Ezequiel 32

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଅନନ୍ତର ଦ୍ବାଦଶ ବର୍ଷର ଦ୍ବାଦଶ ମାସର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 Em 3 de março, no décimo segundo ano do exílio do rei Joaquim, recebi esta mensagem do S enhor :
2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,
2 “Filho do homem, lamente pelo faraó, rei do Egito, e transmita-lhe esta mensagem: “Você se considera um leão forte entre as nações, mas na verdade é um monstro marinho que se contorce em seus rios e revolve a lama com os pés.
3 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ନାନା ଦେଶର ଲୋକମାନଙ୍କୁ ଏକତ୍ରୀତ କରି ତୁମ୍ଭ୍ ଉପ ରେ ମାରେ ଜାଲ ପ୍ରସାରଣ କରିବି। ଆଉ ସମାନେେ ଆମ୍ଭ ଜାଲ ରେ ତୁମ୍ଭକୁ ଉପରକୁ ଆଣିବେ।
3 Portanto, assim diz o S enhor Soberano: Enviarei muitos povos para apanhá-lo em minha rede e arrastá-lo para fora da água.
4 ମୁଁ ତୁମ୍ଭକୁ ସ୍ଥଳ ରେ ଛାଡ଼ି ଦବେି ଓ ତୁମ୍ଭେ ପଦା ରେ ପଡ଼ି ରହିବ। ମୁଁ ଆକାଶର ପକ୍ଷୀସବୁକୁ ଆଣବି ଓ ସମାନେେ ତୁମ୍ଭକୁ ଭକ୍ଷଣ କରିବେ। ପୁଣି ପୃଥିବୀର ସମୁଦାଯ ପଶୁଗଣଙ୍କୁ ଆଣିବି ଓ ସମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ତୁମ୍ଭକୁ ଭକ୍ଷଣ କରିବେ।
4 Eu o deixarei jogado no chão; todas as aves do céu pousarão sobre você, e os animais selvagens de toda a terra o devorarão até se fartar.
5 ମୁଁ ତୁମ୍ଭର ମାଂସକୁ ପର୍ବତଗୁଡ଼ିକ ଉପ ରେ ପକାଇବି ଓ ତୁମ୍ଭର ମୃତ ଶବ ରେ ଉପତ୍ୟକାସବୁ ପୂର୍ଣ୍ଣ କରିବି।
5 Espalharei sua carne pelos montes e encherei os vales com seus ossos.
6 ଏବଂ ତୁମ୍ଭର ରକ୍ତକୁ ପର୍ବତଗୁଡ଼ିକ ଉପ ରେ ଢ଼ାଳ। ତାହା ପୃଥିବୀର ଭୂମି ଶୋଷଣ କରବ ଓ ସିକ୍ତ ହବେ। ଆଉ ସମଗ୍ର ଜଳାଧାର ତୁମ୍ଭ ରକ୍ତ ରେ ପରିପୂର୍ଣ୍ଣ ହବେ।
6 Encharcarei a terra com seu sangue; ele correrá até os montes e encherá os desfiladeiros até a borda.
7 ଯେତବେେଳେ ମୁଁ ତୁମ୍ଭକୁ ନିର୍ବାପିତ କରେ ମୁଁ ଆକାଶକୁ ଆଚ୍ଛନ୍ନ କରିବି ଓ ତଦ୍ଦ୍ବାରା ନକ୍ଷତ୍ରଗୁଡ଼ିକୁ ଅନ୍ଧକାରମଯ କରିବି। ଆଉ ସୂର୍ୟ୍ଯକୁ ମଘାେଚ୍ଛନ୍ନ କରିବି ଓ ଚନ୍ଦ୍ରକିରଣ ଦବେି ନାହିଁ।
7 Quando eu exterminá-lo, cobrirei os céus e escurecerei as estrelas. Taparei o sol com uma nuvem, e a lua não dará sua luz.
8 ଆକାଶର ସମସ୍ତ ଉଜ୍ଜ୍ବଳ ଜ୍ଯୋତିକୁ ମୁଁ କ୍ଷୀଣ କରିବି ଓ ତୁମ୍ଭ ଉପ ରେ ଓ ତୁମ୍ଭ ଦେଶ ଉପ ରେ ଅନ୍ଧକାର ଆଣିବି। ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଛନ୍ତି।
8 Escurecerei as estrelas brilhantes lá no alto e cobrirei sua terra com trevas. Eu, o S
9 ତୁମ୍ଭର ବିନାଶ ଘଟାଇବା ବେଳେ ଅନକେ ଗୋଷ୍ଠୀର ହୃଦଯକୁ ବ୍ଯସ୍ତ କରିବି। ଏପରିକି ତୁମ୍ଭର ଅଜ୍ଞାତ ଦେଶସମୂହ ମଧ୍ଯ ତୁମ୍ଭ ପାଇଁ ବିବ୍ରତ ହବେେ।
9 “Perturbarei o coração de muitos quando levar a notícia de sua destruição a nações distantes, que você não conheceu.
10 ଏବଂ ମୁଁ ଅନକେ ଗୋଷ୍ଠୀକୁ ତୁମ୍ଭ ବିଷଯ ରେ ଚମତ୍କୃତ କରାଇବି ଏବଂ ସମାନଙ୍କେ ରାଜାମାନଙ୍କ ସମ୍ମୁଖ ରେ ମାରେ ଖଡ୍ଗ ଚାଳନା କଲା ବେଳେ ସମାନେେ ଅତିଶଯ ଭୀତ ହବେେ। ଯେତବେେଳେ ମୁଁ ତୁମ୍ଭର ପତନ ଆଣିବି, ସମାନେେ ପ୍ରେତ୍ୟକକ ନିଜ ନିଜ ଜୀବନ ବିଷଯ ରେ ଭୟଭୀତ ହବେେ।
10 Sim, causarei espanto em muitas terras, e os reis ficarão aterrorizados ao saber de seu destino. Tremerão de medo quando eu agitar minha espada diante deles no dia de sua queda.
11 କାରଣ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ବାବିଲ ରାଜାର ଖଡ୍ଗ ତୁମ୍ଭକୁ ଆକ୍ରମଣ କରିବ।
11 Pois assim diz o S enhor Soberano: “A espada do rei da Babilônia virá contra você.
12 ମୁଁ ସହେି ବୀରମାନଙ୍କ ଖଡ୍ଗ ରେ ତୁମ୍ଭର ପୁରୁଷମାନଙ୍କୁ ବିନାଶ କରିବି। ଏବଂ ସହେି ବୀରଗଣ ଜାତିମାନଙ୍କ ମଧିଅରେ ଅତି ଭୟଙ୍କର ଅଟନ୍ତି। ଏବଂ ସମାନେେ ମିଶରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁରେ ସମଗ୍ର ଜନତା ବିନଷ୍ଟ ହବେେ।
12 Exterminarei suas multidões com espadas de poderosos guerreiros, o terror das nações. Eles destruirão o orgulho do Egito, e todas as suas multidões serão vencidas.
13 ମୁଁ ଅପାର ଜଳରାଶି ନିକଟରୁ ସମସ୍ତ ପଶୁମାନଙ୍କୁ ବିନାଶ କରିବି। ତାହା ହେଲେ ମନୁଷ୍ଯମାନେ ପାଣିକୁ ପାଦ ରେ ଚହଲାଇ ଗୋଳିଆ କରିବେ ନାହିଁ କିମ୍ବା ପଶୁମାନଙ୍କ ଖୁରା ରେ ତାହା ଚହଲି ଗୋଳିଆ ହବେ ନାହିଁ।
13 Acabarei com todos os seus rebanhos que pastam junto aos riachos. Nunca mais nem pessoas nem animais levantarão lama naquelas águas com seus pés.
14 ମୁଁ ମିଶରର ଜଳରାଶିକୁ ରଖିବି ଓ ଏହାର ନଦୀଗୁଡ଼ିକ ତଲେ ପରି ଧୀ ରେ ବହିବ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି।
14 Então farei que as águas do Egito se acalmem, e elas fluirão suavemente, como azeite, diz o S
15 ମୁଁ ମିଶର ଦେଶକୁ ଧ୍ବଂସ କରି ଶୂନ୍ଯସ୍ଥାନ ରେ ପରିଣତ କରିବି। ଯେଉଁଥି ରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହା ହେଲେ ମୁଁ ଯେ ସ୍ବଯଂ ସଦାପ୍ରଭୁ, ତାହା ସମାନେେ ଜାଣିବେ।
15 Quando eu destruir o Egito, despojá-lo de todos os seus bens e abater todo o seu povo, vocês saberão que eu sou o S
16 ଏହି ବିଳାପ ଗୀତ ଲୋକେ ଗାନ କରିବେ। ଜାତିମାନଙ୍କର କନ୍ଯାମାନେ ବିଳାପ କରି ଏହି ଗୀତ ଗାଇବେ। ସମାନେେ ମିଶରର ସମଗ୍ର ଜନତା ଉଦ୍ଦେଶ୍ଯ ରେ ବିଳାପ ପରି ଏହା ଗାନ କରିବେ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
16 Sim, este é o cântico fúnebre que entoarão para o Egito. Que as nações lamentem pelo Egito e por suas multidões. Eu, o S
17 ଦ୍ବାଦଶ ବର୍ଷର, ମାସର ପଞ୍ଚଦଶ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
17 Em 17 de março, no décimo segundo ano, recebi outra mensagem do S enhor :
18 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷଯ ରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ଯାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳ ରେ ପକାଇ ଦିଅ।
18 “Filho do homem, lamente pelas multidões do Egito e pelas outras nações poderosas, pois eu as enviarei às profundezas da terra, junto com aqueles que descem à cova.
19 ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।
19 Diga-lhes: ‘Ó Egito, acaso você é mais belo que as outras nações? Desça à cova e fique ali, entre os rejeitados!’.
20 ମିଶର ଖଡ୍ଗ ରେ ନିହତ ଲୋକମାନଙ୍କ ମଧିଅରେ ପଡ଼ିବ। ସେ ଖଡ୍ଗ ରେ ସମର୍ପିତ ହାଇେଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନଇୟୋଅ।
20 Os egípcios cairão, junto com os muitos que morreram à espada, pois a espada está empunhada contra eles. O Egito e suas multidões serão arrastados para seu julgamento.
21 ବୀରଗଣ ମଧିଅରେ ବଳବାନମାନେ ଖଡ୍ଗ ରେ ନିହତ ହାଇେଛନ୍ତି, ସହେି ଅସୁନ୍ନତ ଲୋକମାନେ ପାତାଳଗାମୀ ହାଇେ ସ୍ଥିର ହାଇେ ଶଯନ କରିଛନ୍ତି। ଆଉ ସମାନେେ ସହେି ପାତାଳ ମଧ୍ଯରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ।
21 Lá embaixo, no lugar dos mortos, líderes poderosos receberão o Egito e seus aliados com zombaria, dizendo: ‘Eles desceram; estão entre os rejeitados, entre as multidões mortas à espada’.
22 ଅଶୂର ଓ ତାହାର ସମସ୍ତ ଜନସମାଜ ସଠାେ ରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦ୍ଦିଗ ରେ ଅଛି, ସମାନେେ ସମସ୍ତେ ହତ, ଖଡ୍ଗ ଦ୍ବାରା ପତିତ ହାଇେଅଛନ୍ତି। ଆଉ ଗର୍ତ୍ତର ଶଷେ ସୀମା ରେ ସମାନଙ୍କେୁ କବର ଦିଆୟାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗ ରେ ଅଛନ୍ତି।
22 “A Assíria está ali, cercada pelas sepulturas de seu exército, aqueles que foram mortos à espada.
23 ଯେଉଁମାନେ ଜୀବିତାବସ୍ଥା ରେ ଭୟ ଜନ୍ମାଉଥିଲେ ସମାନେେ ସମସ୍ତେ ଖଡ୍ଗ ରେ ନିହତ ହାଇେ ପତିତ ହାଇେଅଛନ୍ତି।
23 Suas sepulturas ficam no fundo da cova e estão cercadas por seus aliados. Causavam terror em toda parte, mas agora foram mortos à espada.
24 ଏଲମ ଓ ତା'ର ଲୋକମାନେ ସଠାେ ରେ ଅଛନ୍ତି, ସମାନେେ ସମସ୍ତେ ୟୁଦ୍ଧ ରେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। ସମାନଙ୍କେର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗ ରେ ଅଛି। ଆଉ ସମାନଙ୍କେ କବରର ଚତୁର୍ଦ୍ଦିଗ ରେ ତା'ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥା ରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥା ରେ କବରକୁ ୟାଇଛନ୍ତି। ସମାନେେ ଅନ୍ୟମାନଙ୍କ ସହିତ ସମାନଙ୍କେର ଅପମାନ ଭୋଗ କରିଅଛନ୍ତି।
24 “Elão está ali, cercado pelas sepulturas de todas as suas multidões, aqueles que foram mortos à espada. Causavam terror em toda parte, mas agora estão nas profundezas da terra, como rejeitados. Sim, estão na cova, envergonhados, junto com aqueles que foram antes deles.
25 ନିହତ ଲୋକମାନଙ୍କ ମଧିଅରେ ତା' ପାଇଁ ଗୋଟିଏ ଶୟ୍ଯା ପ୍ରସ୍ତୁତ କରିଅଛନ୍ତି। ସମସ୍ତ ଲୋକ ତା'ର କବରର ଚତୁର୍ଦ୍ଦିଗ ରେ ଅଛନ୍ତି। ସହେି ଅସୁନ୍ନତମାନେ, ଯେଉଁମାନେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। କାରଣ ସମାନଙ୍କେ ଆତଙ୍କ ଜୀବିତମାନଙ୍କ ମଧିଅରେ ବ୍ଯାପିଗଲା। ସମାନେେ ସମାନଙ୍କେର ଲଜ୍ଜାକୁ ଅନ୍ୟମାନଙ୍କ ସହିତ ବାଣ୍ଟିଲେ, ଯେଉଁମାନେ କବରକୁ ଗଲେ, ସେ ଶବମାନଙ୍କ ମଧିଅରେ ରହିଲେ।
25 Têm um lugar para deitar entre os mortos, cercados pelas sepulturas de todas as suas multidões. Em vida eles aterrorizavam nações, mas agora estão envergonhados, junto com outros na cova, todos eles rejeitados, mortos à espada.
26 ଏବଂ ମଷେକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସମାନଙ୍କେର ଚତୁର୍ଦ୍ଦିଗ ରେ ସମାନଙ୍କେର କବରସବୁ ଅଛି। ସମାନେେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ୍ଗ ରେ ହତ ହେଲେ। କାରଣ ସମାନେେ ଜୀବିତ ଥିବା ସମୟରେ ଦେଶ ରେ ଲୋକମାନଙ୍କୁ ଭୟ ଦଖାଇେ ଥିଲେ।
26 “Meseque e Tubal estão ali, cercados pelas sepulturas de todas as suas multidões. Causavam terror em toda parte, mas agora são rejeitados, todos mortos à espada.
27 ଅସୁନ୍ନତ ବୀରମାନଙ୍କ ସହିତ ସମାନେେ କ'ଣ ୟୁଦ୍ଧ ଭୂମିରେ ପତିତ ହାଇେ ନାହାଁନ୍ତି, ଯେଉଁମାନେ ସମାନଙ୍କେର ଖଡ୍ଗକୁ ତକିଆ ଭିତ ରେ ରଖି ପାତାଳକୁ ୟାଇଛନ୍ତି ? ସମାନଙ୍କେର ପାପ ସମାନଙ୍କେର ଅସ୍ଥି ଉପ ରେ ଅଛି। ଯେ ହତେୁ ସମାନେେ ଜୀବିତ ଥିବା ବେଳେ ଆତଙ୍କ ଖଳୋଇଛନ୍ତି।
27 Não foram sepultados com honras, como seus heróis caídos, que desceram ao lugar dos mortos com suas armas, com seus escudos cobrindo o corpo e suas espadas debaixo da cabeça. Sua culpa está sobre eles, pois, em vida, aterrorizaram a todos.
28 ହେ ମିଶର, ତୁମ୍ଭେ ମଧ୍ଯ ଅସୁନ୍ନତମାନଙ୍କ ମଧିଅରେ ବିନାଶ ହବେ ଓ ଖଡ୍ଗ ରେ ନିହତ ଲୋକମାନଙ୍କ ସହିତ ଶଯନ କରିବ।
28 “Também você, Egito, ficará ali, esmagado entre os rejeitados, todos mortos à espada.
29 ସେ ସ୍ଥାନ ରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସମାନେେ ୟୁଦ୍ଧ ରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସମାନେେ ଜୀବନ ରେ ସମାନଙ୍କେର ଶକ୍ତିପାଇଁ ପରିଚିତ ଥିଲେ।
29 “Edom está ali com seus reis e príncipes. Embora fossem poderosos, também estão entre os que foram mortos à espada, entre os rejeitados que desceram à cova.
30 ଏମାନେ ଉତ୍ତର ଦେଶୀଯ ମୁଖ୍ଯ ଓ ସୀଦୋନର ସୈନ୍ଯଗଣ ଥିଲେ। ସମାନେେ ଅନ୍ୟ ମୃତ ଲୋକମାନଙ୍କ ସହିତ ଓହ୍ଲାଇ ୟାଇଅଛନ୍ତି। ସମାନଙ୍କେର ଶକ୍ତି ସତ୍ତ୍ବେ, ୟୁଦ୍ଧ ଭୂମିରେ ନିହତ ଅସୁନ୍ନତ ଲୋକମାନଙ୍କ ସହିତ ପତିତ ହାଇେ ଲଜ୍ଜିତ ହାଇେଛନ୍ତି। ସମାନେେ କବର ରେ ଅନ୍ଯାନ୍ଯ ମୃତ ଲୋକମାନଙ୍କ ସହିତ ଲଜ୍ଜିତ ହାଇେଛନ୍ତି।
30 “Todos os príncipes do norte e os sidônios estão ali, com os outros que morreram. Causavam terror com sua força, mas foram envergonhados. Estão ali como rejeitados, com outros que foram mortos à espada. Estão envergonhados, junto com aqueles que desceram à cova.
31 ଫାରୋ ସମାନଙ୍କେୁ ଦେଖିବେ ଓ ନିଜ ଲୋକମାନଙ୍କ ବିଷଯ ରେ ସାନ୍ତ୍ବନା ପାଇବେ। ଫାରୋ ଓ ତାଙ୍କର ସମସ୍ତ ସୈନ୍ଯ ଖଡ୍ଗ ରେ ନିହତ ହାଇେଅଛନ୍ତି। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
31 “Quando o faraó e todo o seu exército chegarem, ficarão consolados porque não foram os únicos que perderam suas multidões na batalha, diz o S enhor Soberano.
32 ଯେତବେେଳେ ଫାରୋ ଜୀବିତ ଥିଲେ, ମୁଁ ତାକୁ ଭୟ କରିବା ପାଇଁ ଲୋକମାନଙ୍କୁ ତିଆରି କଲି। କିନ୍ତୁ ବର୍ତ୍ତମାନ ସେ ଓ ତା'ର ଲୋକମାନଙ୍କୁ ସମସ୍ତ ଅସୁନ୍ନତ ଲୋକ ଓ ଖଡ୍ଗ ରେ ନିହତ ଲୋକମାନଙ୍କ ମଧିଅରେ ରଖାୟିବ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
32 Embora eu tenha feito esse terror vir sobre todos os vivos, o faraó e suas multidões ficarão ali entre os rejeitados que foram mortos à espada. Eu, o S enhor Soberano, falei!”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 32, comparar traduções ou montar um estudo — tudo direto pelo WhatsApp.