Ezequiel 18
Oriya Bible (GL_ORIYA) vs NVT
1 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 Recebi outra mensagem do S enhor :
2 ତୁମ୍ଭମାନେେ ଇଶ୍ରାୟେଲ ଦେଶ ବିଷଯ ରେ ଯେତବେେଳେ ଏହି ପ୍ରବାଦଟି ବ୍ଯବହାର କର ଏହାର ଅର୍ଥ କ'ଣ ?
2 “Por que vocês citam este provérbio a respeito da terra de Israel: ‘Os pais comeram uvas azedas, mas os dentes dos filhos é que estragaram’?
3 କିନ୍ତୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ଜୀବିତ ଥିବା ୟାଏ ତୁମ୍ଭମାନେେ ଇଶ୍ରାୟେଲ ମଧିଅରେ ଏହି ପ୍ରବାଦକୁ ଆଉ ବ୍ଯବହାର କରିବ ନାହିଁ।
3 Tão certo como eu vivo, diz o S enhor Soberano, vocês não citarão mais esse provérbio em Israel.
4 ଆଉ ସମସ୍ତଙ୍କର ଜୀବନ ମାରେ ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ଯ ସପରେି। ଏବଂ ଯେଉଁ ବ୍ଯକ୍ତି ପାପ କରେ ସେ ମରିବ।
4 Pois todos me pertencem, tanto pais como filhos. Aquele que pecar é que morrerá.
5 ଯଦି ଜଣେ ମନୁଷ୍ଯ ଧାର୍ମିକ ହୁଏ, ତବେେ ନ୍ଯାଯ ଓ ଯଥାର୍ଥ କରେ।
5 “Suponhamos que um homem seja justo e faça o que é certo e direito.
6 ଏବଂ ସେ ପର୍ବତଗୁଡ଼ିକ ଉପ ରେ ଦିଆୟାଇଥିବା ବଳି ଭୋଜନ କରେ ନାହିଁ ଏବଂ ଇଶ୍ରାୟେଲ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ ନାହିଁ। ଆପଣା ପ୍ରତିବେଶୀର ସ୍ତ୍ରୀ ପ୍ରତି ପାପ କରି ନାହଁ କିମ୍ବା ନିଜ ସ୍ତ୍ରୀର ରଜସ୍ବଳା ସମୟରେ ତା' ସହିତ ସହବାସ କରି ନାହିଁ।
6 Não participa de banquetes nos lugares de adoração diante dos ídolos de Israel nem os adora. Não comete adultério e não tem relações com a mulher quando ela está menstruada.
7 ସେ କାହାରି ପ୍ରତି ଅନ୍ଯାଯ କରି ନାହିଁ। ଆଉ ସେ ଋଣଗ୍ରହୀତାକୁ ତା'ର ବନ୍ଧକ ଫରୋଇ ଦଇେଛି। ସେ ତାହାର କିଛି ଚୋରି କରି ନାହିଁ। ସେ ଆପଣାର ଭକ୍ଷ୍ଯ ଦ୍ରବ୍ଯକୁ କ୍ଷୁଧାର୍ତ୍ତକୁ ଦଇେଅଛି ଓ ଉଲଗ୍ନ ଲୋକକୁ ବସ୍ତ୍ର ଦଇେଅଛି।
7 É um credor misericordioso, que não fica com os objetos entregues como garantia pelos devedores pobres. Não rouba dos pobres; antes, dá alimento aos famintos e providencia roupas aos necessitados.
8 ସେ ଋଣ ଦଇେ ସୁଧ ନଇେ ନାହିଁ କିମ୍ବା ସୁଧ ଦାବି କରି ନାହିଁ। ସେ ମନ୍ଦରୁ ଦୂର ରେ ରହେ ଏବଂ ସମସ୍ତଙ୍କୁ ଉତ୍ତମ ବ୍ଯବହାର କରେ।
8 Empresta dinheiro sem visar lucros, mantém-se afastado da injustiça, é honesto e imparcial quando julga
9 ସେ ମାେ ନିଯମାନୁସା ରେ ଜୀବନ ଧାରଣ କରେ ଏବଂ ମାେ ନିଯମ ଅନୁସାରେ ଯାହା ଯଥାର୍ଥ ତାହା ଅନୁସରଣ କରେ। ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ସହେି ମନୁଷ୍ଯ ଧାର୍ମିକ ଅଟେ, ସେ ନିଶ୍ଚିତଭାବରେ ବଞ୍ଚିବ।
9 e obedece fielmente a meus decretos e estatutos. Quem age desse modo é justo e certamente viverá, diz o S enhor Soberano.
10 'ଏବଂ ଯଦି ସହେି ଧାର୍ମିକ ବ୍ଯକ୍ତିର ପୁତ୍ର ଡ଼କାଯତି ଓ ରକ୍ତପାତ ଓ ଏଥିମଧ୍ଯରୁ ଅନୁସରଣ କରେ।
10 “Suponhamos, porém, que esse homem tenha um filho ladrão ou assassino, que se recusa a fazer o que é certo.
11 ଯଦିଓ ତା'ର ବାପା ଏଗୁଡ଼ିକ ମଧ୍ଯରୁ କୌଣସିଟି କଲା ନାହିଁ। ପର୍ବତ ଉପ ରେ ମୂର୍ତ୍ତିଗୁଡ଼ିକୁ ଉତ୍ସର୍ଗ କରାୟାଇଥିବା ଜିନିଷ ଖାଆନ୍ତି ଏବଂ ଆପଣ ପ୍ରତିବେଶୀର ସ୍ତ୍ରୀ ସହିତ ବ୍ଯଭିଚାର କରେ,
11 Suponhamos que esse filho faça todas as maldades que seu pai jamais faria: participe de banquetes oferecidos a ídolos nos lugares de adoração, cometa adultério,
12 ଏବଂ ସେ ଯଦି ଦରିଦ୍ର ଦୀନହୀନ ପ୍ରତି ଅନ୍ଯାଯ କରେ, ଚୋରି କରେ ଓ ବନ୍ଧକ ଦ୍ରବ୍ଯ ଫରୋଏ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ।
12 oprima os pobres e os desamparados, roube de seus devedores ao não lhes devolver sua garantia, adore ídolos, pratique pecados detestáveis
13 ଏବଂ ଘୃଣ୍ଯ କର୍ମ କରେ, ଋଣ ଦଇେ ସୁଧ ଆଦାଯ କରେ, ସେ ବଞ୍ଚିବ କି ? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ଯ କାର୍ୟ୍ଯ କରେ। ଏବଂ ସେ ତା'ର ନିଜର ମୃତ୍ଯୁ ପାଇଁ ଦାଯୀ ରହିବ।
13 e empreste dinheiro visando lucros. Acaso esse pecador deve viver? Não, ele será responsabilizado e morrerá.
14 ଏବଂ କୁହ ତା'ର ମଧ୍ଯ ଗୋଟିଏ ପୁତ୍ର ଛି, ୟିଏକି ତା'ର ପିତା କରିଥିବା ସମସ୍ତ ପାପ ଦେଖେ ଏବଂ ଯଦିଓ ସେ ସଗେୁଡ଼ିକୁ ଦେଖେ ସେ ଠିକ୍ ସହେିପରି କାର୍ୟ୍ଯ କରେ ନାହିଁ।
14 “Suponhamos, porém, que esse filho pecador tenha, por sua vez, um filho que vê a perversidade do pai e decide não viver desse modo.
15 ସେ ପର୍ବତ ଉପ ରେ ମୂର୍ତ୍ତିଗୁଡ଼ିକ ପାଖ ରେ ଉତ୍ସର୍ଗ ହାଇେଥିବା ଦ୍ରବ୍ଯ ଖାଏ ନାହିଁ ଓ ଇଶ୍ରାୟେଲର ମୂର୍ତ୍ତିଗୁଡ଼ିକ ପ୍ରତି ଦୃଷ୍ଟିପାତ କରେ ନାହିଁ କିମ୍ବା ଆପଣା ପ୍ରତିବେଶୀ ସ୍ତ୍ରୀ ସହିତ ବ୍ଯଭିଚାର କରେ ନାହିଁ।
15 Esse filho não participa de banquetes nos lugares de adoração, não adora ídolos e não comete adultério.
16 ସେ ଲୋକଙ୍କ ପ୍ରତି ଅନ୍ଯାଯ ଆଚରଣ କରେ ନାହିଁ, କୌଣସି ବନ୍ଧକ ଦ୍ରବ୍ଯ ଗ୍ରହଣ କରେ ନାହିଁ, ଚୋରି କରେ ନାହିଁ କିନ୍ତୁ କ୍ଷୁଧାର୍ତ୍ତକୁ ନିଜର ଖାଦ୍ୟ ପ୍ରଦାନ କରେ ଓ ଉଲଗ୍ନକୁ ବସ୍ତ୍ର ଦିଏ।
16 Não explora os pobres; antes, trata os devedores com imparcialidade e não rouba deles. Dá alimentos aos famintos e providencia roupas aos necessitados.
17 ସେ ଦୀନଦରିଦ୍ରକୁ ସାହାୟ୍ଯ କରେ, ସୁଧ ନ ନଇେ ଲୋକଙ୍କୁ ସେ ଯଦି ଋଣ ଦିଏ, ଆଉ ଆମ୍ଭର ଶାସନ ସକଳ ବିଧି ଅନୁସରଣ କରେ ଓ ମାରେନୀତି ନିଯମ ଅନୁସାରେ ଜୀବନ ଧାରଣ କରେ, ସେ ଆପଣା ପିତାର ପାପ ସକାେଶ ମରିବ ନାହିଁ, ସେ ନିଶ୍ଚଯ ବଞ୍ଚିବ।
17 Ajuda os pobres, não empresta dinheiro visando lucros e obedece a todos os meus decretos e estatutos. Ele não morrerá por causa dos pecados de seu pai; certamente viverá.
18 ତା'ର ପିତା, କାରଣ ସେ ତାଙ୍କର ନିଜ ଲୋକମାନଙ୍କ ମଧ୍ଯରୁ ଜଣେ ଭାଇ ପ୍ରତି ଅତ୍ଯାଚାର କଲା ଓ ତା'ଠାରୁ ଚୋରି କରେ କାରଣ ସେ, ଯାହା ସମାଜ ରେ ଭଲ ତାହା କଲା ନାହିଁ। ତା'ର ଦୋଷ କାରଣରୁ ସେ ମୃତୁବରଣ କରିବ।
18 O pai, no entanto, morrerá por causa de seus muitos pecados, por ser cruel, roubar das pessoas e fazer o que era claramente errado no meio de seu povo.
19 କିନ୍ତୁ ତୁମ୍ଭେ ପଚାରୁଛ, 'ପିତାର ପାପର ଦଣ୍ଡ ତା'ର ପୁତ୍ର କାହିଁକି ବହନ ନ କରିବ ?' କାରଣ ଯାହା ନ୍ଯାଯ ଓ ଯଥାର୍ଥ ସେ କରେ ଏବଂ ମାେ ନିଯମ ମାନେ ଓ ପ୍ରଯୋଗ କରେ। ସେ ନିଶ୍ଚଯ ଭାବରେ ବଞ୍ଚିବ।
19 “Vocês, porém, perguntam: ‘Como assim? O filho não paga pelos pecados do pai?’. Não! Pois se o filho faz o que é justo e certo e guarda meus decretos, ele certamente viverá.
20 କବଳେ ପାପୀମାନେ ମୃତ୍ଯୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ଯକ୍ତିର ଧାର୍ମିକତା ହିସାବ କରାୟିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାୟିବ।
20 Aquele que pecar é que morrerá. O filho não será castigado pelos pecados do pai, e o pai não será castigado pelos pecados do filho. Os justos serão recompensados por sua justiça, e os perversos serão castigados por sua perversidade.
21 ଏବଂ ଦୁଷ୍ଟ ଲୋକ ଯବେେ ପାପ ପଥରୁ ବିରତ ହୁଏ, ମାରେ ବିଧି ସକଳ ପାଳନ କରେ ଓ ନ୍ଯାଯ ଏବଂ ଧର୍ମାଚରଣ କରେ ତବେେ ସେ ନିଶ୍ଚଯ ବଞ୍ଚିବ, ସେ ମରିବ ନାହିଁ।
21 Mas, se os perversos abandonarem seus pecados e obedecerem a meus decretos e fizerem o que é justo e certo, com certeza viverão, e não morrerão.
22 ତା'ର କୌଣସି ପାପ ସ୍ମରଣ କରାୟିବ ନାହିଁ। ସେ ତା'ର ଧାର୍ମିକତା ଯୋଗୁ ବଞ୍ଚିବ।
22 Todos os pecados que cometeram no passado serão esquecidos, e eles viverão por causa de seus atos de justiça.
23 ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ଦୁଷ୍ଟର ମରଣ ରେ ଆମ୍ଭର ସନ୍ତାଷେ ନ ଥାଏ। ବରଂ ସେ ଆପଣା କୁପଥରୁ ଫରେି ବଞ୍ଚୁ, ଏଥି ରେ ଆମ୍ଭର ସନ୍ତାଷେ ରହିଛି।
23 “Vocês acham que eu gosto de ver os perversos morrerem?, diz o S enhor Soberano. Claro que não! Meu desejo é que eles se afastem de seus maus caminhos e vivam.
24 କିନ୍ତୁ ଯଦି ଜଣେ ଧାର୍ମିକ ବ୍ଯକ୍ତି ତା'ର ଧାର୍ମିକତାରୁ ବିରତ ହୁଏ ଏବଂ ଦୁଷ୍ଟ ଲୋକର ସମସ୍ତ ଜଘନ୍ଯ କାର୍ୟ୍ଯ କରେ, ସେ ବଞ୍ଚିବ କି? ତା'ର (ଆଗରୁ କରିଥିବା) ଧାର୍ମିକତା କାର୍ୟ୍ଯସବୁ ହିସାବକୁ ନିଆୟିବ ନାହିଁ। ତା'ର ବର୍ତ୍ତମାନର ପାପ ଯୋଗୁଁ ସେ ନିଶ୍ଚିତ ଭାବରେ ମରିବ।
24 Contudo, se os justos se afastarem de sua justiça, cometerem pecados e agirem como outros pecadores, deve-se permitir que vivam? Claro que não! Todos os seus atos de justiça serão esquecidos, e eles morrerão por causa de seus pecados.
25 କିନ୍ତୁ ତୁମ୍ଭେ କୁହ, 'ସଦାପ୍ରଭୁ ନ୍ଯାଯପୂର୍ଣ୍ଣ ନୁହଁନ୍ତି।' ହେ ଇଶ୍ରାୟେଲର ପୁତ୍ରଗଣ, ଶୁଣ, ମୁଁ ନ୍ଯାଯ ଅଟେ। କିନ୍ତୁ ତୁମ୍ଭମାନେେ ୟିଏ ନ୍ଯାଯ ନୁହଁ।
25 “Vocês, porém, dizem: ‘O Senhor não é justo!’. Ouça, ó povo de Israel: quem é injusto, eu ou vocês?
26 ଯଦି ଜଣେ ଧାର୍ମିକ ଲୋକ ତା'ର ଧର୍ମାଚରଣରୁ ବିରତ ହୁଏ ଏବଂ ଯାହା ମନ୍ଦ ତାହା କରେ, ସେ ଏହି କାରଣରୁ ମରିବ।
26 Se os justos se afastarem de sua justiça e cometerem pecados, morrerão por causa disso. Sim, eles morrerão por causa de seus pecados.
27 ଦୁଷ୍ଟଲୋକ ଯେତବେେଳେ ନିଜ ଦୁଷ୍ଟତାରୁ ବିରତ ହାଇେ ନ୍ଯାଯ ଓ ଧର୍ମାଚରଣ କରେ ସେତବେେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ।
27 E, se os perversos se afastarem de sua perversidade e fizerem o que é justo e certo, preservarão a vida.
28 ସେ ତା'ର ମନ୍ଦ ଆଚରଣକୁ ବିବଚେନା କରେ ଏବଂ ଦୋଷ କରିବା ବନ୍ଦ କରେ, ଯାହା କରିବା ରେ ସେ ଅଭ୍ଯସ୍ତ ଥାଏ। ତବେେ ସେ ବଞ୍ଚିବ, ସେ ମୃତ୍ଯୁବରଣ କରିବ ନାହିଁ।
28 Eles viverão, pois pensaram melhor e decidiram se afastar de seus pecados.
29 କିନ୍ତୁ ଇଶ୍ରାୟେଲର ଲୋକମାନେ କହନ୍ତି, ସଦାପ୍ରଭୁ ନ୍ଯାଯପୂର୍ଣ୍ଣ ନୁହଁନ୍ତି।
29 E, no entanto, o povo de Israel continua a dizer: ‘O Senhor não é justo!’. Ó povo de Israel, vocês é que são injustos, e não eu!
30 ତେଣୁ ହେ ଇଶ୍ରାୟେଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକର ଆଚାର ବ୍ଯବହାରାନୁସା ରେ ବିଚାର କରିବି। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି। ଆଉ ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ ଓ ନଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହା ହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହବେ ନାହିଁ।
30 “Portanto, julgarei cada um de vocês, ó povo de Israel, conforme suas ações, diz o S enhor Soberano. Arrependam-se e afastem-se de seus pecados, e não permitam que eles os derrubem.
31 ତୁମ୍ଭମାନେେ ତୁମ୍ଭମାନଙ୍କର ସମସ୍ତ ପାପ ଦୂର କରିଦିଅ। ନିଜର ଅନ୍ତଃକରଣ ଓ ଆତ୍ମାକୁ ନୂତନ ଭାବରେ ପ୍ରସ୍ତୁତ କର। ଆଉ ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ ନିଜେ ତୁମ୍ଭମାନଙ୍କର ମୃତ୍ଯୁର କାରଣ ହୁଅ ନାହିଁ।
31 Deixem toda a sua rebeldia para trás e busquem um coração novo e um espírito novo. Por que morrer, ó povo de Israel?
32 ଆମ୍ଭେ ତୁମ୍ଭର ମୃତ୍ଯୁ ଚାହୁଁ ନାହୁଁ, ଏଣୁ ଆମ୍ଭ ନିକଟକୁ ଫରେିଆସ ଓ ବଞ୍ଚି ରୁହ। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।
32 Não é meu desejo que morram, diz o S enhor Soberano. Arrependam-se e vivam!”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 18, comparar traduções ou montar um estudo — tudo direto pelo WhatsApp.