Ezequiel 21

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ପୁଣି ଉପସ୍ଥିତ ହେଲା। ସେ କହିଲେ,
1 E veio a mim a palavra do Senhor , dizendo:
2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ୟିରୁଶାଲମ ଆଡ଼େ ଆପଣା ମୁଖ ରଖ। ପବିତ୍ର ସ୍ଥାନଗୁଡ଼ିକ ବିରୁଦ୍ଧ ରେ ନିଜର ବାକ୍ଯ ବର୍ଷଣ କର ଓ ଇଶ୍ରାୟେଲ ଦେଶ ବିପକ୍ଷ ରେ ଭବିଷ୍ଯଦବାଣୀ ପ୍ରଚାର କର।
2 Filho do homem, dirige o rosto contra Jerusalém, e derrama as tuas palavras contra os santuários, e profetiza contra a terra de Israel.
3 ଏବଂ ଇଶ୍ରାୟେଲ ଦେଶକୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି ! ଦେଖ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଟେ। ମୁଁ ଆପଣା ଖଡ୍ଗ କୋଷରୁ ବାହାର କରି ତୁମ୍ଭମାନଙ୍କ ମଧ୍ଯରୁ ଧାର୍ମିକ ଓ ପାପୀକୁ ଉଚ୍ଛିନ୍ନ କରିବି।
3 E dize à terra de Israel: Assim diz o Senhor : Eis que sou contra ti, e tirarei a minha espada da bainha, e exterminarei do meio de ti o justo e o ímpio.
4 କାରଣ ମୁଁ ଧାର୍ମିକ ଓ ପାପୀଷ୍ଠ ଉଭୟଙ୍କୁ ବିନାଶ କରିବି। ତେଣୁ ମାରେ ଖଡ୍ଗ ବ୍ଯବହାର ହବେ, ଏହା କୋଷମୁକ୍ତ ହାଇେ ଦକ୍ଷିଣରୁ ଉତ୍ତର ପର୍ୟ୍ଯନ୍ତ ସମସ୍ତ ଲୋକ ବିରୁଦ୍ଧ ରେ ୟିବ।
4 Por isso que hei de exterminar do meio de ti o justo e o ímpio, a minha espada sairá da bainha contra toda carne, desde o Sul até ao Norte.
5 ସେତବେେଳେ ପ୍ରେତ୍ୟକକ ବ୍ଯକ୍ତି ଜାଣିବେ ଯେ, ମୁଁ ସଦାପ୍ରଭୁ ଆପଣା ଖଡ୍ଗ କୋଷରୁ ବାହାର କରିଅଛି, ତାହା ଆଉ ଫରେିବ ନାହିଁ।'
5 E saberá toda carne que eu, o Senhor , tirei a minha espada da bainha; nunca mais voltará a ela.
6 ପରମେଶ୍ବର ପୁଣି କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦୀର୍ଘ ନିଶ୍ବାସ ଛାଡ଼। ପୁଣି ଆପଣା କଟୀ ଭାଙ୍ଗି ମନସ୍ତାପ ପୂର୍ବକ ସମାନଙ୍କେ ସମ୍ମୁଖ ରେ ଦୀର୍ଘନିଃଶ୍ବାସ ଛାଡ଼ିବ।
6 Tu, porém, ó filho do homem, suspira; suspira à vista deles, com quebrantamento dos teus lombos e com amargura.
7 ଯେତବେେଳେ ସମାନେେ ପଚାରିବେ, 'ତୁମ୍ଭେ କାହିଁକି ଦୀର୍ଘନିଃଶ୍ବାସ ଛାଡ଼ୁଛ ?' ସେତବେେଳେ ତୁମ୍ଭେ କହିବ, 'ସମ୍ବାଦ ସକାେଶ, ତାହା ଆସୁଅଛି। ସେଥି ରେ ସମସ୍ତଙ୍କ ଆତ୍ମା ଭୟ ରେ ତରଳି ୟିବ ଓ ସମସ୍ତଙ୍କ ହସ୍ତ ଭୟ ରେ ଦୁର୍ବଳ ହବେ। ପ୍ରେତ୍ୟକକ ମନୁଷ୍ଯର ଆତ୍ମା ହତ ଉତ୍ସାହିତ ହବେ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହବେ।' ଏବଂ ଦେଖ, ସହେି ସମୟ ଆସୁଅଛି ଓ ତାହା ସିଦ୍ଧ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
7 E será que, quando eles te disserem: Por que suspiras tu?, dirás: Por causa das novas, porque vêm; e todo coração desmaiará, e todas as mãos se enfraquecerão, e todo espírito se angustiará, e todos os joelhos se desfarão em água; eis que vêm e se realizarão, diz o Senhor Jeová .
8 ଅନନ୍ତର ସଦାପ୍ରଭୁ, ମାରେ ପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
8 E veio a mim a palavra do Senhor , dizendo:
9 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବଷ୍ଯଦବାକ୍ଯ ପ୍ରଚାର କରି କୁହ, 'ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି,
9 Filho do homem, profetiza e dize: Assim diz o Senhor: A espada, a espada está afiada e também açacalada;
10 ହତ୍ଯା ନିମନ୍ତେ ତାହା ଶାଣିତ ହାଇେଅଛି, ତାହା ମଧ୍ଯ ମାର୍ଜିତ ହାଇେ ବିଜୁଳି ପରି ଚକ୍ ଚକ୍ କରୁଛି, ' ମାରେ ପୁତ୍ର ତୁମ୍ଭେ ଏହି ଛଡ ସକାେଶ ଖୁସି ନ ଥିଲ, ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ।
10 para matar está afiada, para reluzir está açacalada; alegrar-nos-emos, pois? A vara do meu filho é que despreza todo madeiro.
11 ପୁଣି ହାତ ରେ ଧରାୟିବା ପାଇଁ ଖଡ୍ଗ ଗଣିତ ହାଇେଅଛି। ଘାତକର ହାତ ରେ ଦବୋ ନିମନ୍ତେ ତାହା ଶାଣିତ ଓ ମାର୍ଜିତ ହାଇେଅଛି।
11 E foi dada a açacalar, para ser manejada; esta espada está afiada e está açacalada, para ser posta na mão do matador.
12 ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ୍ରନ୍ଦନ ଓ ହାହାକାର କର। ଏପରି ମାରେଖଡ୍ଗ ଲୋକମାନଙ୍କ ବିରୁଦ୍ଧ ରେ ଓ ସମସ୍ତ ଇଶ୍ରାୟେଲର ଅଧିପତିଗଣଙ୍କ ବିରୁଦ୍ଧ ରେ ଉେତ୍ତାଳିତ ହାଇେଅଛି। ସମାନେେ ମାେ ଖଡ୍ଗ ରେ ସମର୍ପିତ ହାଇେଅଛନ୍ତି। ତେଣୁ ତୁମ୍ଭେ ଆପଣା ଛାତି ରେ ଆଘାତ କରି ତୁମ୍ଭର ଦୁଃଖ ପ୍ରକାଶ କର।
12 Grita e geme, ó filho do homem, porque ela será contra o meu povo, contra todos os príncipes de Israel; espantos terá o meu povo por causa da espada; bate, pois, na tua coxa.
13 ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ଯାଖ୍ଯାନ କରିବା ପ ରେ ଆଉ କ'ଣ ବାକି ରହିଲା ?' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
13 Porque se faz uma prova; e que seria se não existisse a própria vara desprezadora? — diz o Senhor Jeová .
14 ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କରତାଳି ଦଇେ ଭବିଷ୍ଯଦବାକ୍ଯ ପ୍ରଚାର କର।
14 Tu, pois, ó filho do homem, profetiza e bate com as mãos uma na outra; porque a espada até à terceira vez se dobrará; a espada é dos atravessados, dos mortalmente feridos e entrará neles até às recâmaras.
15 ସମାନଙ୍କେର ଅନ୍ତର ଭୟ ରେ ଯେପରି ତରଳି ୟାଏ ଓ ସମାନଙ୍କେର ବହୁ ବିଘ୍ନ ଜନ୍ମେ, ଏଥିପାଇଁ ମୁଁ ସମାନଙ୍କେର ସକଳ ନଗର ଦ୍ବାର ବିରୁଦ୍ଧ ରେ ଖଡ୍ଗ ଲକ୍ଷ୍ଯ କରି ରଖିଅଛି। ଏହା ହତ୍ଯା କଲାପ ରେ ଏହା ବିଜୁଳି ପରି ଚକମକ କରୁଛି।
15 Para que desmaie o coração, e se multipliquem os tropeços, contra todas as suas portas, pus a ponta da espada, que foi feita como raio e está reservada para matar!
16 ହେ ଖଡ୍ଗ ଦକ୍ଷିଣ ଓ ବାମକୁ କାଟ। ଯେଉଁ ଆଡ଼େ ତୁମ୍ଭର ଧାର ଯାଉଛି।
16 Ó espada, une-te, vira-te para a direita, prepara-te, vira-te para a esquerda, para onde quer que o teu rosto se dirigir.
17 ମୁଁ ମଧ୍ଯ ମାରେ କରତାଳି ମାରିବି ଓ ମାରେ କୋପକୁ ଶାନ୍ତ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।
17 E também eu baterei com as minhas mãos uma na outra e farei descansar a minha indignação; eu, o Senhor , falei.
18 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
18 E veio a mim a palavra do Senhor dizendo:
19 ହେ ମନୁଷ୍ଯ ପୁତ୍ର, ବାବିଲ ରାଜାର ଖଡ୍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇପଥ ନିରୂପଣ କର। ଦୁଇ ପଥ ଗୋଟିଏ ଦେଶରୁ ଆସିବ। ନଗର ଆଡ଼କୁ ୟାଇଥିବା ସଡ଼କର ମୁଣ୍ଡ ରେ ଏକ ପଥ ନିର୍ଦ୍ଦଶେ କରୁଥିବା ପ୍ରସ୍ତର ଫଳକ ରଖ।
19 Tu, pois, ó filho do homem, propõe dois caminhos, por onde venha a espada do rei da Babilônia; ambos procederão de uma mesma terra; põe neles marcos indicadores, põe-nos na entrada do caminho para a cidade.
20 ଖଡ୍ଗ ଆସିବା ନିମନ୍ତେ ପଥ ଚିହ୍ନିତ କର, ଗୋଟିଏ ପଥ ଅମ୍ନୋନୀଯର ରବବାକୁ ୟାଏ ଓ ଅନ୍ୟଟି ଯିହୁଦାର ସୁରକ୍ଷିତ ସହର ୟିରୁଶାଲମକୁ ୟାଏ।
20 Um caminho proporás, por onde virá a espada contra Rabá dos filhos de Amom e contra Judá, em Jerusalém, a fortificada.
21 କାରଣ ବାବିଲର ରାଜା ଦୁଇଟି ସଡ଼କର ମିଶିଥିବା ସ୍ଥାନ ରେ ଛିଡ଼ା ହବେେ। ସେ ତୀରଗୁଡ଼ିକୁ ନିକ୍ଷପେ କରି ଗୁଳାବାଣ୍ଟ ସାହାୟ୍ଯ ରେ ମୂର୍ତ୍ତିମାନଙ୍କୁ ବୁଝାସୁଝା କରି ଏବଂ ପ୍ରକୃତକୁ ପରୀକ୍ଷା କରି ଭବିଷ୍ଯ ଚିହ୍ନ ଖାଜେି ବୁଲିବେ।
21 Porque o rei de Babilônia parará na encruzilhada, no cimo dos dois caminhos para fazer adivinhações; aguçará as suas flechas, consultará os terafins, atentando nas entranhas.
22 ଗୁଳାବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତ ରେ ଉଠାଇଲା, ତାହା ୟିରୁଶାଲମର ହବେ। ଯେଉଁଠା ରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ଯା କରିବାକୁ ଆଜ୍ଞା ଦବେ, ୟୁଦ୍ଧ ପାଇଁ ସେ ଡ଼ାକରା ଦବେ, ଫାଟକ ବିରୁଦ୍ଧ ରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପ ରେ ସମାନେେ ସହର ଚତୁଃପାଶର୍‌ବ ରେ ପ୍ରାଚୀର ନିର୍ମାଣ କରିବ।
22 À sua direita estará a adivinhação sobre Jerusalém, para ordenar os aríetes, para abrir a boca à matança, para levantar a voz com júbilo, para pôr os aríetes contra as portas, para levantar tranqueiras, para edificar baluartes.
23 ଇଶ୍ରାୟେଲର ଲୋକମାନଙ୍କ ସମସ୍ତ ଅର୍ଥହୀନ ବୋଲି ବିଚାର କରାୟିବ, କାରଣ ସମାନଙ୍କେର ପ୍ରତିଜ୍ଞାଗୁଡ଼ିକ ଅଛି, ଯାହା ସମାନେେ କଲେ। କିନ୍ତୁ ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ ଓ ତା'ପ ରେ ସମାନେେ ଧରାଯିବେ।
23 Isso será aos olhos deles como adivinhação vã, pois foram ajuramentados com juramentos entre eles; mas ele se lembrará da maldade, para que sejam apanhados.
24 ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, କାରଣ ତୁମ୍ଭେ ମାେତେ ତୁମ୍ଭର ମାେ ପ୍ରତି ଅବଜ୍ଞା ତୁମ୍ଭ କାର୍ୟ୍ଯର ପାପ ଦଖାଇେ ମାେତେ ତୁମ୍ଭର ପାପ ମନେ ପକାଇଲ। କାରଣ ତୁମ୍ଭେ ମାେତେ ମନେପକାଇ ଦିଅ ଯେ, ତୁମ୍ଭେ ବନ୍ଦୀରୂପେ ୟିବ।
24 Portanto, assim diz o Senhor Jeová : Visto que me fazeis lembrar da vossa maldade, descobrindo-se as vossas prevaricações, aparecendo os vossos pecados em todos os vossos atos, e visto que viestes em memória, sereis apanhados na mão.
25 ହେ ଦୁଷ୍ଟ ଇଶ୍ରାୟେଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ଯା କରାୟିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହାଇେଅଛି।
25 E tu, ó profano e ímpio príncipe de Israel, cujo dia virá no tempo da extrema maldade;
26 ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ ; ଏହା ଆଉ ସପରେି ରହିବ ନାହିଁ। ଯେଉଁମାନେ ଉଚ୍ଚ ସମାନେେ ନୀଚ ହବେେ ଓ ଯେଉଁମାନେ ନୀଚ ସମାନେେ ଉଚ୍ଚ ହବେେ।
26 assim diz o Senhor Jeová : Tira o diadema, e levanta a coroa; esta não será a mesma; exalta o humilde e humilha o soberbo.
27 ମୁଁ ସମ୍ପୂର୍ଣ୍ଣରୂପେ ସହେି ସହର ଧ୍ବଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ୟ୍ଯନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତ ରେ ମୁଁ ଏହାକୁ ଦବେି।
27 Ao revés, ao revés, ao revés a porei, e ela não será mais, até que venha aquele a quem pertence de direito, e a ele a darei.
28 ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବିଷ୍ଯତ୍ ବାକ୍ଯ ପଚାର କରି କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଅମ୍ ନୋନ ସନ୍ତାନଗଣ ବିଷଯ ରେ ଓ ସମାନଙ୍କେ ଅପମାନ ବିଷଯ ରେ ଏହି କଥା କହନ୍ତି,
28 E tu, ó filho do homem, profetiza e dize: Assim diz o Senhor Jeová acerca dos filhos de Amom e acerca do seu desprezo; dize, pois: A espada, a espada está desembainhada, açacalada para a matança, para consumir, para reluzir;
29 ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ ଓ ତୁମ୍ଭର ମିଥ୍ଯା ମନ୍ତ୍ର ତୁମ୍ଭକୁ ସହାୟ ହବେ ନାହିଁ। ଦୁଷ୍ଟ ଲୋକମାନଙ୍କର ଗଳା ରେ ଖଣ୍ଡାଟିକୁ ରଖାୟିବ, ଯେଉଁମାନେ ହତ ହବୋକୁ ଅଛନ୍ତି, ସହେିମାନଙ୍କ ପାଇଁ ଦଣ୍ଡିତ ହବୋର ଦିନ ପହଞ୍ଚିୟାଇଛି। ଏବଂ ସମାନଙ୍କେର ଦୋଷର ଅବସାନ ଘଟିବ।
29 entretanto que te veem vaidade, entretanto que te adivinham mentiras para te porem no pescoço dos ímpios, mortalmente feridos, cujo dia virá no tempo da extrema maldade.
30 ' ହେ ବାବିଲ, ଖଡ୍ଗକୁ ପୁନର୍ବାର କୋଷ ମଧ୍ଯକୁ ଫରୋଇ ଆଣ। ତୁମ୍ଭେ ଯେଉଁଠା ରେ ସୃଷ୍ଟି ହାଇେଥିଲ ଓ ଯେଉଁଠା ରେ ତୁମ୍ଭେ ଜନ୍ମ ହାଇେଥିଲ, ସଠାେ ରେ ମୁଁ ତୁମ୍ଭର ବିଚାର କରିବି।
30 Torne a tua espada à sua bainha; no lugar em que foste criado, na terra do teu nascimento, te julgarei.
31 ଆଉ ମୁଁ ତୁମ୍ଭ ଉପ ରେ ଆପଣା କୋରଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପ ରେ ଆପଣା କୋରଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତ ରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବା ରେ ପାରଙ୍ଗମ।
31 E derramarei sobre ti a minha indignação, assoprarei contra ti o fogo do meu furor, entregar-te-ei nas mãos dos homens brutais, inventores de destruição.
32 ତୁମ୍ଭେ ଅଗ୍ନି ରେ ଜାଳସ୍ବରୂପ ହବେ ; ତୁମ୍ଭର ରକ୍ତ ଦେଶ ମଧିଅରେ ପତିତ ହବେ। ଆଉ ତୁମ୍ଭେ ସ୍ମୃତି ପଥରେ ଆସିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।'
32 Ao fogo servirás de pasto, o teu sangue estará no meio da terra, e não virás em memória; porque eu, o Senhor , o disse.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 21, comparar traduções ou montar um estudo — tudo direto pelo WhatsApp.