସ୍ଥାନ ରେ ଲୋକମାନେ ଗୋଗକୁ ଓ ତାହାର ସମସ୍ତ ଲୋକଙ୍କୁ କବର ଦବେେ। ଏବଂ ସହେି ସ୍ଥାନକୁ ସମାନେେ 'ଗୋଗର ସୈନ୍ଯମାନଙ୍କର ଉପତ୍ୟକା' ବୋଲି ନାମ ଦବେେ।
11 O Senhor disse: — Quando tudo isso acontecer, darei a
12 ପୁଣି ଦେଶକୁ ଶୁଚି କରିବା ନିମନ୍ତେ ସମାନଙ୍କେୁ କବର ଦବୋପାଇଁ ଇଶ୍ରାୟେଲୀୟମାନଙ୍କୁ ସାତ ମାସ ଲାଗିବ।
12 Os israelitas levarão sete meses para sepultar todos os mortos e purificar de novo a terra.
13 ଦେଶର ସମସ୍ତ ଜନସାଧାରଣ ସମାନଙ୍କେୁ କବର ଦବେେ। ସଦାପ୍ରଭୁ, ମାରେ ପ୍ରଭୁ କହିଲେ, ମୁଁ ଗୌରବାନ୍ବିତ ହବେି ଏବଂ ସହେି ଦିନଟି ସମାନଙ୍କେ ପାଇଁ ସ୍ମରଣୀଯ ହାଇେ ରହିବ।
13 Todos na terra de Israel ajudarão a sepultá-los e, por causa disso, receberão homenagens no dia da minha vitória. Sou eu, o Senhor Deus, quem está falando.
14 ପରମେଶ୍ବର କହିଲେ, ଦେଶକୁ ଶୁଚି କରିବା ପାଇଁ ମୃତ ସୈନିକମାନଙ୍କୁ କବର ଦବୋ ନିମନ୍ତେ ଲୋକମାନଙ୍କୁ ପୁରା ସମୟ କାର୍ୟ୍ଯ ରେ ନିୟୁକ୍ତ ଦିଆୟିବ। ସମାନେେ ସାତମାସ ଧରି ମୃତ ଶବଗୁଡ଼ିକର ଅନୁସନ୍ଧାନ ରେ ଦେଶ ମଧ୍ଯ ଦଇେ ଗମନ କରିବେ ଓ କବର ଦବେେ।
14 Depois de passarem esses sete meses, serão escolhidos homens encarregados de andarem pelo país a fim de achar e sepultar os corpos que ficaram no chão. Assim eles deixarão a terra pura .
15 ପୁଣି ସହେି ଗମନକାରୀମାନେ ଦେଶ ମଧିଅରେ ଗଲା ବେଳେ କୌଣସି ସ୍ଥାନ ରେ ଅସ୍ଥି ଦେଖିଲେ, ସଠାେ ରେ ସମାନେେ ଏକ ଚିହ୍ନ ରଖିବେ। ତା'ପ ରେ କବର ଦବୋ ଲୋକମାନେ ହାମାନେ-ଗୋଗ ଉପତ୍ୟକା ରେ ତାକୁ କବର ଦବେେ।
15 Andarão pelo país e, toda vez que encontrarem um osso humano, porão um sinal ao lado até que os coveiros cheguem e sepultem o osso no vale do Exército de Gogue.
16 ଆଉ ସହେି 'ମୃତମାନଙ୍କର ନଗରର' ନାମ ହାମାନୋ ନାମ ରେ ପରିଚିତ ହବେ। ଏହିରୂପେ ସମାନେେ ଦେଶ ଶୁଚି କରିବେ।
16 Haverá ali perto uma cidade que terá o nome desse exército. E assim a terra ficará pura de novo.
17 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ମନୁଷ୍ଯ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରେତ୍ୟକକ ବନ୍ଯପଶୁକୁ କୁହ, 'ତୁମ୍ଭମାନେେ ଏକତ୍ର ହାଇେ ଆସ। ଆଉ ତୁମ୍ଭମାନେେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ୟଜ୍ଞର ଚାରିଆଡ଼େ ରୁଣ୍ଡ ହୁଅ। ମୁଁ ଇଶ୍ରାୟେଲ ପର୍ବତଗୁଡ଼ିକ ଉପ ରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାୟଜ୍ଞର ବନ୍ଦୋବସ୍ତ କରୁଅଛି।
17 O Senhor Deus me disse o seguinte: —
18 ତୁମ୍ଭମାନେେ ବୀରମାନଙ୍କ ମାଂସ ଖାଇବ ଓ ରାଜକୁମାରମାନଙ୍କର ରକ୍ତ ପିଇବ। ସମାନେେ ସମସ୍ତେ ବାଶନ ଦେଶର ହୃଷ୍ଟପୁଷ୍ଟ ମଷେ, ମଷେବତ୍ସ, ଛାଗ ଓ ବୃଷଭ ସଦୃଶ ଅଟନ୍ତି।
18 Eles comerão a carne dos soldados e beberão o sangue dos governadores da terra. Todos esses governadores serão mortos como se fossem carneiros, carneirinhos, bodes ou bois gordos.
19 ମୁଁ ତୁମ୍ଭମାନଙ୍କ ପାଇଁ ଯେଉଁ ବଳିର ଆଯୋଜନ କଲି, ତୁମ୍ଭମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ଉତ୍ତମ ମାଂସ ଖାଇବ ଓ ମତ୍ତ ହବୋ ପର୍ୟ୍ଯନ୍ତ ରକ୍ତ ପିଇବ।
19 Quando eu matar essa gente como se fossem sacrifícios, as aves e os animais comerão gordura até não quererem mais e beberão sangue até ficarem bêbados.
20 ତୁମ୍ଭମାନେେ ଆମ୍ଭ ମଜେ ରେ ଅଶ୍ବ, ରଥ, ବୀର ଓ ସବୁ ୟୋଦ୍ଧାମାନଙ୍କୁ ଖାଇ ତୃପ୍ତ ହବେ।' ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।
20 Sentados à minha mesa, eles comerão à vontade a carne dos cavalos e dos seus cavaleiros, dos soldados e dos guerreiros. Eu, o Senhor Deus, estou falando.
21 ପରମେଶ୍ବର କହିଲେ, ଜାତିମାନଙ୍କ ମଧିଅରେ ମାରେ ମହିମା ସ୍ଥାପନ କରିବି। ସମାନେେ ସହେି ଦଣ୍ଡ ଦେଖିବେ ଯାହା ମୁଁ ମାରହେସ୍ତ ଉଠାଇ ପ୍ରଯୋଗ କରିଅଛି।
21 O Senhor disse: — Eu vou deixar que as nações vejam a minha
22 ସହେି ଦିନଠାରୁ ଇଶ୍ରାୟେଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସମାନଙ୍କେର ପରମେଶ୍ବର ଅଟୁ।
22 Daquele dia em diante, os israelitas ficarão sabendo que eu sou o Senhor , seu Deus.
23 ଆଉ ଗୋଷ୍ଠୀଗଣ ଜାଣିବେ ଯେ, ଇଶ୍ରାୟେଲ ବଂଶ ନିଜ ପାପପୂର୍ଣ୍ଣ କାର୍ୟ୍ଯ ଯୋଗୁଁ ବନ୍ଦୀ ହାଇେ ଅନ୍ୟ ଦେଶକୁ ୟାଇଥିଲେ। କାରଣ ସମାନେେ ମାେ ପ୍ରତି ଅବିଶ୍ବସ୍ତ ଥିଲେ ଏବଂ ମୁଁ ସମାନଙ୍କେଠାରୁ ମାରେ ମୁହଁ ବୁଲଇେ ନଲେି ଓ ସମାନଙ୍କେୁ ସମାନଙ୍କେର ଶତ୍ରୁମାନଙ୍କୁ ହସ୍ତାନ୍ତର କଲି ଏବଂ ସମାନେେ ଶତ୍ରୁଗଣର ଖଡ୍ଗ ରେ ପତିତ ହେଲେ।
23 E as nações ficarão sabendo que os israelitas foram levados presos para fora do seu país por causa dos pecados que cometeram contra mim. Eu me afastei deles e deixei que os seus inimigos os derrotassem e os matassem na guerra.
24 ସମାନଙ୍କେର ପାପ ଓ ଅପରାଧ ଅନୁସାରେ ମୁଁ ସମାନଙ୍କେୁ ବ୍ଯବହାର କଲି। ମୁଁ ସମାନଙ୍କେଠାରୁ ମାରେମୁହଁ ଲୁଚାଇଲି।
24 Eu os tratei de acordo com o que as suas ações nojentas e as suas maldades mereciam e me afastei deles.
25 ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଏବେ ମୁଁ ଯାକୁବକୁ ବନ୍ଦୀତ୍ବରୁ ମୁକ୍ତ କରି ଆଣିବି ଓ ସମୁଦାଯ ଇଶ୍ରାୟେଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାେଶ ଇର୍ଷାପରାଯଣ ହବେି।
25 O Senhor Deus disse: — Agora, terei misericórdia dos descendentes de Jacó, que são o povo de Israel, e farei com que prosperem de novo. E protegerei o meu santo nome.
26 ସମାନେେ ସର୍ବଦା ମାେ ବିରୁଦ୍ଧ ରେ ୟାଇଥିଲେ ବୋଲି ତାହା ଭୁଲିଯିବେ। ଆଉ ସମାନେେ ନିରାପଦ ରେ ଆପଣା ଦେଶ ରେ ବାସ କରିବେ ଓ କହେି ସମାନଙ୍କେୁ ଭୟଭୀତ କରାଇବେ ନାହିଁ।
26 Quando estiverem outra vez vivendo em segurança na sua própria terra, sem ninguém para ameaçá-los, aí serão capazes de esquecer a desgraça em que caíram por terem me traído.
27 ମୁଁ ସମାନଙ୍କେୁ ଯେଉଁଦିନ ନାନା ଜାତି ମଧ୍ଯରୁ ପୁନର୍ବାର ଆଣିବି ଏବଂ ସମାନଙ୍କେୁ ଶତ୍ରୁଗଣ ଦେଶରୁ ସଂଗ୍ରହ କରିବି, ଅନକେ ଦେଶମାନଙ୍କ ଦୃଷ୍ଟି ରେ ମୁଁ ମାରେ ପବିତ୍ରତା ସମାନଙ୍କେ ମଧିଅରେ ଦଖାଇବେି।
27 Para mostrar a muitas nações que eu sou santo, eu os trarei de volta de todos os países onde os seus inimigos vivem.
28 ପୁଣି ମୁଁ ଯେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଅଟେ। ତାହା ସମାନେେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧିଅରେ ସମାନଙ୍କେୁ ନିର୍ବାସିତ କରାଇଲି ଓ ପୁନର୍ବାର ସମାନଙ୍କେ ନିଜ ଦେଶ ରେ ସମାନଙ୍କେୁ ସଂଗ୍ରହ କରିଅଛି। ମୁଁ ସମାନଙ୍କେର କାହାକୁ ଆଉ ସଠାେ ରେ ରଖିବି ନାହିଁ।
28 Então o meu povo ficará sabendo que eu sou o Senhor , seu Deus, pois os levei presos para fora do seu país e agora os ajuntei e trouxe de volta, sem deixar nenhum deles longe da sua própria terra.
29 ଏବଂ ମୁଁ ଇଶ୍ରାୟେଲ ପରିବାର ଉପ ରେ ନିଜର ଆତ୍ମା ଜାଳି ଅଛି। ତାହାପ ରେ ମୁଁ ଆପଣା ମୁଖ ସମାନଙ୍କେଠାରୁ ଲୁଚାଇବି ନାହିଁ। ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି।
29 Derramarei o meu Espírito sobre o povo de Israel e nunca mais me afastarei deles. Eu, o Senhor Deus, falei.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 39, comparar traduções ou montar um estudo — tudo direto pelo WhatsApp.