Ezequiel 34

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 Então recebi esta mensagem do S enhor :
2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ମଷେପାଳକମାନଙ୍କ ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କର। ସହେି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ଯବାଣୀ କହନ୍ତି, 'ଇଶ୍ରାୟେଲର ମଷେପାଳକମାନଙ୍କୁ ଧିକ, ଯେଉଁମାନେ କବଳେ ସମାନଙ୍କେର ଯତ୍ନ ନିଅନ୍ତି। ମଷେପାଳକମାନେ ମଷେମାନଙ୍କର ଯତ୍ନ ନବୋ ଉଚିତ୍ ନୁହେଁ କି ?
2 “Filho do homem, profetize contra os pastores, os líderes de Israel. Transmita-lhes esta mensagem do S enhor Soberano: Que aflição os espera, pastores que alimentam a si mesmos! Acaso os pastores não deveriam alimentar seu rebanho?
3 ତୁମ୍ଭମାନେେ କ୍ଷୀର ପିଉଅଛ, ପଶମକୁ ପରିଧାନ କରୁଅଛି। ତୁମ୍ଭମାନେେ ସହେି ହୃଷ୍ଟପୁଷ୍ଟ ପଶୁମାନଙ୍କୁ ହତ୍ଯା କର କିନ୍ତୁ ତୁମ୍ଭେ ପଲର ୟନ୍ତ୍ର ନେଉ ନାହିଁ।
3 Vocês bebem o leite, vestem-se com a lã e abatem os melhores animais, mas deixam seu rebanho passar fome.
4 ଏବଂ ତୁମ୍ଭମାନେେ ଦୁର୍ବଳ ମାନଙ୍କୁ ସବଳ କରି ନାହଁ ଓ ପୀଡିତ ମାନଙ୍କର ଚିକିତ୍ସା କରି ନାହିଁ, ଆହତ ମଷେମାନଙ୍କର କ୍ଷତସ୍ଥାନ ରେ ପଟି ବାନ୍ଧି ନାହଁ। ବିତାଡ଼ିତ ମଷେମାନଙ୍କୁ ଫରୋଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖାଜେିଲ ନାହିଁ। କିନ୍ତୁ ତୁମ୍ଭମାନେେ ବଳ ରେ ଓ ନିଷ୍ଠୁର ଭାବରେ ସମାନଙ୍କେୁ ଶାସନ କରିଅଛ।
4 Não cuidaram das ovelhas fracas, não curaram as doentes nem enfaixaram as que estavam feridas. Não foram procurar as que se desgarraram e se perderam. Em vez disso, conduziram-nas com dureza e crueldade.
5 'ଏବଂ ସହେି ମଷେପାଳକ ବିହୀନ ମଷେମାନେ ଛିନ୍ନଭିନ୍ନ ହାଇଗେଲେ ଓ କ୍ଷେତ୍ରସ୍ଥ ପଶୁମାନଙ୍କର ଖାଦ୍ୟ ହେଲେ।
5 Por não terem pastor, minhas ovelhas se espalharam e se tornaram presa fácil para qualquer animal selvagem.
6 ଏବଂ ପର୍ବତମାନଙ୍କ ରେ ଏବଂ ଉଚ୍ଚ ସ୍ଥାନମାନଙ୍କ ରେ ମାରେ ମଷେପଲ ହଜିଗଲେ। ମାରେ ମଷଗେୁଡ଼ିକ ଦେଶର ଚାରିଆଡ଼େ ଛିନ୍ନଛତ୍ର ହାଇଗେଲେ ଏବଂ ସମାନଙ୍କେୁ କହେି ଦେଖନ୍ତି ନାହିଁ। ସମାନଙ୍କେୁ କହେି ଖାଜେନ୍ତି ନାହିଁ।'
6 Andam sem rumo pelos montes e pelas colinas, por toda a face da terra, mas ninguém saiu para procurá-las.
7 ତେଣୁ ହେ ମଷେପାଳକଗଣ, ତୁମ୍ଭମାନେେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସେ କହନ୍ତି,
7 “Por isso, pastores, ouçam a palavra do S enhor :
8 ମୁଁ ଜୀବିତ ଥିବା ପ୍ରମାଣେ, କାରଣ ମାରେ ପଲଟି ଲୁଣ୍ଠିତ ହେଲା ଏବଂ ମଷେପାଳକର ଅନୁପସ୍ଥିତି ରେ ବନ୍ଯ ଜନ୍ତୁର ଶିକାର ହେଲେ ଏବଂ ମାରେ ମଷେପାଳକଗଣ ମାରେ ମଷଗେୁଡ଼ିକ ଦେଖିଲେ ନାହିଁ, କବଳେ ସମାନଙ୍କେର ନିଜର ଯତ୍ନ ନେଲେ ଏବଂ ମାରେ ମଷେମାନଙ୍କର ଯତ୍ନ ନେଲେ ନାହିଁ।
8 Tão certo como eu vivo, diz o S enhor Soberano, vocês abandonaram meu rebanho e o deixaram ser atacado por animais selvagens. E, embora fossem meus pastores, não procuraram minhas ovelhas quando elas se perderam. Cuidaram de si mesmos e deixaram o rebanho passar fome.
9 ତେଣୁ ହେ ମଷେପାଳକଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।
9 Portanto, pastores, ouçam a palavra do S enhor .
10 ସଦାପ୍ରଭୁ କହନ୍ତି, ଦେଖ, ମୁଁ ମଷେପାଳକମାନଙ୍କର ବିରୁଦ୍ଧ ରେ ଅଛି। ମୁଁ ସମାନଙ୍କେୁ ମାରେ ମଷେମାନଙ୍କ ପାଇଁ ଦାଯୀ କରିବି। ମୁଁ ସମାନଙ୍କେୁ ମଷଗେୁଡ଼ିକ ପାଖରୁ ଦୂରକୁ ନଇୟିବେି ଏବଂ ସମାନେେ ଆଉ ସଗେୁଡ଼ିକର ମଷେପାଳକ ହବେେ ନାହିଁ। ସମାନଙ୍କେର ପାଟିରୁ ମୁଁ ମାରେ ମଷଗେୁଡ଼ିକୁ ଉଦ୍ଧାର କରିବି ଏବଂ ସମାନେେ ସମାନଙ୍କେର ଖାଦ୍ୟ ହବେେ ନାହିଁ।
10 Assim diz o S enhor Soberano: Agora considero esses pastores meus inimigos e os responsabilizarei pelo que aconteceu a meu rebanho. Não permitirei que continuem pastoreando meu rebanho e que continuem alimentando a si mesmos. Livrarei meu rebanho de sua boca; minhas ovelhas não serão mais sua presa.”
11 ତେଣୁ ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆମ୍ଭ ମଷେମାନଙ୍କର ପାଳକ ହବେୁ। ଆମ୍ଭେ ସମାନଙ୍କେର ଅନ୍ବଷେଣ କରିବୁ ଓ ଆମ୍ଭେ ସମାନଙ୍କେର ତତ୍ତ୍ବ ନବେୁ।
11 “Pois assim diz o S enhor Soberano: Eu mesmo procurarei minhas ovelhas e as encontrarei.
12 ଯେପରି ଜଣେ ମଷେପାଳକ ନିଜର ଛିନ୍ନଭିନ୍ନ ମଷେମାନଙ୍କର ଅନୁସନ୍ଧାନ କରେ, ସହେିପରି ମୁଁ ମାରେ ମଷେମାନଙ୍କର ତତ୍ତ୍ବାବଧାନ କରିବି। ଆଉ ମଘାେଚ୍ଛନ୍ନ ଓ ଅନ୍ଧକାର ଦିନ ରେ ସମାନେେ ଯେଉଁ ଯେଉଁ ସ୍ଥାନ ରେ ଛିନ୍ନଭିନ୍ନ ହାଇେଅଛନ୍ତି, ସେସବୁ ସ୍ଥାନରୁ ସମାନଙ୍କେୁ ଉଦ୍ଧାର କରିବି।
12 Serei como o pastor que busca o rebanho espalhado. Encontrarei minhas ovelhas e as livrarei de todos os lugares para onde foram espalhadas naquele dia de nuvens e escuridão.
13 ଏବଂ ମୁଁ ନାନା ଜାତିମାନଙ୍କ ମଧ୍ଯରୁ ସମାନଙ୍କେୁ ବାହାର କରି ଆଣିବି ଓ ନାନା ଦେଶରୁ ସମାନଙ୍କେୁ ସଂଗ୍ରହ କରି ସମାନଙ୍କେୁ ନିଜ ଦେଶକୁ ଆଣିବି। ଏବଂ ମୁଁ ସମାନଙ୍କେୁ ଇଶ୍ରାୟେଲର ପର୍ବତମାନଙ୍କ ରେ, ଝରଣାଗୁଡ଼ିକ ନିକଟରେ ଓ ଦେଶର ବନ୍ଦୋବସ୍ଥ ସ୍ଥାନଗୁଡ଼ିକରେ ଚରାଇବି।
13 Eu as tirarei do meio dos povos e das nações e as trarei de volta para sua terra. Eu as alimentarei nos montes de Israel, junto aos rios e em todos os lugares habitados.
14 ମୁଁ ସମାନଙ୍କେୁ ଉତ୍ତମ ଚାରଣ ଭୂମିରେ ଚରାଇବି। ଏବଂ ଇଶ୍ରାୟେଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପ ରେ ସମାନଙ୍କେର ଗୋଠ ହବେ। ସହେି ସ୍ଥାନ ରେ ସମାନେେ ଉତ୍ତମ ଗୋଠ ରେ ଶଯନ କରିବେ ଓ ଇଶ୍ରାୟେଲର ପର୍ବତଗୁଡ଼ିକର ପୁଷ୍ଟିକର ଚାରଣ ଭୂମିରେ ସମାନେେ ଚରିବେ।
14 Sim, eu lhes darei bons pastos nas altas colinas de Israel. Elas se deitarão em lugares agradáveis e se alimentarão nos pastos verdes das colinas.
15 ହଁ, ମୁଁ ନିଜ ମଷେମାନଙ୍କୁ ଚରାଇବି ଓ ସମାନଙ୍କେୁ ଉତ୍ତମ ସ୍ଥାନ ରେ ଶଯନ କରାଇବି। ସଦାପ୍ରଭୁ ମାରେପ୍ରଭୁ ଏହା କହନ୍ତି।
15 Eu mesmo cuidarei delas e lhes darei lugar para descansar, diz o S enhor Soberano.
16 ହଜି ୟାଇଥିବା ମଷେମାନଙ୍କୁ ମୁଁ ଅନ୍ବଷେଣ କରିବି ଆଉ ଛିନ୍ନଭିନ୍ନ ହାଇେଥିବା ମଷେମାନଙ୍କୁ ଫରୋଇ ଆଣିବି। ଏବଂ ଆହତ ମଷେର କ୍ଷତ ରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସହେି ହୃଷ୍ଟପୁଷ୍ଟ ଓ ବଳବାନ୍କୁ ସଂହାର କରିବି ଓ ଯଥାର୍ଥ ଭାବେ ସମାନଙ୍କେୁ ମଣିବି।
16 Procurarei as perdidas que se desgarraram e as trarei de volta. Enfaixarei as ovelhas feridas e fortalecerei as fracas. Destruirei, porém, as gordas e poderosas. Sim, eu as alimentarei, mas com juízo!
17 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ମାରେ ପଲ, ମୁଁ ମଷେ ଓ ମଷେ ମଧିଅରେ ଏବଂ ମଷେ ଓ ଛାଗଗଣ ମଧିଅରେ ବିଚାର କରେ।
17 “Quanto a você, meu rebanho, assim diz o S enhor Soberano: Julgarei entre um animal e outro do rebanho e separarei as ovelhas dos bodes.
18 ତୁମ୍ଭମାନେେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭମାନେେ କାହିଁକି ଅନ୍ୟମାନଙ୍କର ଚାରଣ ସ୍ଥାନକୁ ପାଦ ରେ ଦଳିବ ? ତୁମ୍ଭମାନେେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମଷେମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି ?
18 Não lhes basta ficarem com os melhores pastos? Também precisam pisotear o resto? Não lhes basta beberem água pura? Também precisam enlamear o resto?
19 ମାତ୍ର ତୁମ୍ଭମାନେେ ଯେଉଁ ତୃଣକୁ ପାଦ ରେ ଦଳି ଅଛ, ଆମ୍ଭର ମଷେପଲ ତାହା ଭୋଜନ କରନ୍ତି ଓ ଯେଉଁ ଜଳକୁ ତୁମ୍ଭମାନେେ ପାଦ ରେ ଗୋଳିଆ କରିଅଛ, ଆମ୍ଭର ମଷେପଲ ତାହା ପାନ କରନ୍ତି।
19 Por que meu rebanho deve se alimentar dos pastos que vocês pisotearam e beber da água que vocês sujaram?
20 ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, କିନ୍ତୁ ଦେଖ, ମୁଁ ହୃଷ୍ଟପୁଷ୍ଟ ପଶୁ ଓ କ୍ଷୀଣ ପଶୁ ମଧିଅରେ ବିଚାର କରିବି।
20 “Portanto, assim diz o S enhor Soberano: Certamente julgarei entre as ovelhas gordas e as magras.
21 ତୁମ୍ଭମାନେେ ପାଶର୍‌ବ ରେ ଓ ସ୍କନ୍ଧ ରେ ପୀଡ଼ିତମାନଙ୍କୁ ଠଲେି ଦେଉଅଛ ଓ ସମାନଙ୍କେୁ ଦୂରକୁ ତଡ଼ିଦବୋ ପର୍ୟ୍ଯନ୍ତ ନିଜ ଶୃଙ୍ଗ ରେ ଠଲେି ଦେଉଅଛ।
21 Pois vocês, ovelhas gordas, empurraram, chifraram e não deram espaço para meu rebanho doente e faminto, até que o espalharam para terras distantes.
22 କିନ୍ତୁ ମୁଁ ମାରେପଲକୁ ରକ୍ଷା କରିବି। ସମାନେେ ଆଉ ବନ୍ଯ ପଶୁମାନଙ୍କ ଦ୍ବାରା ଧ୍ବଂସ ହବେେ ନାହିଁ। ଏବଂ ମୁଁ ଯଥାର୍ଥ ଭାବରେ ସମାନଙ୍କେର ବିଚାର କରିବି।
22 Portanto, salvarei meu rebanho, e ele não será mais maltratado. Julgarei entre um animal e outro do rebanho.
23 ପୁଣି ସମାନଙ୍କେ ଉପ ରେ ମାରେ ମଷେପାଳକ ଦାଉଦଙ୍କୁ ନିୟୁକ୍ତ କରିବି। ସେ ସମାନଙ୍କେୁ ଚରାଇବ ଓ ସମାନଙ୍କେର ପାଳକ ହବେ।
23 Porei sobre as ovelhas um pastor, meu servo Davi; ele as alimentará e será seu pastor.
24 ମୁଁ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ହବେି ଓ ମାରେ ଦାସ ଦାଉଦ ସମାନଙ୍କେ ମଧିଅରେ ପ୍ରଭୁ ହବେ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
24 E eu, o S enhor , serei o seu Deus, e meu servo Davi será príncipe no meio de meu povo. Eu, o S enhor , falei!”
25 ଏବଂ ମୁଁ ସମାନଙ୍କେ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ଯ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦବେି। ତାହା ହେଲେ ସମାନେେ ନିରାପଦ ରେ ମରୁଭୂମିରେ ବାସ କରିବେ ଓ ବଣ ରେ ଶଯନ କରିବେ।
25 “Farei uma aliança de paz com meu povo e expulsarei da terra os animais ferozes. Ele poderá acampar em segurança no deserto e dormir sem medo nos bosques.
26 ପୁଣି ଆମ୍ଭେ ସମାନଙ୍କେୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ କରିବା। ମୁଁ ଯଥା ସମୟରେ ଜଳଧାରା ବର୍ଷା କରାଇବି ଓ ତାହା ଆଶୀର୍ବାଦର ଜଳଧାରା ହବେ।
26 Abençoarei meu povo e suas casas ao redor de meu santo monte. E, no devido tempo, enviarei as chuvas de que precisam; haverá chuvas de bênçãos.
27 କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ଯଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସମାନେେ ନିଜ ଦେଶ ରେ ନିରାପଦ ରେ ରହିବେ। ଆଉ ମୁଁ ସମାନଙ୍କେ ୟୁଆଳିର ଖିଲ ଭାଙ୍ଗିବି ଓ ସମାନଙ୍କେୁ ଦାସତ୍ବ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
27 Os pomares e os campos de meu povo darão colheitas fartas, e todos viverão em segurança. Quando eu tiver quebrado suas correntes de servidão e os resgatado daqueles que os escravizavam, eles saberão que eu sou o S enhor .
28 ପୁଣି ସମାନେେ ଅନ୍ୟ ଦେଶୀଯମାନଙ୍କ ଦ୍ବାରା ଲୁଟିତ ହବେେ ନାହିଁ କିମ୍ବା ପୃଥିବୀସ୍ଥ ପଶୁମାନେ ସମାନଙ୍କେୁ ଗ୍ରାସ କରିବେ ନାହିଁ। କିନ୍ତୁ ସମାନେେ ନିରାପଦ ରେ ବାସ କରିବେ ଓ କହେି ସମାନଙ୍କେୁ ଭୟ ଦଖାଇବେେ ନାହିଁ।
28 Não serão mais presa para outras nações, nem serão devorados por animais selvagens. Viverão em segurança, e ninguém lhes causará medo.
29 ମୁଁ ସମାନଙ୍କେୁ ଦୁର୍ଭିକ୍ଷରୁ ରକ୍ଷା ପାଇଁ ଉଦ୍ୟାନ ଦବେି ଏବଂ ସମାନେେ ଅନ୍ୟ ଦେଶୀଯମାନଙ୍କ ଦ୍ବାରା ଅପମାନିତ ହବେେ ନାହିଁ।
29 “Tornarei sua terra conhecida por suas colheitas, e eles nunca mais passarão fome nem sofrerão os insultos de nações estrangeiras.
30 ତାହା ହେଲେ ସମାନେେ ହୃଦ ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସମାନଙ୍କେ ସହିତ ଅଛି। ଏବଂ ଇଶ୍ରାୟେଲର ଲୋକମାନେ ମାରେ ନିଜର ଲୋକ। ସଦାପ୍ରଭୁ ମାରେ ପ୍ରଭୁ ଏହା କହନ୍ତି।
30 Desse modo, saberão que eu, o S enhor , seu Deus, estou com eles. E saberão que eles, o povo de Israel, são meu povo, diz o S enhor Soberano.
31 ଆଉ ତୁମ୍ଭମାନେେ ଆମ୍ଭର ମଷେ ଓ ଆମ୍ଭ ତୃଣଭୂମିର ମଷେ ଅଟ। ତୁମ୍ଭମାନେେ ମନୁଷ୍ଯ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ବର ଅଟୁ। ଏହା ମାରେପ୍ରଭୁ ସଦାପ୍ରଭୁ କହନ୍ତି।
31 Vocês são o meu rebanho, ovelhas do meu pasto. Vocês são o meu povo, e eu sou o seu Deus. Eu, o S enhor Soberano, falei!”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 34, comparar traduções ou montar um estudo — tudo direto pelo WhatsApp.