Ezequiel 24
Oriya Bible (GL_ORIYA) vs ARA
1 ଅନନ୍ତର ନବମ ବର୍ଷର ଦଶମ ମାସର ଦଶମ ଦିନ ରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 Veio a mim a palavra do Senhor , em o nono ano, no décimo mês, aos dez dias do mês, dizendo:
2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଆଜିର ତାରିଖ ଲେଖି ରଖ। 'ଏହି ଦିନ ରେ ବାବିଲର ରାଜା ୟିରୁଶାଲମକୁ ଅବ ରୋଧ କରିବାକୁ ଅଗ୍ରସର ହେଲା।'
2 Filho do homem, escreve o nome deste dia, deste mesmo dia; porque o rei da Babilônia se atira contra Jerusalém neste dia.
3 ଏହି ବିଦ୍ରୋହୀ ଲୋକମାନଙ୍କ ବିରୁଦ୍ଧ ରେ ଗୋଟିଏ ନୀତିଗଳ୍ପ କୁହ। ସମାନଙ୍କେୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ହଣ୍ଡା ନିଆଁ ରେ ବସାଅ ଓ ତାହା ମଧିଅରେ ପାଣି ଢ଼ାଳି ଦିଅ।
3 Propõe uma parábola à casa rebelde e dize-lhe: Assim diz o Senhor Deus: Põe ao lume a panela, põe-na, deita-lhe água dentro,
4 ଉତ୍ତମ ମାଂସ ଖଣ୍ଡ ସବୁ ଯଥା : ଉରୁ ଓ ସ୍କନ୍ଧ ତହିଁ ମଧିଅରେ ରଖ ଓ ଭଲ ଅସ୍ଥି ରେ ତାହା ପୂର୍ଣ୍ଣ କର।
4 ajunta nela pedaços de carne, todos os bons pedaços, as coxas e as espáduas; enche-a de ossos escolhidos.
5 ପଲ ମଧ୍ଯରୁ ଏକ ମଷେ ବାଛ। ହଣ୍ଡାତଳ ଜାଳଣେି ଦିଅ। ମାଂସକୁ ଉତ୍ତମରୂପେ ସିଦ୍ଧ କର ଓ ଅସ୍ଥିସବୁ ତହିଁ ମଧିଅରେ ପାକ ହେଉ।'
5 Pega do melhor do rebanho e empilha lenha debaixo dela; faze-a ferver bem, e cozam-se dentro dela os ossos.
6 ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ୟିରୁଶାଲମ, ଏକ ରକ୍ତାକ୍ତ ନଗରୀ। ସହେି ହଣ୍ଡା, ଯାହା ମଧିଅରେ କଳଙ୍କ ରହିଛି ଓ ଯାହାର କଳଙ୍କ ତା' ମଧ୍ଯରୁ ଦୂର ହାଇେ ନାହିଁ। ପାତ୍ର ମଧ୍ଯରୁ ପ୍ରେତ୍ୟକକ ମାଂସ ଖଣ୍ଡ ବାହାର କର। କ'ଣ ଖାଇବାକୁ ହବେ ଓ କ'ଣ ଖାଇବାକୁ ନ ହବେ ସେଥିପାଇଁ ଗୁଳାବାଣ୍ଟ କର ନାହିଁ, ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରିଦିଅ।
6 Portanto, assim diz o Senhor Deus: Ai da cidade sanguinária, da panela cheia de ferrugem, ferrugem que não foi tirada dela! Tira de dentro a carne, pedaço por pedaço, sem escolha.
7 କାରଣ ସହେି ରକ୍ତ ପାତ୍ର ମଧିଅରେ ଅଛି। ୟିରୁଶାଲମ ଏହାକୁ ପଥର ଚଟାଣ ଉପ ରେ ଢ଼ାଳିଲା, ସେ ଧୂଳି ଭୂମିରେ ନୁହେଁ, ଯେଉଁଠା ରେ ଧୂଳି ଆଚ୍ଛାଦିତ ହବେ।
7 Porque a culpa de sangue está no meio dela; derramou-o sobre penha descalvada e não sobre a terra, para o cobrir com o pó;
8 ସେ ରକ୍ତ ପ୍ରତି ଶାଧେ ନବୋ ପାଇଁ ଯେପରି ଲୋକମାନଙ୍କର କୋର୍ଧ ଜାଗ୍ରତ କରିବ, ଏଥିପାଇଁ ତାକୁ ଆଚ୍ଛାଦିତ ନ କରି ଶୁଷ୍କ ତୈଳ ଉପ ରେ ତାହା ରଖିଅଛୁ।
8 para fazer subir a indignação, para tomar vingança, eu pus o seu sangue numa penha descalvada, para que não fosse coberto.
9 ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ' ସହେି ରକ୍ତପୂର୍ଣ୍ଣ ନଗରୀ ସହିତ ଏହା ଖରାପ ହବୋକୁ ଯାଉଛି। ମୁଁ ନିଆଁ ପାଇଁ ପ୍ରଚୁର କାଠ ସଜାଇବି।
9 Portanto, assim diz o Senhor Deus: Ai da cidade sanguinária! Também eu farei pilha grande.
10 ପାତ୍ର ତଳେ ପ୍ରଚୁର କାଠ ଗଦା କରି ଅଗ୍ନି ସଂୟୋଗ କର। ମାଂସ ଉତ୍ତମ ରୂପେ ସିଦ୍ଧ କର ଓ ମସଲା ମିଶାଅ। ଅସ୍ଥିସବୁ ଦଗ୍ଧ କର। ଯେପର୍ୟ୍ଯନ୍ତ ସମାନେେ ପୋଡ଼ିୟାଇ ନାହାଁନ୍ତି।
10 Amontoa muita lenha, acende o fogo, cozinha a carne, engrossa o caldo, e ardam os ossos.
11 ଖାଲି ହଣ୍ଡାକୁ ଜ୍ବଳନ୍ତ ଅଙ୍କାର ଉପ ରେ ରଖ। ତହିଁରେ ହଣ୍ଡା ଉତ୍ତପ୍ତ ହବେ ଓ ପିତ୍ତଳ ଉତ୍ତପ୍ତ ଦଗ୍ଧ ହବେ। ତେଣୁ ଅ େଶୗଚ ତରଳି ୟିବ ଓ କଳଙ୍କ ଉଭଇୟିବେ।
11 Então, porás a panela vazia sobre as brasas, para que ela aqueça, o seu cobre se torne candente, funda-se a sua imundícia dentro dela, e se consuma a sua ferrugem.
12 ଅତିରିକ୍ତ 'ମଇଳା' ଏଥିରୁ ବାହାରି ଆସିବ ନାହିଁ। କବଳେ ଅଗ୍ନି କଳଙ୍କକୁ ପୋଡ଼ିବ।
12 Trabalho inútil! Não sai dela a sua muita ferrugem, nem pelo fogo.
13 ତୁମ୍ଭର ପାପ ତୁମ୍ଭକୁ ଅଶୌଚ କରେ। ମୁଁ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ। ତେଣୁ ତୁମ୍ଭେ ପୁନର୍ବାର ଶୁଚି ନ ହେଲେ, ମୁଁ ମାରେ କୋରଧ ତୁମ୍ଭ ବିରୁଦ୍ଧ ରେ ପଠାଇବି।
13 Na tua imundícia está a luxúria; porque eu quis purificar-te, e não te purificaste, não serás nunca purificada da tua imundícia, até que eu tenha satisfeito o meu furor contra ti.
14 ମୁଁ ସଦାପ୍ରଭୁ ଏହା କହିଅଛି, ଏହା ସିଦ୍ଧ ହବେ ଓ ମୁଁ ଏହା ସାଧନ କରିବି। ମୁଁ ପଛକୁ ଫରେିବି ନାହିଁ କିନ୍ତୁ ମୁଁ ଦୁଃଖ ପ୍ରକାଶ କରିବି ନାହିଁ। ଆଉ ମୁଁ ଦୟା ମଧ୍ଯ କରିବି ନାହିଁ। ମୁଁ ତୁମ୍ଭର ବିଚାର ଓ ଦଣ୍ଡ ତୁମ୍ଭର ଆଚରଣ ଏବଂ କୁକର୍ମ ଅନୁସାରେ କରିବି।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
14 Eu, o Senhor , o disse: será assim, e eu o farei; não tornarei atrás, não pouparei, nem me arrependerei; segundo os teus caminhos e segundo os teus feitos, serás julgada, diz o Senhor Deus.
15 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
15 Veio a mim a palavra do Senhor , dizendo:
16 ହେ ମନୁଷ୍ଯ ପୁତ୍ର, ତୁମ୍ଭର ପ୍ରିଯତମା ପତ୍ନୀକୁ ହଠାତ୍ ନଇୟିବେି। ସେ ମରିୟିବ କିନ୍ତୁ ତୁମ୍ଭେ ତା' ପାଇଁ ଶାେକ କରିବ ନାହିଁ କିମ୍ବା କ୍ରନ୍ଦନ କରିବ ନାହିଁ। ତୁମ୍ଭ ଚକ୍ଷୁରୁ ଲୁହ ନ ପଡ଼ୁ।
16 Filho do homem, eis que, às súbitas, tirarei a delícia dos teus olhos, mas não lamentarás, nem chorarás, nem te correrão as lágrimas.
17 ଦୁଃଖ ରେ ଦୀର୍ଘ ନିଶ୍ବାସ ଛାଡ଼, ମାତ୍ର ଉଚ୍ଚ ସ୍ବର ରେ ନୁହେଁ। ମୃତ ପତ୍ନୀ ପାଇଁ ବିଳାପ କର ନାହିଁ। ସବୁଦିନ ବସ୍ତ୍ର ପରିଧାନ କଲାପରି ବସ୍ତ୍ର ପିନ୍ଧ, ମସ୍ତକରେ ଶିରୋଭୂଷଣ ବାନ୍ଧ, ପାଦ ରେ ପାଦୁକା ପିନ୍ଧ ଓ ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ। ଶୋକକାରୀମାନଙ୍କର ପ୍ରଥାନୁମାଦେିତ ଖାଦ୍ୟ ଖାଅ ନାହିଁ।
17 Geme em silêncio, não faças lamentação pelos mortos, prende o teu turbante, mete as tuas sandálias nos pés, não cubras os bigodes e não comas o pão que te mandam.
18 ମୁଁ ପ୍ରାତଃକାଳ ରେ ପରମେଶ୍ବରଙ୍କ ବାକ୍ଯ ଲୋକମାନଙ୍କୁ କହିଲି। ପୁଣି ସନ୍ଧ୍ଯା ବେଳେ ମାରେ ପତ୍ନୀ ମଲା। ପରଦିନ ପ୍ରାତଃକାଳ ରେ ମୁଁ ପରମେଶ୍ବରଙ୍କ ଆଜ୍ଞାନୁସା ରେ କର୍ମ କଲି।
18 Falei ao povo pela manhã, e, à tarde, morreu minha mulher; na manhã seguinte, fiz segundo me havia sido mandado.
19 ତହୁଁ ଲୋକମାନେ ମାେତେ କହିଲେ, ଏସବୁ ତୁମ୍ଭେ କାହିଁକି କରୁଅଛ ? ଏହାର ଅର୍ଥ ଆମ୍ଭମାନଙ୍କୁ ବୁଝାଇବ କି ?
19 Então, me disse o povo: Não nos farás saber o que significam estas coisas que estás fazendo?
20 ସେତବେେଳେ ମୁଁ ସମାନଙ୍କେୁ କହିଲି, ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ ମାେତେ କହିଲେ,
20 Eu lhes disse: Veio a mim a palavra do Senhor , dizendo:
21 ଇଶ୍ରାୟେଲର ଲୋକମାନଙ୍କୁ କହିବା ପାଇଁ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ମୁଁ ମାରେ ଅଗଣାକୁ ଅପବିତ୍ର କରିବା ପାଇଁ ଯାଉଅଛି। ଯାହା ପାଇଁ ତୁମ୍ଭେ ବହୁତ ଗର୍ବ କରୁଛ, ଯାହା ତୁମ୍ଭେ ଦେଖିବା ପାଇଁ ଚାହଁ ଏବଂ ଯାହା ତୁମ୍ଭର ଅତି ପ୍ରିଯ। ଏବଂ ତୁମ୍ଭମାନଙ୍କର ଯେଉଁ ପୁତ୍ର କନ୍ଯାଗଣଙ୍କୁ ପଛ ରେ ଛାଡ଼ି ୟାଇଅଛ, ସମାନେେ ଖଡ୍ଗ ରେ ପତିତ ହବେେ।
21 Dize à casa de Israel: Assim diz o Senhor Deus: Eis que eu profanarei o meu santuário, objeto do vosso mais alto orgulho, delícia dos vossos olhos e anelo de vossa alma; vossos filhos e vossas filhas, que deixastes, cairão à espada.
22 ତୁମ୍ଭମାନେେ ମଧ୍ଯ ସହେିପରି ଜିନିଷଗୁଡ଼ିକ ମୁଁ କଲାପରି କରିବ, ତୁମ୍ଭମାନେେ ନିଜ ନିଜ ନିଶ ଆଚ୍ଛାଦନ କରିବ ନାହିଁ କିମ୍ବା ଶୋକକାରୀମାନଙ୍କର ପ୍ରଥାନୁମାଦେିତ ଖାଦ୍ୟ ଖାଇବ ନାହିଁ।
22 Fareis como eu fiz: não cobrireis os bigodes, nem comereis o pão que vos mandam.
23 ଏବଂ ତୁମ୍ଭମାନେେ ତୁମ୍ଭର ମସ୍ତକରେ ଶିରୋଭୂଷଣ ଆଚ୍ଛାଦନ କରିବ ୟୋତା ପିନ୍ଧିବ। ତୁମ୍ଭମାନେେ ତୁମ୍ଭର ଶାେକ ପ୍ରକାଶ କରିବ ନାହିଁ, କ୍ରନ୍ଦନ କରିବ ନାହିଁ। କିନ୍ତୁ ତୁମ୍ଭମାନେେ ନିଜ ନିଜ ପାପ ଯୋଗୁଁ କ୍ଷଯ ହାଇଯେିବ। ଜଣେ ଅନ୍ୟ ନିକଟରେ ନୀରବ ରେ ବିଳାପ କରିବ।
23 Trareis à cabeça os vossos turbantes e as vossas sandálias, nos pés; não lamentareis, nem chorareis, mas definhar-vos-eis nas vossas iniquidades e gemereis uns com os outros.
24 ଏହିରୂପେ ଯିହିଜିକଲ ତୁମ୍ଭମାନଙ୍କ ପାଇଁ ଏକ ଉଦାହରଣ ଅଟନ୍ତି। ସେ ଯାହା କିଛି କଲେ ତୁମ୍ଭମାନେେ କରିବ। ଏହା ଯେତବେେଳେ ଘଟିବ, ସେତବେେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।'
24 Assim vos servirá Ezequiel de sinal; segundo tudo o que ele fez, assim fareis. Quando isso acontecer, sabereis que eu sou o Senhor Deus.
25 ହେ ମନୁଷ୍ଯ ପୁତ୍ର, ଯେଉଁଦିନ ମୁଁ ସମାନଙ୍କେର ବଳ, ଗୌରବ ଆନନ୍ଦ ଓ ନଯନର ଖୁସି,
25 Filho do homem, não sucederá que, no dia em que eu lhes tirar o objeto do seu orgulho, o seu júbilo, a sua glória, a delícia dos seus olhos e o anelo de sua alma e a seus filhos e suas filhas,
26 ସମାନେେ ଭଲ ପାଉଥିବା ସ୍ଥାନ ସମାନଙ୍କେର ସନ୍ତାନଗଣଙ୍କୁ ସମାନଙ୍କେଠାରୁ ନଇୟିବେି, ସହେିଦିନ ସହେି ଦୁଃସମ୍ବାଦ ତୁମ୍ଭର କର୍ଣ୍ଣଗୋଚର କରାଇବା ନିମନ୍ତେ ଏକ ଉତ୍ତରାଧିକାରୀ ତୁମ୍ଭ ନିକଟକୁ ଆସିବ।
26 nesse dia, virá ter contigo algum que escapar, para te dar a notícia pessoalmente?
27 ସଦେିନ ସହେି ଉତ୍ତରାଧିକାରୀ ଲୋକ ନିକଟରେ ତୁମ୍ଭର ମୁଖ ଫିଟିୟିବ ଓ ତୁମ୍ଭେ ଆଉ ନୀରବ ନ ରହି କଥା କହିବ। ଏହିରୂପେ ତୁମ୍ଭେ ସମାନଙ୍କେ ପାଇଁ ଏକ ଦୃଷ୍ଟାନ୍ତ ହବେ ଏବଂ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।
27 Nesse dia, abrir-se-á a tua boca para com aquele que escapar; falarás e já não ficarás mudo. Assim, lhes servirás de sinal, e saberão que eu sou o Senhor .
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 24, comparar traduções ou montar um estudo — tudo direto pelo WhatsApp.