Ezequiel 19

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଅନନ୍ତର ପରମେଶ୍ବର ମାେତେ କହିଲେ, ତୁମ୍ଭେ ଇଶ୍ରାୟେଲର ଅଧିପତିମାନଙ୍କ ବିଷଯ ରେ ଏହି ଦୁଃଖ ସଙ୍ଗୀତ ଗାନ କର।
1 E tu, filho do homem, faze ouvir este cântico fúnebre acerca dos príncipes de Israel.
2 ତୁମ୍ଭର ମାଆ ଗୋଟିଏ ସିଂହୀ ପରି ଥିଲା ଓ ସିଂହଗଣ ମଧିଅରେ ଶଯନ କଲା। ସେ ପୁଣି ୟିବା ସିଂହଗଣ ମଧିଅରେ ଶଯନ କରି ଅନକେ ଛୁଆ ପ୍ରତିପାଳନ କଲା।
2 Quem era tua mãe? Uma leoa entre leões; estendida entre os leõezinhos, ela criava os seus filhotes.
3 ସହେି ପ୍ରତିପାଳିତ ଛୁଆମାନଙ୍କ ମଧ୍ଯରୁ ଗୋଟଏ ଛୁଆ ୟୁବା ସିଂହ ହେଲା। ସେ ମୃଗଯା କରିବା ଶିଖିଲା ଓ ସେ ମନୁଷ୍ଯମାନଙ୍କୁ ଗ୍ରାସ କଲା।
3 Um dos filhotes cresceu até se tornar leão; aprendeu a despedaçar a presa, a devorar os homens.
4 ନାନା ଦେଶୀଯମାନେ ତାହା ବିଷଯ ରେ ଶୁଣିଲେ ଓ ସମାନେେ ତାକୁ ୟନ୍ତା ରେ ଧରିଲେ। ସମାନେେ ତା' ପାଟି ରେ ଆଙ୍କୁଶ ଦଇେ ତାହାକୁ ମିଶରକୁ ଆଣିଲେ।
4 Então as nações se coligaram contra ele, e foi preso em sua fossa; com cadeias foi levado para a terra egípcia.
5 'ତା'ର ମାଆ ଆଶା କରିଥିଲା ସହେି ୟୁବା ସିଂହ ଅଧିପତି ହବେ, ମାତ୍ର ତା'ର ସେ ଆଶା ବିଫଳ ହେଲା। ତେଣୁ ସେ ଆପଣା ଛୁଆମାନଙ୍କ ମଧ୍ଯରୁ ଆଉ ଗୋଟିକୁ ନଇେ ତାକୁ ୟୁବାସିଂହ କଲା।
5 Sua mãe viu que sua expectativa e sua esperança eram vãs; ela tomou outro dos seus filhotes para dele fazer um leãozinho.
6 ପୁଣି ସେ ଅନ୍ୟ ସିଂହମାନଙ୍କ ସହିତ ବିଚରଣ କରି ୟୁବା ସିଂହ ହାଇେ ଉଠିଲା। ସେ ମୃଗଯା କରିବା ଶିଖିଲା ଓ ମନୁଷ୍ଯମାନଙ୍କୁ ଗ୍ରାସ କଲା।
6 Ele abriu caminho entre os leões, tornou-se um jovem leão; aprendeu a despedaçar a presa, a devorar os homens;
7 ସେ ସମାନଙ୍କେର ଅଟ୍ଟାଳିକାସବୁ ଆକ୍ରମଣ କଲା ଓ ସମାନଙ୍କେର ନଗରସବୁ ଧ୍ବଂସ କଲା। ଆଉ ତାହାର ଗର୍ଜନ ଶବ୍ଦ ଶୁଣି ଦେଶର ପ୍ରେତ୍ୟକକ ଭୟଭୀତ ହାଇେ ପଡ଼ିଲେ।
7 devastou seus palácios e desolou suas cidades, a terra e seus habitantes ficaram amedrontados com os seus rugidos.
8 ତାହାର ଚତୁର୍ଦ୍ଦିଗ ରେ ବାସ କରୁଥିବା ଦେଶବାସୀମାନେ ତା' ବିରୁଦ୍ଧ ରେ ଏକ ଜାଲ ବିଛାଇଲେ ଓ ସହେି ଜାଲ ରେ ତାକୁ ଧରିଲେ।
8 Coligaram-se contra ele as nações vizinhas; lançaram sobre ele uma cilada; em sua fossa ele foi preso.
9 ଆଉ ସମାନେେ ତାକୁ ଅଙ୍କୁଶ ଦ୍ବାରା ପିଞ୍ଜରା ରେ ରଖି ବାବିଲ ରାଜା ନିକଟକୁ ନଇଗେଲେ। ଇଶ୍ରାୟେଲର ପର୍ବତ ସମୂହର ତାହାର ହୁଙ୍କାର ଶବ୍ଦ ଆଉ ଶୁଣା ନ ଯାଉ, ଏଥିପାଇଁ ସମାନେେ ତାହାକୁ ଦୃଢ଼ ଗଡ଼ ମଧ୍ଯକୁ ନଇଗେଲେ।
9 Foi posto na jaula com cadeias, conduziram-no ao rei de Babilônia, prenderam-no numa fortaleza, para que não se ouvisse mais a sua voz nas montanhas de Israel.
10 'ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ବରୂପ ଥିଲା। ଅଗାଧ ଜଳ ଯୋଗୁଁ ସେ ଫଳବତୀ ଓ ଶାଖା ରେ ପରିପୂର୍ଣ୍ଣ ଥିଲା।
10 Tua mãe se assemelhava a uma vinha plantada à margem da torrente, carregada de frutos e de folhas, devido à abundância das águas.
11 ରାଜଦଣ୍ଡ ହବୋ ନିମନ୍ତେ ତାହାର ଶାଖାସବୁ ଦୃଢ଼ ହାଇେଥିଲା। ଗହଳ ପତ୍ରୟୁକ୍ତ ହାଇେ ସେସବୁ ଦୀର୍ଘତା ରେ ବହୁ ଉଚ୍ଚ ହେଲା। ଆଉ ଉଚ୍ଚତା ରେ ତାହା ମେଘକୁ ସ୍ପର୍ଶ କଲା।
11 Ela teve um ramo vigoroso, que se tornou um cetro real; sua estatura avultava-se em meio de uma espessa folhagem. Ela se distinguia por sua altitude e pelo número de seus ramos.
12 ମାତ୍ର ତାହା କୋପ ରେ ଉତ୍ପାଟିତ ହାଇେ ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀଯ ପବନ ତାହାର ଫଳକୁ ଶୁଷ୍କ କଲା। ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହାଇଗେଲା। ଅଗ୍ନି ସେସବୁକୁ ଗ୍ରାସ କଲା।
12 Ela porém foi arrancada furiosamente, e arremessada por terra. O vento do oeste dessecou seus frutos, que caíram; emurcheceu o seu vigoroso ramo, crestado pelo fogo,
13 ବର୍ତ୍ତମାନ ପୁଣି ସହେି ଦ୍ରାକ୍ଷାଲତା ନିର୍ଜଳ ଓ ଶୁଷ୍କ ଭୂମିରେ ରୋପିତ ହାଇେଅଛି।
13 e agora está ela plantada no deserto, em terra seca e árida.
14 ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହାଇେ ସହେି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି। ଏଣୁ ରାଜଦଣ୍ଡ ପାଇଁ ତାହାର ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।' ଏହା ବିଳାପର ବିଷଯ ଅଟେ ଓ ବିଳାପଜନକ ହବେ।
14 O fogo, lançado num de seus ramos, devorou seu fruto; nela não há mais ramo forte, nem cetro real! É um canto fúnebre, que efetivamente serviu de lamentação.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 19, comparar traduções ou montar um estudo — tudo direto pelo WhatsApp.