Ezequiel 26

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଅନନ୍ତର ଏକାଦଶ ବର୍ଷର ମାସର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 Em 3 de fevereiro, no décimo segundo ano do exílio do rei Joaquim, recebi esta mensagem do S enhor :
2 ହେ ମନୁଷ୍ଯ ପୁତ୍ର, କାରଣ ସୋର ୟିରୁଶାଲମର ଦୁର୍ଭାଗ୍ଯ ସମୟରେ ଏହା କହି ପରିହାସ କରିଛି, କହିଛି : 'ଜଯଧ୍ବନି ରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମାେ ପାଇଁ ଖାଲିେ ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।
2 “Filho do homem, Tiro se alegrou com a queda de Jerusalém e disse: ‘Ah! Aquela que era a porta para as mais prósperas rotas comerciais do leste foi quebrada, e agora é minha vez! Porque ela está desolada, eu ficarei rico!’.
3 ତେଣୁ ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଓ ସମୁଦ୍ର ତରଙ୍ଗ ଯେପରି କୂଳକୁ ଲଙ୍ଘନ କରେ ଆମ୍ଭେ ସହେିପରି ତୁମ୍ଭ ବିରୁଦ୍ଧ ରେ ଅନକେ ଗୋଷ୍ଠୀକି ଉଠାଇବା।
3 “Portanto, assim diz o S enhor Soberano: Ó cidade de Tiro, sou seu inimigo e trarei muitas nações contra você, como ondas do mar que quebram em suas praias.
4 ସମାନେେ ସୋରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗସବୁ ଭାଙ୍ଗି ପକାଇବେ। ମୁଁ ମଧ୍ଯ ତାହାର ଧୂଳିସବୁ ଉଡ଼ଇେ ଦବେି ଓ ତାକୁ ଶୁଷ୍କ ତୈଳ କରିବି।
4 Elas destruirão os muros de Tiro e derrubarão suas torres. Eu rasparei seu solo até torná-lo rocha bruta!
5 ସୋର ସମୁଦ୍ର ମଧିଅରେ ଜାଲ ପ୍ରସାରିବାର ସ୍ଥାନ ହବେ ; କାରଣ ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ମୁଁ ଏହା କରିଅଛି। ଆଉ ସେ ଗୋଷ୍ଠୀମାନଙ୍କ ପ୍ରତି ଲୁଟିତ ଦ୍ରବ୍ଯ ସ୍ବରୂପ ହବେେ।
5 Será apenas uma rocha no mar, um lugar para os pescadores estenderem suas redes, pois eu falei, diz o S enhor Soberano. Tiro se tornará presa de muitas nações,
6 ପୁଣି କ୍ଷେତ୍ରସ୍ଥିତ ତାହାର କନ୍ଯାଗଣ ଖଡ୍ଗ ରେ ନିହତ ହବେେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।
6 e seus povoados no continente serão destruídos pela espada. Então eles saberão que eu sou o S enhor .
7 ମାରେପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଉତ୍ତର ଦିଗରୁ ନବୁଖଦନିତ୍ସରଙ୍କୁ ସୋର ବିରୁଦ୍ଧ ରେ ଆଣିବା। ସେ ରାଜାଧିରାଜ ବାବିଲର ରାଜା ଅଶ୍ବରଥ, ଅଶ୍ବାରୋହୀ, ସମାଜ ଓ ବିପୁଳ ସୈନ୍ଯବାହିନୀ ସହ ଆସିବେ।
7 “Assim diz o S enhor Soberano: Do norte trarei contra Tiro o rei da Babilônia, Nabucodonosor. Ele é rei de reis e virá com seus cavalos, seus carros de guerra e condutores, e com um grande exército.
8 ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ଯାଗଣଙ୍କୁ ହତ୍ଯା କରିବ ( େଛାଟ ସହର ରେ)। ସେ ତୁମ୍ଭ ବିରୁଦ୍ଧ ରେ ଅପରାଧ କାର୍ୟ୍ଯ କରିବ। ଏବଂ ସେ ତୁମ୍ଭ ବିରୁଦ୍ଧ ରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧ ରେ ଢ଼ାଲ ଉଠାଇବ।
8 Primeiro ele destruirá os povoados no continente, e depois, para atacá-la, construirá um muro de cerco e uma rampa e levantará uma barreira de escudos contra você.
9 ଏବଂ ସେ ତୁମ୍ଭ ପ୍ରାଚୀରଗୁଡ଼ିକୁ ଭାଙ୍ଗିବା ପାଇଁ ବଡ଼ କାଠଗଣ୍ଡି ବ୍ଯବହାର କରିବ। ଓ ତାଙ୍କର ଶକ୍ତିଶାଳୀ ଅସ୍ତ୍ରଗୁଡ଼ିକ ଦ୍ବାରା ସେ ତୁମ୍ଭର ଗଡ଼ସବୁ ଭାଙ୍ଗି ପକାଇବ।
9 Usará troncos para atacar seus muros e demolirá suas torres com marretas.
10 ତାହାର ବିପୁଳ ପରିମାଣର ଅଶ୍ବ ହତେୁ ଧୂଳି ରେ ତୁମ୍ଭେ ଆଚ୍ଛାଦିତ ହବେ। ଯେତବେେଳେ ସମାନେେ ତୁମ୍ଭ ନଗର ଦ୍ବାର ରେ ପ୍ରବେଶ କରିବେ, ସେତବେେଳେ ଅଶ୍ବାରୋହୀଗଣର ଶଗଡ଼ ଓ ରଥ ସମୂହର ଶବ୍ଦ ରେ ତୁମ୍ଭର ପ୍ରାଚୀର ସବୁ କମ୍ପି ଉଠିବ। ସମାନେେ ପ୍ରବେଶ କରିବେ, କାରଣ ତୁମ୍ଭର ପ୍ରାଚୀରସବୁ ଭଗ୍ନ ହବେ।
10 Os cascos dos cavalos dele encherão a cidade de poeira, e o barulho dos condutores e dos carros de guerra fará estremecer os muros quando passarem por suas portas quebradas.
11 ବାବିଲର ରାଜାଙ୍କର ଅଶ୍ବମାନେ ତୁମ୍ଭର ସମସ୍ତ ପଥଗୁଡ଼ିକ ପାଦ ରେ ଦଳି ଦବେେ। ସମାନଙ୍କେର ଖୁରାଗୁଡ଼ିକ ସମାନଙ୍କେ ଉପ ରେ ଆଘାତ କରି ଆସିବ। ସେ ତୁମ୍ଭ ଲୋକମାନଙ୍କୁ ତାଙ୍କ ଖଡ୍ଗ ରେ ହତ୍ଯା କରିବେ ଓ ତୁମ୍ଭର ଶକ୍ତିଶାଳୀ ସ୍ତମ୍ଭଗୁଡ଼ିକୁ ଧଳିସାତ ହବେ।
11 Os cavaleiros pisotearão todas as ruas da cidade. Matarão seu povo à espada, e suas fortes colunas cairão.
12 ପୁଣି ସମାନେେ ତୁମ୍ଭର ସମ୍ପଦ ସବୁ ଲୁଟି ନବେେ ଓ ତୁମ୍ଭର ବାଣିଜ୍ଯ ଦ୍ରବ୍ଯ ହରଣ କରିବେ। ଆଉ ମଧ୍ଯ ସମାନେେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେଓ ତୁମ୍ଭର ରମଣୀଯ ଗୃହଗୁଡ଼ିକୁ ଧ୍ବଂସ କରିବେ। ପୁଣି ସମାନେେ ତୁମ୍ଭର ପ୍ରସ୍ତର କାଷ୍ଠ ଓ ଧୂଳିସବୁ ନଇେ ସମୁଦ୍ର ଜଳ ରେ ନିକ୍ଷପେ କରିବେ।
12 “Saquearão todas as suas riquezas e mercadorias e derrubarão seus muros. Destruirão suas lindas casas e lançarão ao mar suas pedras, suas vigas de madeira e até mesmo seu pó.
13 ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ବ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ବନି ଆଉ ଶୁଣିବାକୁ ଦବେି ନାହିଁ।
13 Acabarei com a música de seus cânticos, e não se ouvirá mais o som da harpa no meio de seu povo.
14 ଏବଂ ମୁଁ ତୁମ୍ଭକୁ ଏକ ଶୁଷ୍କ ତୈଳ ରେ ପରିଣତ କରିବି। ତୁମ୍ଭେ ସମୁଦ୍ର ତୀରସ୍ଥ ଏକ ଜାଲ ପ୍ରସାରିତ ହବୋର ସ୍ଥାନ ହବେ। ତୁମ୍ଭର ଆଉ ପୁନଃନିର୍ମାଣ ହବେ ନାହିଁ କାରଣ ମୁଁ ସଦାପ୍ରଭୁ ଏହା କହିଅଛି। ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।
14 Transformarei sua ilha em rocha bruta, um lugar para os pescadores estenderem suas redes. Você jamais será reconstruída, pois eu, o S enhor , falei. Sim, o S enhor Soberano falou!”
15 ମାରେ ପ୍ରଭୁ ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, ତୁମ୍ଭର ପତନର ଶବ୍ଦ ରେ ଭୂମଧ୍ଯସାଗରସ୍ଥ ଦ୍ବୀପସମୂହ କମ୍ପିତ ହବେ। ଏହା ଘଟିବ ଯେତବେେଳେ ଆହତ ଲୋକମାନେ ଭୟ ରେ ବିଳାପ କରିବେ ଓ ସମାନଙ୍କେୁ ସଂହାର କରାୟିବ।
15 “Assim diz o S enhor Soberano à cidade de Tiro: Todo o litoral estremecerá com o estrondo de sua queda, enquanto os feridos gemem durante a matança.
16 ସହେି ସମୟରେ ଉପକୂଳବର୍ତ୍ତୀ ରାଜ୍ଯଗୁଡ଼ିକର ମୁଖ୍ଯମାନେ ସମାନଙ୍କେର ସିଂହାସନରୁ ଓହ୍ଲାଇ ଆସିବେ। ନିଜ ନିଜ ଚୋଗା ତ୍ଯାଗ କରି ଶିଳ୍ପ କର୍ମର ସୁନ୍ଦର ବସ୍ତ୍ର ସମାନେେ ଫିଟାଇ ପକାଇବେ। ଆଉ ସମାନେେ 'ଭୀତିମୂଳକ ବସ୍ତ୍ର' ପରିଧାନ କରିବେ ଓ ଭୂମିରେ ବସିବେ। ଏବଂ ସମାନେେ ଭୟଭୀତ ହବେେ ଓ ତୁମ୍ଭ ବିଷଯ ରେ ବିସ୍ମିତ ହବେେ।
16 Os governantes das cidades portuárias descerão de seus tronos e removerão seus mantos e suas belas roupas. Sentarão no chão, tremendo de pavor por causa de sua destruição.
17 ଏବଂ ସମାନେେ ତୁମ୍ଭ ପାଇଁ ଏକ ବିଳାପ ସଙ୍ଗୀତ ଗାନ କରି ତୁମ୍ଭକୁ ସମ୍ ବୋଧନ କରିବେ,
17 Lamentarão por você e entoarão este cântico fúnebre: “Ó famosa cidade da ilha, que governava o mar, como você foi destruída! Seus habitantes, com poder naval, espalhavam medo por todo o mundo.
18 ବର୍ତ୍ତମାନ ତୁମ୍ଭର ପତନ ସମୟରେ ସମସ୍ତ ଦ୍ବୀପଗୁଡ଼ିକ କମ୍ପିତ ହବେେ। ଏବଂ ତୁମ୍ଭର ନିର୍ବାସୀତ ପ୍ରବେଶ କରିବା ସମୟରେ ସମୁଦ୍ରର ଦ୍ବୀପପୁଞ୍ଜ ଆନନ୍ଦ ରେ ବିହ୍ବଳ କରେ।'
18 Agora, as regiões litorâneas estremecem com sua queda; as ilhas se apavoram diante de sua ruína.
19 କାରଣ ସଦାପ୍ରଭୁ, ମାରେ ପ୍ରଭୁ ଏକଥା କହନ୍ତି, ହେ ସୋର, ତୁମ୍ଭେ ନିବାସହୀନ ଧ୍ବସ୍ତ ନଗର ହବେ। ଆମ୍ଭେ ସମୁଦ୍ର ଜଳରାଶି ତୁମ୍ଭ ଉପ ରେ ପ୍ରବାହିତ କରାଇବା ଓ ଗଭୀର ଜଳରାଶି ତୁମ୍ଭକୁ ଆଚ୍ଛାଦନ କରିବ।
19 “Assim diz o S enhor Soberano: Transformarei Tiro em ruínas desabitadas, como muitas outras. Eu a sepultarei debaixo das ondas terríveis, e grandes mares a engolirão.
20 ମୁଁ ତୁମ୍ଭକୁ ମୃତ ଲୋକମାନଙ୍କର ଗଭୀର ଗର୍ତ୍ତ ମଧ୍ଯରୁ ପଠାଇବି। ତୁମ୍ଭେ ମୃତ୍ଯୁର ଭାଗିଦାର ହବେ। ପୃଥିବୀର ନିମ୍ନଭାଗ ରେ ଥିବା ବୃଦ୍ଧଙ୍କ ପରି ଶୂନ୍ଯ ସହରଗୁଡ଼ିକର ଲୋକମାନଙ୍କ ମଧିଅରେ ୟିଏ କବର ତଳକୁ ୟାଏ, ମୁଁ ତୁମ୍ଭମାନଙ୍କୁ ବାସ କରାଇବି। ତୁମ୍ଭ ସହିତ କହେି ବାସ କରିବେ ନାହିଁ। ତୁମ୍ଭେ ଜୀବିତମାନଙ୍କର ଭୂମିକୁ କବେେ ଫରେିବ ନାହିଁ।
20 Eu a enviarei à cova, para juntar-se àqueles que desceram até lá há muito tempo. Sua cidade permanecerá em ruínas, sepultada debaixo da terra, como aqueles que estão na cova, que entraram no mundo dos mortos. Você já não terá lugar na terra dos vivos.
21 ତୁମ୍ଭ ଅବସ୍ଥା ଦେଖି ଅନ୍ୟମାନେ ଭୟଭୀତ ହବେେ। ତୁମ୍ଭର ବିନାଶ ଘଟିବ। ତୁମ୍ଭକୁ ଅନ୍ବଷେଣ କଲେ ମଧ୍ଯ ସମାନେେ ତୁମ୍ଭକୁ ପାଇବେ ନାହିଁ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
21 Eu lhe darei um fim terrível, e você deixará de existir. Procurarão por você, mas nunca mais a encontrarão. Eu, o S enhor Soberano, falei!”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 26, comparar traduções ou montar um estudo — tudo direto pelo WhatsApp.