Ezequiel 36

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲର ପର୍ବତଗଣ ପାଇଁ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ସମାନଙ୍କେୁ କୁହ : ହେ ଇଶ୍ରାୟେଲ ପର୍ବତଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।
1 Tu, ó filho do homem, profetiza aos montes de Israel, e dize: Montes de Israel, ouvi a palavra do Senhor.
2 ପ୍ରଭୁ ସଦାପ୍ରଭୁ ଏହି କଥା କହିଛନ୍ତି। 'ଶତ୍ରୁଗଣ ତୁମ୍ଭ ବିଷଯ ରେ କହିଅଛନ୍ତି, ଭଲ ହେଲା, ଭଲ ହେଲା। ସହେି ପ୍ରାଚୀନ ଉଚ୍ଚସ୍ଥଳୀଗୁଡ଼ିକ ଆମ୍ଭମାନଙ୍କର ଅଧିକୃତ ହେଲା।'
2 Assim diz o Senhor Deus: Pois que disse o inimigo contra vós: Ah! ah! e: As alturas antigas são nossas para as possuirmos;
3 ତେଣୁ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ବଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହାଇେଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହାଇେଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।'
3 portanto, profetiza, e dize: Assim diz o Senhor Deus: Porquanto, sim, porquanto vos assolaram e vos devoraram de todos os lados, para que ficásseis feitos herança do resto das nações, e tendes andado em lábios paroleiros, e chegastes a ser a infâmia do povo;
4 ଏଣୁ ହେ ଇଶ୍ରାୟେଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ଇଶ୍ରାୟେଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ବଂସ ଶୂନ୍ଯ ସ୍ଥାନଗୁଡ଼ିକୁ, ପରିତ୍ଯପ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ବାରା ପରିବେଷ୍ଟିତ ହାଇେ ଉପହାସିତ ହାଇେଛନ୍ତି, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି।
4 portanto, ouvi, ó montes de Israel, a palavra do Senhor Deus: Assim diz o Senhor Deus aos montes e aos outeiros, às correntes d'água e aos vales, aos desertos assolados e às cidades desamparadas, que se tornaram presa e escárnio para o resto das nações que estão ao redor delas;
5 ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଇର୍ଷା ରେ ଜଳିୟାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧ ରେ ଓ ଇଦୋମ ବିରୁଦ୍ଧ ରେ କହିଛି, କାରଣ ସମାନଙ୍କେ ହୃଦଯ ରେ ମନ୍ଦ ଖୁସି ନଇେ ମାରେ ଦେଶକୁ ଅଧିକାର କଲେ। ସମାନେେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।
5 portanto, assim diz o Senhor Deus: Certamente no fogo do meu zelo falei contra o resto das nações, e contra todo o Edom, que se apropriaram da minha terra, com toda a alegria de seu coração, e com menosprezo da alma, para a lançarem fora a rapina;
6 ଏଣୁ ଇଶ୍ରାୟେଲର ଭୂମିରେ ଭବିଷ୍ଯଦବାକ୍ଯ ପ୍ରଚାର କର, ଆଉ ପର୍ବତ, ଉପପର୍ବତ, ଜଳପ୍ରବାହ ଓ ଉପତ୍ୟକାସବୁକୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, 'ମୁଁ ଇର୍ଷା ରେ ଓ ରାଗ ରେ ଏହା କୁ ହେ। କାରଣ ଯେଉଁ ପ୍ରକାର ଗୋଷ୍ଠୀଗଣ ତୁମ୍ଭକୁ ଘୃଣା କଲେ।'
6 portanto, profetiza sobre a terra de Israel, e dize aos montes e aos outeiros, às correntes d'água e aos vales: Assim diz o Senhor Deus: Eis que falei no meu zelo e no meu furor, porque levastes sobre vós o opróbrio das nações.
7 ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ମୁଁ ତୁମ୍ଭର ଚତୁର୍ଦ୍ଦିଗର ଜାତିମାନଙ୍କ ଉପ ରେ ମାରେ ହାତ ଉଠାଉଛି, ଯେ ହତେୁ ସମାନେେ ତୁମ୍ଭକୁ ଘୃଣା କଲେ।
7 Portanto, assim diz o Senhor Deus: Eu levantei a minha mão, jurando: Certamente as nações que estão ao redor de vós levarão o seu opróbrio sobre si mesmas.
8 କିନ୍ତୁ ହେ ଇଶ୍ରାୟେଲର ପର୍ବତଗଣ, ତୁମ୍ଭମାନେେ ନିଶ୍ଚଯ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମାରେ ଇଶ୍ରାୟେଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସମାନଙ୍କେର ଆଗମନ ସମୟ ସନ୍ନିକଟ।
8 Mas vós, ó montes de Israel, vós produzireis os vossos ramos, e dareis o vosso fruto para o meu povo de Israel, pois já está prestes a vir.
9 ଯେ ହତେୁ ମୁଁ ତୁମ୍ଭ ସହିତ ଅଛି, ମୁଁ ସାହାୟ୍ଯ କରିବି, ତହିଁରେ ତୁମ୍ଭମାନେେ ଚାଷ କରିବ ଓ ବୀଜ ବୁଣିବ।
9 pois eis que eu estou convosco, e eu me voltarei para vós, e sereis lavrados e semeados;
10 ତୁମ୍ଭଠା ରେ ବାସ କରୁଥିବା ଇଶ୍ରାୟେଲର ପରିବାର ଲୋକମାନଙ୍କୁ ମୁଁ ଦ୍ବିଗୁଣିତ କରିବି। ପୁଣି ତହିଁରେ ନଗର ସମୂହ ବସତିସ୍ଥାନ ହବେ ଓ ଧ୍ବଂସସ୍ଥାନସବୁ ପୁନଃନିର୍ମିତ ହବେ।
10 e multiplicarei homens sobre vós, a toda a casa de Israel, a toda ela; e as cidades serão habitadas, e os lugares devastados serão edificados.
11 ପୁଣି ମୁଁ ତୁମ୍ଭମାନଙ୍କ ମଧିଅରେ ମନୁଷ୍ଯ ଓ ପଶୁକୁ ଦ୍ବିଗୁଣିତ କରିବି। ସମାନଙ୍କେର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧିଅରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ଯକାଳ ଅପେକ୍ଷା ଅଧିକ ମଙ୍ଗଳ କରିବ। ତାହାଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ।
11 Também sobre vós multiplicarei homens e animais, e eles se multiplicarão, e frutificarão. E farei que sejais habitados como dantes, e vos tratarei melhor do que nos vossos princípios. Então sabereis que eu sou o Senhor.
12 ଆମ୍ଭେ ତୁମ୍ଭମାନଙ୍କ ଉପ ରେ ମନୁଷ୍ଯମାନଙ୍କୁ ଅର୍ଥାତ୍ ତୁମ୍ଭେ ମାରେ ଇଶ୍ରାୟେଲ ଲୋକଙ୍କୁ ପ୍ରଦର୍ଶନ କରାଇବା। ସମାନେେ ତୁମ୍ଭମାନଙ୍କୁ ଭୋଗ କରିବେ ଓ ତୁମ୍ଭେ ସମାନଙ୍କେର ଅଧିକାର ସ୍ବରୂପ ହବେ। ତୁମ୍ଭେ ଏହି ସମୟଠାରୁ ସମାନଙ୍କେର ସନ୍ତାନମାନଙ୍କଠାରୁ ବଞ୍ଚିତ କରିବ ନାହିଁ।
12 E sobre vós farei andar homens, o meu povo de Israel; eles te possuirão, e tu serás a sua herança, e nunca mais os desfilharás.
13 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ହେ ଇଶ୍ରାୟେଲ ଦେଶ ! ଲୋକମାନେ ତୁମ୍ଭ ବିରୁଦ୍ଧ ରେ କହନ୍ତି, ସମାନେେ କହନ୍ତି ତୁମ୍ଭେ ମନୁଷ୍ଯମାନଙ୍କର ହତ୍ଯାକାରୀ ଓ ନିଜ ସନ୍ତାନମାନଙ୍କୁ ହତ୍ଯା କରିଅଛ।
13 Assim diz o Senhor Deus: Visto como vos dizem: Tu devoras os homens, e tens desfilhado a tua nação;
14 ମାତ୍ର ତୁମ୍ଭେ ଆଉ ମନୁଷ୍ଯମାନଙ୍କୁ ଗ୍ରାସ କରିବ ନାହିଁ କିମ୍ବା ସମାନଙ୍କେର ସନ୍ତାନଗଣଙ୍କୁ ବିନାଶ କରିବ ନାହିଁ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
14 por isso tu não devorarás mais os homens, nem desfilharás mais a tua nação, diz o Senhor Deus.
15 ଆଉ ମୁଁ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କଠାରୁ ଅପମାନିତ କରିବ ନାହିଁ, ତୁମ୍ଭମାନେେ ଅନ୍ୟ ଦେଶମାନଙ୍କ ଦ୍ବାରା ଘୃଣିତ ହବେ ନାହିଁ, ତୁମ୍ଭେ ପୁଣି ଥରେ ତୁମ୍ଭର ଦେଶର ପତନର କାରଣ ହବେ ନାହିଁ। ଏହା ସଦାପ୍ରଭୁ ମାରେ ପ୍ରଭୁ କହିଛନ୍ତି।
15 Não te permitirei ouvir mais a afronta das nações; e não levaras mais sobre ti o opróbrio dos povos, nem farás tropeçar mais a tua nação, diz o Senhor Deus.
16 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ସେ କହିଲେ,
16 Veio a mim a palavra do Senhor, dizendo:
17 ହେ ମନୁଷ୍ଯ ପୁତ୍ର, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ଦେଶ ରେ ବାସ କଲେ, ଇଶ୍ରାୟେଲର ପରିବାର ସମାନଙ୍କେର କୁକର୍ମ ଦ୍ବାରା ତାହାକୁ ଅଶୁଚି କଲେ। ସମାନଙ୍କେର ଆଚରଣ ସ୍ତ୍ରୀ ଲୋକମାନଙ୍କର ଋତୁକାଳୀନ ଅଶୌଚ ତୁଲ୍ଯ ଥିଲା।
17 Filho do homem, quando a casa de Israel habitava na sua terra, então eles a contaminaram com os seus caminhos e com as suas ações. Como a imundícia de uma mulher em sua separação, tal era o seu caminho diante de mim.
18 ସମାନେେ ରକ୍ତପାତ ଦ୍ବାରା ଓ ନିଜର ପ୍ରତିମାଗଣ ଦ୍ବାରା ଦେଶକୁ ଅଶୁଚି କଲେ। ତେଣୁ ମୁଁ ସମାନଙ୍କେ ଉପ ରେ ମାରେ କୋରଧ ଢ଼ାଳିବି।
18 Derramei, pois, o meu furor sobre eles, por causa do sangue que derramaram sobre a terra, e porque a contaminaram com os seus ídolos;
19 ମୁଁ ନାନା ଜାତିଗଣଙ୍କ ମଧିଅରେ ସମାନଙ୍କେୁ ଛିନ୍ନଭିନ୍ନ କଲି ଏବଂ ସମାନେେ ମଧ୍ଯ ନାନା ଦେଶ ରେ ବିକ୍ଷିପ୍ତ ହେଲେ। ସମାନଙ୍କେର ଆଚରଣ ଓ କ୍ରିଯାନୁସା ରେ ମୁଁ ସମାନଙ୍କେୁ ଦଣ୍ଡିତ କଲି।
19 e os espalhei entre as nações, e foram dispersos pelas terras; conforme os seus caminhos, e conforme os seus feitos, eu os julguei.
20 ଏବଂ ସମାନେେ ଯେଉଁ ସ୍ଥାନକୁ ଗଲେ, ସମାନେେ ରାଷ୍ପ ମଧିଅରେ ମାରେ ପବିତ୍ର ନାମକୁ କଳୁଷିତ କଲେ। କାରଣ ଲୋକମାନେ ସମାନଙ୍କେ ବିଷଯ ରେ କହିଲେ, 'ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାଙ୍କ ଦେଶରୁ ବିତାଡ଼ିତ ହାଇେଅଛନ୍ତି।'
20 E, chegando às nações para onde foram, profanaram o meu santo nome, pois se dizia deles: São estes o povo do Senhor, e tiveram de sair da sua terra.
21 ମୁଁ ମାରେମର୍ୟ୍ଯାଦା ପ୍ରତି ତତ୍ପର, କାରଣ ଇଶ୍ରାୟେଲୀୟମାନେ ଯେଉଁଠାକୁ ଯାଉଥିଲେ ମାରେ ନାମକୁ କଳୁଷିତ କଲେ।
21 Mas eu os poupei por amor do meu santo nome, que a casa de Israel profanou entre as nações para onde foi.
22 ତେଣୁ ଇଶ୍ରାୟେଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ହେ ଇଶ୍ରାୟେଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ଯାହା କହିବା କଥା ତାହା ମାରେ ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭମାନେେ ଯେଉଁଠାକୁ ଗଲେ, ସହେି ରାଷ୍ଟ୍ରମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କଲ।
22 Dize portanto à casa de Israel: Assim diz o Senhor Deus: Não é por amor de vós que eu faço isto, o casa de Israel; mas em atenção ao meu santo nome, que tendes profanado entre as nações para onde fostes;
23 ଦୁଷ୍ଟମାନଙ୍କ ମଧିଅରେ ଅପବିତ୍ର ହାଇେଥିବା ମାରେ ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭମାନେେ କଳୁଷିତ କଲ, ତାହା ହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ ମାରେ ପ୍ରଭୁ ଏହା କହିଲେ।'
23 e eu santificarei o meu grande nome, que foi profanado entre as nações, o qual profanastes no meio delas; e as nações saberão que eu sou o Senhor, diz o Senhor Deus, quando eu for santificado aos seus olhos.
24 ପରମେଶ୍ବର କହନ୍ତି, ମୁଁ ଜାତିମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କୁ ନଇେ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି
24 Pois vos tirarei dentre as nações, e vos congregarei de todos os países, e vos trarei para a vossa terra.
25 ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।
25 Então aspergirei água pura sobre vós, e ficareis purificados; de todas as vossas imundícias, e de todos os vossos ídolos, vos purificarei.
26 ପରମେଶ୍ବର କହିଲେ, ଆଉ ମୁଁ ତମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦବେି। ତୁମ୍ଭମାନଙ୍କ ମାଂସ ମଧ୍ଯରୁ ପ୍ରସ୍ତରମଯ ହୃଦଯ କାଢ଼ି ନବେି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦଯ ଦବେି।
26 Também vos darei um coração novo, e porei dentro de vós um espírito novo; e tirarei da vossa carne o coração de pedra, e vos darei um coração de carne.
27 ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତର ରେ ମାରେ ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭମାନେେ ମାରେ ନିଯମ ସକଳ ମାନିବ ଏବଂ ମାରେ ଆଜ୍ଞାସବୁ ରଖିବାକୁ ଯତ୍ନବାନ ହବେ।
27 Ainda porei dentro de vós o meu Espírito, e farei que andeis nos meus estatutos, e guardeis as minhas ordenanças, e as observeis.
28 ତାହା ହେଲେ ତୁମ୍ଭମାନେେ ସହେି ଦେଶ ରେ ବାସ କରିବ ଯାହା ମୁଁ ଦଲେି ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଓ ତୁମ୍ଭମାନେେ ମାରେ ଲୋକ ହବେ ଆଉ ମୁଁ ତୁମ୍ଭମାନଙ୍କର ପରମେଶ୍ବର ହବେି।
28 E habitareis na terra que eu dei a vossos pais, e vós sereis o meu povo, e eu serei o vosso Deus.
29 ପରମେଶ୍ବର କହିଲେ, ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅ େଶୗଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ଯକୁ ଆହ୍ବାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପ ରେ ଦୁର୍ଭିକ୍ଷ ଆଣିବି ନାହିଁ।
29 Pois eu vos livrarei de todas as vossas imundícias; e chamarei o trigo, e o multiplicarei, e não trarei fome sobre vós;
30 ପୁଣି ମୁଁ ତୁମ୍ଭମାନଙ୍କର ବୃକ୍ଷର ଫଳ ଓ କ୍ଷେତ୍ରସ୍ଥ ଶସ୍ଯ ଉତ୍ପାଦନ ଏପରି ବୃଦ୍ଧି କରିବି ଯେ, ତୁମ୍ଭମାନେେ ଜାତିମାନଙ୍କ ମଧିଅରେ ଖାଦ୍ଯାଭାବ ଯୋଗୁଁ ନିନ୍ଦା ପାଇବ ନାହିଁ।
30 mas multiplicarei o fruto das árvores, e a novidade do campo, para que não mais recebais o opróbrio da fome entre as nações.
31 ଏବଂ ସେ ସମୟରେ ତୁମ୍ଭମାନେେ ନିଜ ନିଜ ମନ୍ଦ ଆଚରଣ ଓ ମନ୍ଦ କ୍ରିଯାସବୁ ସ୍ମରଣ କରିବ। ପୁଣି ତୁମ୍ଭମାନେେ ନିଜର ପାପ ଓ ନିଜର ଘୃଣ୍ଯ କ୍ରିଯା ଯୋଗୁଁ ନିଜେ ନିଜକୁ ନମ୍ର କରିବ।
31 Então vos lembrareis dos vossos maus caminhos, e dos vossos feitos que não foram bons; e tereis nojo em vós mesmos das vossas iniqüidades e das vossas abominações.
32 ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ତୁମ୍ଭମାନେେ ଜାଣ ଯେ ଆମ୍ଭେ ତୁମ୍ଭମାନଙ୍କ ସକାେଶ ଏହା କରୁ ନାହୁଁ। ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ ନିଜର ଆଚରଣ ଯୋଗୁଁ ଲଜ୍ଜିତ ଓ ବିଷଣ୍ଣ ହୁଅ।
32 Não é por amor de vós que eu faço isto, diz o Senhor Deus, notório vos seja; envergonhai-vos, e confundi-vos por causa dos vossos caminhos, ó casa de Israel.
33 ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଯେଉଁ ଦିନ ମୁଁ ତୁମ୍ଭମାନଙ୍କୁ ସକଳ ପାପରୁ ଶୁଚି କରିବି, ସଦେିନ ମୁଁ ନଗରଗୁଡ଼ିକୁ ବସତି ବିଶିଷ୍ଟ କରିବି ଓ ଧ୍ବଂସସ୍ଥାନସବୁ ପୁନଃନିର୍ମିତ ହବେ।
33 Assim diz o Senhor Deus: No dia em que eu vos purificar de todas as vossas iniqüidades, então farei com que sejam habitadas as cidades e sejam edificados os lugares devastados.
34 ସହେି ଜନଶୂନ୍ଯ ଭୂମିକୁ ପୁଣି ଲଙ୍ଗଳ କରାୟିବ ଏବଂ ଏହା ପଥିକମାନଙ୍କ ପାଇଁ ଆଉ ଜନଶୂନ୍ଯ ହବେ ନାହିଁ।
34 E a terra que estava assolada será lavrada, em lugar de ser uma desolação aos olhos de todos os que passavam.
35 ତେଣୁ ଲୋକମାନେ କହିବେ, ଏହି ଧ୍ବଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହାଇେଅଛି। ଆଉ ଏହି ଶୂନ୍ଯ, ଧ୍ବଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ଯ ହାଇେଅଛି।'
35 E dirão: Esta terra que estava assolada tem-se tornado como jardim do Eden; e as cidades solitárias, e assoladas, e destruídas, estão fortalecidas e habitadas.
36 ପରମେଶ୍ବର କହିଲେ, ତୁମ୍ଭର ଚତୁର୍ଦ୍ଦିଗର ଦେଶଗୁଡ଼ିକ ଜାଣିବେ ଯେ, ମୁଁ ସଦାପ୍ରଭୁ ନିର୍ଜନ ସ୍ଥାନକୁ ବସତିପୂର୍ଣ୍ଣ ଧ୍ବଂସ ସ୍ଥାନକୁ ପୁନଃନିର୍ମାଣ ଓ ଜନଶୂନ୍ଯ କ୍ଷେତ୍ର ରେ ରୋପଣ କରିଛି। ମୁଁ ସଦାପ୍ରଭୁ ଏହା କହିଅଛି ଓ ଆମ୍ଭେ ଏହା ସଫଳ କରିବା।
36 Então as nações que ficarem de resto em redor de vós saberão que eu, o Senhor, tenho reedificado as cidades destruídas, e plantado o que estava devastado. Eu, o Senhor, o disse, e o farei.
37 ସଦାପ୍ରଭୁ, ମାରେ ପ୍ରଭୁ ଏ କଥା କହନ୍ତି, ପୁଣି ଥରେ ମୁଁ ଇଶ୍ରାୟେଲ ବଂଶର ପ୍ରାର୍ଥନା ଶୁଣିବି। ମୁଁ ସମାନଙ୍କେୁ ଦ୍ବିଗୁଣିତ କରିବି, ଯାହା ଫଳ ରେ ସମାନେେ ପଲ ରେ ଥିବା ମଷେ ସଂଖ୍ଯକ ହବେେ।
37 Assim diz o Senhor Deus: Ainda por isso serei consultado da parte da casa de Israel, que lho faça; multiplicá-los-ei como a um rebanho.
38 ନିରୂପିତ ପର୍ବମାନଙ୍କ ରେ ୟିରୁଶାଲମ ରେ ଯେପରି ବଳି ଯୋଗ୍ଯ ମଷେ ଓ ଛାଗପଲ ପୂର୍ଣ୍ଣ ହାଇେ ୟାଆନ୍ତି, ଶୂନ୍ଯ ନଗରଗୁଡ଼ିକ ବହୁ ମନୁଷ୍ଯ ରେ ପରିପୂର୍ଣ୍ଣ ହବେ।
38 Como o rebanho para os sacrifícios, como o rebanho de Jerusalém nas suas solenidades, assim as cidades desertas se encherão de famílias; e saberão que eu sou o Senhor.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 36, comparar traduções ou montar um estudo — tudo direto pelo WhatsApp.