Ezequiel 23
Oriya Bible (GL_ORIYA) vs ARA
1 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 Veio a mim a palavra do Senhor , dizendo:
2 ହେ ମନୁଷ୍ଯ ପୁତ୍ର, ସଠାେ ରେ ଏକ ମାତାର କନ୍ଯା ଦୁଇ ଭଉଣୀ ଥିଲେ।
2 Filho do homem, houve duas mulheres, filhas de uma só mãe.
3 ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ।
3 Estas se prostituíram no Egito; prostituíram-se na sua mocidade; ali foram apertados os seus peitos e apalpados os seios da sua virgindade.
4 ଜ୍ଯଷ୍ଠୋର ନାମ ଅହଲା ଓ ତା'ର ଭଗିନୀର ନାମ ଅହଲୀବା ଥିଲା। ସମାନେେ ମାରେ ପତ୍ନ ହେଲେ ଓ ପୁତ୍ର କନ୍ଯା ପ୍ରସବ କଲେ। ବଡ ଭଉଣୀ ଅହଲା ଶମରିଯା ଅଟେ ଓ ସାନ ଭଉଣୀ ଅହଲୀବା ୟିରୁଶାଲମ ଅଟେ।
4 Os seus nomes eram: Oolá, a mais velha, e Oolibá, sua irmã; e foram minhas e tiveram filhos e filhas; e, quanto ao seu nome, Samaria é Oolá, e Jerusalém é Oolibá.
5 ଆଉ ଅହଲା ଆମ୍ଭ ପ୍ରତି ଅବିଶ୍ବସ୍ତ ହାଇେ ପ୍ ରମେ କଲା। ସେ ଆପଣାର ପ୍ରତିବେଶୀ ଅଶୂରୀଯ ପ୍ ରମେିକଗଣଠା ରେ ଆସକ୍ତା ହେଲା।
5 Prostituiu-se Oolá, quando era minha; inflamou-se pelos seus amantes, pelos assírios, seus vizinhos,
6 ସମାନେେ ନୀଳରଙ୍ଗ ପୋଷାକ ପରିହିତ ଦଶାେଧ୍ଯକ୍ଷ ଓ ଶାସନ କତ୍ତୃର୍ଗଣ। ସମାନେେ ସମସ୍ତେ ସୁନ୍ଦର ୟୁବକ ଏବଂ ଅଶ୍ବାରୋହୀ ଥିଲେ।
6 que se vestiam de azul, governadores e sátrapas, todos jovens de cobiçar, cavaleiros montados a cavalo.
7 ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗ ରେ ବ୍ଯଭିଚାର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ ରମେ ରେ ଆସକ୍ତା ଥିଲା। ସେ ତା'ର ପ୍ରତିମାଗଣ ଦ୍ବାରା ଆପଣାକୁ ଅପବିତ୍ର କଲା।
7 Assim, cometeu ela as suas devassidões com eles, que eram todos a fina flor dos filhos da Assíria, e com todos aqueles pelos quais se inflamava; com todos os seus ídolos se contaminou.
8 ଆଉ ସେ ମିଶରଠାରୁ ତା'ର ପ୍ ରମେ ବୃତ୍ତି ତ୍ଯାଗ କରି ନ ଥିଲା। କାରଣ ୟୌବନ କାଳରୁ ମିଶର ତା' ସହିତ ପ୍ ରମେ କରିଥିଲା। ସମାନେେ ତାହାର କୌମାର୍ୟ୍ଯକାଳୀନ କୁଚାଗ୍ର ଟିପିଲେ ଓ ତା' ସହିତ ଅତିଶଯ ପ୍ ରମେ କଲେ।
8 As suas impudicícias, que trouxe do Egito, não as deixou; porque com ela se deitaram na sua mocidade, e eles apalparam os seios da sua virgindade e derramaram sobre ela a sua impudicícia.
9 ତେଣୁ ଆମ୍ଭେ ତାହାର ପ୍ ରମେିକଗଣର ହସ୍ତ ରେ ଅର୍ଥାତ୍ ଯେଉଁମାନଙ୍କ ପ୍ରତି ସେ ପ୍ ରମେ ରେ ଆସକ୍ତା ହାଇେଥିଲା ସହେି ଅଶୂରୀଯମାନଙ୍କ ହସ୍ତ ରେ ତାହାକୁ ସମର୍ପଣ କଲୁ।
9 Por isso, a entreguei nas mãos dos seus amantes, nas mãos dos filhos da Assíria, pelos quais se inflamara.
10 ସମାନେେ ତାକୁ ଧର୍ଷଣ କଲେ, ସମାନେେ ତା'ର ପୁତ୍ର କନ୍ଯାଗଣକୁ ନଇଗେଲେ। ସମାନେେ ସମାନଙ୍କେୁ ଖଡ୍ଗ ରେ ହତ୍ଯା କଲେ। ଏବଂ ସେ ସ୍ତ୍ରୀମାନଙ୍କ ମଧିଅରେ ଉପହାସର ବିଷଯ ହେଲା। କାରଣ ଅଶୂରୀଯ ଲୋକମାନେ ତାକୁ ବଦନୋପୂର୍ଣ୍ଣ ଦଣ୍ଡ ଦେଲେ।
10 Estes descobriram as vergonhas dela, levaram seus filhos e suas filhas; porém a ela mataram à espada; e ela se tornou falada entre as mulheres, e sobre ela executaram juízos.
11 ଆଉ ତା'ର ଭଗିନୀ ଏସବୁ ଦେଖି ମଧ୍ଯ ବେଶ୍ଯାବୃତ୍ତି ରେ ଓ ପ୍ ରମାେଶକ୍ତି ରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା। ତା'ର ଭଗିନୀର ବ୍ଯଭିଚାରିତାଠାରୁ ସେ ଅଧିକ ବ୍ଯଭିଚାରିଣୀ ହେଲା।
11 Vendo isto sua irmã Oolibá, corrompeu a sua paixão mais do que ela, e as suas devassidões foram maiores do que as de sua irmã.
12 ସେ ମଧ୍ଯ ସହେି ଅଶୂରୀଯ ଦଶାେଧ୍ଯକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲାା ସମାନେେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ୟୁବକ ଓ ଅଶ୍ବାରୋହୀ ଥିଲେ।
12 Inflamou-se pelos filhos da Assíria, governadores e sátrapas, seus vizinhos, vestidos com primor, cavaleiros montados a cavalo, todos jovens de cobiçar.
13 ଏବଂ ମୁଁ ଅନୁତାପ କଲି ଯେ, ସେ ଦୁ ହେଁ ଗୋଟିଏ ରାସ୍ତା ଅନୁସରଣ କରୁଥିଲେ, ସହେି କାର୍ୟ୍ଯଗୁଡ଼ିକ କରୁଥିଲେ, ଯାହା ସମାନଙ୍କେୁ ତୁଚ୍ଛ କଲା।
13 Vi que se tinha contaminado; o caminho de ambas era o mesmo.
14 ଏବଂ ଅହଲୀବା ନିଜର ବ୍ଯଭିଚାରିତା ବଢ଼ାଇଲା। ସେ କାନ୍ଥ ରେ ବିଚିତ୍ର କଲଦୀଯ ପୁରୁଷମାନଙ୍କର ଲାଲରଙ୍ଗ ପୋଷାକ ପରିହିତ ମୂର୍ତ୍ତି ଦେଖିଲା।
14 Aumentou as suas impudicícias, porque viu homens pintados na parede, imagens dos caldeus, pintados de vermelho:
15 ସମାନଙ୍କେ କଟୀ ରେ ଅଣ୍ଟାବିନ୍ଧା ଥିଲା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା। ସମାନେେ ସମସ୍ତେ କଲଦୀଯ ଦେଶଜାତ ବାବିଲୋନୀଯମାନଙ୍କ ରୂପ ବିଶିଷ୍ଟ ଅଧିପତିଗଣର ତୁଲ୍ଯ ଥିଲେ।
15 de lombos cingidos e turbantes pendentes da cabeça, todos com aparência de oficiais, semelhantes aos filhos da Babilônia, na Caldeia, em terra do seu nascimento.
16 ପୁଣି ଅହଲୀବା ସମାନଙ୍କେ ପ୍ରତି ପ୍ ରମେ ରେ ଆସକ୍ତା ହେଲା ଓ କଲଦୀଯ ଦେଶରୁ ସମାନଙ୍କେୁ ଡ଼କାଇଲା।
16 Vendo-os, inflamou-se por eles e lhes mandou mensageiros à Caldeia.
17 ତେଣୁ ବାବିଲୋନୀଯ ଲୋକମାନେ ତାହା ନିକଟକୁ ଆସି ପ୍ ରମେ କଲେ। ସମାନେେ ବ୍ଯଭିଚାର କ୍ରିଯାଦ୍ବାରା ତାକୁ ଅଶୁଚି କଲେ। ସମାନଙ୍କେ ଦ୍ବାରା ତୁଚ୍ଛ ହବୋ ପ ରେ, ସେ ସମାନଙ୍କେ ପ୍ରତି କ୍ରୋଧିତ ହେଲେ।
17 Então, vieram ter com ela os filhos da Babilônia, para o leito dos amores, e a contaminaram com as suas impudicícias; ela, após contaminar-se com eles, enojada, os deixou.
18 ଏହିରୂପେ ସେ ନିଜର ବେଶ୍ଯାବୃତ୍ତି ପ୍ରକାଶ କଲା ଓ ନିଜର ଉଲଗ୍ନତା ଅନାବୃତ କଲା। ଏବଂ ମୁଁ ତା'ର ଭଗିନୀଠାରୁ ବିମୁଖ ହେଲା ପରି ତା'ଠାରୁ ମଧ୍ଯ ବିମୁଖ ହଲିେ।
18 Assim, tendo ela posto a descoberto as suas devassidões e sua nudez, a minha alma se alienou dela, como já se dera com respeito à sua irmã.
19 ସେ ଅଧିକରୁ ଅଧିକ ତା'ର ବେଶ୍ଯାବୃତ୍ତି ବଢ଼ାଇ ଚାଲିଲା। ୟୌବନ କାଳ ରେ ମିଶର ଦେଶ ରେ ଯେଉଁ ବେଶ୍ଯାକର୍ମ କରିଥିଲା ତାହାକୁ ସ୍ମରଣ କରି ସେ ବ୍ଯଭିଚାରିତା ବୃଦ୍ଧି କଲା।
19 Ela, todavia, multiplicou as suas impudicícias, lembrando-se dos dias da sua mocidade, em que se prostituíra na terra do Egito.
20 ଆଉ ସେ ଗର୍ଦ୍ଦଭ ପରି ୟୌନାଙ୍ଗ ବିଶିଷ୍ଟ ଓ ଅଶ୍ବପରି ରତେ ବିଶିଷ୍ଟ ଉପପତିମାନଙ୍କଠା ରେ ଆସକ୍ତା ହେଲା।
20 Inflamou-se pelos seus amantes, cujos membros eram como o de jumento e cujo fluxo é como o fluxo de cavalos.
21 ହେ ଅହଲୀବା, ତୁମ୍ଭେ ୟୌବନ କାଳ ରେ ମିଶରୀଯମାନଙ୍କ ଦ୍ବାରା ଯେପରି ତୁମ୍ଭର କୁଚାଗ୍ରକୁ ମର୍ଦ୍ଦନ କରାଉଥିଲ, ସହେି ପ୍ରକାର ଲମ୍ଫଟତାକୁ ସ୍ମରଣ କରୁଛ।
21 Assim, trouxeste à memória a luxúria da tua mocidade, quando os do Egito apalpavam os teus seios, os peitos da tua mocidade.
22 ଏଣୁ ହେ ଅହଲୀବା, ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ମୁଁ ତୁମ୍ଭ୍ ପ୍ ରମେିକମାନଙ୍କୁ ତୁମ୍ଭ ବିରୁଦ୍ଧ ରେ ଉଠାଇବି। ସହେି ପ୍ ରମେିକମାନେ ୟିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘରେି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି।
22 Por isso, ó Oolibá, assim diz o Senhor Deus: Eis que eu suscitarei contra ti os teus amantes, os quais, enojada, tu os deixaras, e os trarei contra ti de todos os lados:
23 ବାବିଲୋନୀଯମାନଙ୍କୁ ଓ ସମୁଦାଯ କଲଦୀଯ ଲୋକଙ୍କୁ ପକୋଦ, ଶୋଯା, କୋଯା ଓ ସମାନଙ୍କେ ସଙ୍ଗେ ସମୁଦାଯ ଅଶୂରୀଯ ଲୋକଙ୍କୁ ଆଣିବି। ସମାନେେ ସମସ୍ତେ ସୁନ୍ଦର ୟୁବକ, ଦଶାେଧ୍ଯକ୍ଷ, ଶାସନକର୍ତ୍ତା, ଅଧିପତିଗଣ, ବିଖ୍ଯାତ ଲୋକ ଓ ଅଶ୍ବାରୋହୀ।
23 os filhos da Babilônia e todos os caldeus de Pecode, de Soa, de Coa e todos os filhos da Assíria com eles, jovens de cobiçar, governadores e sátrapas, príncipes e homens de renome, todos montados a cavalo.
24 ସମାନେେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ବ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧ ରେ ଆସିବେ। ସମାନେେ ଚର୍ମ, ଢ଼ାଲ ଓ ଟୋପର ଧରି ଚତୁର୍ଦ୍ଦିଗ ରେ ତୁମ୍ଭ ବିରୁଦ୍ଧ ରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସମାନଙ୍କେୁ ପ୍ରଯୋଗ କରିବି ଓ ସମାନେେ ସମାନଙ୍କେର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ।
24 Virão contra ti do Norte, com carros e carretas e com multidão de povos; pôr-se-ão contra ti em redor, com paveses, e escudos, e capacetes; e porei diante deles o juízo, e julgar-te-ão segundo os seus direitos.
25 ଏବଂ ମୁଁ ତୁମ୍ଭ ବିରୁଦ୍ଧ ରେ ମାରେ ହିଂସାର ଶକ୍ତି ପ୍ରକାଶ କରିବି। ତେଣୁ ସମାନେ କୋପ ରେ ତୁମ୍ଭକୁ ଆଘାତ କରିବେ। ସମାନେେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ଖଡ୍ଗ ରେ ତୁମ୍ଭକୁ ହତ୍ଯା କରିବେ। ତୁମ୍ଭର ଅବଶିଷ୍ଟ ଲୋକ ମଧ୍ଯ ଖଡ୍ଗ ରେ ପତିତ ହବେେ। ସମାନେେ ତୁମ୍ଭର ପୁତ୍ରକନ୍ଯାଗଣକୁ ନଇେଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକ ଅଗ୍ନି ରେ ଗ୍ରାସିତ ହବେେ।
25 Porei contra ti o meu zelo, e eles te tratarão com furor; cortar-te-ão o nariz e as orelhas, e o que restar cairá à espada; levarão teus filhos e tuas filhas, e quem ainda te restar será consumido pelo fogo.
26 ସମାନେେ ତୁମ୍ଭକୁ ବିବସ୍ତ୍ରା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ନଇେଯିବେ।
26 Despojar-te-ão dos teus vestidos e tomarão as tuas joias de adorno.
27 କିନ୍ତୁ ମୁଁ ତୁମ୍ଭକୁ ବ୍ଯଭିଚାରିତାଠାରୁ ବନ୍ଦ କରିବି, ମୁଁ ତୁମ୍ଭର ସମସ୍ତ ଅସାର କାର୍ୟ୍ଯଗୁଡ଼ିକ ମିଶର ସହିତ ବନ୍ଦ କରିବି। ତେଣୁ ତୁମ୍ଭେ ମିଶର ପ୍ରତି ଅନାଇବ ନାହିଁ ଏବଂ ସମାନଙ୍କେୁ ଆଉ ସ୍ମରଣ କରିବ ନାହିଁ।'
27 Assim, farei cessar em ti a tua luxúria e a tua prostituição, provenientes da terra do Egito; não levantarás os olhos para eles e já não te lembrarás do Egito.
28 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହାଇେଅଛି, ସମାନଙ୍କେ ହସ୍ତ ରେ ମୁଁ ତୁମ୍ଭକୁ ସମର୍ପଣ କରିବି।
28 Porque assim diz o Senhor Deus: Eis que eu te entregarei nas mãos daqueles a quem aborreces, nas mãos daqueles que, enojada, tu deixaste.
29 ଆଉ ସମାନେେ ତୁମ୍ଭକୁ ଘୃଣ୍ଯ ଭାବରେ ବ୍ଯବହାର କରିବେ ଓ ତୁମ୍ଭର ସମସ୍ତ ପରିଶ୍ରମର ଫଳ ହରଣ କରିବେ। ପୁଣି ତୁମ୍ଭକୁ ଉଲଗ୍ନା ଓ ବିବସନା କରି ଛାଡ଼ି ଦବେେ। ତଦ୍ଦ୍ବାରା ତୁମ୍ଭର ବ୍ଯଭିଚାର ଜନିତ ଉଲଗ୍ନତା, ତୁମ୍ଭର ଲମ୍ଫଟତା ଓ ତୁମ୍ଭର ବେଶ୍ଯାବୃତ୍ତି ପ୍ରକାଶ ପାଇବ।
29 Eles te tratarão com ódio, e levarão todo o fruto do teu trabalho, e te deixarão nua e despida; descobrir-se-á a vergonha da tua prostituição, a tua luxúria e as tuas devassidões.
30 ତୁମ୍ଭେ ଅନ୍ୟ ଦେଶୀଯମାନଙ୍କର ଅନୁଗାମିନୀ ହାଇେ ବେଶ୍ଯାବୃତ୍ତି କରିଅଛ ଓ ସମାନଙ୍କେର ପ୍ରତିମାଗଣ ଦ୍ବାରା ନିଜକୁ ଅଶୁଚି କରିଅଛ। ଏଥିପାଇଁ ତୁମ୍ଭ ପ୍ରତି ଏସବୁ କରାୟିବ।
30 Estas coisas se te farão, porque te prostituíste com os gentios e te contaminaste com os seus ídolos.
31 ତୁମ୍ଭେ ନିଜ ଭଗିନୀର ପଥ ଅନୁସରଣ କରିଅଛ। ଏଣୁ ମୁଁ ତା'ର ପାନପାତ୍ର ତୁମ୍ଭ ହସ୍ତ ରେ ଦବେି।
31 Andaste no caminho de tua irmã; por isso, entregarei o seu copo na tua mão.
32 ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,
32 Assim diz o Senhor Deus: Beberás o copo de tua irmã, fundo e largo; servirás de riso e escárnio; pois nele cabe muito.
33 ତୁମ୍ଭେ ମତ୍ତ ହାଇେ ଶାେକରେ ଆତୁର ହବେ। ତୁମ୍ଭର ଭଗିନୀ ଶମରିଯାର ପରିପୂର୍ଣ୍ଣ ହେଲାପରି ତୁମ୍ଭର ପାତ୍ର ଧ୍ବଂସ ଓ ବିନାଶ ରେ ପରିପୂର୍ଣ୍ଣ ହବେ।
33 Encher-te-ás de embriaguez e de dor; o copo de tua irmã Samaria é copo de espanto e de desolação.
34 ତୁମ୍ଭେ ସହେି ପାତ୍ରରୁ ସମସ୍ତ ବିଷ ନିଗାଡ଼ି ପାନ କରିବ ଏବଂ ସହେି ପାତ୍ରକୁ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରିବ। ତୁମ୍ଭ ୟନ୍ତ୍ରଣା ତୁମ୍ଭର ସ୍ତନକୁ ବିଦୀର୍ଣ୍ଣ କରିବ। କାରଣ ମୁଁ ପ୍ରଭୁ ସଦାପ୍ରଭୁ ଏହା କହୁଅଛି।
34 Tu o beberás, e esgotá-lo-ás, e lhe roerás os cacos, e te rasgarás os peitos, pois eu o falei, diz o Senhor Deus.
35 ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ତୁମ୍ଭେ ଆମ୍ଭକୁ ପାଶୋରି ଦଇେଛ ଓ ମାେତେ ତୁମ୍ଭ ପଛ ରେ ପକାଇ ଛାଡ଼ି ଚାଲିୟାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ଯ ଚିନ୍ତାଗୁଡ଼ିକ ଓ ବ୍ଯଭିଚାରିତାର ପାଇଁ ଦଣ୍ଡ ସହିବ।'
35 Portanto, assim diz o Senhor Deus: Como te esqueceste de mim e me viraste as costas, também carregarás com a tua luxúria e as tuas devassidões.
36 ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଅହଲାର ଓ ଅହଲୀବାର ବିଚାର କରିବ ? ତବେେ ସମାନଙ୍କେର ଘୃଣା ଯୋଗ୍ଯ କ୍ରିଯାସବୁ ସମାନଙ୍କେୁ ଜଣାଅ।
36 Disse-me ainda o Senhor : Filho do homem, julgarás tu a Oolá e a Oolibá? Declara-lhes, pois, as suas abominações.
37 କାରଣ ଏହି ଯେ ସମାନେେ ବ୍ଯଭିଚାର ରେ ସିଦ୍ଧ ହସ୍ତ ଥିଲେ। ସମାନେେ ମଧ୍ଯ ରକ୍ତ ପାତ କରିବା ରେ ଓ ଆପଣା ପ୍ରତିମାଗଣ ସହ ବ୍ଯଭିଚାର କରିଛନ୍ତି। ସମାନେେ ମାଠାରୁେ ଜାତ ସନ୍ତାନମାନଙ୍କୁ ସମାନଙ୍କେର ଦବେତାମାନଙ୍କର ଖାଦ୍ୟ ପାଇଁ ଉତ୍ସର୍ଗ କଲେ।
37 Porque adulteraram, e nas suas mãos há culpa de sangue; com seus ídolos adulteraram, e até os seus filhos, que me geraram, ofereceram a eles para serem consumidos pelo fogo.
38 ସମାନେେ ମାରେ ମନ୍ଦିରକୁ ଅଶୁଚି ଓ ମାରେ ବିଶଷେ ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛନ୍ତି।
38 Ainda isto me fizeram: no mesmo dia contaminaram o meu santuário e profanaram os meus sábados.
39 ଏବଂ ଠିକ୍ ସହେି ଦିନ ସମାନେେ ପ୍ରତିମାଗଣ ଉଦ୍ଦେଶ୍ଯ ରେ ଆପଣା ସନ୍ତାନମାନଙ୍କୁ ବଧ କରିଥିଲେ। ସମାନେେ ମାରେ ମନ୍ଦିରର ଅଗଣାକୁ କଳୁଷିତ କରିବା ପାଇଁ ଆସିଥିଲେ।
39 Pois, havendo sacrificado seus filhos aos ídolos, vieram, no mesmo dia, ao meu santuário para o profanarem; e assim o fizeram no meio da minha casa.
40 ଦୂରରୁ ପୁରୁଷମାନେ ଆସିବା ପାଇଁ ତୁମ୍ଭମାନେେ ଦୂତ ପଠାଇଲ। ସମାନେେ ପ୍ ରରେିତ ଦୂତମାନଙ୍କ ଦ୍ବାରା ଆସିଲେ। ସମାନଙ୍କେ ପାଇଁ ତୁମ୍ଭେ ସ୍ନାନ କଲ, ଆଖି ରେ ଅଞ୍ଜନ ଦଲେ ଓ ଅଳଙ୍କାର ବିଭୂଷିତା ହେଲ।
40 E mais ainda: mandaram vir uns homens de longe; fora-lhes enviado um mensageiro, e eis que vieram; por amor deles, te banhaste, coloriste os olhos e te ornaste de enfeites;
41 ପୁଣି ରାଜକୀଯ ଶୟ୍ଯା ରେ ବସି, ତାହା ସମ୍ମୁଖ ରେ ମଜେ ସଜ୍ଜାଇ ତାହା ଉପ ରେ ଆମ୍ଭର ଧୂପ ଓ ତୈଳ ରଖିଲ।
41 e te assentaste num suntuoso leito, diante do qual se achava mesa preparada, sobre que puseste o meu incenso e o meu óleo.
42 ଗୋଟିଏ ଶବ୍ଦ ୟିରୁଶାଲମ ରେ ଶୁଣା ହେଲା। ସହେି ଶବ୍ଦ ଲୋକମାନଙ୍କର ଭୋଜିପରି ଶବ୍ଦ ଥିଲା। ବହୁତ ଲୋକମାନେ ଆସିଲେ, ମଦ୍ଯପ ଲୋକମାନେ ମରୁଭୂମିରୁ ପହଞ୍ିଲେ। ଏବଂ ସମାନେେ ସ୍ତ୍ରୀ ଲୋକଙ୍କ ହସ୍ତ ରେ କଙ୍କଣ ଓ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।
42 Com ela se ouvia a voz de muita gente que folgava; com homens de classe baixa foram trazidos do deserto uns bêbados, que puseram braceletes nas mãos delas e, na cabeça, coroas formosas.
43 ତବେେ ବ୍ଯଭିଚାର କ୍ରିଯା ରେ ଜୀର୍ଣ୍ଣା ସ୍ତ୍ରୀଟିକୁ ମୁଁ କହିଲି, 'ବର୍ତ୍ତମାନ ସମାନେେ ତା' ସଙ୍ଗେ ବ୍ଯଭିଚାର ପାପ କରିବେ ଓ ସେ ସମାନଙ୍କେ ସଙ୍ଗେ କରିବ ?'
43 Então, disse eu da envelhecida em adultérios: continuará ela em suas prostituições?
44 ଲୋକମାନେ ବେଶ୍ଯା ନିକଟକୁ ଆସିଲା ପରି ସମାନେେ ତା' ନିକଟକୁ ଆସନ୍ତି। ଏହିପରି ସମାନେେ ଦୁଷ୍ଟା ସ୍ତ୍ରୀ ଅହଲା ଓ ଅହଲୀବା ନିକଟକୁ ଗମନ କଲେ।
44 E passaram a estar com ela, como quem frequenta a uma prostituta; assim, passaram a frequentar a Oolá e a Oolibá, mulheres depravadas,
45 କିନ୍ତୁ ଧାର୍ମିକମାନେ ବ୍ଯଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସା ରେ ସମାନଙ୍କେର ବିଚାର କରିବେ। ଏହି କାରଣ ୟୋଗୁ ସମାନେେ ବ୍ଯଭିଚାରିଣୀ ଓ ନରହତ୍ଯାର ରକ୍ତ ସମାନଙ୍କେ ହସ୍ତ ରେ ଅଛି।
45 de maneira que homens justos as julgarão como se julgam as adúlteras e as sanguinárias; porque são adúlteras, e, nas suas mãos, há culpa de sangue.
46 ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଲୋକମାନଙ୍କୁ ଏକତ୍ରୀତ କର ଏବଂ ସହେି ଲୋକମାନଙ୍କୁ ଅହଲା ଓ ଅହଲୀବାକୁ ଦଣ୍ଡ ଦବୋକୁ ଓ ପରିହାସ କରିବାକୁ ଦିଅ।
46 Pois assim diz o Senhor Deus: Farei subir contra elas grande multidão e as entregarei ao tumulto e ao saque.
47 ସହେି ଦିନ ସମାନ ସମାନଙ୍କେୁ ପ୍ରସ୍ତରାଘାତ କରିବେ ଓ ଖଡ୍ଗ ରେ ସମାନଙ୍କେୁ ବଧ କରିବେ। ସମାନେେ ମଧ୍ଯ ସମାନଙ୍କେର ସନ୍ତାନମାନଙ୍କୁ ବଧ କରିବେ ଓ ସମାନଙ୍କେର ଗୃହସବୁ ଅଗ୍ନି ରେ ଦଗ୍ଧ କରିବେ।
47 A multidão as apedrejará e as golpeará com as suas espadas; a seus filhos e suas filhas matarão e as suas casas queimarão.
48 ଏହିରୂପେ ମୁଁ ଏ ଦେଶରୁ ଲମ୍ଫଟତା ଦୂର କରିବି। ତଦ୍ଦ୍ବାରା ସମସ୍ତ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ଫଟତା ପରି ଆଚରଣ ନ କରିବାକୁ ଶିକ୍ଷା ପାଇବେ।
48 Assim, farei cessar a luxúria da terra, para que se escarmentem todas as mulheres e não façam segundo a luxúria delas.
49 ଲୋକମାନେ ତୁମ୍ଭମାନଙ୍କର ବ୍ଯଭିଚାରିତା ପାଇଁ ତୁମ୍ଭମାନଙ୍କୁ ପ୍ରତିଫଳ ଦବେେ ଓ ତୁମ୍ଭମାନେେ ନିଜର ପ୍ରତିମାଗଣ ସମ୍ବନ୍ଧୀଯ ପାପ ସକଳର ଭାର ବହନ କରିବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଏହା ତୁମ୍ଭମାନେେ ଜାଣିବ।
49 O castigo da vossa luxúria recairá sobre vós, e levareis os pecados dos vossos ídolos; e sabereis que eu sou o Senhor Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 23, comparar traduções ou montar um estudo — tudo direto pelo WhatsApp.