Ezequiel 2

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଅନନ୍ତର ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଉଠ, ମୁଁ ତୁମ୍ଭ ସହିତ କଥା ହବେି।
1 Filho do homem, dizia-me, fica de pé, porque eu te falo!
2 ତା'ପ ରେ ଏକ ଆତ୍ମା ମାେ ମଧିଅରେ ପ୍ରବେଶ କରି ମାେତେ ଠିଆ କରାଇଲା। ତାପ ରେ ସହେି ସ୍ବର ମାେ ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା।
2 Enquanto ela me falava, entrou o espírito em mim, e me fez ficar de pé; então ouvi aquele que me falava.
3 ତା'ପ ରେ ସେ ମାେତେ କହିଲା, ହେ ମନୁଷ୍ଯ ପୁତ୍ର, ମୁଁ ତୁମ୍ଭକୁ ଇଶ୍ରାୟେଲର ସନ୍ତାନଗଣଙ୍କ ନିକଟକୁ ପ୍ ରରଣେ କରୁଛି। ସମାନେେ ଏକ ବିଦ୍ରୋହୀ ଜାତି। ସମାନେେ ଓ ସମାନଙ୍କେର ପୂର୍ବପୁରୁଷଗଣ ମାେ ବିରୁଦ୍ଧ ରେ ବିଦ୍ରୋହ କଲେ ଓ ଆଜି ପର୍ୟ୍ଯନ୍ତ ପାପ କରି ଚାଲିଛନ୍ତି।
3 Filho do homem, dizia-me, envio-te aos israelitas, a essa nação de rebeldes, revoltada contra mim, a qual, do mesmo modo que seus pais, vem pecando contra mim até este dia.
4 ସହେି ଲୋକମାନେ ସ୍ବେଚ୍ଛାଚାରୀ ଓ କଠିନ ଚିତ୍ତ। ତଥାପି ମୁଁ ତୁମ୍ଭକୁ ସମାନଙ୍କେ ନିକଟକୁ ପଠାଉଛି। ସମାନଙ୍କେୁ କୁହ, 'ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହିଛନ୍ତି।'
4 É a esses filhos de testa dura e de coração insensível que te envio, para lhes dizer: oráculo do Senhor Javé.
5 ସମାନେେ ବିଦ୍ରୋହୀ ବଂଶ, ସମାନେେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭମାନେେ ଏହିସବୁ କଥା ନିଶ୍ଚଯ କହିବ, ଯାହା ଫଳ ରେ ସମାନେେ ଜାଣିବେ ଯେ, ସମାନଙ୍କେ ମଧିଅରେ ଜଣେ ଭବିଷ୍ଯତବକ୍ତା ପହଞ୍ଚିଛନ୍ତି।
5 Quer te ouçam ou não {pois é uma raça indomável}, hão de ficar sabendo que há um profeta no meio deles!
6 ହେ ମନୁଷ୍ଯ ପୁତ୍ର, ଏହିସବୁ ବିଦ୍ରୋହୀ ଲୋକମାନେ ତୁମ୍ଭର ଚତୁଃପାଶର୍‌ବ ରେ କଣ୍ଟକ ତୁଲ୍ଯ ଅଟନ୍ତି ଓ ଏହା ସତେ ଯେପରି ତୁମ୍ଭେ କଙ୍କଡ଼ାବିଚ୍ଛାମାନଙ୍କ ମଧିଅରେ ବାସ କରୁଅଛ। କିନ୍ତୁ ସମାନଙ୍କେୁ ଭୟ କର ନାହିଁ। ସମାନେେ ଯାହା କୁହନ୍ତି, ସେଥି ରେ ଭୟଭୀତ ହୁଅ ନାହିଁ, ସମାନଙ୍କେ ଚାହାଁଣି ଦ୍ବାରା ଆତଙ୍କିତ ହୁଅ ନାହିଁ।
6 Quanto a ti, filho do homem, não os temas, nem te arreceies dos seus intentos, conquanto estejas entre moitas de abrolhos e de espinhos e vivas entre escorpiões; não te deixes intimidar por suas palavras, nem te espantes com sua atitude, porque é uma raça rebelde.
7 ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସମାନଙ୍କେୁ କୁହ କାରଣ ସମାନେେ ଅତ୍ଯନ୍ତ ବିଦ୍ରୋହୀ।
7 Tu lhes transmitirás os meus oráculos, quer te dêem ouvidos ou não; é uma raça pertinaz.
8 ହେ ମନୁଷ୍ଯ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ଯ ବିଦ୍ରୋହୀ ହୁଅ ନାହିଁ ; ନିଜର ମୁଖ ଖାେଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।
8 E tu, filho do homem, escuta o que eu te digo: não sejas rebelde, como essa raça de rebelados. Abre a boca e come o que te vou dar.
9 ତା'ପ ରେ ମୁଁ ଦେଖିଲି ଏକ ହସ୍ତ ମାେ ଆଡ଼େ ପ୍ରସାରିତ ହେଲା। ସେ ହାତ ରେ ଲଖାେଥିବା ଏକ ନଳାକାର ପୁସ୍ତକ ଥିଲା।
9 Olhei e vi avançando para mim uma mão, que segurava um manuscrito enrolado,
10 ଆଉ ମୁଁ ସହେି ଗୁଡ଼ା ହାଇେଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲଖାେ ହାଇେଥିବାର ଦେଖିଲି। ଆଉ ସେଥି ରେ ବିଳାପ, ଶାେକ ଓ ସନ୍ତାପର କଥା ଲିଖିତ ଥିଲା।
10 que foi desdobrado diante de mim: estava coberto com escrita de um e de outro lado: eram cânticos de luto, de queixumes e de gemidos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 2, comparar traduções ou montar um estudo — tudo direto pelo WhatsApp.