Ezequiel 20

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନ ରେ ଇଶ୍ରାୟେଲ ବଂଶୀଯ ପ୍ରାଚୀନବର୍ଗଙ୍କ ମଧ୍ଯରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମାେ ସମ୍ମୁଖ ରେ ବସିଲେ।
1 No sétimo ano, no décimo dia do quinto mês, vieram alguns anciãos de Israel consultar o Senhor, e se assentaram diante de mim.
2 ସହେି ସମୟରେ ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2 A palavra do Senhor me foi dirigida nestes termos:
3 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ପ୍ରାଚୀନବର୍ଗଙ୍କୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତେଣୁ ତୁମ୍ଭମାନେେ ମାେ ବିଷଯ ରେ ତଦାରଖ କରିବାକୁ ଆସିଅଛ ? ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ କିଛି ପଚାରିବାକୁ ଦବେି ନାହିଁ।'
3 filho do homem, dirige-te como se segue aos anciãos de Israel: eis o que diz o Senhor Javé: viestes para me consultar. Por minha vida! Eu não me deixarei consultar por vós - oráculo do Senhor Javé.
4 ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ସମାନଙ୍କେର ବିଚାର କରିବ ? ସମାନଙ୍କେର ପିତୃପୁରୁଷମାନଙ୍କର ଘୃଣା ଯୋଗ୍ଯ କ୍ରିଯାସବୁ ସମାନଙ୍କେୁ ଜ୍ଞାତ କରାଅ।
4 Julga-os, julga-os pois, filho do homem. Faze-os reconhecer as abominações de seus pais.
5 ଏବଂ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ଯେତବେେଳେ ଇଶ୍ରାୟେଲକୁ ମନୋନୀତ କଲି ଓ ଯାକୁବର ପୁତ୍ରମାନଙ୍କ ଉପ ରେ ଆପଣା ହସ୍ତ ବିସ୍ତାର କଲି ଏବଂ ମିଶର ରେ ସମାନଙ୍କେ ନିକଟରେ ନଜକୁ ପରିଚିତ କରାଇଲି, ମୁଁ ସମାନଙ୍କେ ଉପ ରେ ହସ୍ତ ବିସ୍ତାର କଲି ଏବଂ ସମାନଙ୍କେ ପକ୍ଷ ରେ କହିଲି, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
5 Dize-lhes: eis o que diz o Senhor Javé: no dia em que fiz a escolha de Israel, em que levantei a mão para a raça de Jacó, em que me dei a conhecer a eles no Egito, em que ergui a mão para eles, dizendo: sou eu que sou o Senhor, vosso Deus -,
6 ସହେିଦିନ ମୁଁ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଲି ଓ ସମାନଙ୍କେୁ ଏପରି ଏକ ଦେଶକୁ ନଇଗେଲି ଯେଉଁଠା ରେ ଦୁଗ୍ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧିଅରେ ଗୌରବମଯ ଥିଲା।
6 foi nesse dia que jurei tirá-los do Egito para conduzi-los à terra que eu escolhera para eles, terra que mana leite e mel, a jóia de todos os países.
7 ଏବଂ ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ଦେଖୁଥିବା ଘୃଣ୍ଯ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀଯମାନଙ୍କ ମୂର୍ତ୍ତି ଦ୍ବାରା ତୁମ୍ଭମାନେେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଅଟେ।
7 Eu lhes disse então: que cada um lance para fora os ídolos abomináveis que atraem os vossos olhos; não mais vos mancheis com os ídolos do Egito. Eu é que sou o Senhor, vosso Deus.
8 କିନ୍ତୁ ସମାନେେ ମାରେ ବିରୁଦ୍ଧାଚରଣ କଲେ ଓ ମାେ କଥା ଶୁଣିଲେ ନାହିଁ। ସମାନେେ ପ୍ରେତ୍ୟକକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ଯ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀଯ ପ୍ରତିମାମାନଙ୍କୁ ପରିତ୍ଯାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧିଅରେ ସମାନଙ୍କେୁ ଧ୍ବଂସ କରିବାକୁ ସମାନଙ୍କେ ପ୍ରତିକୂଳ ରେ ଆପଣା କୋପ ଢ଼ାଳିଲି।
8 Eles, porém, se rebelaram contra mim e se recusaram a escutar-me; nenhum deles rejeitou os ídolos abomináveis que atraem os olhos e nenhum abandonou os ídolos do Egito. À vista disso, decidi desencadear sobre eles a minha cólera e contra eles e contra o próprio Egito saciar o meu furor.
9 କିନ୍ତୁ ମୁଁ ସମାନଙ୍କେୁ ଧ୍ବଂସ କଲି ନାହିଁ। କାରଣ ସମାନଙ୍କେ ସହିତ ଥିବା ଲୋକମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କରିବା ପାଇଁ ମାେତେ ଭଲ ଲାଗିଲା ନାହିଁ, କାରଣ ଯେତବେେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସମାନଙ୍କେୁ ମିଶରରୁ ବାହାର କରି ଆଣିବା ଦ୍ବାରା ମୁଁ ଇଶ୍ରାୟେଲୀୟମାନଙ୍କଠା ରେ ପରିଚିତ ହଲିେ।
9 Se eu os tirei do Egito, foi somente em consideração ao meu nome, a fim de que não fosse odiado aos olhos das nações entre as quais viviam, e onde eu me tinha dado a conhecer a eles.
10 ମୁଁ ଇଶ୍ରାୟେଲକୁ ମିଶର ଦେଶରୁ ବାହାର କରି ଆଣି ମରୁଭୂମିରେ ରଖିଲି।
10 Eu os fiz assim sair do Egito e os conduzi ao deserto.
11 ତା'ପ ରେ ଆମ୍ଭେ ସମାନଙ୍କେୁ ଆପଣାର ବିଧି ଦଲେୁ ଓ ଆପଣା ବ୍ଯବସ୍ଥା ସକଳ ଜ୍ଞାତ କରାଇଲୁ। ଯେଉଁ ମଣିଷ ତାହା ପାଳନ କରିବ ସେ ବଞ୍ଚିବ।
11 Eu lhes dei as minhas leis e lhes ensinei os meus preceitos, em virtude dos quais vive aquele que os observa.
12 ଏବଂ ମୁଁ ସମାନଙ୍କେୁ ମାରେ ବିଶ୍ରାମ ଦିନ ବିଷଯ ରେ ସବୁ କହିଲି। ଏହା ମାରେ ଓ ସମାନଙ୍କେ ମଧିଅରେ ଚୁକ୍ତିର ଚିହ୍ନ ସ୍ବରୂପ ଯେଉଁଥି ପାଇଁ ସମାନେେ ହୁଏତ ଜାଣିପାରନ୍ତି ଯେ, ମୁଁ ସଦାପ୍ରଭୁ ସମାନଙ୍କେୁ ପବିତ୍ର କଲି।
12 Instituí mesmo para eles os meus sábados, como sinal entre mim e eles, a fim de que reconhecessem que sou eu, o Senhor, que os santifica.
13 କିନ୍ତୁ ଇଶ୍ରାୟେଲର ପୁତ୍ରଗଣ ମରୁଭୂମିରେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପଥରେ ଚାଲିଲେ ନାହିଁ ଓ ମାରେ ବ୍ଯବସ୍ଥା ସକଳ ଅଗ୍ରାହ୍ଯ କଲେ। ଯାହାକୁ ଯଦି ଜଣେ ମନୁଷ୍ଯ ଅନୁସରଣ କରେ, ତବେେ ସେ ବଞ୍ଚିବ। ଏବଂ ସମାନେେ ମାରେ ବିଶ୍ରାମଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ମାରେ କୋରଧ ଢ଼ାଳି ଦବେି ଓ ସମାନଙ୍କେୁ ବିନାଶ କରିବି।
13 No deserto, todavia, os israelitas se rebelaram contra mim; não praticaram as minhas leis e rejeitaram os meus preceitos, em virtude dos quais o homem vive, quando os cumpre; profanaram gravemente os meus sábados. Por isso tomei a resolução de desencadear sobre eles o meu furor, no deserto, para aniquilá-los.
14 କିନ୍ତୁ ମୁଁ ମାରେ ନାମକୁ ସହେି ଲୋକମାନଙ୍କ ସମ୍ମୁଖ ରେ ଭ୍ରଷ୍ଟ କରିବା ପାଇଁ ଚାହିଁଲି ନାହିଁ। ଯେଉଁମାନଙ୍କ ଆଗ ରେ ମୁଁ ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲି।
14 Mas o fiz em consideração ao meu nome, a fim de que não ficasse ele desmoralizado aos olhos das nações, perante as quais eu os tinha feito sair {do Egito}.
15 ଦୁଗ୍ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସମାନଙ୍କେୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ପ୍ରତିଜ୍ଞା କଲି, ଯାହା ମୁଁ ସମାନଙ୍କେୁ ଆଗରୁ ପ୍ରତିଜ୍ଞା କରିଥିଲି।
15 Todavia, no deserto, eu lhes fiz o juramento de não levá-los à terra que eu lhes tinha prometido, terra onde corria leite e mel, a mais bela de todas as terras,
16 କାରଣ ସମାନେେ ମାରେ ବିଧି ସକଳ ମାନିବାକୁ ମନା କଲେ। ସମାନେେ ମାରେ ନିଯମ ଅନୁସାରେ ଜୀବନ ୟାପନ କଲେ ନାହିଁ ଏବଂ ସମାନେେ ମାରେ ବିଶ୍ରାମଦିନକୁ କଳୁଷିତ କଲେ। ସମାନେେ ଏହିପରି ବ୍ଯବହାର କଲେ, କାରଣ ସମାନଙ୍କେର ହୃଦଯ ସମାନଙ୍କେର ମୂର୍ତ୍ତିଗୁଡ଼ିକ ପ୍ରତି ଅନୁରକ୍ତ ଥିଲା।
16 porque haviam rejeitado as minhas leis, abandonando os meus preceitos, profanando os meus sábados e entregando-se intimamente a seus ídolos.
17 ତଥାପି ମୁଁ ସମାନଙ୍କେ ପାଇଁ ଦୁଃଖିତ ହଲିେ ଓ ସମାନଙ୍କେୁ ବିନାଶ କଲି ନାହିଁ। ସହେି ମରୁଭୂମି ମଧିଅରେ ସମାନଙ୍କେୁ ସମ୍ପୂର୍ଣ୍ଣରୂପେ ହତ୍ଯା କଲି ନାହିଁ।
17 Depois eu me compadeci deles; renunciei à idéia de destruí-los, e não os exterminei completamente no deserto.
18 ଏବଂ ମରୁଭୂମିରେ ସମାନଙ୍କେର ପୁତ୍ରଗଣଙ୍କୁ କହିଲି, ତୁମ୍ଭମାନେେ ନିଜ ପିତୃଗଣଙ୍କ ବିଧି ଅନୁସାରେ ଚାଲ ନାହିଁ। ସମାନଙ୍କେର ବ୍ଯବସ୍ଥା ସକଳ ମାନ ନାହିଁ, ସମାନଙ୍କେ ପ୍ରତିମାଗଣ ଦ୍ବାରା ନିଜକୁ ଅଶୁଚି କର ନାହିଁ।
18 Eu disse no deserto a seus filhos: não sigais os preceitos dos vossos pais, não imiteis as suas práticas, contaminando-vos com os ídolos.
19 ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଅଟେ ; ମାରେ ବିଧି ରୂପ ପଥରେ ଚାଲ ଓ ମାରେ ବିଧି ସକଳ ରକ୍ଷା କରି ପାଳନ କର।
19 Sou eu, o Senhor, que sou o vosso Deus. Deveis guardar as minhas leis, observar e praticar as minhas ordens.
20 ଏବଂ ମାରେବିଶ୍ରାମଦିନଗୁଡ଼ିକୁ ପବିତ୍ର ରଖ। ଯାହା ଫଳ ରେ ସମାନେେ ମାେ ଓ ତୁମ୍ଭ ମଧିଅରେ ଚୁକ୍ତିର ଚିହ୍ନ ଦବେେ। ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
20 Respeitai santamente os meus sábados, a fim de que sejam um sinal entre mim e vós, e que se saiba que eu, o Senhor, é que sou o vosso Deus.
21 କିନ୍ତୁ ଇଶ୍ରାୟେଲର ଲୋକମାନେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପାଳନ କଲେ ନାହିଁ କିମ୍ବା ମାରେ ବ୍ଯବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କହେି ମାରେ ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସମାନେେ ମାରେ ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମାରେ କୋରଧ ସମାନଙ୍କେ ଉପ ରେ ଢ଼ାଳି ଦବେି ଏବଂ ପୁରାମାତ୍ରା ରେ ମାରେ କୋପ ସମାନଙ୍କେ ବିରୁଦ୍ଧ ରେ ପ୍ରକାଶ କରିବି।
21 Mas também os filhos se sublevaram contra mim, não cumpriram as minhas leis, não as observaram, pondo em prática os meus preceitos, em virtude dos quais o homem vive, desde que os cumpra; e eles profanaram os meus sábados. Por isso concebi o desígnio de desencadear contra eles a minha cólera, de fartar minha ira contra eles no deserto.
22 କିନ୍ତୁ ମୁଁ ନିଜକୁ କ୍ଷାନ୍ତ କଲି, କାରଣ ମାରେନାମ ପାଖାପାଖି ଦବେତାମାନଙ୍କ ଦ୍ବାରା ଉପହାସିତ ନ ହେଉ ବୋଲି ମୁଁ ଚାହିଁଲି। ଯେଉଁମାନଙ୍କ ଦୃଷ୍ଟି ରେ ମୁଁ ଇଶ୍ରାୟେଲୀୟମାନଙ୍କୁ ମିଶରରୁ ବାହାର କରିଆଣିଲି।
22 Se retirei a minha mão, foi em atenção ao meu nome, a fim de que não seja desrespeitado entre as nações perante as quais eu os tirei {do Egito}.
23 ଏବଂ ସମାନଙ୍କେୁ ନାନା ଜାତି ଏବଂ ଦେଶ ମଧିଅରେ ଛିନ୍ନଭିନ୍ନ କରିବା ସକାେଶ ମରୁଭୂମିରେ ମୁଁ ସମାନଙ୍କେ ବିରୁଦ୍ଧ ରେ ମାରେ ହସ୍ତ ଉଠାଇଲି।
23 Entretanto, fiz, no deserto, o juramento de dispersá-los entre as nações e de disseminá-los através dos países,
24 କାରଣ ସମାନେେ ମାରେ ଆଜ୍ଞା ସକଳ ପାଳନ କଲେ ନାହିଁ ଓ ମାରେ ସକଳ ବିଧି ଅଗ୍ରାହ୍ଯ କଲେ ଓ ମାରେ ସମସ୍ତ ବିଶ୍ରାମଦିନ କଳୁଷିତ କଲେ ଏବଂ ସମାନଙ୍କେର ପିତାମାନଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କଲେ।
24 porque não haviam observado os meus preceitos, tinham rejeitado as minhas leis, profanando os meus sábados e deixando seus olhos se apegar aos ídolos de seus pais.
25 ତେଣୁ ଯେଉଁ ବିଧି ମଙ୍ଗଳଜନକ ନୁହେଁ ସହେିସବୁ ବିଧି ଆମ୍ଭେ ସମାନଙ୍କେୁ ଦଲେୁ ଓ ଯେଉଁ ଶାସନ ରେ ସମାନେ ବଞ୍ଚିବେ ନାହିଁ ସହେିପରି ଶାସନ ସମାନଙ୍କେୁ ଦଲେୁ।
25 De minha parte, cheguei a dar-lhes estatutos que lhes foram funestos, ordens em virtude das quais não podiam viver;
26 ମୁଁ ସମାନଙ୍କେୁ ସମାନଙ୍କେର ଉପହାର ମାଧ୍ଯମ ରେ ପ୍ରଥମଜାତ ସନ୍ତାନର ବଳିଦାନ ମାଧ୍ଯମ ରେ ଅଶୁଚି କଲି। ତେଣୁ ମୁଁ ସମାନଙ୍କେୁ ବିନାଶ କରିପାରିଲି। ଫଳ ରେ ସମାନେେ ଶିକ୍ଷା ପାଇବେ ଯେ, ମୁଁ ହିଁ ସଦାପ୍ରଭୁ।'
26 eu os tornei impuros por suas oferendas - quando faziam passar seus primogênitos pelo fogo - para puni-los e dar-lhes a conhecer que eu sou o Senhor.
27 ଏଣୁ ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ସମାନଙ୍କେର ଅବିଶ୍ବସ୍ତତା ରେ ମାରେ ନିନ୍ଦା କରିଅଛନ୍ତି।
27 Por isso, filho do homem, dirige-te à casa de Israel: eis o que diz o Senhor Javé: ainda nisso me ultrajaram os vossos pais, e me foram infiéis.
28 ତଥାପି ମୁଁ ଆଗ ରେ ଯେଉଁ ଦେଶ ସମାନଙ୍କେୁ ଦବୋପାଇଁ ପ୍ରତିଜ୍ଞା କରିଥିଲି, ସହେି ଦେଶକୁ ସମାନଙ୍କେୁ ଆଣିଲି। ସେତବେେଳେ ସମାନେେ ପ୍ରେତ୍ୟକକ ଉଚ୍ଚପର୍ବତ ଓ ପ୍ରେତ୍ୟକକ ଗହଳିଆ ବୃକ୍ଷ ଦେଖି ସମାନଙ୍କେର ବଳିଦାନ କଲେ। ସମାନେେ ସମାନଙ୍କେର ବଳିଦାନ ଦ୍ବାରା ମାେତେ ବିରକ୍ତ କଲେ। ସମାନେେ ନିଜର ସୁଗନ୍ଧି ଦ୍ରବ୍ଯ ରଖିଲେ ଓ ନିଜ ନିଜର ପଯେ ନବୈେଦ୍ଯ ଢ଼ାଳିଲେ।
28 Após haverem sido introduzidos por mim na terra que lhes havia jurado dar à vista de todas as suas colinas elevadas, de todas as árvores frondosas, ofereceram seus sacrifícios e apresentaram as suas oblações que me irritavam; depuseram o agradável odor {de suas oferendas} e derramaram as suas libações.
29 ସେ ଉଚ୍ଚସ୍ଥଳୀକୁ ୟିବାର ଅଭିପ୍ରାଯ କ'ଣ ବୋଲି ଆମ୍ଭେ ସମାନଙ୍କେୁ ପଚାରିଲୁ। ମାତ୍ର ଏବସେୁଦ୍ଧା ସହେି ସ୍ଥାନର ନାମ ବାମା ରହିଅଛି।'
29 Então eu lhes disse: que lugar alto é esse, aonde ides? E esse nome de lugar alto é o que até hoje tem subsistido.
30 ପରମେଶ୍ବର କହିଲେ, ଇଶ୍ରାୟେଲର ଲୋକମାନଙ୍କୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ପଚାରନ୍ତି, ପିତୃପୁରୁଷମାନଙ୍କ ପରି କାର୍ୟ୍ଯ କରି ମୂର୍ତ୍ତିମାନଙ୍କ ସହିତ ବ୍ଯଭିଚାରୀତା କରି ତୁମ୍ଭମାନେେ କ'ଣ ନିଜକୁ ଅଶୁଚି କରୁ ନାହଁ ଓ ସମାନଙ୍କେର ଘୃଣ୍ଯ ମୂର୍ତ୍ତିମାନଙ୍କ ଦ୍ବାରା ବ୍ଯଭିଚାରୀ ହେଉଅଛ ?
30 Por isso, dirige-te assim à casa de Israel: eis o que diz o Senhor Javé: vós vos contaminais, à maneira dos vossos pais, e vos prostituís como os seus ídolos.
31 ଯେତବେେଳେ ତୁମ୍ଭମାନେେ ଉପହାର ଆଣୁଛ, ନିଜ ନିଜ ସନ୍ତାନମାନଙ୍କୁ ଆଜି ପର୍ୟ୍ଯନ୍ତ ଅଗ୍ନି ରେ ଉତ୍ସର୍ଗ କରୁଛ ? ହେ ଇଶ୍ରାୟେଲର ଲୋକମାନେ, ମାଠାରୁେ ଉପଦେଶ ନବୋକୁ ତୁମ୍ଭମାନଙ୍କୁ ଅନୁମତି ଦବେି କି ? ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ଜୀବିତ ଥିବାୟାଏ ତୁମ୍ଭମାନଙ୍କୁ ଉପଦେଶ କି ପରାମର୍ଶ ଦବେି ନାହିଁ।
31 Apresentando as vossas oferendas, fazendo passar vossos filhos pelo fogo, vós ainda hoje vos manchais com todos os vossos ídolos. E eu, casa de Israel, eu me deixarei consultar por vós? Por minha vida - oráculos do Senhor Javé -, não o farei.
32 ତୁମ୍ଭମାନେେ କହୁଛ, ଆସ ଆମ୍ଭମାନେେ ଅନ୍ୟ ଦେଶୀଯମାନଙ୍କ ପରି ହବୋ, ଗୋଷ୍ଠୀଯମାନଙ୍କ ପରି ହବୋ, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନ ରେ ଉଠୁଥିବା ଏହି ଇଚ୍ଛା କବେେ ପୂରଣ ହବେ ନାହିଁ।'
32 Nada sucederá daquilo que sonhais quando dizeis: iremos fazer como as nações, como as raças da terra, rendendo culto à árvore e à pedra.
33 ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପର୍ୟ୍ଯନ୍ତ ନିଶ୍ଚଯ ବଳବାନ୍ ହସ୍ତ ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ବାରା ତୁମ୍ଭମାନଙ୍କ ଊପ ରେ ରାଜା ହାଇେ ଶାସନ କରିବୁ।
33 Por minha vida - oráculo do Senhor Javé -, é com mão forte, com braço estendido, no desencadeamento do meu furor, que eu reinarei sobre vós.
34 ପୁଣି ଆମ୍ଭେ ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ବାରା ତୁମ୍ଭମାନଙ୍କୁ ଗୋଷ୍ଠୀଗଣ ମଧ୍ଯରୁ ବାହାର କରିଆଣିବୁ ଓ ଛିନ୍ନ ଭିନ୍ନ ହାଇେ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବୁ।
34 Eu vos tirarei do meio das nações; reunir-vos-ei fora dos países onde vos achais dispersos e, com mão poderosa, braço estendido, no desencadear do meu furor,
35 ଏବଂ ମୁଁ ତୁମ୍ଭମାନଙ୍କୁ ଗୋଷ୍ଠୀ ସମୂହର ମରୁଭୂମିକୁ ଆଣି ମୁହାଁମୁହିଁ ତୁମ୍ଭମାନଙ୍କର ବିଚାର କରିବି।
35 vos conduzirei ao deserto das nações onde, face a face, entrarei em julgamento convosco.
36 ପୁଣି ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ମୁଁ ମିଶର ଦେଶର ମରୁଭୂମିରେ ତୁମ୍ଭମାନଙ୍କର ପିତୃପୁରୁଷଗଣର ବିଚାର କରିଥିଲି, ମୁଁ ତୁମ୍ଭମାନଙ୍କର ବିଚାର କରିବି।
36 Como entrei em demanda com os vossos pais, no deserto do Egito, assim entrarei em demanda convosco - oráculo do Senhor Javé.
37 ଆଉ ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବୁ ଓ ତୁମ୍ଭମାନଙ୍କୁ ଚୁକ୍ତି ବନ୍ଧନ ରେ ଆବଦ୍ଧ କରିବୁ।
37 Eu vos farei passar sob o bastão e reentrar nos liames da aliança.
38 ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମାେ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ଯରୁ ବାହାର କରି ଦୂର କରି ଦବେି। ସମାନେେ ଯେଉଁ ଦେଶ ରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସମାନଙ୍କେୁ ବାହାର କରି ଆଣିବି, ମାତ୍ର ସମାନେେ ଇଶ୍ରାୟେଲ ଦେଶ ରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।
38 Segregarei do vosso meio os rebeldes e aqueles que contra mim se revoltaram, e os tirarei da terra onde se estabeleceram, e eles não entrarão na terra de Israel. Assim sabereis que sou eu o Senhor.
39 ହେ ଇଶ୍ରାୟେଲର ଭବିଷ୍ଯତ୍ ବଂଶଧରଗଣ ! ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଯଦି ମାେ ନିର୍ଦ୍ଦଶେ ପ୍ରତି ଧ୍ଯାନ ନ ଦିଅ, ୟାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ବାରା ମାରେ ପବିତ୍ର ନାମକୁ ନଷ୍ଟ କରିବ ନାହିଁ।
39 Quanto a vós, israelitas, eis o que diz o Senhor: ide, servi cada um de vós aos ídolos! Depois disso juro que me escutareis, e não profanareis o meu santo nome por vossas oferendas e vossos ídolos.
40 ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମାରେ ପବିତ୍ର ଉଚ୍ଚ ପର୍ବତ ରେ ସମଗ୍ର ଇଶ୍ରାୟେଲର ଲୋକମାନେ ମାେତେ ଉପାସନା କରିବେ। ସହେି ସ୍ଥାନ ରେ ମୁଁ ସମାନଙ୍କେୁ ଗ୍ରହଣ କରିବି ଓ ସହେି ସ୍ଥାନ ରେ ମୁଁ ତୁମ୍ଭମାନଙ୍କର ୟାବତୀଯ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନବୈେଦ୍ଯ ଲୋଡ଼ିବି।
40 É na minha montanha santa, na montanha de Israel - oráculo do Senhor Javé -, é lá que me prestará culto toda a casa de Israel, todos desta nação. Lá vos farei uma acolhida favorável. Lá receberei vossas oferendas e as primícias dos vossos dons, com tudo o que me apresentardes.
41 ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ଯରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହାଇେ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରୀତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନବୈେଦ୍ଯଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତି ରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି।
41 Em vós deliciar-me-ei com perfume agradável, quando vos tiver arrancado do meio dos povos e reunido fora dos países em que vos acháveis dispersos. Aos olhos das nações, manifestarei em vós a minha santidade;
42 ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। ତୁମ୍ଭମାନେେ ଏହା ଜାଣିବ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କୁ ଇଶ୍ରାୟେଲ ଭୂମିକୁ ଫରୋଇ ଆଣିବି। ସହେି ଭୂମିକୁ ମୁଁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦବେି ବୋଲି ପ୍ରତିଜ୍ଞା କରିଥିଲି।
42 e sabereis que eu sou o Senhor, quando vos tiver conduzido à terra de Israel, que jurei dar a vossos pais.
43 ଆଉ ସହେି ସ୍ଥାନ ରେ ତୁମ୍ଭମାନେେ ନିଜକୁ ଅଶୁଚି କରିଅଛ ଓ ନିଜର ଆଚାର ବ୍ଯବହାର, କ୍ରିଯାସକଳସବୁ ସ୍ମରଣ କରି ନିଜର କୃତ ସମସ୍ତ କୁକ୍ରିଯା ହତେୁ ତୁମ୍ଭମାନେେ ଲଜ୍ଜିତ ହବେ।
43 Lá reconhecereis vossa má conduta pela qual vos tornastes impuros e sentireis desgosto de vós mesmos, pelo mal que cometestes.
44 ଏବଂ ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ଯେତବେେଳେ ମୁଁ ସଦାପ୍ରଭୁ, ତୁମ୍ଭମାନଙ୍କର କୁକର୍ମ ଓ ଦୁର୍ନୀତିଗ୍ରସ୍ତ ଆଚରଣ ଅନୁସାରେ ଦଣ୍ଡ ଦିଏ ନାହିଁ, କିନ୍ତୁ ସେତବେେଳେ ମୁଁ ମାରେ ମର୍ୟ୍ଯାଦାନୁସା ରେ ବ୍ଯବହାର କରେ।
44 E sabereis que eu é que sou o Senhor, quando eu proceder convosco em atenção ao meu nome, não em consideração aos vossos erros e vossos costumes corrompidos, ó casa de Israel - oráculo do Senhor Javé!
45 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
45 A palavra do Senhor foi-me dirigida nestes termos:
46 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦକ୍ଷିଣ ଦିଗ ଆଡ଼େ ଆପଣା ମୁଖ ରଖ ଓ ଦକ୍ଷିଣ ଦିଗ ଆଡ଼େ ଆପଣା ବାକ୍ଯ ବର୍ଷଣ କର। ଏବଂ ନଗେଭରେ ଅରଣ୍ଯ ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କର।
46 filho do homem, volta-te para a direita e profere um oráculo para o sul, um oráculo contra a floresta do meio-dia.
47 ଏବଂ ନଗେଭେ ଅରଣ୍ଯକୁ କୁହ, 'ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭ ମଧିଅରେ ଅଗ୍ନି ସଂୟୋଗ କରିବା। ତାହା ତୁମ୍ଭ ମଧ୍ଯସ୍ଥିତ ପ୍ରେତ୍ୟକକ ସତଜେ ଓ ଶୁଷ୍କବୃକ୍ଷକୁ ଗ୍ରାସ କରିବ। ସହେି ଜ୍ବଳନ୍ତ ଅଗ୍ନିଶିଖା ନିର୍ବାପିତ ହବେ ନାହିଁ। ଦକ୍ଷିଣରୁ ଉତ୍ତର ପର୍ୟ୍ଯନ୍ତ ସମସ୍ତ ଦେଶ ସହେି ଅଗ୍ନି ରେ ଦଗ୍ଧିଭୂତ ହବେ।
47 Dize à floresta meridional: escuta a palavra do Senhor: eis o que diz o Senhor Javé: vou acender em tuas matas um fogo que devorará toda árvore verde e toda árvore seca. Uma chama ardente, que não se extinguirá, e queimará todos os rostos do sul ao norte.
48 ସେତବେେଳେ ଆମ୍ଭେ ସଦାପ୍ରଭୁ ସହେି ଅଗ୍ନି ଜଳାଇ ଅଛୁ ବୋଲି ତୁମ୍ଭମାନେେ ଜାଣିବ। ତାହା ନିର୍ବାପିତ ହବେ ନାହିଁ ଓ ଏହା ସମସ୍ତ ପ୍ରାଣୀ ଦେଖିବେ।'
48 Todo ser vivo verá que sou eu o Senhor que acendi esse fogo. Ele não se extinguirá.
49 ଏଥି ରେ ମୁଁ (ଯିହିଜିକଲ) କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ ସମାନେେ ମାେ ବିଷଯ ରେ କହୁଛନ୍ତି, ସେ କବଳେ ନୀତିବାକ୍ଯ କହୁଛି।
49 Exclamei então: ah! Senhor Javé, dir-se-á de mim que falo sempre por parábolas!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 20, comparar traduções ou montar um estudo — tudo direto pelo WhatsApp.