Ezequiel 27

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 A palavra do Senhor foi-me dirigida nestes termos:
2 ହେ ମନୁଷ୍ଯ ପୁତ୍ର, ସୋର ପାଇଁ ବିଳାପ କର।
2 tu, filho do homem, entoa um cântico fúnebre sobre Tiro.
3 ସମୁଦ୍ର ଉପକୂଳବର୍ତ୍ତୀ ବହୁ ଲୋକଙ୍କ ସହିତ ବାଣିଜ୍ଯ କରୁଥିବା, 'ସମୁଦ୍ରର ଦ୍ବାର' ସୋରକୁ କୁହ : ' ହେ ସୋର, ତୁମ୍ଭେ କହିଅଛ, ମୁଁ ପରମ ସୁନ୍ଦରୀ।
3 Dize à cidade de Tiro, assentada à borda do mar, comerciando com os povos de inumeráveis ilhas: Eis o que diz o Senhor Javé: Tiro, tu dizias: sou um navio de perfeita beleza.
4 ଭୂମଧ୍ଯସାଗର ତୁମ୍ଭର ଚତୁର୍ଦ୍ଦିଗ ସୀମା ଅଟେ। ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ୟ୍ଯ ସିଦ୍ଧ କରିଛନ୍ତି।
4 No coração do mar está o teu domínio, teus construtores acabaram o teu esplendor.
5 ସମାନେେ ସନେୀରୀଯ ଦବଦୋରୁ କାଷ୍ଠ ରେ ତୁମ୍ଭର ତକ୍ତାସବୁ ପ୍ରସ୍ତୁତ କରିଅଛନ୍ତି। ସମାନେେ ତୁମ୍ଭର ସାସ୍କଲ ପ୍ରସ୍ତୁତ କରିବା ପାଇଁ ଲିବାନୋନରୁ ଏରସ କାଷ୍ଠ ଦଇେଛନ୍ତି।
5 Fizeram a tua quilha com cipreste de Senir, tomaram um cedro do Líbano para te fazerem um mastro;
6 ବାସନର ଆଲୋନ କାଠ ରେ ସମାନେେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି। ଆଉ ସମାନେେ କିତ୍ତୀମ ଦ୍ବୀପରୁ ଆନୀତ ତାଶୂର କାଠ ରେ ଖଚିତ ହାତୀଦାନ୍ତ ଦ୍ବାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।
6 com carvalhos de Basã te fizeram os remos. Teus bancos eram de marfim, incrustados em madeira das ilhas de Quitim.
7 ତୁମ୍ଭର ଧ୍ବଜା ହବୋପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମ ରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ର ରେ ତୁମ୍ଭର ପାଲ ପ୍ରସ୍ତୁତ ହାଇେଥିଲା। ପୁଣି ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ବୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ପ୍ରସ୍ତୁତ ହାଇେଥିଲା।
7 Teu velame era de linho do Egito, tecido para te servir de pavilhão: a púrpura violeta e o escarlate das ilhas de Elisa formavam a tua tenda.
8 ସୀଦୋନ୍ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକଥିଲେ। ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧିଅରେ ଥିଲେ, ସମାନେେ ତୁମ୍ଭର କର୍ଣ୍ଣଧାର ହାଇେଥିଲେ।
8 As gentes de Sidon e de Arvad eram teus remadores, os mais hábeis de Sêmer te serviam de pilotos.
9 ଗବାଲର ପ୍ରାଚୀନବର୍ଗ ମୁଖ୍ଯ ଓ ଜ୍ଞାନୀମାନେ ଜାହାଜର ପାଣିରୁଦ୍ଧ କାଠପଟା ତିଆରି କରି ନଇେ ଅନ୍ୟମାନଙ୍କୁ ସାହାୟ୍ଯ କଲେ। ସମୁଦ୍ରର ୟାବତୀଯ ଜାହାଜ ଓ ସମାନଙ୍କେର ନାବିକଗଣ ତୁମ୍ଭ ସହିତ ବାଣିଜ୍ଯ କରିବା ପାଇଁ ଆସିଲେ।'
9 Os velhos de Gebal, experientes, lá estavam, para consertar as tuas fendas. Todos os navios do mar, com seus marujos, vinham a ti para fazer o tráfico.
10 ପାରସ୍ଯ, ଲୁଦ ଓ ପୁଟ ଦେଶୀଯ ଲୋକମାନେ ତୁମ୍ଭ ସୈନ୍ଯବାହିନୀର ଯୋଦ୍ଧା ଥିଲେ। ସମାନେେ ତୁମ୍ଭ ମଧିଅରେ ସମାନଙ୍କେର ଢ଼ାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସମାନେେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ।
10 As gentes da Pérsia, de Lud e de Put serviam em teu exército, suspendiam em ti o escudo e o capacete, davam-te prestígio.
11 ଅର୍ବଦ ଓ ସିଲିସିଆରରୁ ତୁମ୍ଭ ସନୋ ସଙ୍ଗ ରେ ଥିଲେ, କେଉଁମାନେ ଚାରିଆଡ଼େ ତୁମ୍ଭ ସହରର ପ୍ରାଚୀରଗୁଡ଼ିକୁ ପ୍ରହାରକକାରୀମାନଙ୍କ ପରି ଠିଆ ହେଲେ ଓ ଗମଦର ଯୋଦ୍ଧାମାନେ ତୁମ୍ଭର ସବୁ ଗଡ଼ ଉପ ରେ ଥିଲେ। ସମାନେେ ତୁମ୍ଭ ପ୍ରାଚୀରଗୁଡ଼ିକର ଉପ ରେ ନିଜ ନିଜ ଢ଼ାଲ ଟଙ୍ଗାଇଲେ ଏବଂ ସମାନେେ ତୁମ୍ଭ ସୌନ୍ଦର୍ୟ୍ଯ ସିଦ୍ଧ କଲେ।
11 Os filhos de Arvad e teu exército guarneciam tuas muralhas e os gamadianos estavam de prontidão sobre tuas torres; penduravam os seus escudos em toda a extensão dos teus muros e completavam a tua beleza.
12 ତଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସମାନେେ ରୂପା, ଲୁହା, ଦସ୍ତା ଓ ସୀସା ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
12 Társis negociava contigo toda espécie de riqueza, pagando as tuas mercadorias com prata, ferro, estanho e chumbo.
13 ଗ୍ରୀକ୍, ତୁର୍କ ଓ ମଷେକର ଲୋକମାନେ ବ୍ଯବସାଯୀ ଥିଲେ। ସମାନେେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳ ରେ ବ୍ଯବସାଯ କଲେ।
13 Javã, Tubal e Méchec traficavam contigo e te traziam, à guisa de moedas de câmbio, escravos e objetos de bronze.
14 ତୋଗର୍ମ ବଂଶୀଯ ଲୋକମାନେ ଅସ୍ତ୍ର, ୟୁଦ୍ଧାସ୍ତ୍ର ଓ ଖଚର ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
14 As gentes de Togorma pagavam com cavalos de raça, cavalos de sela e mulas.
15 ଦଦାନର ଲୋକମାନେ ମଧ୍ଯ ତୁମ୍ଭର ବ୍ଯବସାଯୀ ଥିଲେ। ତୁମ୍ଭର ଅନକେ ଦ୍ବୀପ ସହ ବାଣିଜ୍ଯ ଥିଲା। ସମାନେେ ତୁମ୍ଭର ବାଣିଜ୍ଯ ଦ୍ରବ୍ଯ ବଦଳ ରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ।
15 As de Dedã traficavam contigo, teu mercado se estendia a inúmeras praias, e te davam em pagamento presas de marfim e de ébano.
16 ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ଯର ପ୍ରସିଦ୍ଧି ହତେୁ ଆରାମ୍ ତୁମ୍ଭର ବଣିକ ଥିଲା। ସମାନେେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
16 Edom fazia contigo comércio de uma multidão de víveres, e te pagava com rubis, púrpura, bordados, linho fino, corais e rubis.
17 ଯିହୁଦା ଓ ଇଶ୍ରାୟେଲ ଦେଶର ଲୋକମାନେ ତୁମ୍ଭ ସହିତ ବାଣିଜ୍ଯ କରୁଥିଲେ। ସମାନେେ ଗହମ, ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଳ ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
17 Judá e Israel também traficavam contigo e te forneciam trigo de Minit, cera, mel, azeite e bálsamo.
18 ଦମ୍ମେଶକ ଜଣେ ଗ୍ରାହକ ମଧ୍ଯ ଥିଲେ। ସମାନେେ ତୁମ୍ଭର ବହୁ ପ୍ରକାରର ମୂଲ୍ଯବାନ ଜିନିଷଗୁଡ଼ିକ ପାଇଁ ତୁମ୍ଭ ସହିତ ବାଣିଜ୍ଯ କଲେ। ସମାନେେ ହିଲ୍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମଷେଲୋମ ବଦଳ ରେ ତୁମ୍ଭ ସହିତ ବାଣିଜ୍ଯ କଲେ।
18 Damasco era teu cliente devido à multidão dos teus produtos e de tuas variadas riquezas, e pagava em vinho de Helbon e lã de Sahar.
19 ବଦାନ ଓ ୟବନ ଲୋମ ନିର୍ମିତ ସୂତ୍ର ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ। ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ମଧିଅରେ କାନ୍ତ ଲୌହ, ସୁଗନ୍ଧି ଦ୍ରବ୍ଯ ଓ ଆଖୁ ଥିଲା।
19 Dã e Javã, de Uzal, te forneciam ferro polido, cássia e cana aromática, como mercadoria de troca.
20 ଦଦାନ ତୁମ୍ଭକୁ ଭଲ ବ୍ଯବସାଯ ଦଲୋ। ସମାନେେ ତୁମ୍ଭ ସହିତ ଘାଡ଼ୋଗୁଡ଼ିକ ଆରୋହଣ କରିବା ପାଇଁ ମାଟେ ସୂତାର ବସ୍ତ୍ର ବାଣିଜ୍ଯ କଲେ।
20 As gentes de Dedã faziam contigo comércio de mantas para cavalo.
21 ଆରବ ଓ କଦରରେ ଅଧିପତିମାନେ ତୁମ୍ଭର ବଣିକ ଥିଲେ। ମଷେଶାବକ, ମଷେ ଓ ଛାଗ ବଦଳ ରେ ତୁମ୍ଭର ଦ୍ରବ୍ଯ ନଇେ ବାଣିଜ୍ଯ କରୁଥିଲେ।
21 A Arábia e todos os príncipes de Quedar traficavam contigo com cordeiros, carneiros e bodes.
22 ଶିବାର ଓ ରଯମର ବଣିକମାନେ ତୁମ୍ଭ୍ ସହିତ ବାଣିଜ୍ଯ କରୁଥିଲେ। ସମାନେେ ସମାନଙ୍କେର ଶ୍ ରେଷ୍ଠ ଅତର ଓ ମୂଲ୍ଯବାନ ପ୍ରସ୍ତରକୁ ଓ ସୁବର୍ଣ୍ଣ ତୁମ୍ଭ ଜିନିଷଗୁଡ଼ିକର ବଦଳ ରେ ବାଣିଜ୍ଯ କଲେ।
22 Os mercadores de Sabá e de Reema faziam negócios contigo e te pagavam com perfumes de primeira qualidade, com gemas de todo gênero e com ouro.
23 ହାରଣ, କନ୍ନୀ, ଏଦନ୍, ଶିବାର ଅଶୂର ଓ କିଲ୍ଲଦର ବ୍ଯବସାଯୀମାନେ ତୁମ୍ଭ ସହିତ ବାଣିଜ୍ଯ କଲେ।
23 Harã, Quene, Éden, os mercadores de Sabá, da Assíria e Quelmad faziam negociação contigo,
24 ସମାନଙ୍କେ ବାଣିଜ୍ଯ ଦ୍ରବ୍ଯ ମଧିଅରେ ନାନା ଉତ୍କୃଷ୍ଟ ଦ୍ରବ୍ଯ, ବୁଟାଦାର ଓ ନୀଳବର୍ଣ୍ଣ ଆବରଣୀଯ ବସ୍ତ୍ର ବହୁମୂଲ୍ଯବାନ୍ ବସ୍ତ୍ର ଓ ରଜ୍ଜୁ ରେ ବନ୍ଧା ଏରସ କାଷ୍ଠ ନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ଯବସାଯୀ ଥିଲେ।
24 de objetos de luxo, mantos de púrpura ou bordados, tecidos de variegadas cores, sólidas cordas trançadas, que serviam de objeto de troca.
25 ତର୍ଶୀଶ ରେ ଜାହାଜଗୁଡ଼ିକ ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ବହନ କରୁଥିଲେ।
25 Navios de Társis vogavam a serviço de teus negócios. Ficaste cheia, ficaste por demais pesada, no seio dos mares!
26 ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ଯକୁ ଆଣି ଅଛନ୍ତି। ମାତ୍ର ପୂର୍ବୀଯ ବାଯୁ ସମୁଦ୍ର ମଧିଅରେ ତୁମ୍ଭକୁ ଭାଙ୍ଗି ପକାଇଛି।
26 Conduziram-te os teus remeiros até as grandes águas... O vento do Oriente quebrou-te no coração do mar.
27 ତୁମ୍ଭର ଧନ, ତୁମ୍ଭର ବାଣିଜ୍ଯ ଦ୍ରବ୍ଯ, ତୁମ୍ଭର ବାଣିଜ୍ଯ, ତୁମ୍ଭର ନାବିକଗଣ, ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ, ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ବହିବା ଲୋକମାନେ, ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ଯୋଦ୍ଧାମାନେ ଓ ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ସମାଜ ତୁମ୍ଭର ପତନ ଦିନ ରେ ସମୁଦ୍ର ମଧ୍ଯସ୍ଥଳ ରେ ଜଳମଗ୍ନ ହବେେ।
27 Tuas riquezas, teus víveres, teus produtos, teus marinheiros e pilotos e consertadores de navios e corretores, todos os guerreiros que possuías contigo, e a multidão que tinhas a bordo foram tragados pelo mar no dia do teu naufrágio.
28 ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦ ରେ ସୁଦୂର ଉପନଗର ସମୂହ କମ୍ପିତ ହବେେ।
28 Aos gritos dos teus marujos tremeram as plagas;
29 ପୁଣି ତୁମ୍ଭ ଆହୁଲାଧାରୀ ସମସ୍ତ ଲୋକ, ନାବିକଗଣ ଓ ସମସ୍ତ କର୍ଣ୍ଣଧାରଗଣ ନିଜ ନିଜ ଜାହାଜରୁ ଓହ୍ଲାଇ ଆସି କୂଳ ରେ ଠିଆ ହବେେ।
29 então desceram do navio todos os remadores. Os marinheiros, os pilotos do mar ficaram em terra.
30 ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଅତିଶଯ ଦୁଃଖିତ ହାଇେ କ୍ରନ୍ଦନ କରିବେ। ପୁଣି ସମାନେେ ନିଜ ନିଜ ମସ୍ତକରେ ଧୂଳି ପକାଇ ଭସ୍ମ ରେ ଗଡ଼ିବେ।
30 Eles fazem ouvir sobre ti o seu pranto com gritos amargos. Cobrem sua cabeça com poeira e rolam na cinza;
31 ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ମସ୍ତକ ମୁଣ୍ଡନ କରି କଟୀଦେଶ ରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାେଶ ପ୍ରାଣ ବିକଳ ରେ ରୋଦନ କରି ଅତିଶଯ ବିଳାପ କରିବେ।
31 rapam a cabeça por tua causa, vestem sacos; eles te choram, com o coração angustiado, em amarga lamentação!
32 ସମାନେେ ସହେି ମହାଗୋଳ ସମୟରେ ତୁମ୍ଭ ଉଦ୍ଦେଶ୍ଯ ରେ ବିଳାପ କରି ତୁମ୍ଭ ବିଷଯ ରେ ଏହି କଥା କହିବେ, 'ସୋର ପରି କହେି ନାହିଁ, ସୋର ସମୁଦ୍ର ମଧିଅରେ ବିନଷ୍ଟ ହେଲା।
32 Em sua aflição, entoarão uma ode fúnebre sobre teus males, e a seguinte elegia: Quem era semelhante a Tiro, agora emudecida no meio do mar?
33 ତୁମ୍ଭର ବଣିକମାନେ ସମୁଦ୍ର ଦଇେ ଗଲେ, ସେତବେେଳେ ତୁମ୍ଭେ ଅନକେ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କଲ। ତୁମ୍ଭେ ଆପଣା ଧନ ଓ ବାଣିଜ୍ଯ ଦ୍ରବ୍ଯ ରେ ପୃଥିବୀର ବହୁ ରାଜାମାନଙ୍କୁ ଧନୀ କଲ।
33 Quando os teus comerciantes saíam das ondas, abastecias os povos. Pela multidão das tuas riquezas e de teus víveres tu enriquecias os reis da terra.
34 କିନ୍ତୁ ତୁମ୍ଭେ ବର୍ତ୍ତମାନ ସମୁଦ୍ରର ଗଭୀର ଜଳ ରେ ଭଗ୍ନ ହବୋ ଯୋଗୁଁ ତୁମ୍ଭର ସମସ୍ତ ବାଣିଜ୍ଯ ଦ୍ରବ୍ଯ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧିଅରେ ପତିତ ହେଲେ।
34 Agora, que naufragaste no mar, sepultada no fundo das ondas, tua carga e teu equipamento estão sepultados contigo.
35 ଉପକୂଳବର୍ତ୍ତୀର ନିବାସୀମାନେ ତୁମ୍ଭ ବିଷଯ ରେ ଆଚମ୍ବିତ ହାଇେଅଛନ୍ତି ଏବଂ ସମାନଙ୍କେର ରାଜାମାନେ ଭୟଭୀତ ହାଇେଥିଲେ ଓ ସମାନଙ୍କେର ମୁଖମଣ୍ଡଳ ସମାନଙ୍କେର ଆଚମ୍ବିତ ପ୍ରକାଶ କଲା।
35 Todos os habitantes das ilhas estão apavorados com o que te aconteceu. Seus reis estão tomados de terror, sua fronte está abatida.
36 ଅନ୍ୟ ଗୋଷ୍ଠୀଯ ବଣିକମାନେ ତୁମ୍ଭ ଉଦ୍ଦେଶ୍ଯ ରେ ଶୀଷ୍ ଶବ୍ଦ କରନ୍ତି। ତୁମ୍ଭର ଭାଗ୍ଯ ଲୋକମାନଙ୍କୁ ଭୟଭୀତ କରେ ଏବଂ ତୁମ୍ଭମାନେେ ଆଉ ରହିବ ନାହିଁ।'
36 Os mercadores dos povos estrangeiros assobiam, ao ver-te; és objeto de terror, aniquilada para sempre!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 27, comparar traduções ou montar um estudo — tudo direto pelo WhatsApp.