Ezequiel 22

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 Recebi esta mensagem do S enhor :
2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହି ରକ୍ତପାତ ନଗରୀର ବିଚାର କରିବ ? ତବେେ ତାହାର ଘୃଣା ଯୋଗ୍ଯ ସମସ୍ତ କ୍ରିଯା ଏହାକୁ ଜ୍ଞାତ କରାଅ।
2 “Filho do homem, você está preparado para pronunciar julgamento sobre Jerusalém, esta cidade de assassinos? Faça que ela veja como são detestáveis seus pecados
3 ଏବଂ ତୁମ୍ଭେ ଏହାକୁ କହିବ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି। ହେ ନଗରୀ, ୟିଏ ଏହା ମଧିଅରେ ରକ୍ତପାତ କରେ, ସେ ତା'ର ନିଜର ଅବସାନ ଆଣେ ଏବଂ ଏହା ନିଜର ଶଷେ ଆଣେ ଯେ, ନିଜ ପାଇଁ ମୂର୍ତ୍ତି ତିଆରି କରେ, ତାହା ଏହାକୁ କଳୁଷିତ କରେ।
3 e transmita-lhe esta mensagem do S enhor Soberano: Ó cidade de assassinos, condenada e maldita, cidade de ídolos imundos e repugnantes,
4 ତୁମ୍ଭର ରକ୍ତପାତ ଯୋଗୁଁ ତୁମ୍ଭେ ଦୋଷୀ ହାଇେଅଛ ଓ ପୁଣି ତୁମ୍ଭେ ଯେଉଁ ପ୍ରତିମାଗଣ ନିର୍ମାଣ କରିଅଛ, ତଦ୍ଦ୍ବାରା ଅଶୁଚି ହାଇେଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ନିଜ ଆଯୁର ଶଷେ ଭାଗ ରେ ପହଞ୍ଚିଛ। ତେଣୁ ମୁଁ ତୁମ୍ଭକୁ ଜାତିଗଣ ନିକଟରେ ଉପହାସର ପାତ୍ର ଓ ସବୁ ଦେଶ ନିକଟରେ ପରିହାସର ପାତ୍ର କରିଅଛି।
4 você é culpada pelo sangue que derramou e está contaminada pelos ídolos que fez. Seu dia de castigo se aproxima! Você chegou ao fim de seus anos, e farei de você objeto de zombaria no mundo inteiro.
5 ହେ କୁଖ୍ଯାତ ଓ କଳହ ପ୍ରିଯ ନଗର, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ।
5 Ó cidade infame, cheia de confusão, povos distantes e próximos zombarão de você!
6 'ଆଉ, ଦେଖ, ଇଶ୍ରାୟେଲର ଅଧିପତିଗଣ ପ୍ରେତ୍ୟକକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧିଅରେ ରହିଅଛନ୍ତି।
6 “Todo líder de Israel que vive dentro de seus muros está decidido a derramar sangue.
7 ତୁମ୍ଭ ମଧିଅରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସମାନେେ, ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ଯାଚାର କଲେ, ଅନାଥ ଓ ବିଧବା ପ୍ରତି ଅନ୍ଯାଯ କରିଅଛନ୍ତି।
7 Pais e mães são tratados com desprezo, estrangeiros são obrigados a pagar por proteção, órfãos e viúvas são oprimidos em seu meio.
8 ତୁମ୍ଭେ ଆମ୍ଭ ପବିତ୍ର ବସ୍ତୁଗୁଡ଼ିକୁ ତୁଚ୍ଛ କରିଅଛ ଓ ଆମ୍ଭର ବିଶ୍ରାମଦିନଗୁଡ଼ିକୁ ଅପବିତ୍ର କରିଅଛ।
8 Você despreza minhas coisas santas e profana meus sábados.
9 ରକ୍ତପାତ କରିବାକୁ ନିନ୍ଦୁକମାନେ ତୁମ୍ଭ ମଧିଅରେ ଏଠା ରେ ରହିଅଛନ୍ତି। ତୁମ୍ଭମାନଙ୍କ ମଧ୍ଯରୁ ଲୋକମାନେ ଉଚ୍ଚ ପର୍ବତ ରେ ମୂର୍ତ୍ତିମାନଙ୍କୁ ଉତ୍ସର୍ଗମାନ ଅର୍ପଣ କଲେ ଏବଂ ପବିତ୍ରସ୍ଥାନର ବଳିଦାନ କରି ଭୋଜନ କରିଅଛନ୍ତି,
9 Pessoas acusam outras falsamente e as condenam à morte. Em seu meio há idólatras e gente que faz coisas obscenas.
10 ତୁମ୍ଭ ମଧିଅରେ ଲୋକମାନେ ନିଜ ନିଜ ପିତାର ପତ୍ନୀ ସହିତ ୟୌନ ସମ୍ପର୍କ ରଖିଛନ୍ତି। ଏବଂ ତୁମ୍ଭ ଗୋଷ୍ଠୀ ରେ ଲୋକମାନେ ଅଛନ୍ତି, ୟିଏ ନାରୀମାନଙ୍କୁ ପାଶବିକ ଅତ୍ଯାଚାର ଏମିତକି ସମାନଙ୍କେର ଋତୁସ୍ରାବ ସମୟରେ ମଧ୍ଯ ଅତ୍ଯାଚାର କରନ୍ତି।
10 Homens têm relações sexuais com a esposa do próprio pai e se impõem sobre mulheres menstruadas.
11 ପୁଣି କହେି କହେି ନିଜ ପ୍ରତିବେଶୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କହେି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କହେି ନିଜର ପିତୃକନ୍ଯା ଭଗିନୀକୁ ବଳାତ୍କାର କରିଛନ୍ତି।
11 Há quem cometa adultério com a esposa do vizinho, quem contamine sua nora e quem violente a própria irmã.
12 'ତୁମ୍ଭମାନଙ୍କ ମଧିଅରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନଇେଛନ୍ତି। ତୁମ୍ଭେ ସୁଧ ନଇେ ଋଣ ଦଇେଅଛ ଏବଂ ତୁମ୍ଭେ ଲୋଭ ରେ ଉପଦ୍ରବ କରି ଆପଣା ପ୍ରତିବେଶୀଠାରୁ ଲାଭ ନଇେଅଛ। ତୁମ୍ଭେ ମାେତେ ପାଶୋରି ୟାଇଅଛ।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
12 Por toda parte há assassinos de aluguel, agiotas que cobram juros abusivos e sujeitos que praticam extorsão. Não se lembram de mim, diz o S enhor Soberano.
13 'ମୁଁ ତୁମ୍ଭର ଅନ୍ଯାଯ ଲାଭ ଓ ତୁମ୍ଭ ମଧିଅରେ ଯେଉଁ ରକ୍ତପାତ ହେଉଅଛି, ସେଥିପାଇଁ ତୁମ୍ଭକୁ ଦଣ୍ଡ ଦବେି।
13 “Agora, porém, bato as mãos com indignação por causa do ganho desonesto e do derramamento de sangue em seu meio.
14 ମୁଁ ଯେଉଁଦିନ ତୁମ୍ଭର ଶାସ୍ତି ବିଧାନ ପାଇଁ ବିଚାର କରିବି, ସଦେିନ ତୁମ୍ଭର ହୃଦଯ ଓ ଶକ୍ତି ସହିପାରିବ କି ? ମୁଁ ସଦାପ୍ରଭୁ ଏହା କହିଅଛି ଓ ଏହା ମୁଁ ସିଦ୍ଧ କରିବି।
14 Quão forte e corajosa você será no dia do acerto de contas? Eu, o S enhor , falei e cumprirei o que prometi.
15 ଏବଂ ମୁଁ ଅନ୍ଯାନ୍ଯ ଜାତିଗଣ ମଧିଅରେ ତୁମ୍ଭକୁ ଛିନ୍ନଭିନ୍ନ କରିବି ଓ ନାନା ଦେଶ ରେ ତୁମ୍ଭକୁ ନିକ୍ଷପେ କରିବି। ଏବଂ ଏହି ନଗରରୁ ଅପବିତ୍ରତା ସମ୍ପୂର୍ଣ୍ଣ ଭାବରେ ଦୂର କରିବି।
15 Espalharei você entre as nações e acabarei com sua perversidade.
16 କିନ୍ତୁ ହେ ୟିରୁଶାଲମ, ତୁମ୍ଭେ ସମସ୍ତ ଜାତିଗଣ ସାକ୍ଷାତ ରେ ନିଜ କର୍ମ ୟୋଗୁ ଅପବିତ୍ର ହବେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଏହା ତୁମ୍ଭେ ଜାଣିବ।'
16 E, quando você tiver sido desonrada entre as nações, saberá que eu sou o S enhor ”.
17 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
17 Então recebi esta mensagem do S enhor :
18 ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶ ଆମ୍ଭ ନିକଟରେ ଖାଦ ସ୍ବରୂପ ହାଇେଅଛନ୍ତି। ସେ ସମସ୍ତ ଉହ୍ନଇେ ମଧିଅରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ବରୂପ ହାଇେଅଛନ୍ତି। ସମାନେେ ରୂପାର ଖାଦ ସ୍ବରୂପ।
18 “Filho do homem, o povo de Israel é a coisa desprezível, sem valor, que resta depois de fundir a prata. São refugo, uma mistura inútil de cobre, estanho, ferro e chumbo.
19 ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ତୁମ୍ଭେ ସମସ୍ତେ ଖାଦ ସ୍ବରୂପ ହାଇେଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ୟିରୁଶାଲମର ମଧିଅରେ ଏକତ୍ର କରିବା।
19 Portanto, diga-lhes: ‘Assim diz o S enhor Soberano: Porque vocês são coisa desprezível, sem valor, eu os reunirei em Jerusalém.
20 ଯେପରି ଲୋକମାନେ ଉହ୍ନଇେ ମଧିଅରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପ ରେ ଅଗ୍ନି ରଖି ଫୁଙ୍କନ୍ତି। ସହେିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କୋରଧ ଓ ଆପଣା କୋପ ରେ ଏକତ୍ର କରି ସେ ସ୍ଥାନ ରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା।
20 Como a prata, o cobre, o ferro, o chumbo e o estanho são derretidos na fornalha, assim eu os derreterei com o calor de minha ira ardente.
21 ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କୋରଧାଗ୍ନି ରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭମାନେେ ତରଳି ୟିବ।
21 Eu os reunirei e soprarei sobre vocês o fogo de minha fúria,
22 ଯେପରି ରୂପା ଗୋଟିଏ ଉହ୍ମାଇ ରେ ତରଳା ହାଇେଥାଏ ମୁଁ ତୁମ୍ଭଙ୍କୁ ନଗର ରେ ତରଳାଇବି। ତେଣୁ ତୁମ୍ଭମାନେେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ଆପଣା କୋର୍ଧ ପ୍ରକାଶ କରିଛି।'
22 e vocês derreterão como a prata derrete no calor intenso. Então saberão que eu, o S enhor , derramei sobre vocês a minha fúria’”.
23 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
23 Recebi outra mensagem do S enhor :
24 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦେଶକୁ କୁହ, ତୁମ୍ଭେ ଏକ ଦେଶ ଯାହାକୁ କବେେ ପବିତ୍ର କରାୟାଇ ନାହିଁ। ସଠାେ ରେ ବର୍ଷା ଅସରାଏ ହାଇେ ନାହିଁ।
24 “Filho do homem, transmita esta mensagem a Israel: No dia de minha indignação, vocês serão como uma terra contaminada, uma terra sem chuva.
25 ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।
25 Seus príncipes tramam conspirações, como leões à espreita da presa. Devoram inocentes, apropriam-se de tesouros, obtêm riquezas por extorsão e fazem muitas viúvas na terra.
26 ଯାଜକମାନେ ମାରେ ବ୍ଯବସ୍ଥା ଅବମାନନା କରିଛନ୍ତି ଓ ସମାନେେ ମାରେ ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସମାନେେ ପବିତ୍ର ଓ ଅପବିତ୍ର ମଧିଅରେ କିଛି ପ୍ରଭଦେ ରଖି ନାହାଁନ୍ତି, ସମାନେେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷଯ ରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସମାନେେ ମାରେ ବିଶ୍ରାମଦିନଗୁଡ଼ିକ ହଯେଜ୍ଞାନ କରନ୍ତି। ଏବଂ ମୁଁ ସମାନଙ୍କେ ପାଖ ରେ ନିକୃଷ୍ଟ ହାଇେଛି।
26 Seus sacerdotes não guardaram minha lei e profanaram minhas coisas santas. Não fazem distinção entre sagrado e profano e não ensinam meu povo a distinguir entre cerimonialmente puro e impuro. Desrespeitam meus sábados, de modo que sou desonrado no meio deles.
27 ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ଯାଯ ଲାଭର ଚେଷ୍ଟା ରେ ରକ୍ତପାଦ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।
27 Seus líderes são como lobos que despedaçam as vítimas. Destroem a vida das pessoas por dinheiro!
28 ଭବିଷ୍ଯଦବକ୍ତାମାନେ ଏପରି ଆଚରଣକୁ ଠିକ୍ ବୋଲି ପ୍ରମାଣ କରିବାକୁ କହନ୍ତି। ସମାନେେ ମିଥ୍ଯା ଦର୍ଶନ ପାଆନ୍ତି ଓ ମିଥ୍ଯା ଭବିଷ୍ଯତବାଣୀ କରି କହନ୍ତି, 'ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି,' ଯେତବେେଳେ ସଦାପ୍ରଭୁ କିଛି କହି ନ ଥାନ୍ତି।
28 E seus profetas encobrem tudo isso com visões falsas e previsões mentirosas. Dizem: ‘Recebi esta mensagem do S enhor Soberano’, quando, na verdade, o S enhor não lhes disse coisa alguma.
29 ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ଯାଚାର କରନ୍ତି ଓ ଚୋରି କରନ୍ତି, ସମାନେେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସମାନେେ ବିଦେଶୀମାନଙ୍କୁ ସମାନଙ୍କେ ମଧିଅରେ ବସବାସ କରୁଥିବା ନ୍ଯାଯରୁ ବଞ୍ଚିତ କରି ଅତ୍ଯାଚାର କରନ୍ତି।
29 Até mesmo o povo oprime os pobres, rouba dos necessitados e nega justiça aos estrangeiros.
30 ପୁଣି ଦେଶ ଯେପରି ବିନଷ୍ଟ ନ ହବେ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରିପାରିବ ଓ ଫାଟ ସ୍ଥାନ ରେ ଆମ୍ଭ ସମ୍ମୁଖ ରେ ଦେଶ ସପକ୍ଷ ରେ ଠିଆ ହବେ, ଏପରି ଏକ ଲୋକକୁ ଆମ୍ଭେ ଅନ୍ବଷେଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।
30 “Procurei alguém que reconstruísse o muro que guarda a terra, que se pusesse na brecha para que eu não a destruísse, mas não encontrei ninguém.
31 ଏଣୁ ଆମ୍ଭେ ସମାନଙ୍କେ ଉପ ରେ ଆପଣା କୋରଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନି ରେ ସମାନଙ୍କେୁ ସଂହାର କରିଅଛୁ। ସମାନଙ୍କେର ନିଜ କର୍ମର ଫଳ ସମାନେେ ନିଜେ ଭୋଗିଛନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି
31 Agora, portanto, derramarei minha fúria sobre eles e os consumirei com o fogo de minha ira. Farei cair sobre sua cabeça o castigo merecido por tudo que fizeram. Eu, o S enhor Soberano, falei!”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 22, comparar traduções ou montar um estudo — tudo direto pelo WhatsApp.