Ezequiel 35
Oriya Bible (GL_ORIYA) vs ARA
1 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା :
1 Veio a mim a palavra do Senhor , dizendo:
2 ସେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସଯେୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କରି ଏହା କୁହ,
2 Filho do homem, volve o rosto contra o monte Seir e profetiza contra ele.
3 'ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହନ୍ତି,
3 Dize-lhe: Assim diz o Senhor Deus: Eis que eu estou contra ti, ó monte Seir, e estenderei a mão contra ti, e te farei desolação e espanto.
4 ମୁଁ ତୁମ୍ଭର ନଗରଗୁଡ଼ିକୁ ଧ୍ବଂସ କରିବି ଓ ତୁମ୍ଭେ ଏକ ଶୂନ୍ଯ ଭୂମି ହବେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେ ଜାଣିବ।
4 Farei desertas as tuas cidades, e tu serás desolado; e saberás que eu sou o Senhor .
5 କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେର ଦୁର୍ଦ୍ଦିନ, ସମୟରେ ଖଡ୍ଗ ରେ ହତ୍ଯା କର, ଯେତବେେଳେ ସମାନଙ୍କେର ଦୋଷ ସର୍ବୋଚ୍ଚ ହେଲା।'
5 Pois guardaste inimizade perpétua e abandonaste os filhos de Israel à violência da espada, no tempo da calamidade e do castigo final.
6 ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବି ଓ ମୃତ୍ଯୁ ତୁମ୍ଭର ଅନୁଧାବନ କରିବ। ଯେ ହତେୁ ତୁମ୍ଭେ ମୃତ୍ଯୁକୁ ଘୃଣା କରି ନାହଁ, ତେଣୁ ମୃତ୍ଯୁ ତୁମ୍ଭ ପେଛ ପେଛ ଗୋଡ଼ାଇବ।
6 Por isso, diz o Senhor Deus, tão certo como eu vivo, eu te fiz sangrar, e sangue te perseguirá; visto que não aborreceste o sangue, o sangue te perseguirá.
7 ଏହିରୂପେ ମୁଁ ସଯେୀର ପର୍ବତକୁ ଧ୍ବଂସ ଓ ଶୂନ୍ଯସ୍ଥାନ ରେ ପରିଣତ କରିବି ଏବଂ ଯେଉଁମାନେ ସଠାେ ରେ ବାସ କରିବେ ଓ ୟିବା ଆସିବା କରିବେ ମୁଁ ସମାନଙ୍କେୁ ବିନାଶ କରିବି।
7 Farei do monte Seir extrema desolação e eliminarei dele o que por ele passa e o que por ele volta.
8 ମୁଁ ନିହତ ଲୋକମାନଙ୍କ ଶବ ରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହବେ।
8 Encherei os seus montes dos seus traspassados; nos teus outeiros, nos teus vales e em todas as tuas correntes, cairão os traspassados à espada.
9 ମୁଁ ଚିରକାଳ ଶୂନ୍ଯସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ଯ ହବେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।
9 Em perpétuas desolações, te porei, e as tuas cidades jamais serão habitadas; assim sabereis que eu sou o Senhor .
10 କାରଣ ତୁମ୍ଭେ କହିଲ, ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇଶ୍ରାୟେଲ ଓ ଯିହୁଦା ମାରେ ହବେେ, ମୁଁ ସମାନଙ୍କେୁ ଅଧିକାର ଦବେି, ଏପରିକି ଯଦିଓ ସଠାେ ରେ ସଦାପ୍ରଭୁ ବାସ କରନ୍ତି।
10 Visto que dizes: Os dois povos e as duas terras serão meus, e os possuirei, ainda que o Senhor se achava ali,
11 ତେଣୁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ତୁମ୍ଭେ ଆମ୍ଭର ସନ୍ତାନଗଣଙ୍କୁ ଈର୍ଷା କରିଅଛ ଓ ସମାନଙ୍କେ ପ୍ରତି ଘୃଣାଭାବ ରଖିଅଛ। ତେଣୁ ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଯେଉଁପରି କୋରଧ ଓ ଈର୍ଷା ସମାନଙ୍କେ ପ୍ରତି କରିଅଛ ମୁଁ ସହେି ଅନୁସାରେ ତୁମ୍ଭର ବିଚାର କରିବି। ସେତବେେଳେ ସମାନଙ୍କେ ମଧିଅରେ ମୁଁ ଅଛି ବୋଲି ସମାନେେ ଜାଣିବେ।
11 por isso, tão certo como eu vivo, diz o Senhor Deus, procederei segundo a tua ira e segundo a tua inveja, com que, no teu ódio, os trataste; e serei conhecido deles, quando te julgar.
12 ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ବିରୁଦ୍ଧ ରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ' ସେସବୁ ଧ୍ବଂସସ୍ଥାନ ହବେ ଓ ଆମ୍ଭମାନେେ ତାହାକୁ ଖାଦ୍ୟପରି ଚର୍ବଣ କରିବୁ।' ମୁଁ ସଦାପ୍ରଭୁ ଶୁଣିଅଛି।
12 Saberás que eu, o Senhor , ouvi todas as blasfêmias que proferiste contra os montes de Israel, dizendo: Já estão desolados, a nós nos são entregues por pasto.
13 ତୁମ୍ଭମାନେେ ଗର୍ବିତ ହାଇେ ମାେ ବିରୁଦ୍ଧ ରେ କହିଅଛ। ତୁମ୍ଭମାନେେ ତାହା ବାରମ୍ବାର କହିଛ, ଆଚ୍ଛା ! ମୁଁ ତାହା ଶୁଣିଅଛି।
13 Vós vos engrandecestes contra mim com a vossa boca e multiplicastes as vossas palavras contra mim; eu o ouvi.
14 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ମୁଁ ତୁମ୍ଭମାନଙ୍କୁ ବିନାଶ କରିବି ଓ ଏହା ସମଗ୍ର ପୃଥିବୀର ଆନନ୍ଦର ଦିନ ହବେ।
14 Assim diz o Senhor Deus: Ao alegrar-se toda a terra, eu te reduzirei à desolação.
15 ଇଶ୍ରାୟେଲ ପରିବାର ଧ୍ବଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସହେି ଭାବରେ ସବୋ କରିବି। ସଯେୀର ପର୍ବତ ଓ ପ୍ରକୃତ ରେ ସମଗ୍ର ଇଦୋମ, ଧ୍ବଂସ ହବେ। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
15 Como te alegraste com a sorte da casa de Israel, porque foi desolada, assim também farei a ti; desolado serás, ó monte Seir e todo o Edom, sim, todo; e saberão que eu sou o Senhor .
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 35, comparar traduções ou montar um estudo — tudo direto pelo WhatsApp.