Ezequiel 37

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ସଦାପ୍ରଭୁଙ୍କର ହସ୍ତ ମାେ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମା ରେ ମାେତେ ବାହାରକୁ ନଇୟୋଇ ଉପତ୍ୟକାର ମଧ୍ଯସ୍ଥଳୀ ରେ ବସାଇଲେ ଏବଂ ସହେି ଉପତ୍ୟକା ଅସ୍ଥି ରେ ପରିପୂର୍ଣ୍ଣ ଥିଲା।
1 Veio sobre mim a mão do SENHOR, e ele me fez sair no Espírito do SENHOR, e me pôs no meio de um vale que estava cheio de ossos.
2 ସଦାପ୍ରଭୁ ସହେି ଅସ୍ଥିଗୁଡ଼ିକ ଦଇେ ନେଲେ, ଯାହା ଚତୁର୍ଦ୍ଦିଗ ରେ ଥିଲା। ସହେି ଉପତ୍ୟକା ରେ ବହୁତ ଅସ୍ଥି ଥିବାର ମୁଁ ଦେଖିପାରିଲି। ମୁଁ ସହେି ଅସ୍ଥିଗୁଡ଼ିକ ଅତିଶଯ ଶୁଷ୍କ ଥିବାର ଲକ୍ଷ୍ଯ କଲି।
2 E me fez passar em volta deles; e eis que eram mui numerosos sobre a face do vale, e eis que estavam sequíssimos.
3 ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ ମାେତେ ପଚାରିଲେ, ହେ ମନୁଷ୍ଯ ପୁତ୍ର, ଏହି ଅସ୍ଥି ସମୂହ ସଜୀବ ହାଇପୋରିବେ କି ?
3 E me disse: Filho do homem, porventura viverão estes ossos? E eu disse: Senhor DEUS, tu o sabes.
4 ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ଯ ରେ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ' ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।
4 Então me disse: Profetiza sobre estes ossos, e dize-lhes: Ossos secos, ouvi a palavra do Senhor.
5 ସଦାପ୍ରଭୁ, ମାରେ ପ୍ରଭୁ ସେ ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ମୁଁ ତୁମ୍ଭମାନଙ୍କ ମଧିଅରେ ପ୍ରାଣବାଯୁ ପ୍ରବେଶ କରାଇବି ଓ ତୁମ୍ଭମାନେେ ଜୀବିତ ହବେେ।
5 Assim diz o Senhor DEUS a estes ossos: Eis que farei entrar em vós o espírito, e vivereis.
6 ପୁଣି ମୁଁ ତୁମ୍ଭମାନଙ୍କ ଉପ ରେ ଶିରା ଓ ମାଂସ ଉତ୍ପନ୍ନ କରିବି। ଆଉ ଚର୍ମ ରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବି ଓ ତୁମ୍ଭମାନଙ୍କ ମଧିଅରେ ପ୍ରାଣବାଯୁ ଦବେି। ଆଉ ତୁମ୍ଭମାନେେ ଜୀବିତ ହବେ। ତହିଁରେ ଏହା ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।'
6 E porei nervos sobre vós e farei crescer carne sobre vós, e sobre vós estenderei pele, e porei em vós o espírito, e vivereis, e sabereis que eu sou o Senhor.
7 ମାେତେ ଯେପରି ଆଜ୍ଞା ହାଇେଥିଲା, ତଦନୁସା ରେ ମୁଁ ଭବିଷ୍ଯଦବାଣୀ କଲି, ଯେତବେେଳେ ମୁଁ ଭବିଷ୍ଯଦବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହାଇଗେଲେ।
7 Então profetizei como se me deu ordem. E houve um ruído, enquanto eu profetizava; e eis que se fez um rebuliço, e os ossos se achegaram, cada osso ao seu osso.
8 ମୁଁ ନିରୀକ୍ଷଣ କରି ଦେଖିଲି, ସହେିସବୁ ଅସ୍ଥି ଉପ ରେ ସ୍ନାଯୁ ଓ ମାଂସ ଆଚ୍ଛାଦନ କଲା, ପୁଣି ଚର୍ମ ସେସବୁକୁ ଆଚ୍ଛାଦନ କଲା କିନ୍ତୁ ସମାନଙ୍କେର ପ୍ରାଣବାଯୁ ନ ଥିଲା।
8 E olhei, e eis que vieram nervos sobre eles, e cresceu a carne, e estendeu-se a pele sobre eles por cima; mas não havia neles espírito.
9 ତା'ପ ରେ ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ବାଯୁ ଉଦ୍ଦେଶ୍ଯ ରେ ଭବିଷ୍ଯଦବାଣୀ ପ୍ରଚାର କର ଓ ବାଯୁକୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ' ହେ ପ୍ରାଣବାଯୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ମୃତ ଶରୀରଗୁଡ଼ିକ ଉପ ରେ ପ୍ରଶ୍ବାସ ଦିଅ, ଯେପରି ସମାନେେ ଜୀବିତ ହବେେ।'
9 E ele me disse: Profetiza ao espírito, profetiza, ó filho do homem, e dize ao espírito: Assim diz o Senhor DEUS: Vem dos quatro ventos, ó espírito, e assopra sobre estes mortos, para que vivam.
10 ଏବଂ ସେ ମାେତେ ଯେପରି ଆଜ୍ଞା କଲେ, ତଦନୁସା ରେ ମୁଁ ଭବିଷ୍ଯଦବାଣୀ ପ୍ରଚାର କଲି ଏବଂ ପ୍ରଶ୍ବାସ ସମାନଙ୍କେ ମଧ୍ଯକୁ ଆସିଲା। ଆଉ ସମାନେେ ଜୀବିତ ହାଇଗେଲେ ଏବଂ ଛିଡ଼ା ହାଇଗେଲେ। ସମାନେେ ବହୁତ ଲୋକ ଥିଲେ ଏବଂ ମହାନ୍ ସୈନ୍ଯବାହିନୀ ଗଠନ କଲେ।
10 E profetizei como ele me deu ordem; então o espírito entrou neles, e viveram, e se puseram em pé, um exército grande em extremo.
11 ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଏହି ଅସ୍ଥିସକଳ ଇଶ୍ରାୟେଲ ସମୁଦାଯ ପରିବାର ଅଟନ୍ତି। ଏବଂ ସମାନେେ କହନ୍ତି, 'ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହାଇେଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭମାନେେ ସମ୍ପୂର୍ଣ୍ଣରୂପେ ବିନଷ୍ଟ ହାଇେଅଛୁ।'
11 Então me disse: Filho do homem, estes ossos são toda a casa de Israel. Eis que dizem: Os nossos ossos se secaram, e pereceu a nossa esperança; nós mesmos estamos cortados.
12 ଏଣୁ ଭବିଷ୍ଯଦବାଣୀ ପ୍ରଚାର କରି ସମାନଙ୍କେୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ' ହେ ମାରେ ଲୋକମାନେ, ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର କବରରୁ ବାହାର କରାଇବି। ଆଉ ତୁମ୍ଭମାନଙ୍କୁ ଇଶ୍ରାୟେଲ ଦେଶକୁ ଆଣିବି।
12 Portanto profetiza, e dize-lhes: Assim diz o Senhor DEUS: Eis que eu abrirei os vossos sepulcros, e vos farei subir das vossas sepulturas, ó povo meu, e vos trarei à terra de Israel.
13 ହେ ମାରେ ଲୋକମାନେ, ଯେତବେେଳେ ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ସଗେୁଡ଼ିକରୁ ବାହାର କରି ଆଣିବି, ମୁଁ ସଦାପ୍ରଭୁ ଅଟେ ବୋଲି ତୁମ୍ଭମାନେେ ଜାଣିବ।
13 E sabereis que eu sou o Senhor, quando eu abrir os vossos sepulcros, e vos fizer subir das vossas sepulturas, ó povo meu.
14 ଆଉ ମୁଁ ତୁମ୍ଭମାନଙ୍କ ମଧିଅରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭମାନେେ ଜୀବିତ ହବେ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶ ରେ ବସାଇବି। ତାହା ହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭମାନେେ ଜାଣିବ।' ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
14 E porei em vós o meu Espírito, e vivereis, e vos porei na vossa terra; e sabereis que eu, o SENHOR, disse isto, e o fiz, diz o SENHOR.
15 ସଦାପ୍ରଭୁଙ୍କର ବାକ୍ଯ ପୁନର୍ବାର ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
15 E outra vez veio a mim a palavra do Senhor, dizendo:
16 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନଇେ ତହିଁ ଉପ ରେ ଏହି କଥା ଲେଖ, ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇଶ୍ରାୟେଲର ଲୋକମାନଙ୍କୁ ଦର୍ଶାଏ ; ତା'ପ ରେ ଆଉ ଖଣ୍ଡେ ଆଶାବାଡ଼ି ନଇେ ତାହା ଉପ ରେ ଏହି କଥା ଲେଖ, ଏହି ଆଶାବାଡ଼ି ଇଫ୍ରଯିମର, ଇଶ୍ରାୟେଲ ବଂଶ ଯୋଷଫେ ଓ ତା'ର ସାଙ୍ଗମାନଙ୍କୁ ଦର୍ଶାଏ।'
16 Tu, pois, ó filho do homem, toma um pedaço de madeira, e escreve nele: Por Judá e pelos filhos de Israel, seus companheiros. E toma outro pedaço de madeira, e escreve nele: Por José, vara de Efraim, e por toda a casa de Israel, seus companheiros.
17 ତା'ପ ରେ ତୁମ୍ଭ ହସ୍ତ ରେ ସହେି ଦୁଇ ଆଶାବାଡ଼ି ଯେପରି ଏକ ହବେ, ଏଥିପାଇଁ ସହେି ଦୁଇ ଆଶାବାଡ଼ିକୁ ଏକତ୍ର ୟୋଡ଼।
17 E ajunta um ao outro, para que se unam, e se tornem uma só vara na tua mão.
18 ଯେତବେେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଚାରିବେ, ଏହାର ଅର୍ଥ କ'ଣ ? ଆମ୍ଭମାନଙ୍କୁ ବୁଝାଇ ଦିଅ।
18 E quando te falarem os filhos do teu povo, dizendo: Porventura não nos declararás o que significam estas coisas?
19 ସେତବେେଳେ ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, 'ଇଫ୍ରଯିମର ହସ୍ତ ରେ ଥିବାର ଯୋଷଫେର ଆଶାବାଡ଼ି ପୁଣି ତାଙ୍କର ସଖା ଇଶ୍ରାୟେଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନବୋ, ଆଉ ଆମ୍ଭେ ସମାନଙ୍କେୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସମାନଙ୍କେୁ ଏକ କରିବା। ତହିଁରେ ସମାନେେ ଆମ୍ଭ ହସ୍ତ ରେ ଏକ ଆଶାବାଡ଼ି ହବେେ।'
19 Tu lhes dirás: Assim diz o Senhor DEUS: Eis que eu tomarei a vara de José que esteve na mão de Efraim, e a das tribos de Israel, suas companheiras, e as ajuntarei à vara de Judá, e farei delas uma só vara, e elas se farão uma só na minha mão.
20 ଯେଉଁ ଦୁଇ ଆଶାବାଡ଼ି ରେ ତୁମ୍ଭେ ସମାନଙ୍କେର ନାମ ଲେଖିଥିଲ, ତାହା ସମାନେେ ଦେଖିବା ପାଇଁ ତୁମ୍ଭ ହସ୍ତ ରେ ରହିବ।
20 E as varas, sobre que houve- res escrito, estarão na tua mão, perante os olhos deles.
21 ପୁଣି ତୁମ୍ଭେ ସମାନଙ୍କେୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଇଶ୍ରାୟେଲର ଲୋକମାନେ ଯେଉଁ ବିଭିନ୍ନ ଦେଶକୁ ସମାନେେ ୟାଇ ଅଛନ୍ତି ସହେି ସ୍ଥାନର ଗୋଷ୍ଠୀଯମାନଙ୍କ ମଧ୍ଯରୁ ମୁଁ ସମାନଙ୍କେୁ ନିଜ ଦେଶକୁ ନଇେଆସିବି। ଆଉ ଚତୁର୍ଦ୍ଦିଗରୁ ସମାନଙ୍କେୁ ସଂଗ୍ରହ କରି ସମାନଙ୍କେର ନିଜ ଦେଶକୁ ଆଣିବି।
21 Dize-lhes pois: Assim diz o Senhor DEUS: Eis que eu tomarei os filhos de Israel dentre os gentios, para onde eles foram, e os congregarei de todas as partes, e os levarei à sua terra.
22 ଆଉ ସହେି ଦେଶ ରେ ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ମୁଁ ସମାନଙ୍କେୁ ଏକ ଗୋଷ୍ଠୀ କରିବି ଓ ସମାନଙ୍କେର ଜଣେ ରାଜା ହବେେ। ପୁଣି ସମାନେେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କବେେ ଦୁଇ ରାଜ୍ଯ ରେ ବିଭକ୍ତ ହବେେ ନାହିଁ।
22 E deles farei uma nação na terra, nos montes de Israel, e um rei será rei de todos eles, e nunca mais serão duas nações; nunca mais para o futuro se dividirão em dois reinos.
23 ଆଉ ସମାନେେ ସମାନଙ୍କେର ମୂର୍ତ୍ତିଗଣ ଦ୍ବାରା ଏବଂ ଘୃଣ୍ଯ ମୂର୍ତ୍ତି ଦ୍ବାରା ଅଥବା ସମାନଙ୍କେର ଜଘନ୍ଯ କର୍ମ ଦ୍ବାରା ନିଜକୁ ଆଉ ଅଶୁଚି କରିବା ଚାଲୁ ରଖିବେ ନାହିଁ। ଆଉ ମୁଁ ସମାନଙ୍କେୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠା ରେ ସମାନେେ ପାପ କଲେ ଏବଂ ମୁଁ ସମାନଙ୍କେୁ ଶୁଚି କରିବି। ତହିଁରେ ସମାନେେ ମାରେ ଲୋକ ହବେେ ଓ ମୁଁ ସମାନଙ୍କେର ପରମେଶ୍ବର ହବେି।
23 E nunca mais se contaminarão com os seus ídolos, nem com as suas abominações, nem com as suas transgressões, e os livrarei de todas as suas habitações, em que pecaram, e os purificarei. Assim eles serão o meu povo, e eu serei o seu Deus.
24 'ପୁଣି ମାରେ ଦାସ ଦାଉଦ ସମାନଙ୍କେ ଉପ ରେ ରାଜା ହବେେ। କବଳେ ସେ ହିଁ ଜଣେ ସମସ୍ତଙ୍କ ଉପ ରେ ମଷେପାଳକ ହବେେ। ଆଉ ସମାନେେ ମାରେ ବ୍ଯବସ୍ଥା ମାନି ଚଳିବେ ଓ ମାରେ ବିଧିସବୁ ରକ୍ଷାକରି ପାଳନ କରିବେ।
24 E meu servo Davi será rei sobre eles, e todos eles terão um só pastor; e andarão nos meus juízos e guardarão os meus estatutos, e os observarão.
25 ଏବଂ ମୁଁ ମାରେ ଦାସ ଯାକୁବକୁ ଯେଉଁ ଦେଶ ଦଇେଥିଲି ଓ ଯେଉଁଠା ରେ ସମାନଙ୍କେ ପୂର୍ବପୁରୁଷଗଣ ବାସ କରୁଥିଲେ, ସହେି ଦେଶ ରେ ସମାନେେ ବାସ କରିବେ। ମୁଁ ସମାନେେ, ସମାନଙ୍କେର ସନ୍ତାନମାନେ ଓ ସମାନଙ୍କେର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସଠାେ ରେ ବାସ କରିବେ। ଏବଂ ମାରେ ଦାସ ଦାଉଦ ସଦାକାଳ ସମାନଙ୍କେର ଅଧିପତି ହବେେ।
25 E habitarão na terra que dei a meu servo Jacó, em que habitaram vossos pais; e habitarão nela, eles e seus filhos, e os filhos de seus filhos, para sempre, e Davi, meu servo, será seu príncipe eternamente.
26 ଏବଂ ମୁଁ ସମାନଙ୍କେ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସମାନଙ୍କେ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହବେ। ଏବଂ ମୁଁ ସମାନଙ୍କେୁ ବସାଇବି ଓ ବଢ଼ାଇବି। ଆଉ ସମାନଙ୍କେ ମଧିଅରେ ସଦାକାଳ ମୁଁ ଆପଣା ପବିତ୍ରସ୍ଥାନ ସ୍ଥାପନ କରିବି।
26 E farei com eles uma aliança de paz; e será uma aliança perpétua. E os estabelecerei, e os multiplicarei, e porei o meu santuário no meio deles para sempre.
27 ଆଉ ମଧ୍ଯ ମାରେ ପବିତ୍ର ତମ୍ବୁ ସମାନଙ୍କେ ସଙ୍ଗ ରେ ରହିବ। ମୁଁ ସମାନଙ୍କେର ପରମେଶ୍ବର ହବେି ଓ ସମାନେେ ମାରେ ଲୋକ ହବେେ।
27 E o meu tabernáculo estará com eles, e eu serei o seu Deus e eles serão o meu povo.
28 ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ ମୁଁ ସଦାପ୍ରଭୁ ଇଶ୍ରାୟେଲକୁ ମାରେବିଶଷେ ଲୋକ କଲେ। କାରଣ ମାରେ ପବିତ୍ରସ୍ଥାନ ସର୍ବଦା ସମାନଙ୍କେ ମଧିଅରେ ରହିବ।'
28 E os gentios saberão que eu sou o Senhor que santifico a Israel, quando estiver o meu santuário no meio deles para sempre.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 37, comparar traduções ou montar um estudo — tudo direto pelo WhatsApp.